Advertisements

ODIA GENERAL KNOWLEDGE MCQ QUIZ -03

Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (GK) ଗୁରୁତ୍ୱପୂର୍ଣ୍ଣ |

0%
0 votes, 0 avg
5683
BEST OF LUCK!!!

GOOD TRY,

Keep Practicing, Keep Improving.


General Knowledge
Advertisements

Odia General Knowledge MCQ Quiz -03 (Odia GK)

ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୦୩

1 / 15

1. ଭାରତର ପ୍ରଥମ ମହିଳା କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ କିଏ?

2 / 15

2. ଉଷ୍ମ ଜଳ ଝରଣା କେଉଁଠାରେ ଅବସ୍ଥିତ ?

3 / 15

3. ରାଜା ଖାରବେଳ କେଉଁ ବଂଶଜ ?

4 / 15

4. ଓଡ଼ିଶାର କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠାତା କିଏ ?

5 / 15

5. ବିଶ୍ବର କେଉଁ ଦେଶରେ ମାଛି ନାହାନ୍ତି ?

6 / 15

6. ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର "ସୀତା ବିବାହ" କେବେ ପ୍ରକାଶ ପାଇଥିଲା ?

7 / 15

7. ଉତ୍କଳ ଦୀପିକା ପତ୍ରିକା ର ସମ୍ପାଦକ କିଏ ?

8 / 15

8. ଭାରତର ପ୍ରଥମ ମହିଳା କମିଶନରଙ୍କ ନାମ କଣ ?

9 / 15

9. ପୃଥିବୀର ସବୁଠାରୁ ବଡ ମ୍ୟୁଜିୟମ କେଉଁଠି ଅଛି ?

10 / 15

10. କେବେ ସମ୍ବଲପୁର ଓଡ଼ିଶା ସହ ମିଶିଥିଲା ?

11 / 15

11. ବିଦେଶରୁ ଡାକ୍ତର ଡ଼ିଗ୍ରୀ ହାସଲ କରିଥିବା ପ୍ରଥମ ଭାରତୀୟ ମହିଳା କିଏ?

12 / 15

12. ମହିମା ଧର୍ମର ପ୍ରତିଷ୍ଠାତା କିଏ ?

13 / 15

13. କେଉଁ ପକ୍ଷୀ ବାଘ ଭଳି ବୋବାଏ?

14 / 15

14. ୧୯୯୧ରେ ଓଡ଼ିଶାର ଜନସଂଖ୍ୟା କେତେ?

15 / 15

15. ସାବରମତୀ କେଉଁରାଜ୍ୟରେ ଅବସ୍ଥିତ?

Your score is

Share with your friends.

LinkedIn Facebook Twitter
0%

Spread the love

Leave a Comment

Your email address will not be published. Required fields are marked *

Advertisements