Go to Beginning ODIA GENERAL KNOWLEDGE MCQ QUIZ -03By Editorial Staff / March 16, 2022 December 19, 2022 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (GK) ଗୁରୁତ୍ୱପୂର୍ଣ୍ଣ | 0% 0 votes, 0 avg 6726 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -03 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୦୩ 1 / 15 1. ବିଦେଶରୁ ଡାକ୍ତର ଡ଼ିଗ୍ରୀ ହାସଲ କରିଥିବା ପ୍ରଥମ ଭାରତୀୟ ମହିଳା କିଏ? A. ଆନନ୍ଦବାଇ ଯୋଶୀ B. ଆନ୍ନା ରାଜମ କର୍କ C. ଇସାବାସନ୍ନ ଯୋଶୀ D. ଏଇଥିରୁ କେଉଁଠି ନୁହେଁ 2 / 15 2. ମହିମା ଧର୍ମର ପ୍ରତିଷ୍ଠାତା କିଏ ? A. ସିଦ୍ଧ ବାବା B. ଭୀମ ଭୋଇ C. ମହିମା ଗୋସାଇଁ D. ବାବା ବିଶ୍ବନାଥ 3 / 15 3. ବିଶ୍ବର କେଉଁ ଦେଶରେ ମାଛି ନାହାନ୍ତି ? A. ଇଣ୍ଡୋନେସିଆ B. ଋଷ୍ C. ଫ୍ରାନସ D. ନ୍ୟୁୟୁର୍କ 4 / 15 4. ଓଡ଼ିଶାର କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠାତା କିଏ ? A. ଏଇଥିରୁ କେଉଁଠି ନୁହେଁ B. ଡ଼ୀ ଜଗନ୍ନାଥ ପଟ୍ଟନାୟକ C. ବିଶ୍ବନାଥ ଦାସ D. ଶ୍ରୀ ବିଜୁ ପଟ୍ଟନାୟକ 5 / 15 5. ପୃଥିବୀର ସବୁଠାରୁ ବଡ ମ୍ୟୁଜିୟମ କେଉଁଠି ଅଛି ? A. ଏଇଥିରୁ କେଉଁଠି ନୁହେଁ B. ନ୍ୟୁୟୁର୍କ C. ଇଣ୍ଡୋନେସିଆ D. ଫ୍ରାନସ 6 / 15 6. ସାବରମତୀ କେଉଁରାଜ୍ୟରେ ଅବସ୍ଥିତ? A. ଉତ୍ତରପ୍ରଦେଶ B. ଗୁଜୁରାଟ C. ଓଡ଼ିଶା D. ଏଇଥିରୁ କେଉଁଠି ନୁହେଁ 7 / 15 7. ଉଷ୍ମ ଜଳ ଝରଣା କେଉଁଠାରେ ଅବସ୍ଥିତ ? A. ଗଜପତି B. ଖୋର୍ଦ୍ଧା C. ଅନୁଗୁଳ D. କେନ୍ଦ୍ରାପଡ଼ା 8 / 15 8. ଉତ୍କଳ ଦୀପିକା ପତ୍ରିକା ର ସମ୍ପାଦକ କିଏ ? A. ଫକୀର ମୋହନ ସେନାପତି B. ପ୍ରତିଭା ରାୟ C. ଗୌରୀଶଙ୍କର ରାୟ D. ବୈକୁଣ୍ଠନାଥ ଦେ 9 / 15 9. ରାଜା ଖାରବେଳ କେଉଁ ବଂଶଜ ? A. ଚେଦି B. ମୌର୍ଯ୍ୟ C. ସୋମା D. ନନ୍ଦ 10 / 15 10. ଭାରତର ପ୍ରଥମ ମହିଳା କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ କିଏ? A. ଆନ୍ନା ରାଜମ କର୍କ B. ଏ. ଲଳିତା C. ରାଜକୁମାରୀ ଅମୃତ କାଉର D. ଅନୁ ଦେଶାଇ 11 / 15 11. କେବେ ସମ୍ବଲପୁର ଓଡ଼ିଶା ସହ ମିଶିଥିଲା ? A. 1909 B. 1936 C. 1912 D. 1901 12 / 15 12. ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର "ସୀତା ବିବାହ" କେବେ ପ୍ରକାଶ ପାଇଥିଲା ? A. 1932 B. 1933 C. 1936 D. 1928 13 / 15 13. ୧୯୯୧ରେ ଓଡ଼ିଶାର ଜନସଂଖ୍ୟା କେତେ? A. ଏଇଥିରୁ କେଉଁଠି ନୁହେଁ B. 2 କୋଟି ୧୬ ଲକ୍ଷ ୫୯ ହଜାର ୭୩୬ C. ୩ କୋଟି ୧୬ ଲକ୍ଷ ୫୯ ହଜାର ୭୩୬ D. 4 କୋଟି ୧୬ ଲକ୍ଷ ୫୯ ହଜାର ୭୩୬ 14 / 15 14. କେଉଁ ପକ୍ଷୀ ବାଘ ଭଳି ବୋବାଏ? A. ଗୀଟନ ପକ୍ଷୀ B. ଏଇଥିରୁ କେଉଁଠି ନୁହେଁ C. କାଉର ପକ୍ଷୀ D. ହରିୟଲ ପକ୍ଷୀ 15 / 15 15. ଭାରତର ପ୍ରଥମ ମହିଳା କମିଶନରଙ୍କ ନାମ କଣ ? A. ରାଜକୁମାରୀ ଅମୃତ କାଉର B. ଏ. ଲଳିତା C. ଇସାବାସନ୍ନ ଯୋଶୀ D. ଏଇଥିରୁ କେଉଁଠି ନୁହେଁ Your score is Share with your friends. LinkedIn Facebook Twitter 0% Restart quiz Spread the love