Go to Beginning ODIA GENERAL KNOWLEDGE MCQ QUIZ -04By Editorial Staff / March 16, 2022 February 18, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 0 votes, 0 avg 4991 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -04 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୦୪ 1 / 15 1. ଓଡ଼ିଶାର ବ୍ଲକ୍ ସଂଖ୍ୟା କେତେ ? A. ୩୧୪ଟି B. ୪୧୨ଟି C. ୩୨୪ଟି D. ୨୨୦ଟି 2 / 15 2. ଭାରତର ବୃହତ୍ତମ ଓ ସର୍ବପୁରାତନ ସଂଗ୍ରହାଳୟ କେଉଁଠି ଅବସ୍ଥିତ ? A. ପଶ୍ଚିମବଙ୍ଗ B. ଆନ୍ଧ୍ରପ୍ରଦେଶ C. ନିଉଦିଲ୍ଲୀ D. ଉତ୍ତରପ୍ରଦେଶ 3 / 15 3. ଓଡ଼ିଶାର ଠାକୁରାଣୀ ପାହାଡ଼ରୁ କ’ଣ ମିଳିଥାଏ ? A. କୋଇଲା B. ଲୁହାପଥର C. ଅଭ୍ର D. ଚୂନପଥର 4 / 15 4. ଓଡ଼ିଶାର କେଉଁଠାରେ ସ୍ପଞ୍ଜ ଲୁହା କାରଖାନା ଅଛି ? A. ବଡ଼ବିଲ B. ଖୋର୍ଦ୍ଧା C. କଟକ D. ଢ଼େଙ୍କାନାଳ 5 / 15 5. କେଉଁ ଶାସକ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିଥିଲେ? A. ଇନ୍ଦ୍ରଦେବ B. ନରସିଂହ ଦେବ C. ଚନ୍ଦ୍ରଦେବ D. ଭାନୁ ଦେବ 6 / 15 6. କେଉଁ ମସିହାରେ ମହା ବାତ୍ୟା ହୋଇଥିଲା ? A. 1999 B. 2001 C. 2000 D. 1998 7 / 15 7. ସୁନାବେଡ଼ାରେ କେଉଁ କାରଖାନା ଅଛି ? A. ଲୁହା କାରଖାନା B. ଆଲୁମିନିୟମ କାରଖାନା C. ଷ୍ଟିଲ କାରଖାନା D. ମିର ବିମାନ କାରଖାନା 8 / 15 8. ପ୍ରଥମ ଭାରତୀୟ ମହାକାଶଚାରୀଙ୍କ ନାମକ’ଣ ? A. ରାକେଶ ଶର୍ମା B. ରବି ମଙ୍ଗୋତ୍ରା C. ସତିସ୍ ଧାୱନ D. କେଉଁଟି ନୁହେଁ 9 / 15 9. ଓଡ଼ିଶା ଦେଇ ଯାଇଥିବା ରେଳପଥର ନାମ କ'ଣ ? A. ଦକ୍ଷିଣ ରେଳପଥ B. ପୂର୍ବତଟ ରେଳପଥ C. ପୂର୍ବ ରେଳପଥ D. ପଶ୍ଚିମ ରେଳପଥ 10 / 15 10. ଓଡ଼ିଶାର କେଉଁଠାରେ ଆଜବେଷ୍ଟସ୍ କାରଖାନା ଅଛି ? A. ଖୋର୍ଦ୍ଧା B. ସୁନ୍ଦରଗଡ଼ C. ବଡ଼ବିଲ D. ଢ଼େଙ୍କାନାଳ 11 / 15 11. ଓଡ଼ିଶାର କେଉଁ ସ୍ଥାନ ଦସ୍ତା ପାଇଁ ପ୍ରସିଦ୍ଧ ? A. ଢ଼େଙ୍କାନାଳ B. ବରଗଡ଼ C. ବଡ଼ବିଲ D. ସୁନ୍ଦରଗଡ଼ 12 / 15 12. ପିପିଲି କାହିଁକି ପ୍ରସିଦ୍ଧ ? A. ପାନ B. ଚାନ୍ଦୁଆ C. ଧାନ D. ଆଖୁ 13 / 15 13. ସୁନାରୂପା ତାରକସି କାମ ପାଇଁ ଓଡ଼ିଶାର କେଉଁ ସ୍ଥାନ ପ୍ରସିଦ୍ଧ ? A. କଟକ B. ଭୁବନେଶ୍ବର C. ଖୋର୍ଦ୍ଧା D. ବରଗଡ଼ 14 / 15 14. ପେରୋସିଲିକନ୍ କାରଖାନା ଓଡ଼ିଶାରେ କେଉଁଠି ଅଛି ? A. ବଡ଼ବିଲ B. ଖୋର୍ଦ୍ଧା C. ଥେରୁବାଲି D. ଢ଼େଙ୍କାନାଳ 15 / 15 15. କେଉଁ ମସିହାରେ ଚିଲିକା ହ୍ରଦକୁ ଭାରତୀୟ ଆର୍ଦ୍ରଭୂମି ରୂପେ ମାନ୍ୟତା ମିଳିଛି ? A. 1985 B. 1990 C. 1981 D. 1987 Your score is Share with your friends. LinkedIn Facebook Twitter 0% Restart quiz Spread the love