Go to Beginning Odia General Knowledge MCQ Quiz [13]By Editorial Staff / February 27, 2023 February 27, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 1230 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -13 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୧୩ 1 / 20 1. ନିମ୍ନଲିଖିତ ମଧ୍ୟରୁ କେଉଁ ପକ୍ଷୀର ବସା ନଥାଏ? A. ମୟୂର B. ଶୁଆ C. ପାରା D. କୋଇଲି 2 / 20 2. କେଉଁ ଠାରୁ ଆମକୁ ସୌରଶକ୍ତି ମିଳିଥାଏ? A. ବିଦ୍ୟୁତ୍ B. ଚନ୍ଦ୍ର C. ଆଲୋକ D. ସୂର୍ଯ୍ୟ 3 / 20 3. ଭାରତର ପ୍ରଥମ ନାଗରିକ କିଏ? A. ମୁଖ୍ୟମନ୍ତ୍ରୀ B. ରାଷ୍ଟ୍ରପତି C. ରାଜ୍ୟପାଳ D. ପ୍ରଧାନମନ୍ତ୍ରୀ 4 / 20 4. ପୃଥିବୀରେ ପ୍ରଥମେ କେବେ ରେଳଗାଡ଼ି ଚାଲିଥିଲା? A. ୧୮୨୫ B. ୧୮୨୨ C. ୧୮୩୦ D. ୧୮୩୫ 5 / 20 5. କଳା ରଙ୍ଗର ଗୋଲାପ କେଉଁ ଦେଶରେ ମିଳେ? A. ଭାରତ B. ତୁର୍କୀ C. ଇଂଲଣ୍ଡ D. ଜାପାନ 6 / 20 6. ଭାରତର କେଉଁ ରାଜ୍ୟ ସର୍ବାଧିକ ରୂପା ଉତ୍ପାଦନ କରେ? A. ରାଜସ୍ଥାନ B. ଝାଡ଼ଖଣ୍ଡ C. ପଞ୍ଜାବ D. ଓଡ଼ିଶା 7 / 20 7. କେଉଁ ପଶୁର ଜିଭର ରଙ୍ଗ କଳା ଅଟେ? A. ବାଘ B. ଜଳହସ୍ତି C. ଭାଲୁ D. ଜିରାଫ 8 / 20 8. ସୌର ଜଗତର ବୃହତ୍ତମ ଗ୍ରହର ନାମ କଣ? A. ବୃହସ୍ପତି B. ଚନ୍ଦ୍ର C. ମଙ୍ଗଳ D. ଶୁକ୍ର 9 / 20 9. କେଉଁ ପଶୁ ଆଘାତ ପାଇଲେ ମଣିଷ ଭଳି କାନ୍ଦିଥାଏ? A. ଘୁଷୁରୀ B. ଜିରାଫ C. ଭାଲୁ D. କୁମ୍ଭୀର 10 / 20 10. ରାଷ୍ଟ୍ରପତି ନିଜର ଇସ୍ତଫା ପତ୍ର କାହାକୁ ଦେଇଥାନ୍ତି? A. ହାଇକୋର୍ଟ B. ପ୍ରଧାନମନ୍ତ୍ରୀ C. ମୁଖ୍ୟମନ୍ତ୍ରୀ D. ଉପରାଷ୍ଟ୍ରପତି 11 / 20 11. କେଉଁ ମସିହାରେ ଓଡ଼ିଆ ଭାଷା ସରକାରୀ ଭାଷା ଭାବରେ ସ୍ବୀକୃତି ପାଇଥିଲା? A. ୧୯୫୪ B. ୧୯୮୫ C. ୧୯୮୪ D. ୧୯୫୦ 12 / 20 12. କାଜିରଙ୍ଗା ଜାତୀୟ ଉଦ୍ୟାନ କେଉଁଠାରେ ଅବସ୍ଥିତ? A. ମହାରାଷ୍ଟ୍ର B. ଗୋଆ C. ଓଡ଼ିଶା D. ଆସାମ 13 / 20 13. ଭାରତରେ ସବୁଠାରୁ ଅଧିକ ଲୋକସଂଖ୍ୟା ଥିବା ସହରର ନାମ କଣ? A. ଦିଲ୍ଲୀ B. ଚେନ୍ନାଇ C. ହାଇଦ୍ରାବାଦ D. ମୁମ୍ବାଇ 14 / 20 14. ନିମ୍ନଲିଖିତ ମଧ୍ୟରୁ ସବୁଠାରୁ ଦ୍ରୁତଗାମୀ ପଶୁର ନାମ କଣ? A. ହରିଣ B. ଭାଲୁ C. ଚିତା ବାଘ D. ଘୋଡା 15 / 20 15. କେଉଁ ସଂକ୍ରାନ୍ତିରେ ଓଡ଼ିଆ ନବବର୍ଷ ପାଳନ କରାଯାଏ? A. ପଣା ସଂକ୍ରାନ୍ତି B. ଧନୁ ସଂକ୍ରାନ୍ତି C. ରଜ ସଂକ୍ରାନ୍ତି D. ମକର ସଂକ୍ରାନ୍ତି 16 / 20 16. ଓଡ଼ିଶାରେ କେବେ ମହାବାତ୍ୟା ହୋଇଥିଲା? A. ୧୯୯୯ B. ୧୯୫୦ C. ୧୯୯୭ D. ୨୦୧୨ 17 / 20 17. ବିଶ୍ବର ସବୁଠାରୁ ଅଧିକ ଜନବହୁଳ ଦେଶ କିଏ? A. ଚୀନ୍ B. ଜାପାନ C. ଆମେରିକା D. ଭାରତ 18 / 20 18. କେଉଁ ଦେଶରେ ସବୁଠାରୁ ଅଧିକ କୋଇଲା ମିଳିଥାଏ? A. ଚୀନ୍ B. ଜର୍ମାନୀ C. ଆମେରିକା D. ଭାରତ 19 / 20 19. କେଉଁ ଦେଶରେ ଗୋଟିଏ ବି ମଶା ନାହାନ୍ତି? A. ଜାପାନ B. ଇଂଲଣ୍ଡ C. ଇଟାଲୀ D. ଆଇସଲ୍ୟାଣ୍ଡ 20 / 20 20. କାହାର ଚାୟା ଯୋଗୁଁ ସୂର୍ଯ୍ୟପରାଗ ହୁଏ? A. ଚନ୍ଦ୍ର B. ପୃଥିବୀ C. ଶନି D. ରାହୁ Your score is Share with your friends. LinkedIn Facebook Twitter 0% Restart quiz Spread the love