Go to Beginning Odia General Knowledge MCQ Quiz [14]By Editorial Staff / February 28, 2023 February 28, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 1422 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -14 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୧୪ 1 / 20 1. ଓଡ଼ିଶାର ମୁଖ୍ୟ ଫସଲର ନାମ କଣ? A. ମୁଗ B. ଆଖୁ C. ଗହମ D. ଧାନ 2 / 20 2. କେଉଁ ମସିହା ଠାରୁ ମହାତ୍ମାଗାନ୍ଧୀଙ୍କ ଫଟୋ କାଗଜ ନୋଟରେ ଛପା ଯାଇଛି? A. ୧୯୪୮ B. ୧୯୬୯ C. ୧୯୭୦ D. ୧୯୫୦ 3 / 20 3. କେଉଁ ଦେଶକୁ ସୂର୍ଯ୍ୟ ଉଦୟର ଦେଶ କୁହାଯାଏ? A. ଆମେରିକା B. ଭାରତ C. ଋଷିଆ D. ଜାପାନ 4 / 20 4. କେଉଁ ଦେଶର ଲୋକମାନେ ଅଧିକ ଚା ପିଅନ୍ତି? A. ତୁର୍କୀ B. ଜାପାନ C. ଚୀନ୍ D. ଭାରତ 5 / 20 5. କେଉଁ ଦେଶରେ ଘୁଷୁରୀର ସଂଖ୍ୟା ସବୁଠାରୁ ଅଧିକ? A. ଚୀନ୍ B. ଜାପାନ C. ଥାଇଲାଣ୍ଡ D. ମାଲେସିଆ 6 / 20 6. କେଉଁ ଦେଶ ସବୁଠାରୁ ଅଧିକ କଫି ଉତ୍ପାଦନ କରିଥାଏ? A. ଇଟାଲୀ B. ଭାରତ C. ଚୀନ୍ D. ବ୍ରାଜିଲ 7 / 20 7. କେଉଁ ଦେଶରେ ସ୍ତ୍ରୀ ଲୋକମାନଙ୍କର ନିଶ ଓ ଦାଡ଼ି ଉଠିଥାଏ? A. ନାଇଜେରିଆ B. ଭୁଟାନ C. ବ୍ରାଜିଲ D. ଇଥୋପିଆ 8 / 20 8. ପୃଥିବୀର ସବୁଠାରୁ ବଡ଼ ବିମାନ ବନ୍ଦର କେଉଁଠି ଅଛି? A. ଋଷ B. ସାଉଦି ଆରବ C. ଇଂଲଣ୍ଡ D. ଆମେରିକା 9 / 20 9. କାଉ କେଉଁ ଦେଶର ଜାତୀୟ ପକ୍ଷୀ ଅଟେ? A. ନେପାଳ B. ଜର୍ମାନୀ C. ଭୁଟାନ D. ପାକିସ୍ତାନ 10 / 20 10. ଭାରତରେ କେତେ ବର୍ଷରେ ଥରେ ଜନଗଣନା ହୁଏ? A. ୧୨ ବର୍ଷ B. ୮ ବର୍ଷ C. ୫ ବର୍ଷ D. ୧୦ ବର୍ଷ 11 / 20 11. ପୃଥିବୀର ସବୁଠାରୁ ଉତ୍ତପ୍ତ ମହାଦେଶର ନାମ କଣ? A. ୟୁରୋପ B. ଏସିଆ C. ଆଫ୍ରିକା D. ଦକ୍ଷିଣ ଆମେରିକା 12 / 20 12. କେଉଁ ସହରକୁ ହୀରାର ସହର କୁହାଯାଏ? A. ଦିଲ୍ଲୀ B. ସୁରଟ C. ମୁମ୍ବାଇ D. ଜୟପୁର 13 / 20 13. କେଉଁ ଜୀବର ଚାରୋଟି ପାକସ୍ଥଳୀ ଅଛି? A. ବାଘ B. ଗାଇ C. ହରିଣ D. ଭାଲୁ 14 / 20 14. ଓନମ କେଉଁ ରାଜ୍ୟର ପ୍ରମୁଖ ପର୍ବ ଅଟେ? A. କେରଳ B. ଆସାମ C. ବିହାର D. ତାମିଲନାଡୁ 15 / 20 15. କେଉଁ ପଶୁ ସବୁଠାରୁ ଅଧିକ ଶୋଇଥାଏ? A. ହାତୀ B. ବାଘ C. ଭାଲୁ D. ସିଂହ 16 / 20 16. କେଉଁ ଦେଶ ନିଜେ ନିଜର ସୂର୍ଯ୍ୟ ନିର୍ମାଣ କରୁଛି? A. ଋଷ B. ଚୀନ୍ C. ଜାପାନ D. ଇଟାଲୀ 17 / 20 17. ଏମିତି କେଉଁ ଜିନିଷ ଯାହା , ବଢ଼ିଥାଏ କିନ୍ତୁ କମି ନଥାଏ? A. ଉଚ୍ଚତା B. ଓଜନ C. ଜ୍ଞାନ D. ବୟସ 18 / 20 18. ମନୁଷ୍ୟ ଶରୀରର କେଉଁ ଅଂଶରୁ ଝାଳ ବୋହେ ନାହିଁ? A. ଓଠ B. କାନ C. ଗୋଡ଼ D. ହାତ 19 / 20 19. କେଉଁ ଦେଶ ସବୁଠାରୁ ଅଧିକ ଆଳୁ ଉତ୍ପାଦନ କରେ? A. ପାକିସ୍ତାନ B. ଚୀନ୍ C. ଜାପାନ D. ଭାରତ 20 / 20 20. କାଉ ବସାରେ କିଏ ଅଣ୍ଡା ଦିଏ? A. ପାରା B. କୋଇଲି C. ପେଚା D. ବଗ Your score is Share with your friends. LinkedIn Facebook Twitter 0% Restart quiz Spread the love