Odia General Knowledge

Odia General knowledge MCQ: GK is important in the general category of all competitors and government recruitment exams and general categories of Railways, SSC, Bank PO / Clerk, etc. Our team focuses on General Knowledge 2023, important general knowledge questions, in-depth analysis of key topics, statistical answers, and details of what is happening in India and around the world.

Odia General knowledge MCQ

0%
10021
BEST OF LUCK!!!

GOOD TRY,

Keep Practicing, Keep Improving.


General Knowledge

Odia General Knowledge MCQ Quiz (Odia GK)

ଓଡିଆ ସାଧାରଣ ଜ୍ଞାନ କୁଇଜ୍

1 / 20

1. ଭାରତର କେଉଁ ରାଜ୍ୟକୁ ଇଂରେଜମାନେ ଶାସନ କରି ପାରି ନଥିଲେ?

2 / 20

2. କେଉଁ ମହାସାଗର ଗୋଟିଏ ଦେଶର ନାମରେ ରଖାଯାଇଛି?

3 / 20

3. କେଉଁ ଦେଶର ତିନୋଟି ରାଜଧାନୀ ଅଛି?

4 / 20

4. ସରପଞ୍ଚ ହେବା ପାଇଁ ସର୍ବନିମ୍ନ ବୟସ କେତେ ଆବଶ୍ୟକ?

5 / 20

5. ଗୋଲାପ ଫୁଲ କେଉଁ ଦେଶର ଜାତୀୟ ଫୁଲ ଅଟେ?

6 / 20

6. କେଉଁ ଦେଶରେ ସବୁଠାରୁ ଅଧିକ ବିଦ୍ୟାଳୟ ଅଛି?

7 / 20

7. କେଉଁ ଜୀବର ଆଖିରୁ ସବୁବେଳେ ଲୁହ ଝରିଥାଏ?

8 / 20

8. କେଉଁ ଦେଶରେ ସୁନାର ଗାଡ଼ି ଚାଲେ?

9 / 20

9. ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ କିଏ ଥିଲେ?

10 / 20

10. ଭାରତରେ ମୋଟ କେତୋଟି ଭାଷା ଅଛି?

11 / 20

11. କେଉଁ ଦେଶରେ ବିଦ୍ୟୁତ୍ ବିଲ୍ ସବୁଠାରୁ ଶସ୍ତା ଅଟେ?

12 / 20

12. କୋକା କୋଲା କେଉଁ ଦେଶର କମ୍ପାନୀ ଅଟେ?

13 / 20

13. ପୃଥିବୀର ସବୁଠାରୁ ଲମ୍ବା ନଦୀର ନାମ କଣ?

14 / 20

14. ପୃଥିବୀର ସବୁଠାରୁ ଧନୀ ଦେଶର ନାମ କଣ?

15 / 20

15. ସୂର୍ଯ୍ୟ କିରଣରୁ ଆମକୁ କେଉଁ ଭିଟାମିନ ମିଳିଥାଏ?

16 / 20

16. ଭାରତର କେଉଁ ରାଜ୍ୟରେ ଲୋକମାନେ ଅଧିକ ଶିକ୍ଷିତ?

17 / 20

17. ତାଜମହଲ କେଉଁ ନଦୀ କୂଳରେ ଅବସ୍ଥିତ?

18 / 20

18. କୋଣାର୍କର ସୂର୍ଯ୍ୟ ମନ୍ଦିର କିଏ ନିର୍ମାଣ କରିଥିଲେ?

19 / 20

19. ପୃଥିବୀ ପୃଷ୍ଠରେ କେତୋଟି ମହାଦେଶ ଅଛି?

20 / 20

20. ଭାରତର ଜାତୀୟ ମିଠାର ନାମ କଣ?

Your score is

Share with your friends.

LinkedIn Facebook Twitter
0%

0%
2886
BEST OF LUCK!!!

GOOD TRY,

Keep Practicing, Keep Improving.


Odisha-GK-Question-and-Answer

Odisha GK Question and Answer (Odisha GK Online Test)

ସାଧାରଣ ଜ୍ଞାନ କୁଇଜ୍

1 / 50

1. ଓଡ଼ିଶାର ପ୍ରଥମ ରଙ୍ଗୀନ ଫିଲ୍ମର ନାମ କଣ?

2 / 50

2. ଓଡ଼ିଶାର ଶାବର କ୍ଷେତ୍ର କେଉଁଠି ଅବସ୍ଥିତ?

3 / 50

3. ସୁନାରୂପା ତାରକସି କାମ ପାଇଁ ଓଡ଼ିଶାର କେଉଁ ସ୍ଥାନ ପ୍ରସିଦ୍ଧ ?

4 / 50

4. ଓଡ଼ିଶାର କେଉଁଠି କେନ୍ଦ୍ରିୟ ମାଛଚାଷ ଗବେଷଣା କେନ୍ଦ୍ର ଅଛି ?

5 / 50

5. ଓଡ଼ିଶାର ସ୍ଵର୍ଣ୍ଣ ତ୍ରିଭୁଜ କାହାକୁ କୁହାଯାଏ?

6 / 50

6. ଓଡ଼ିଶାର ଗଦା କ୍ଷେତ୍ର କେଉଁଠି ଅବସ୍ଥିତ?

7 / 50

7. ଓଡ଼ିଶାର ସର୍ବାଧିକ ମରୁଡ଼ି ଗ୍ରସ୍ତ ଜିଲ୍ଲା କେଉଁଠି ?

8 / 50

8. ଓଡ଼ିଶାର ଠାକୁରାଣୀ ପାହାଡ଼ରୁ କ’ଣ ମିଳିଥାଏ ?

9 / 50

9. ଓଡ଼ିଶାର ମୁଖ୍ୟ ଫସଲର ନାମ କଣ?

10 / 50

10. ଓଡ଼ିଶାର ତୁଳସୀ କ୍ଷେତ୍ର କେଉଁଠି ଅବସ୍ଥିତ?

11 / 50

11. କେଉଁ ମସିହାରେ ମହା ବାତ୍ୟା ହୋଇଥିଲା ?

12 / 50

12. ଓଡ଼ିଶାର କେଉଁଠାରେ ଆଜବେଷ୍ଟସ୍ କାରଖାନା ଅଛି ?

13 / 50

13. ଓଡ଼ିଶାର କୈଳାସ କେଉଁଠି ଅବସ୍ଥିତ?

14 / 50

14. ସୁନାବେଡ଼ାରେ କେଉଁ କାରଖାନା ଅଛି ?

15 / 50

15. ଉତ୍କଳ ଦୀପିକା ପତ୍ରିକା ର ସମ୍ପାଦକ କିଏ ?

16 / 50

16. ଓଡ଼ିଶାର ଭାତହାଣ୍ଡି କାହାକୁ କୁହାଯାଏ?

17 / 50

17. କୋଣାର୍କର ସୂର୍ଯ୍ୟ ମନ୍ଦିର କିଏ ନିର୍ମାଣ କରିଥିଲେ?

18 / 50

18. ଓଡ଼ିଶାରେ କେବେ ମହାବାତ୍ୟା ହୋଇଥିଲା?

19 / 50

19. ଓଡ଼ିଶାର ବ୍ୟାସକ୍ଷେତ୍ର କେଉଁଠି ଅବସ୍ଥିତ?

20 / 50

20. ଓଡ଼ିଶାର ଜ୍ୟୋତି ବିହାର କେଉଁଠି ଅବସ୍ଥିତ?

21 / 50

21. ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର "ସୀତା ବିବାହ" କେବେ ପ୍ରକାଶ ପାଇଥିଲା ?

22 / 50

22. ଓଡ଼ିଶାର ଲୋକସଭାର ସଦସ୍ୟ ସଂଖ୍ୟା କେତେ?

23 / 50

23. ଓଡ଼ିଶା ଦେଇ ଯାଇଥିବା ରେଳପଥର ନାମ କ'ଣ ?

24 / 50

24. ରାଜା ଖାରବେଳ କେଉଁ ବଂଶଜ ?

25 / 50

25. ଓଡ଼ିଶାର ବ୍ଲକ୍ ସଂଖ୍ୟା କେତେ ?

26 / 50

26. ଓଡ଼ିଶାର ବାଣୀକ୍ଷେତ୍ର କେଉଁଠି ଅବସ୍ଥିତ?

27 / 50

27. କେଉଁ ମସିହାରେ ଚିଲିକା ହ୍ରଦକୁ ଭାରତୀୟ ଆର୍ଦ୍ରଭୂମି ରୂପେ ମାନ୍ୟତା ମିଳିଛି ?

28 / 50

28. ଓଡ଼ିଶାର ପ୍ରଥମ ଫିଲ୍ମର ନାମ କଣ?

29 / 50

29. ଓଡ଼ିଶାର ଗଙ୍ଗା କାହାକୁ କୁହାଯାଏ?

30 / 50

30. କେବେ ସମ୍ବଲପୁର ଓଡ଼ିଶା ସହ ମିଶିଥିଲା ?

31 / 50

31. ପେରୋସିଲିକନ୍ କାରଖାନା ଓଡ଼ିଶାରେ କେଉଁଠି ଅଛି ?

32 / 50

32. ଓଡ଼ିଶାର ଧଳା ପାଗୋଡ଼ା କାହାକୁ କୁହାଯାଏ?

33 / 50

33. ଓଡ଼ିଶାର କାଶ୍ମୀର କାହାକୁ କୁହାଯାଏ?

34 / 50

34. ଓଡ଼ିଶାର କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠାତା କିଏ ?

35 / 50

35. ଓଡ଼ିଶାର କାଶୀ କାହାକୁ କୁହାଯାଏ?

36 / 50

36. ଓଡ଼ିଶାର କେଉଁ ସ୍ଥାନ ଦସ୍ତା ପାଇଁ ପ୍ରସିଦ୍ଧ ?

37 / 50

37. ଓଡ଼ିଶାର କେଉଁଠାରେ ସ୍ପଞ୍ଜ ଲୁହା କାରଖାନା ଅଛି ?

38 / 50

38. କେଉଁ ମସିହାରେ ଓଡ଼ିଆ ଭାଷା ସରକାରୀ ଭାଷା ଭାବରେ ସ୍ବୀକୃତି ପାଇଥିଲା?

39 / 50

39. ଓଡ଼ିଶାର ପ୍ରଥମ ଓଡ଼ିଆ ସମ୍ବାଦ ପତ୍ରର ନାମ କଣ?

40 / 50

40. ଓଡ଼ିଶାର ବିହଙ୍ଗ ବିହାର କେଉଁଠି ଅବସ୍ଥିତ?

41 / 50

41. ଓଡ଼ିଶାର ସ୍ୱର୍ଣ୍ଣକ୍ଷେତ୍ର କାହାକୁ କୁହାଯାଏ?

42 / 50

42. ପିପିଲି କାହିଁକି ପ୍ରସିଦ୍ଧ ?

43 / 50

43. ମହିମା ଧର୍ମର ପ୍ରତିଷ୍ଠାତା କିଏ ?

44 / 50

44. ଓଡ଼ିଶାର କଳା ପାଗୋଡ଼ା କାହାକୁ କୁହାଯାଏ?

45 / 50

45. ୧୯୯୧ରେ ଓଡ଼ିଶାର ଜନସଂଖ୍ୟା କେତେ?

46 / 50

46. କେଉଁ ସଂକ୍ରାନ୍ତିରେ ଓଡ଼ିଆ ନବବର୍ଷ ପାଳନ କରାଯାଏ?

47 / 50

47. ଓଡ଼ିଶାର ଭଞ୍ଜ ବିହାର କେଉଁଠି ଅବସ୍ଥିତ?

48 / 50

48. ଓଡ଼ିଶାର ଇସ୍ପାତ ସହର କେଉଁଠି ଅବସ୍ଥିତ?

49 / 50

49. ଓଡ଼ିଶାର ଶଙ୍ଖକ୍ଷେତ୍ର କେଉଁଠି ଅବସ୍ଥିତ?

50 / 50

50. ଓଡ଼ିଶାର ଅର୍କକ୍ଷେତ୍ର କେଉଁଠି ଅବସ୍ଥିତ?

Your score is

Share with your friends.

LinkedIn Facebook Twitter
0%

Odia GK: A Comprehensive Guide to General Knowledge in Odia. General knowledge is a crucial aspect of education, and it is essential to keep yourself updated with the latest news and information.

Odia GK | Odia General Knowledge
Odia GK

Odia GK Question

Odia GK or General Knowledge in the Odia language is a subject that is gaining immense popularity in Odisha.

It is an excellent opportunity for individuals to learn and gain knowledge about various topics, including history, politics, geography, and current affairs.

Odia GK is an important subject for students who are preparing for competitive exams, such as Odisha Civil Services, Odisha Staff Selection Commission, and other state-level exams.

This article will provide a comprehensive guide to Odia GK, including its importance, sources, and tips for learning.

Importance of Odia GK:

General knowledge is an essential subject as it provides us with an understanding of the world around us. It allows individuals to make informed decisions and develop critical thinking skills.

Odia GK, in particular, is vital for students and individuals residing in Odisha as it provides them with a better understanding of their state’s culture, history, and geography.

Additionally, OdiaGK is a significant component of many competitive exams. Most exams have a section dedicated to general knowledge, and scoring well in this section is crucial for overall success.

It is important to have a strong understanding of OdiaGK as it can provide an edge over other candidates in the exam.

Sources for Learning Odia GK:

There are various sources available for individuals to learn Odia GK. Some of the most common sources include:

  1. Books: There are several books available in the market that cover various aspects of Odia GK. These books are specifically designed for competitive exams and provide a comprehensive understanding of the subject.

  2. Online Resources: The internet is an excellent source for learning Odia GK. There are various websites, online forums, and YouTube channels that provide valuable information and resources on the subject.

  3. Newspapers: Reading newspapers is an excellent way to keep yourself updated on current affairs. Odisha has several newspapers published in the Odia language, and reading them can help individuals improve their understanding of OdiaGK.

Tips for Learning Odia GK:

Here are a few tips for individuals looking to improve their understanding of OdiaGK:

  1. Read regularly: Regular reading of newspapers, books, and online resources is crucial for gaining knowledge in OdiaGK.

  2. Take notes: Taking notes while reading can help individuals retain information better and improve their understanding of the subject.

  3. Practice Quizzes: Taking quizzes and practice tests is an excellent way to test your knowledge and identify areas where you need improvement.

  4. Group Discussions: Discussing topics with others can provide different perspectives and improve overall understanding of the subject.

Odia GK is an essential subject for individuals residing in Odisha and is particularly important for students preparing for competitive exams. It provides individuals with a better understanding of their state’s culture, history, and geography.

There are various sources available for learning OdiaGK, including books, online resources, and newspapers. By following the tips mentioned in this article, individuals can improve their understanding of OdiaGK and succeed in their academic and professional endeavors.

Advertisements