Go to Beginning Odia General Knowledge MCQ Quiz -01By Editorial Staff / March 7, 2022 March 2, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 0 votes, 0 avg 1253 BEST OF LUCK!!! GOOD TRY,Keep Practicing, Keep Improving. Odia General Knowledge MCQ Quiz -01 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ 1 / 15 Advertisements 1. ଭାରତ ପାର୍ଲିଆମେଣ୍ଟ ରେ କେତୋଟି ସଭା? A. ୧ B. ୩ C. ୪ D. ୨ 2 / 15 2. ଭାରତର ପ୍ରଥମ ବିଶ୍ଵ ସୁନ୍ଦରୀ କିଏ? A. ପ୍ରିୟଙ୍କା ଚୋପ୍ରା B. ଐଶ୍ ବଛନ C. ସୁସ୍ମିତା ସେନ୍ D. ଦୀପିକା ପାଦୁକନ 3 / 15 3. ଲୋକସଭାର ସଭ୍ୟ ସଂଖ୍ୟା କେତେ? Advertisements A. ୨୫୦ B. ୩୪୫ C. ୧୪୭ D. ୫୪୫ 4 / 15 4. ସ୍ବାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କିଏ? A. ରାଜେନ୍ଦ୍ର ପ୍ରସାଦ B. ମହାତ୍ମା ଗାନ୍ଧୀ C. ଜବାହର ଲାଲ୍ ନେହେରୁ D. ସର୍ବପଲ୍ଲୀ ରାଧାକୃଷ୍ଣନ 5 / 15 5. ରାଜ୍ୟସଭାରେ କିଏ ଅଧ୍ୟକ୍ଷତା କରନ୍ତି ? A. ରାଷ୍ଟ୍ରପତି B. ଗୃହମନ୍ତ୍ରୀ C. ବାଚସ୍ପତି D. ଉପରାଷ୍ଟ୍ରପତି 6 / 15 Advertisements 6. ଭାରତ କେତେବର୍ଷ କାଳ ପରାଧୀନ ଥିଲା? A. ୧୫୦ ବର୍ଷ B. ୩୦୦ ବର୍ଷ C. ୨୦୦ ବର୍ଷ D. ୨୫୦ ବର୍ଷ 7 / 15 7. ଭାରତର ପ୍ରକୃତ ଶାସକ କିଏ ? A. ଗୃହମନ୍ତ୍ରୀ B. ପ୍ରଧାନମନ୍ତ୍ରୀ C. ରାଷ୍ଟ୍ରପତି D. ବାଚସ୍ପତି 8 / 15 8. ରାଜ୍ୟସଭାର କାର୍ଯ୍ୟକାଳ କେତେ ବର୍ଷ ? A. ୬ ବର୍ଷ B. ୪ ବର୍ଷ C. ୭ ବର୍ଷ D. ୫ ବର୍ଷ 9 / 15 9. କେତେ ବର୍ଷରେ ଥରେ ଜନଗଣନା ହୁଏ? A. ୧୦ ବର୍ଷରେ B. ୧୨ ବର୍ଷରେ C. ୧୧ ବର୍ଷରେ D. ୧୫ ବର୍ଷରେ 10 / 15 10. ଲୋକସଭାର ସଭାପତି କିଏ? A. ବାଚସ୍ପତି B. ରାଷ୍ଟ୍ରପତି C. ପ୍ରଧାନମନ୍ତ୍ରୀ D. ଉପରାଷ୍ଟ୍ରପତି 11 / 15 11. ଭାରତର ପ୍ରଥମ ରାଷ୍ଟ୍ରପତି କିଏ? A. ମହାତ୍ମା ଗାନ୍ଧୀ B. ସର୍ବପଲ୍ଲୀ ରାଧାକୃଷ୍ଣନ C. ଡ଼. ରାଜେନ୍ଦ୍ର ପ୍ରସାଦ D. ଜବାହର ଲାଲ୍ ନେହେରୁ 12 / 15 12. ଲୋକସଭାର କାର୍ଯ୍ୟକାଳ କେତେ ବର୍ଷ ? A. ୩ ବର୍ଷ B. ୫ ବର୍ଷ C. ୬ ବର୍ଷ D. ୪ ବର୍ଷ 13 / 15 13. ରାଜ୍ୟସଭାର ସଭ୍ୟ ସଂଖ୍ୟା କେତେ? A. ୧୪୭ B. ୧୪୩ C. ୧୫୦ D. ୨୫୦ 14 / 15 14. ଭାରତର ସର୍ବାଧିକ ସାକ୍ଷାର ରାଜ୍ୟ କିଏ? A. କେରଳ B. ଓଡ଼ିଶା C. ତେଲେଙ୍ଗାନା D. ମଧ୍ୟ ପ୍ରଦେଶ 15 / 15 15. ଭାରତ ରେ ଶାସନ ମୁଖ୍ୟ କିଏ? A. ବିରୋଧୀ ଦଳ B. ମନ୍ତ୍ରୀ ମଣ୍ଡଳ C. ରାଷ୍ଟ୍ରପତି D. ପ୍ରଧାନମନ୍ତ୍ରୀ Your score is Share with your friends. LinkedIn Facebook Twitter 0% Restart quiz Spread the love
Always happy
Thank you sir.
Opsc preparation g.k
Thank You