Go to Beginning Odia General Knowledge MCQ Quiz [11]By Editorial Staff / February 25, 2023 February 25, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 2046 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -11 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୧୧ 1 / 20 1. ସରପଞ୍ଚ ହେବା ପାଇଁ ସର୍ବନିମ୍ନ ବୟସ କେତେ ଆବଶ୍ୟକ? A. ୨୧ B. ୩୦ C. ୩୫ D. ୨୫ 2 / 20 2. କେଉଁ ଦେଶରେ ଗୋଟିଏ ବି ବିମାନ ବନ୍ଦର ନାହିଁ? A. ଭାଟିକାନ ସିଟି B. ପାକିସ୍ଥାନ C. ନେପାଳ D. ଭୁଟାନ 3 / 20 3. କେଉଁ ଦେଶର ତିନୋଟି ରାଜଧାନୀ ଅଛି? A. ଅଷ୍ଟ୍ରେଲିଆ B. ଚୀନ୍ C. ନ୍ୟୁଜଲ୍ୟାଣ୍ଡ D. ଦକ୍ଷିଣ ଆଫ୍ରିକା 4 / 20 4. ଭାରତର କେଉଁ ରାଜ୍ୟ ପୋଙ୍ଗଲ ପର୍ବ ପାଇଁ ପ୍ରସିଦ୍ଧ ଅଟେ? A. ଓଡ଼ିଶା B. କେରଳ C. ତାମିଲନାଡୁ D. ମହାରାଷ୍ଟ୍ର 5 / 20 5. କେଉଁ ଦେଶ ପ୍ରଥମେ ଇଣ୍ଟରନେଟ୍ ବ୍ୟବହାର କରିଥିଲା? A. ଆମେରିକା B. ଜାପାନ C. ଇଂଲଣ୍ଡ D. ଚୀନ୍ 6 / 20 6. ରାଜ୍ୟପାଳ ହେବା ପାଇଁ ସର୍ବନିମ୍ନ ବୟସ କେତେ ଆବଶ୍ୟକ? A. ୨୫ B. ୨୧ C. ୩୫ D. ୩୦ 7 / 20 7. ପୃଥିବୀର ସବୁଠାରୁ ବଡ଼ ଦ୍ଵୀପର ନାମ କଣ? A. ଗ୍ରୀନଲ୍ୟାଣ୍ଡ B. ନେଦରଲ୍ୟାଣ୍ଡ C. ସୁଇଜରଲ୍ୟାଣ୍ଡ D. ଆଇସଲ୍ୟାଣ୍ଡ 8 / 20 8. ଭାରତର କେଉଁ ରାଜ୍ୟକୁ ଇଂରେଜମାନେ ଶାସନ କରି ପାରି ନଥିଲେ? A. ମହାରାଷ୍ଟ୍ର B. ଓଡ଼ିଶା C. ଗୋଆ D. ପଞ୍ଜାବ 9 / 20 9. ନୀଳ ରଙ୍ଗର ସଡ଼କ କେଉଁ ଦେଶରେ ଦେଖିବାକୁ ମିଳିଥାଏ? A. ଆମେରିକା B. ଇଂଲଣ୍ଡ C. ଜାପାନ D. କତାର 10 / 20 10. ବିଧାନ ପରିଷଦର ସଦସ୍ୟ ହେବା ପାଇଁ ସର୍ବନିମ୍ନ ବୟସ କେତେ? A. ୩୫ B. ୨୫ C. ୨୧ D. ୩୦ 11 / 20 11. ନିମ୍ନଲିଖିତ ମଧ୍ୟରୁ କେଉଁ ପଶୁ ଲୁହାକୁ ଖାଇ ହଜମ କରିପାରେ? A. ଭାଲୁ B. କୁମ୍ଭୀର C. ବାଘ D. ସିଂହ 12 / 20 12. ଓଡ଼ିଶାର ପ୍ରଥମ ଓଡ଼ିଆ ସମ୍ବାଦ ପତ୍ରର ନାମ କଣ? A. ଉତ୍କଳ ଦୀପିକା B. ଉତ୍କଳ ଗୌରବ C. ପ୍ରମେୟ D. ସମାଜ 13 / 20 13. ନିମ୍ନଲିଖିତ ମଧ୍ୟରୁ ଭାରତର ପ୍ରଥମ ରାଷ୍ଟ୍ରପତିଙ୍କ ନାମ କଣ? A. ସୁବାସ ଚନ୍ଦ୍ର ବୋଷ B. ଜବାହର ଲାଲ ନେହେରୁ C. ଭେଙ୍କେୟା ନାଇଡ଼ୁ D. ରାଜେନ୍ଦ୍ର ପ୍ରସାଦ 14 / 20 14. ମୁଖ୍ୟମନ୍ତ୍ରୀ ହେବା ପାଇଁ ସର୍ବନିମ୍ନ ବୟସ କେତେ ଆବଶ୍ୟକ? A. ୨୧ B. ୩୫ C. ୩୦ D. ୨୫ 15 / 20 15. ଲୋକସଭାର ସଦସ୍ୟ ହେବା ପାଇଁ ସର୍ବନିମ୍ନ ବୟସ କେତେ ଆବଶ୍ୟକ? A. ୩୫ B. ୨୫ C. ୩୦ D. ୨୧ 16 / 20 16. ରାଜ୍ୟ ସଭାର ସଦସ୍ୟ ହେବା ପାଇଁ ସର୍ବନିମ୍ନ ବୟସ କେତେ ଆବଶ୍ୟକ? A. ୨୧ B. ୩୦ C. ୨୫ D. ୩୫ 17 / 20 17. କେଉଁ ଦେଶରେ ବିଦ୍ୟୁତ୍ ବିଲ୍ ସବୁଠାରୁ ଶସ୍ତା ଅଟେ? A. ଚୀନ୍ B. କତର C. ଭାରତ D. ପାକିସ୍ଥାନ 18 / 20 18. ବିଧାନସଭାର ସଦସ୍ୟ ହେବା ପାଇଁ ସର୍ବନିମ୍ନ ବୟସ କେତେ ଆବଶ୍ୟକ? A. ୩୫ B. ୩୦ C. ୨୫ D. ୨୧ 19 / 20 19. ପୃଥିବୀର ସବୁଠାରୁ ଲମ୍ବା ନଦୀର ନାମ କଣ? A. ଆମାଜନ B. ଗଙ୍ଗା ନଦୀ C. କାବେରୀ ନଦୀ D. ନୀଳ ନଦୀ 20 / 20 20. GST ଭାରତରେ କେବେ ଆରମ୍ଭ ହୋଇଥିଲା? A. ୨୦୧୬ B. ୨୦୧୫ C. ୨୦୧୭ D. ୨୦୧୮ Your score is Share with your friends. LinkedIn Facebook Twitter 0% Restart quiz Spread the love