Go to Beginning ODIA GENERAL KNOWLEDGE MCQ QUIZ -02By Editorial Staff / March 16, 2022 December 19, 2022 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (GK) ଗୁରୁତ୍ୱପୂର୍ଣ୍ଣ | 0% 0 votes, 0 avg 814 BEST OF LUCK!!! GOOD TRY,Keep Practicing, Keep Improving. Odia General Knowledge MCQ Quiz -02 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୦୨ 1 / 15 Advertisements 1. ଯେଉଁ ପତ୍ରରୁ ବିଡ଼ି ତିଆରି ହୁଏ? A. ଶିମିଳି ପତ୍ର B. କଦଳୀ ପତ୍ର C. କେନ୍ଦୁପତ୍ର D. ବର ପତ୍ର 2 / 15 2. କୃଷ୍ଣାନଦୀର ନିର୍ମିତ ଡୋମ୍ ଦ୍ବାରା କେଉଁ ଜଳଭଣ୍ଡାର ସୃଷ୍ଟି ହେଇଛି ? A. ଟେଥ୍ ସାଗର B. ଏଇଥିରୁ କେଉଁଠି ନୁହେଁ C. ମୌନଲୋଆ ସାଗର D. ନାଗାର୍ଜୁନ ସାଗର 3 / 15 3. ଓଡ଼ିଶାର କେଉଁଠି କେନ୍ଦ୍ରିୟ ମାଛଚାଷ ଗବେଷଣା କେନ୍ଦ୍ର ଅଛି ? Advertisements A. ଗଙ୍ଗା B. ଏଇଥିରୁ କେଉଁଠି ନୁହେଁ C. କୌଶଲ୍ୟା ଗଙ୍ଗା D. କୋରାପୁଟ 4 / 15 4. ପ୍ରତିବର୍ଷ ପୃଥିବିର ଜନସଂଖ୍ୟା ଶତକଡା କେତେ ହାରରେ ବୃଦ୍ଧି ପାଉଛି? A. 1.2 ହାର B. 1.3 ହାର C. 1.5 ହାର D. 1.4 ହାର 5 / 15 5. ଉତ୍ତରପ୍ରଦେଶର କେଉଁ ସ୍ଥାନରେ ଆଣବିକ କେନ୍ଦ୍ର ସ୍ଥାପିତ ହୋଇଛି? A. କନିମ୍ B. ନାରୋରା C. ଏଇଥିରୁ କେଉଁଠି ନୁହେଁ D. ତାରାପୁର 6 / 15 Advertisements 6. ୧୯୯୬ ଜନଗଣନା ଅନୁଯାୟୀ ପୃଥିବୀର ଲୋକସଂଖ୍ୟା କେତେ ? A. 500 କୋଟି B. ଏଇଥିରୁ କେଉଁଠି ନୁହେଁ C. 600 କୋଟି D. 400 କୋଟି 7 / 15 7. ଓଡ଼ିଶାର ସର୍ବାଧିକ ମରୁଡ଼ି ଗ୍ରସ୍ତ ଜିଲ୍ଲା କେଉଁଠି ? A. ଗଞ୍ଜାମ ଜିଲ୍ଲା B. ଢେଙ୍କାନାଳ ଜିଲ୍ଲା C. କଳାହାଣ୍ଡି ଜିଲ୍ଲା D. ଗଜପତି ଜିଲ୍ଲା 8 / 15 8. ଡୁଡୁମା ଜଳପ୍ରପାତ ଯେଉଁ ନଦୀ ଶଯ୍ୟାରେ ଅବସ୍ଥିତ ? A. ବ୍ରାହ୍ମଣୀନଦୀ B. ମହାନଦୀ C. ମାଛକୁଣ୍ଡ ନଦୀ D. ବୈତରଣୀ ନଦୀ 9 / 15 9. ପୃଥିବୀର ସର୍ବାଧିକ ଚାହା ଉତ୍ପାଦନକାରୀ ଦେଶ କେଉଁଠି ? A. ଫ୍ରାନସ B. ୟୁକ୍ରେନ C. ଭାରତ D. ଇରାକ 10 / 15 10. ପୃଥିବୀର ସର୍ବାଧିକ ବୃଷ୍ଟି ହେଉଥିବା ସ୍ଥାନ କେଉଁଠି ? A. କୋରାପୁଟ B. ଚେରାପୁଞ୍ଜି C. ଆସାମ D. ଏଇଥିରୁ କେଉଁଠି ନୁହେଁ 11 / 15 11. ଭାରତର ଜାତୀୟ ପଶୁ କିଏ? A. ହସ୍ତୀ B. ବାଘ C. କଙ୍ଗାରୁ D. ସିଂହ 12 / 15 12. ଓଡ଼ିଶା ଓ କେରଳ ଉପକୂଳରେ ମିଳୁଥିବା ବାଲୁକାରୁ କଣ ସଂଗ୍ରହ କରାଯାଏ? A. ଏଇଥିରୁ କେଉଁଠି ନୁହେଁ B. ଫେରୋକ୍ରୋମ C. ଥୋରିୟମ D. ଚୁନପଥର 13 / 15 13. ଇଣ୍ଡୋନେସିଆଠାରୁ ଭାରତର ବିଜେତା ଭୂମିପୁତ୍ର ପୁରସ୍କାର କାହାକୁ ମିଳିଛି? A. ଶ୍ରୀ ବିଜୁ ପଟ୍ଟନାୟକ B. ଏଇଥିରୁ କେଉଁଠି ନୁହେଁ C. ଡ଼ୀ ଜଗନ୍ନାଥ ପଟ୍ଟନାୟକ D. ବିଶ୍ବନାଥ ଦାସ 14 / 15 14. କୃଷ୍ଣାନଦୀର ତ୍ରିକୋଣଭୂମିରେ କେଉଁ ସହର ଅବସ୍ଥିତ ? A. ଅନୁଗୁଳ B. ଗୁଆହାଟୀ C. ଏଇଥିରୁ କେଉଁଠି ନୁହେଁ D. ବିଜୟୱାଡା 15 / 15 15. ଭାରତର ପ୍ରଥମ ମହିଳା ଇଞ୍ଜିନିୟରଙ୍କ ନାମ କଣ? A. ଏଇଥିରୁ କେଉଁଠି ନୁହେଁ B. ଲକ୍ଷ୍ମୀବାଈ C. ଏ. ଲଳିତା D. ରାଜମ କର୍କ Your score is Share with your friends. LinkedIn Facebook Twitter 0% Restart quiz Spread the love
basantipradhan98@gmail.com