Go to Beginning Odia General Knowledge MCQ Quiz [13]By Editorial Staff / February 27, 2023 February 27, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 1503 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -13 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୧୩ 1 / 20 1. କେଉଁ ପଶୁର ଜିଭର ରଙ୍ଗ କଳା ଅଟେ? A. ଭାଲୁ B. ଜଳହସ୍ତି C. ଜିରାଫ D. ବାଘ 2 / 20 2. କଳା ରଙ୍ଗର ଗୋଲାପ କେଉଁ ଦେଶରେ ମିଳେ? A. ଇଂଲଣ୍ଡ B. ତୁର୍କୀ C. ଭାରତ D. ଜାପାନ 3 / 20 3. ବିଶ୍ବର ସବୁଠାରୁ ଅଧିକ ଜନବହୁଳ ଦେଶ କିଏ? A. ଭାରତ B. ଆମେରିକା C. ଜାପାନ D. ଚୀନ୍ 4 / 20 4. ପୃଥିବୀରେ ପ୍ରଥମେ କେବେ ରେଳଗାଡ଼ି ଚାଲିଥିଲା? A. ୧୮୨୨ B. ୧୮୩୦ C. ୧୮୨୫ D. ୧୮୩୫ 5 / 20 5. ଭାରତରେ ସବୁଠାରୁ ଅଧିକ ଲୋକସଂଖ୍ୟା ଥିବା ସହରର ନାମ କଣ? A. ମୁମ୍ବାଇ B. ଦିଲ୍ଲୀ C. ହାଇଦ୍ରାବାଦ D. ଚେନ୍ନାଇ 6 / 20 6. କେଉଁ ଦେଶରେ ସବୁଠାରୁ ଅଧିକ କୋଇଲା ମିଳିଥାଏ? A. ଚୀନ୍ B. ଭାରତ C. ଆମେରିକା D. ଜର୍ମାନୀ 7 / 20 7. ରାଷ୍ଟ୍ରପତି ନିଜର ଇସ୍ତଫା ପତ୍ର କାହାକୁ ଦେଇଥାନ୍ତି? A. ପ୍ରଧାନମନ୍ତ୍ରୀ B. ହାଇକୋର୍ଟ C. ଉପରାଷ୍ଟ୍ରପତି D. ମୁଖ୍ୟମନ୍ତ୍ରୀ 8 / 20 8. ନିମ୍ନଲିଖିତ ମଧ୍ୟରୁ କେଉଁ ପକ୍ଷୀର ବସା ନଥାଏ? A. ଶୁଆ B. ମୟୂର C. କୋଇଲି D. ପାରା 9 / 20 9. କାଜିରଙ୍ଗା ଜାତୀୟ ଉଦ୍ୟାନ କେଉଁଠାରେ ଅବସ୍ଥିତ? A. ଗୋଆ B. ଆସାମ C. ଓଡ଼ିଶା D. ମହାରାଷ୍ଟ୍ର 10 / 20 10. ଭାରତର ପ୍ରଥମ ନାଗରିକ କିଏ? A. ମୁଖ୍ୟମନ୍ତ୍ରୀ B. ରାଜ୍ୟପାଳ C. ପ୍ରଧାନମନ୍ତ୍ରୀ D. ରାଷ୍ଟ୍ରପତି 11 / 20 11. କେଉଁ ସଂକ୍ରାନ୍ତିରେ ଓଡ଼ିଆ ନବବର୍ଷ ପାଳନ କରାଯାଏ? A. ପଣା ସଂକ୍ରାନ୍ତି B. ମକର ସଂକ୍ରାନ୍ତି C. ରଜ ସଂକ୍ରାନ୍ତି D. ଧନୁ ସଂକ୍ରାନ୍ତି 12 / 20 12. କାହାର ଚାୟା ଯୋଗୁଁ ସୂର୍ଯ୍ୟପରାଗ ହୁଏ? A. ଶନି B. ରାହୁ C. ପୃଥିବୀ D. ଚନ୍ଦ୍ର 13 / 20 13. ଓଡ଼ିଶାରେ କେବେ ମହାବାତ୍ୟା ହୋଇଥିଲା? A. ୧୯୫୦ B. ୧୯୯୭ C. ୧୯୯୯ D. ୨୦୧୨ 14 / 20 14. କେଉଁ ପଶୁ ଆଘାତ ପାଇଲେ ମଣିଷ ଭଳି କାନ୍ଦିଥାଏ? A. ଭାଲୁ B. ଘୁଷୁରୀ C. କୁମ୍ଭୀର D. ଜିରାଫ 15 / 20 15. କେଉଁ ଠାରୁ ଆମକୁ ସୌରଶକ୍ତି ମିଳିଥାଏ? A. ବିଦ୍ୟୁତ୍ B. ସୂର୍ଯ୍ୟ C. ଆଲୋକ D. ଚନ୍ଦ୍ର 16 / 20 16. କେଉଁ ଦେଶରେ ଗୋଟିଏ ବି ମଶା ନାହାନ୍ତି? A. ଇଟାଲୀ B. ଇଂଲଣ୍ଡ C. ଜାପାନ D. ଆଇସଲ୍ୟାଣ୍ଡ 17 / 20 17. ସୌର ଜଗତର ବୃହତ୍ତମ ଗ୍ରହର ନାମ କଣ? A. ମଙ୍ଗଳ B. ଶୁକ୍ର C. ଚନ୍ଦ୍ର D. ବୃହସ୍ପତି 18 / 20 18. ଭାରତର କେଉଁ ରାଜ୍ୟ ସର୍ବାଧିକ ରୂପା ଉତ୍ପାଦନ କରେ? A. ଓଡ଼ିଶା B. ଝାଡ଼ଖଣ୍ଡ C. ପଞ୍ଜାବ D. ରାଜସ୍ଥାନ 19 / 20 19. କେଉଁ ମସିହାରେ ଓଡ଼ିଆ ଭାଷା ସରକାରୀ ଭାଷା ଭାବରେ ସ୍ବୀକୃତି ପାଇଥିଲା? A. ୧୯୮୪ B. ୧୯୫୪ C. ୧୯୮୫ D. ୧୯୫୦ 20 / 20 20. ନିମ୍ନଲିଖିତ ମଧ୍ୟରୁ ସବୁଠାରୁ ଦ୍ରୁତଗାମୀ ପଶୁର ନାମ କଣ? A. ହରିଣ B. ଚିତା ବାଘ C. ଭାଲୁ D. ଘୋଡା Your score is Share with your friends. LinkedIn Facebook Twitter 0% Restart quiz Spread the love