Go to Beginning Odia General Knowledge MCQ Quiz [12]By Editorial Staff / February 26, 2023 February 26, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 1636 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -12 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୧୨ 1 / 20 1. କେଉଁ ଦେଶରେ ସବୁଠାରୁ ଅଧିକ ବିଦ୍ୟାଳୟ ଅଛି? A. ଚୀନ୍ B. ଇଂଲଣ୍ଡ C. ଭାରତ D. ଆମେରିକା 2 / 20 2. ଭାରତର ଜାତୀୟ ସଙ୍ଗୀତ କେତେ ସମୟ ପର୍ଯ୍ୟନ୍ତ ଗାନ କରାଯାଏ? A. ୩୦ ସେକେଣ୍ଡ B. ୫୨ ସେକେଣ୍ଡ C. ୩୨ ସେକେଣ୍ଡ D. ୪୨ ସେକେଣ୍ଡ 3 / 20 3. ଚାର ମିନାର କେଉଁଠାରେ ଅବସ୍ଥିତ? A. ହାଇଦ୍ରାବାଦ B. ଦିଲ୍ଲୀ C. ମୁମ୍ବାଇ D. ପଞ୍ଜାବ 4 / 20 4. କିଏ ଦୁଇଥର ଭାରତର ରାଷ୍ଟ୍ରପତି ହୋଇଥିଲେ? A. ସୁଭାଷ ଚନ୍ଦ୍ର ବୋଷ B. ଭେଙ୍କେୟା ନାଇଡ଼ୁ C. ରାଜେନ୍ଦ୍ର ପ୍ରସାଦ D. ମହାତ୍ମା ଗାନ୍ଧୀ 5 / 20 5. ଭାରତରେ କାଗଜ ନୋଟ୍ କେବେ ପ୍ରଚଳନ ହୋଇଥିଲା? A. ୧୯୫୦ B. ୧୯୬୨ C. ୧୮୫୦ D. ୧୮୬୨ 6 / 20 6. ଭାରତର କେଉଁ ରାଜ୍ୟ ସର୍ବାଧିକ ଆଖୁ ଉତ୍ପାଦନ କରେ? A. କେରଳ B. ଉତ୍ତରପ୍ରଦେଶ C. ଓଡ଼ିଶା D. ମହାରାଷ୍ଟ୍ର 7 / 20 7. ନବଜାତ ଶିଶୁର ମସ୍ତିଷ୍କର ଓଜନ କେତେ? A. ୩୦୦ ଗ୍ରାମ B. ୫୦୦ ଗ୍ରାମ C. ୪୦୦ ଗ୍ରାମ D. ୨୦୦ ଗ୍ରାମ 8 / 20 8. କୋକା କୋଲା କେଉଁ ଦେଶର କମ୍ପାନୀ ଅଟେ? A. ଆମେରିକା B. ଭାରତ C. ଇଂଲଣ୍ଡ D. ଚୀନ୍ 9 / 20 9. କେଉଁ ଜୀବର ଆଖିରୁ ସବୁବେଳେ ଲୁହ ଝରିଥାଏ? A. ଘୋଡା B. ଗାଇ C. କୁମ୍ଭୀର D. ହରିଣ 10 / 20 10. ତାସ ଖେଳର ଆବିଷ୍କାର ପ୍ରଥମେ କେଉଁ ଦେଶ କରିଥିଲା? A. ଭାରତ B. ଆମେରିକା C. ଜାପାନ D. ଚୀନ୍ 11 / 20 11. ଭାରତରେ କେଉଁ ରାଜ୍ୟରେ ପ୍ରଥମେ ସୂର୍ଯ୍ୟ ଉଦୟ ହୋଇଥାଏ? A. ମଧ୍ୟପ୍ରଦେଶ B. ତାମିଲନାଡୁ C. ଅରୁଣାଚଳ ପ୍ରଦେଶ D. ଓଡ଼ିଶା 12 / 20 12. ନିମ୍ନଲିଖିତ ମଧ୍ୟରୁ କେଉଁ ରଙ୍ଗ ଶାନ୍ତିର ପ୍ରତୀକ ଅଟେ? A. କଳା B. ନୀଳ C. ଧଳା D. ହଳଦିଆ 13 / 20 13. କୋଣାର୍କର ସୂର୍ଯ୍ୟ ମନ୍ଦିର କିଏ ନିର୍ମାଣ କରିଥିଲେ? A. ଚୋଡ଼ଗଙ୍ଗ ଦେବ B. ଯଯାତି କେଶରୀ C. ଅନଙ୍ଗ ଭୀମଦେବ D. ଲାଙ୍ଗୁଳା ନରସିଂହ ଦେବ 14 / 20 14. ପୃଥିବୀର ସବୁଠାରୁ ଧନୀ ଦେଶର ନାମ କଣ? A. ଆମେରିକା B. ଚୀନ୍ C. ଜାପାନ D. ଇଂଲଣ୍ଡ 15 / 20 15. ଭାରତର କେଉଁ ରାଜ୍ୟରେ ଲୋକମାନେ ଅଧିକ ଶିକ୍ଷିତ? A. ତାମିଲନାଡୁ B. କେରଳ C. ରାଜସ୍ଥାନ D. ଓଡ଼ିଶା 16 / 20 16. ଭାରତର କେଉଁ ରାଜ୍ୟ ସର୍ବାଧିକ ଆମ୍ବ ଉତ୍ପାଦନ କରିଥାଏ? A. ଗୋଆ B. କେରଳ C. ଉତ୍ତରପ୍ରଦେଶ D. ଓଡ଼ିଶା 17 / 20 17. ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ କିଏ ଥିଲେ? A. ମମତା ବାନାର୍ଜୀ B. ପ୍ରତିଭା ପାଟିଲ C. ସୋନିଆ ଗାନ୍ଧୀ D. ଇନ୍ଦିରା ଗାନ୍ଧୀ 18 / 20 18. କେଉଁ ଦେଶରେ ଗୋଟିଏ ବି ଆର୍ମି ନାହାଁନ୍ତି? A. ଭୁଟାନ B. ନେପାଳ C. ଆଇସଲ୍ୟାଣ୍ଡ D. ଇଟାଲୀ 19 / 20 19. ଭାରତରେ ପ୍ରଥମ ଥର ଯାତ୍ରୀବାହୀ ଟ୍ରେନ କେଉଁ ସହରରେ ଚାଲିଥିଲା? A. ଦିଲ୍ଲୀ B. ଚେନ୍ନାଇ C. କଲିକତା D. ମୁମ୍ବାଇ 20 / 20 20. ଭାରତରେ ପ୍ରଥମେ ୨୦୦୦ ହଜାର ଟଙ୍କିଆ ନୋଟ୍ କେବେ ପ୍ରଚଳନ ହୋଇଥିଲା? A. ୨୦୧୫ B. ୨୦୧୬ C. ୨୦୧୪ D. ୨୦୧୭ Your score is Share with your friends. LinkedIn Facebook Twitter 0% Restart quiz Spread the love