Go to Beginning Odia General Knowledge MCQ Quiz [19]By Editorial Staff / March 8, 2023 March 8, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 1958 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -19 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୧୯ 1 / 20 1. କେବେ ପ୍ରଥମେ ଇଲୋକ୍ଟ୍ରୋନିକ ଭୋଟିଂ ମେସିନ ବ୍ୟବହାର କରାଯାଏ? A. ୧୯୮୯ B. ୧୯୫୨ C. ୧୯୮୨ D. ୧୯୬୨ 2 / 20 2. ହଠାତ୍ ହରିଣ ଗୁଡ଼ିକ ମରିଗଲେ କଣ ହେଵ? A. ଗାଈ ଗୋରୁ ସବୁ ଖୁସି ହେବେ B. ଜୀବ ସନ୍ତୁଳିତ ନଷ୍ଟ ହେବ C. ଘାସ ଗଛ ସବୁ ବଢ଼ିଯିବେ D. ବାଘ ଖାଇବାକୁ ପାଇବେ ନାହିଁ 3 / 20 3. ଆମର ଗୋଡ ହାତ ଝିମି ଝିମି ହେଉଥିଲେ ଆମର କେଉଁ ପ୍ରକାର ଖାଦ୍ୟର ଅଭାବ ହୋଇଥାଏ? A. ପୃଷ୍ଟିସାର B. ଭିଟାମିନ -C C. ଭିଟାମିନ -B D. ଭିଟାମିନ -A 4 / 20 4. କେଉଁ କାର୍ଯ୍ୟ ଟି ତାପଶକ୍ତି ଦ୍ଵାରା ହୁଏନାହିଁ? A. ଚାଉଳରୁ ଭାତ କରିବା B. ଦୁଧ ସିଝିବା C. କାଠ ଜଳି ଅଙ୍ଗାର ହେବା D. ମସଲା ପେଶିବା 5 / 20 5. କାହାର ଗୋଡ଼ ଗୁଡ଼ିକ ହାତ ଭଳି କାମ କରିଥାଏ? A. ବିଲେଇ B. ମାଙ୍କଡ C. ମଣିଷ D. କୁକୁର 6 / 20 6. କେଉଁଟି ଆମକୁ ବିଭିନ୍ନ ରୋଗରୁ ରକ୍ଷା କରେ? A. ଶ୍ଵେତସାର B. ପୃଷ୍ଟିସାର C. ସ୍ନେହସାର D. ଭିଟାମିନ 7 / 20 7. କେଉଁ ଜୀବ କ୍ଷେତର ଫସଲ ଖାଇ ନଷ୍ଟ କରିଦିଏ? A. ସଂବଳୁଆ B. ବୁଢିଆଣୀ C. ଉଇ D. ପଙ୍ଗପାଳ 8 / 20 8. ଆମ ଦେଶରେ ପ୍ରଥମେ କେବେ ଭୋଟ କାଳୀ ବ୍ଯବହାର କରାଗଲା? A. ୧୯୫୨ B. ୧୯୪୮ C. ୧୯୪୭ D. ୧୯୬୨ 9 / 20 9. ଭାରତର ସମ୍ବିଧାନର ପିତା କାହାକୁ କୁହାଯାଏ? A. ସୁବାଷ ଚନ୍ଦ୍ର ବୋଷ B. ଜବାହାରଲାଲ ନେହେରୁ C. ଡ. ଭୀମ ରାଓ ଆମ୍ବେଦକର D. ମହାତ୍ମା ଗାନ୍ଧୀ 10 / 20 10. କେଉଁଟି ଆମ ଚର୍ମରେ ଭିଟାମିନ - D ସୃଷ୍ଟି କରିଥାଏ? A. ସକାଳ ପବନ B. ନଡ଼ିଆ ତେଲ C. ଅଣ୍ଡା D. କଅଁଳ ଖରା 11 / 20 11. ଆମ ଦେଶର ସମ୍ବିଧାନ କେବେ କାର୍ଯ୍ୟକାରି ହୋଇଥିଲା? A. ୧୪ ଅଗଷ୍ଟ ୧୯୪୬ B. ୧ଜାନୁଆରୀ ୧୯୫୨ C. ୧୫ ଅଗଷ୍ଟ ୧୯୪୭ D. ୨୬ ଜାନୁଆରୀ ୧୯୫୦ 12 / 20 12. ଆମ ଦେଶରେ ପ୍ରଥମେ କେବେ ସାଧାରଣ ନିର୍ବାଚନ ହୋଇଥିଲା? A. ୧୯୫୦ B. ୧୯୪୮ C. ୧୯୪୭ D. ୧୯୫୨ 13 / 20 13. କେଉଁଟି ରୋଗ ବ୍ୟାପିବାରେ ସାହାଯ୍ୟ କରେ ନାହିଁ? A. ମଶା B. ମୂଷା C. ପିମ୍ପୁଡ଼ି ❤️ D. ମାଛି 14 / 20 14. ମାଙ୍କଡ ଡାଳରୁ ଡାଳକୁ ସହଜରେ ଡେଇଁପାରେ କାହିଁକି? A. ଗୋଡଗୁଡିକ ଡେଇଁବା ଉପଯୋଗୀ B. ଗୋଡଗୁଡ଼ିକ ବହୁତ ଲମ୍ବା C. ଆଗ ଗୋଡ଼ ଦୁଇଟି ଅଧିକ ଲମ୍ବା ପଛ ଗୋଡ଼ ଦୁଇଟି ଅଧିକ ଲମ୍ବା ❤️ D. ଗୋଡଗୁଡ଼ିକ ବହୁତ ଲମ୍ବା ଗୋଡଗୁଡିକ ଡେଇଁବା ଉପଯୋଗୀ 15 / 20 15. ଘାସ ମାଟିର କି ଉପକାର କରେ? A. ଉର୍ବର କରେ B. ଟାଣ କରେ C. ହାଲୁକା କରେ D. ଧୋଇଯିବାରୁ ରକ୍ଷା କରେ 16 / 20 16. ପିଲାଟିର ମୁହଁ ଫୁଲିଛି ଓ ପେଟ ବାହାରିଛି। ତାକୁ କି ରୋଗ ହୋଇଥାଇପାରେ? A. ରିକେଟ୍ B. ଅଷ୍ଟିଓମାଲେସିସ C. ରକ୍ତହୀନତା D. ଅପପୃଷ୍ଟ 17 / 20 17. କେଉଁ ସମ୍ବିଧାନ ସଂଶୋଧନରେ ଭୋଟଦେବା ବୟସ ୨୧ ରୁ ୧୮ ହେଲା? A. ଧାରା ୬୧ B. ଧାରା ୩୭୦ C. ଧାରା ୩୧ D. ଧାରା ୩୨ 18 / 20 18. କେବେଠାରୁ ଏହି ୧୮ ବର୍ଷ ବୟସ୍କ ବ୍ୟକ୍ତିମାନେ ଭୋଟଦେବା ଆରମ୍ଭ କଲେ? A. ୧୯୮୯ B. ୧୯୬୨ C. ୧୯୫୨ D. ୧୯୮୨ 19 / 20 19. ଅଙ୍ଗୁର ଚାଷ ପାଇଁ କେଉଁ ସହର ପ୍ରସିଦ୍ଧ? A. ନାସିକ B. ଜୟପୁର C. ଲଦାଖ D. ପୁନେ 20 / 20 20. ବାୟୁର କେଉଁ ଉପାଦାନରୁ ଉଦ୍ଭିଦ ପାଇଁ ସାର ପ୍ରସ୍ତୁତ ହୁଏ? A. ଅମ୍ଳଜାନ B. ଅଙ୍ଗାରକାମ୍ଳ C. ଯବକ୍ଷାରଜାନ D. ହିଲିୟମ Your score is Share with your friends. LinkedIn Facebook Twitter 0% Restart quiz Spread the love