Go to Beginning Odia General Knowledge MCQ Quiz [06]By Editorial Staff / February 20, 2023 February 20, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 2795 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -06 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୦୬ 1 / 20 1. କେଉଁ ସାର ଆମର ଦାନ୍ତ, ହାତ ଓ ରକ୍ତ ତିଆରୀ କରିବାରେ ସାହାଯ୍ୟ କରେ? A. ଧାତୁସାର B. ସ୍ନେହସାର C. ପୃଷ୍ଟିସାର D. ଶ୍ୱେତସାର 2 / 20 2. ପ୍ଲେଗ୍ ରୋଗ କାହା ଦ୍ଵାରା ବ୍ୟାପେ? A. ଟିଙ୍କ B. ମାଛି C. ମୂଷା D. ମଶା 3 / 20 3. ରକ୍ତରେ ଥିବା ଅଦରକାରୀ ତରଳ ପଦାର୍ଥକୁ କିଏ ଛାଣି ବାହାର କରିଥାଏ? A. ଯକୃତ B. ହୃତପିଣ୍ଡ C. ପାକସ୍ଥଳୀ D. ବୃକକ 4 / 20 4. କିଏ ଆମ ଶରୀରର ରକ୍ତ ସଞ୍ଚାଳନ ର କେନ୍ଦ୍ରସ୍ଥଳି? A. ପାକସ୍ଥଳୀ B. ହୃତପିଣ୍ଡ C. ଫୁସଫୁସ୍ D. ସ୍ନାୟୁ 5 / 20 5. କେଉଁ ଜଳକୁ ଉତ୍ତମ ପାନୀୟ ଜଳ କହିବା? A. ନଦୀ B. କୂଅ C. ନଳକୂପ D. ଝରଣା 6 / 20 6. କଣ କାମ ନକଲେ କଲେ ମଣିଷ ପାଗଳ ହୋଇଯାଏ? A. ହୃତପିଣ୍ଡ B. ମସ୍ତିଷ୍କ C. ଅଗ୍ନ୍ୟାଶୟ D. ଫୁସଫୁସ୍ 7 / 20 7. ଶରୀରର କଣ କାମ ନକଲେ ଆମ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଅଚଳ ହୋଇଯିବ? A. ହୃତପିଣ୍ଡ B. ଫୁସଫୁସ୍ C. ପାକସ୍ଥଳୀ D. ସ୍ନାୟୁ 8 / 20 8. ଶରୀରର ସମସ୍ତ କାର୍ଯ୍ୟ କାହା ଦ୍ଵାରା ପରିଚାଳିତ ହୁଏ? A. ଗୋଡ଼ B. ମସ୍ତିଷ୍କ C. ମେରୁଦଣ୍ଡ D. ହାତ 9 / 20 9. ବାତଜ୍ୱରର ବାହାକ କିଏ? A. ମଶା B. ମାଛି C. ମୂଷା D. ଏଣ୍ଡୁଅ 10 / 20 10. ଗ୍ରହ ମାନଙ୍କ ମଧ୍ୟରେ କାହାକୁ ବଳୟ ଗ୍ରହ କୁହାଯାଏ? A. ବୁଧ B. ଶନି C. ମଙ୍ଗଳ D. ପୃଥିବୀ 11 / 20 11. ସୂର୍ଯ୍ୟଙ୍କ ଚାରିପଟେ ଥରେ ଘୁରି ଆସିବାକୁ ପୃଥିବୀକୁ କେତେ ସମୟ ଲାଗିଥାଏ? A. ଏକବର୍ଷ B. ୧୫ ଦିନ C. ଏକମାସ D. ୨୪ଘଣ୍ଟା 12 / 20 12. ତଟକା ସବୁଜ ପରିବା , ଫଳ, ଦୁଧ ଓ ସକାଳ ସୂର୍ଯ୍ୟକିରଣ ଆଦିରେ ଯଥେଷ୍ଟ ପରିମାଣରେ କଣ ଥାଏ? A. ସ୍ନେହସାର B. ଧାତୁସାର C. ଶ୍ୱେତସାର D. ଜୀବସାର 13 / 20 13. କେଉଁ ଖାଦ୍ୟ ସାର ଦେହକୁ ଚିକ୍କଣ ଓ ସୁନ୍ଦର କରିଥାଏ? A. ଶ୍ଵେତସାର B. ଧାତୁସାର C. ସ୍ନେହସାର D. ଜୀବସାର 14 / 20 14. କେଉଁ ସାର ଶରୀରକୁ ତାପ ଶକ୍ତି, ବଳ ଓ ଶକ୍ତି ଯୋଗାଏ? A. ଧାତୁସାର B. ଶ୍ଵେତସାର C. ପୃଷ୍ଟିସାର D. ସ୍ନେହସାର 15 / 20 15. ଉଦ୍ଭିଦର କେଉଁ ଅଂଶ ଖାଦ୍ୟ ସଂଗ୍ରହ କରେ? A. ଫଳ B. କାଣ୍ଡ C. ମୂଳ D. ପତ୍ର 16 / 20 16. କିଏ ମସ୍ତିଷ୍କ କୁ ଖବର ପଠାଏ? A. ଶିରା B. ସ୍ନାୟୁ C. ରକ୍ତ D. ଧମନୀ 17 / 20 17. ସିମେଣ୍ଟ କାରଖାନାର ସିମେଣ୍ଟ ଗୁଣ୍ଡ କେଉଁ ରୋଗ ସୃଷ୍ଟି କରେ? A. ଧନୁଷ୍ଟଙ୍କାର B. ପୋଲିଓ C. ଯକ୍ଷ୍ମା D. ହଇଜା 18 / 20 18. କିଏ ଶରୀର ବୃଦ୍ଧି, ଶରୀର ଗଠନ ଓ ଶରୀର କ୍ଷୟ ପୂରଣ କରେ? A. ପୃଷ୍ଟିସାର B. ଶ୍ଵେତସାର C. ସ୍ନେହସାର D. ଧାତୁସାର 19 / 20 19. ପନିପରିବା କୁ ଅତ୍ୟଧିକ ସିଝାଇଲେ କଣ ନଷ୍ଟ ହୁଏ? A. ଭିଟାମିନ B. ସ୍ନେହସାର C. ପୃଷ୍ଟିସାର D. ଧତବଲବଣ 20 / 20 20. କେଉଁଥିରେ ଆମ ଶରୀରର ଦୂଷିତ ରକ୍ତ ପରିଷ୍କାର ହୁଏ? A. ଧମନୀ B. ଶିରା C. ହୃତପିଣ୍ଡ D. ଫୁସଫୁସ୍ Your score is Share with your friends. LinkedIn Facebook Twitter 0% Restart quiz Spread the love