Go to Beginning Odia General Knowledge MCQ Quiz [12]By Editorial Staff / February 26, 2023 February 26, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 1367 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -12 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୧୨ 1 / 20 1. ଭାରତରେ କାଗଜ ନୋଟ୍ କେବେ ପ୍ରଚଳନ ହୋଇଥିଲା? A. ୧୮୫୦ B. ୧୯୫୦ C. ୧୯୬୨ D. ୧୮୬୨ 2 / 20 2. ଭାରତର କେଉଁ ରାଜ୍ୟ ସର୍ବାଧିକ ଆମ୍ବ ଉତ୍ପାଦନ କରିଥାଏ? A. ଉତ୍ତରପ୍ରଦେଶ B. ଓଡ଼ିଶା C. କେରଳ D. ଗୋଆ 3 / 20 3. ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ କିଏ ଥିଲେ? A. ପ୍ରତିଭା ପାଟିଲ B. ସୋନିଆ ଗାନ୍ଧୀ C. ମମତା ବାନାର୍ଜୀ D. ଇନ୍ଦିରା ଗାନ୍ଧୀ 4 / 20 4. ଭାରତର କେଉଁ ରାଜ୍ୟରେ ଲୋକମାନେ ଅଧିକ ଶିକ୍ଷିତ? A. କେରଳ B. ତାମିଲନାଡୁ C. ଓଡ଼ିଶା D. ରାଜସ୍ଥାନ 5 / 20 5. ନବଜାତ ଶିଶୁର ମସ୍ତିଷ୍କର ଓଜନ କେତେ? A. ୩୦୦ ଗ୍ରାମ B. ୫୦୦ ଗ୍ରାମ C. ୨୦୦ ଗ୍ରାମ D. ୪୦୦ ଗ୍ରାମ 6 / 20 6. କୋକା କୋଲା କେଉଁ ଦେଶର କମ୍ପାନୀ ଅଟେ? A. ଆମେରିକା B. ଚୀନ୍ C. ଭାରତ D. ଇଂଲଣ୍ଡ 7 / 20 7. ଭାରତର କେଉଁ ରାଜ୍ୟ ସର୍ବାଧିକ ଆଖୁ ଉତ୍ପାଦନ କରେ? A. ମହାରାଷ୍ଟ୍ର B. ଓଡ଼ିଶା C. ଉତ୍ତରପ୍ରଦେଶ D. କେରଳ 8 / 20 8. ତାସ ଖେଳର ଆବିଷ୍କାର ପ୍ରଥମେ କେଉଁ ଦେଶ କରିଥିଲା? A. ଭାରତ B. ଚୀନ୍ C. ଜାପାନ D. ଆମେରିକା 9 / 20 9. ପୃଥିବୀର ସବୁଠାରୁ ଧନୀ ଦେଶର ନାମ କଣ? A. ଇଂଲଣ୍ଡ B. ଚୀନ୍ C. ଜାପାନ D. ଆମେରିକା 10 / 20 10. ନିମ୍ନଲିଖିତ ମଧ୍ୟରୁ କେଉଁ ରଙ୍ଗ ଶାନ୍ତିର ପ୍ରତୀକ ଅଟେ? A. ହଳଦିଆ B. କଳା C. ଧଳା D. ନୀଳ 11 / 20 11. ଚାର ମିନାର କେଉଁଠାରେ ଅବସ୍ଥିତ? A. ପଞ୍ଜାବ B. ମୁମ୍ବାଇ C. ଦିଲ୍ଲୀ D. ହାଇଦ୍ରାବାଦ 12 / 20 12. କେଉଁ ଦେଶରେ ଗୋଟିଏ ବି ଆର୍ମି ନାହାଁନ୍ତି? A. ଇଟାଲୀ B. ଆଇସଲ୍ୟାଣ୍ଡ C. ଭୁଟାନ D. ନେପାଳ 13 / 20 13. କେଉଁ ଦେଶରେ ସବୁଠାରୁ ଅଧିକ ବିଦ୍ୟାଳୟ ଅଛି? A. ଭାରତ B. ଇଂଲଣ୍ଡ C. ଚୀନ୍ D. ଆମେରିକା 14 / 20 14. ଭାରତରେ ପ୍ରଥମ ଥର ଯାତ୍ରୀବାହୀ ଟ୍ରେନ କେଉଁ ସହରରେ ଚାଲିଥିଲା? A. ଦିଲ୍ଲୀ B. କଲିକତା C. ମୁମ୍ବାଇ D. ଚେନ୍ନାଇ 15 / 20 15. କେଉଁ ଜୀବର ଆଖିରୁ ସବୁବେଳେ ଲୁହ ଝରିଥାଏ? A. ଗାଇ B. ହରିଣ C. ଘୋଡା D. କୁମ୍ଭୀର 16 / 20 16. ଭାରତରେ ପ୍ରଥମେ ୨୦୦୦ ହଜାର ଟଙ୍କିଆ ନୋଟ୍ କେବେ ପ୍ରଚଳନ ହୋଇଥିଲା? A. ୨୦୧୬ B. ୨୦୧୭ C. ୨୦୧୫ D. ୨୦୧୪ 17 / 20 17. ଭାରତର ଜାତୀୟ ସଙ୍ଗୀତ କେତେ ସମୟ ପର୍ଯ୍ୟନ୍ତ ଗାନ କରାଯାଏ? A. ୫୨ ସେକେଣ୍ଡ B. ୩୨ ସେକେଣ୍ଡ C. ୩୦ ସେକେଣ୍ଡ D. ୪୨ ସେକେଣ୍ଡ 18 / 20 18. କିଏ ଦୁଇଥର ଭାରତର ରାଷ୍ଟ୍ରପତି ହୋଇଥିଲେ? A. ରାଜେନ୍ଦ୍ର ପ୍ରସାଦ B. ସୁଭାଷ ଚନ୍ଦ୍ର ବୋଷ C. ଭେଙ୍କେୟା ନାଇଡ଼ୁ D. ମହାତ୍ମା ଗାନ୍ଧୀ 19 / 20 19. ଭାରତରେ କେଉଁ ରାଜ୍ୟରେ ପ୍ରଥମେ ସୂର୍ଯ୍ୟ ଉଦୟ ହୋଇଥାଏ? A. ଅରୁଣାଚଳ ପ୍ରଦେଶ B. ତାମିଲନାଡୁ C. ମଧ୍ୟପ୍ରଦେଶ D. ଓଡ଼ିଶା 20 / 20 20. କୋଣାର୍କର ସୂର୍ଯ୍ୟ ମନ୍ଦିର କିଏ ନିର୍ମାଣ କରିଥିଲେ? A. ଯଯାତି କେଶରୀ B. ଅନଙ୍ଗ ଭୀମଦେବ C. ଲାଙ୍ଗୁଳା ନରସିଂହ ଦେବ D. ଚୋଡ଼ଗଙ୍ଗ ଦେବ Your score is Share with your friends. LinkedIn Facebook Twitter 0% Restart quiz Spread the love