Go to Beginning Odia General Knowledge MCQ Quiz [14]By Editorial Staff / February 28, 2023 February 28, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 1201 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -14 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୧୪ 1 / 20 1. କେଉଁ ଦେଶକୁ ସୂର୍ଯ୍ୟ ଉଦୟର ଦେଶ କୁହାଯାଏ? A. ଭାରତ B. ଜାପାନ C. ଆମେରିକା D. ଋଷିଆ 2 / 20 2. କେଉଁ ଦେଶ ସବୁଠାରୁ ଅଧିକ କଫି ଉତ୍ପାଦନ କରିଥାଏ? A. ବ୍ରାଜିଲ B. ଭାରତ C. ଚୀନ୍ D. ଇଟାଲୀ 3 / 20 3. କେଉଁ ଦେଶର ଲୋକମାନେ ଅଧିକ ଚା ପିଅନ୍ତି? A. ଚୀନ୍ B. ଜାପାନ C. ତୁର୍କୀ D. ଭାରତ 4 / 20 4. କେଉଁ ସହରକୁ ହୀରାର ସହର କୁହାଯାଏ? A. ସୁରଟ B. ଦିଲ୍ଲୀ C. ମୁମ୍ବାଇ D. ଜୟପୁର 5 / 20 5. କେଉଁ ଦେଶ ସବୁଠାରୁ ଅଧିକ ଆଳୁ ଉତ୍ପାଦନ କରେ? A. ଜାପାନ B. ଚୀନ୍ C. ପାକିସ୍ତାନ D. ଭାରତ 6 / 20 6. କେଉଁ ଦେଶରେ ଘୁଷୁରୀର ସଂଖ୍ୟା ସବୁଠାରୁ ଅଧିକ? A. ମାଲେସିଆ B. ଥାଇଲାଣ୍ଡ C. ଚୀନ୍ D. ଜାପାନ 7 / 20 7. କାଉ ବସାରେ କିଏ ଅଣ୍ଡା ଦିଏ? A. ପେଚା B. ବଗ C. କୋଇଲି D. ପାରା 8 / 20 8. କାଉ କେଉଁ ଦେଶର ଜାତୀୟ ପକ୍ଷୀ ଅଟେ? A. ନେପାଳ B. ପାକିସ୍ତାନ C. ଭୁଟାନ D. ଜର୍ମାନୀ 9 / 20 9. କେଉଁ ଦେଶରେ ସ୍ତ୍ରୀ ଲୋକମାନଙ୍କର ନିଶ ଓ ଦାଡ଼ି ଉଠିଥାଏ? A. ନାଇଜେରିଆ B. ଭୁଟାନ C. ବ୍ରାଜିଲ D. ଇଥୋପିଆ 10 / 20 10. କେଉଁ ଜୀବର ଚାରୋଟି ପାକସ୍ଥଳୀ ଅଛି? A. ହରିଣ B. ବାଘ C. ଭାଲୁ D. ଗାଇ 11 / 20 11. ଓନମ କେଉଁ ରାଜ୍ୟର ପ୍ରମୁଖ ପର୍ବ ଅଟେ? A. ତାମିଲନାଡୁ B. ବିହାର C. ଆସାମ D. କେରଳ 12 / 20 12. କେଉଁ ମସିହା ଠାରୁ ମହାତ୍ମାଗାନ୍ଧୀଙ୍କ ଫଟୋ କାଗଜ ନୋଟରେ ଛପା ଯାଇଛି? A. ୧୯୫୦ B. ୧୯୭୦ C. ୧୯୬୯ D. ୧୯୪୮ 13 / 20 13. ଏମିତି କେଉଁ ଜିନିଷ ଯାହା , ବଢ଼ିଥାଏ କିନ୍ତୁ କମି ନଥାଏ? A. ଉଚ୍ଚତା B. ଓଜନ C. ବୟସ D. ଜ୍ଞାନ 14 / 20 14. ଓଡ଼ିଶାର ମୁଖ୍ୟ ଫସଲର ନାମ କଣ? A. ଧାନ B. ଆଖୁ C. ମୁଗ D. ଗହମ 15 / 20 15. କେଉଁ ପଶୁ ସବୁଠାରୁ ଅଧିକ ଶୋଇଥାଏ? A. ହାତୀ B. ସିଂହ C. ବାଘ D. ଭାଲୁ 16 / 20 16. କେଉଁ ଦେଶ ନିଜେ ନିଜର ସୂର୍ଯ୍ୟ ନିର୍ମାଣ କରୁଛି? A. ଜାପାନ B. ଋଷ C. ଇଟାଲୀ D. ଚୀନ୍ 17 / 20 17. ମନୁଷ୍ୟ ଶରୀରର କେଉଁ ଅଂଶରୁ ଝାଳ ବୋହେ ନାହିଁ? A. ଓଠ B. ହାତ C. କାନ D. ଗୋଡ଼ 18 / 20 18. ଭାରତରେ କେତେ ବର୍ଷରେ ଥରେ ଜନଗଣନା ହୁଏ? A. ୫ ବର୍ଷ B. ୧୨ ବର୍ଷ C. ୧୦ ବର୍ଷ D. ୮ ବର୍ଷ 19 / 20 19. ପୃଥିବୀର ସବୁଠାରୁ ଉତ୍ତପ୍ତ ମହାଦେଶର ନାମ କଣ? A. ଏସିଆ B. ଦକ୍ଷିଣ ଆମେରିକା C. ୟୁରୋପ D. ଆଫ୍ରିକା 20 / 20 20. ପୃଥିବୀର ସବୁଠାରୁ ବଡ଼ ବିମାନ ବନ୍ଦର କେଉଁଠି ଅଛି? A. ଇଂଲଣ୍ଡ B. ସାଉଦି ଆରବ C. ଆମେରିକା D. ଋଷ Your score is Share with your friends. LinkedIn Facebook Twitter 0% Restart quiz Spread the love