Go to Beginning ODIA GENERAL KNOWLEDGE MCQ QUIZ -04By Editorial Staff / March 16, 2022 February 18, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 0 votes, 0 avg 3968 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -04 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୦୪ 1 / 15 1. ପେରୋସିଲିକନ୍ କାରଖାନା ଓଡ଼ିଶାରେ କେଉଁଠି ଅଛି ? A. ଥେରୁବାଲି B. ଖୋର୍ଦ୍ଧା C. ବଡ଼ବିଲ D. ଢ଼େଙ୍କାନାଳ 2 / 15 2. ଓଡ଼ିଶାର ଠାକୁରାଣୀ ପାହାଡ଼ରୁ କ’ଣ ମିଳିଥାଏ ? A. ଅଭ୍ର B. କୋଇଲା C. ଲୁହାପଥର D. ଚୂନପଥର 3 / 15 3. ସୁନାବେଡ଼ାରେ କେଉଁ କାରଖାନା ଅଛି ? A. ଷ୍ଟିଲ କାରଖାନା B. ଆଲୁମିନିୟମ କାରଖାନା C. ଲୁହା କାରଖାନା D. ମିର ବିମାନ କାରଖାନା 4 / 15 4. କେଉଁ ମସିହାରେ ମହା ବାତ୍ୟା ହୋଇଥିଲା ? A. 2001 B. 2000 C. 1999 D. 1998 5 / 15 5. ଓଡ଼ିଶାର କେଉଁଠାରେ ସ୍ପଞ୍ଜ ଲୁହା କାରଖାନା ଅଛି ? A. ବଡ଼ବିଲ B. ଢ଼େଙ୍କାନାଳ C. କଟକ D. ଖୋର୍ଦ୍ଧା 6 / 15 6. ପ୍ରଥମ ଭାରତୀୟ ମହାକାଶଚାରୀଙ୍କ ନାମକ’ଣ ? A. ରାକେଶ ଶର୍ମା B. ସତିସ୍ ଧାୱନ C. କେଉଁଟି ନୁହେଁ D. ରବି ମଙ୍ଗୋତ୍ରା 7 / 15 7. କେଉଁ ଶାସକ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିଥିଲେ? A. ଚନ୍ଦ୍ରଦେବ B. ଭାନୁ ଦେବ C. ନରସିଂହ ଦେବ D. ଇନ୍ଦ୍ରଦେବ 8 / 15 8. ଓଡ଼ିଶାର କେଉଁ ସ୍ଥାନ ଦସ୍ତା ପାଇଁ ପ୍ରସିଦ୍ଧ ? A. ବଡ଼ବିଲ B. ସୁନ୍ଦରଗଡ଼ C. ବରଗଡ଼ D. ଢ଼େଙ୍କାନାଳ 9 / 15 9. ଓଡ଼ିଶାର କେଉଁଠାରେ ଆଜବେଷ୍ଟସ୍ କାରଖାନା ଅଛି ? A. ବଡ଼ବିଲ B. ଢ଼େଙ୍କାନାଳ C. ସୁନ୍ଦରଗଡ଼ D. ଖୋର୍ଦ୍ଧା 10 / 15 10. ଭାରତର ବୃହତ୍ତମ ଓ ସର୍ବପୁରାତନ ସଂଗ୍ରହାଳୟ କେଉଁଠି ଅବସ୍ଥିତ ? A. ଉତ୍ତରପ୍ରଦେଶ B. ନିଉଦିଲ୍ଲୀ C. ପଶ୍ଚିମବଙ୍ଗ D. ଆନ୍ଧ୍ରପ୍ରଦେଶ 11 / 15 11. ସୁନାରୂପା ତାରକସି କାମ ପାଇଁ ଓଡ଼ିଶାର କେଉଁ ସ୍ଥାନ ପ୍ରସିଦ୍ଧ ? A. ବରଗଡ଼ B. କଟକ C. ଭୁବନେଶ୍ବର D. ଖୋର୍ଦ୍ଧା 12 / 15 12. ଓଡ଼ିଶା ଦେଇ ଯାଇଥିବା ରେଳପଥର ନାମ କ'ଣ ? A. ପୂର୍ବ ରେଳପଥ B. ଦକ୍ଷିଣ ରେଳପଥ C. ପୂର୍ବତଟ ରେଳପଥ D. ପଶ୍ଚିମ ରେଳପଥ 13 / 15 13. ପିପିଲି କାହିଁକି ପ୍ରସିଦ୍ଧ ? A. ଧାନ B. ଆଖୁ C. ଚାନ୍ଦୁଆ D. ପାନ 14 / 15 14. କେଉଁ ମସିହାରେ ଚିଲିକା ହ୍ରଦକୁ ଭାରତୀୟ ଆର୍ଦ୍ରଭୂମି ରୂପେ ମାନ୍ୟତା ମିଳିଛି ? A. 1985 B. 1981 C. 1990 D. 1987 15 / 15 15. ଓଡ଼ିଶାର ବ୍ଲକ୍ ସଂଖ୍ୟା କେତେ ? A. ୪୧୨ଟି B. ୨୨୦ଟି C. ୩୧୪ଟି D. ୩୨୪ଟି Your score is Share with your friends. LinkedIn Facebook Twitter 0% Restart quiz Spread the love