Go to Beginning Odia General Knowledge MCQ Quiz [06]By Editorial Staff / February 20, 2023 February 20, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 3300 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -06 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୦୬ 1 / 20 1. ପ୍ଲେଗ୍ ରୋଗ କାହା ଦ୍ଵାରା ବ୍ୟାପେ? A. ମୂଷା B. ଟିଙ୍କ C. ମଶା D. ମାଛି 2 / 20 2. ଶରୀରର କଣ କାମ ନକଲେ ଆମ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଅଚଳ ହୋଇଯିବ? A. ପାକସ୍ଥଳୀ B. ହୃତପିଣ୍ଡ C. ଫୁସଫୁସ୍ D. ସ୍ନାୟୁ 3 / 20 3. ଗ୍ରହ ମାନଙ୍କ ମଧ୍ୟରେ କାହାକୁ ବଳୟ ଗ୍ରହ କୁହାଯାଏ? A. ଶନି B. ମଙ୍ଗଳ C. ବୁଧ D. ପୃଥିବୀ 4 / 20 4. କିଏ ଆମ ଶରୀରର ରକ୍ତ ସଞ୍ଚାଳନ ର କେନ୍ଦ୍ରସ୍ଥଳି? A. ହୃତପିଣ୍ଡ B. ଫୁସଫୁସ୍ C. ସ୍ନାୟୁ D. ପାକସ୍ଥଳୀ 5 / 20 5. ସିମେଣ୍ଟ କାରଖାନାର ସିମେଣ୍ଟ ଗୁଣ୍ଡ କେଉଁ ରୋଗ ସୃଷ୍ଟି କରେ? A. ହଇଜା B. ପୋଲିଓ C. ଧନୁଷ୍ଟଙ୍କାର D. ଯକ୍ଷ୍ମା 6 / 20 6. ବାତଜ୍ୱରର ବାହାକ କିଏ? A. ମଶା B. ମାଛି C. ମୂଷା D. ଏଣ୍ଡୁଅ 7 / 20 7. ଶରୀରର ସମସ୍ତ କାର୍ଯ୍ୟ କାହା ଦ୍ଵାରା ପରିଚାଳିତ ହୁଏ? A. ହାତ B. ଗୋଡ଼ C. ମେରୁଦଣ୍ଡ D. ମସ୍ତିଷ୍କ 8 / 20 8. କେଉଁଥିରେ ଆମ ଶରୀରର ଦୂଷିତ ରକ୍ତ ପରିଷ୍କାର ହୁଏ? A. ହୃତପିଣ୍ଡ B. ଧମନୀ C. ଫୁସଫୁସ୍ D. ଶିରା 9 / 20 9. କେଉଁ ସାର ଶରୀରକୁ ତାପ ଶକ୍ତି, ବଳ ଓ ଶକ୍ତି ଯୋଗାଏ? A. ଶ୍ଵେତସାର B. ଧାତୁସାର C. ସ୍ନେହସାର D. ପୃଷ୍ଟିସାର 10 / 20 10. ରକ୍ତରେ ଥିବା ଅଦରକାରୀ ତରଳ ପଦାର୍ଥକୁ କିଏ ଛାଣି ବାହାର କରିଥାଏ? A. ଯକୃତ B. ବୃକକ C. ପାକସ୍ଥଳୀ D. ହୃତପିଣ୍ଡ 11 / 20 11. କଣ କାମ ନକଲେ କଲେ ମଣିଷ ପାଗଳ ହୋଇଯାଏ? A. ଅଗ୍ନ୍ୟାଶୟ B. ମସ୍ତିଷ୍କ C. ଫୁସଫୁସ୍ D. ହୃତପିଣ୍ଡ 12 / 20 12. ସୂର୍ଯ୍ୟଙ୍କ ଚାରିପଟେ ଥରେ ଘୁରି ଆସିବାକୁ ପୃଥିବୀକୁ କେତେ ସମୟ ଲାଗିଥାଏ? A. ୧୫ ଦିନ B. ଏକବର୍ଷ C. ଏକମାସ D. ୨୪ଘଣ୍ଟା 13 / 20 13. ତଟକା ସବୁଜ ପରିବା , ଫଳ, ଦୁଧ ଓ ସକାଳ ସୂର୍ଯ୍ୟକିରଣ ଆଦିରେ ଯଥେଷ୍ଟ ପରିମାଣରେ କଣ ଥାଏ? A. ସ୍ନେହସାର B. ଜୀବସାର C. ଧାତୁସାର D. ଶ୍ୱେତସାର 14 / 20 14. କିଏ ମସ୍ତିଷ୍କ କୁ ଖବର ପଠାଏ? A. ରକ୍ତ B. ସ୍ନାୟୁ C. ଶିରା D. ଧମନୀ 15 / 20 15. ଉଦ୍ଭିଦର କେଉଁ ଅଂଶ ଖାଦ୍ୟ ସଂଗ୍ରହ କରେ? A. କାଣ୍ଡ B. ପତ୍ର C. ଫଳ D. ମୂଳ 16 / 20 16. କେଉଁ ସାର ଆମର ଦାନ୍ତ, ହାତ ଓ ରକ୍ତ ତିଆରୀ କରିବାରେ ସାହାଯ୍ୟ କରେ? A. ଶ୍ୱେତସାର B. ସ୍ନେହସାର C. ଧାତୁସାର D. ପୃଷ୍ଟିସାର 17 / 20 17. ପନିପରିବା କୁ ଅତ୍ୟଧିକ ସିଝାଇଲେ କଣ ନଷ୍ଟ ହୁଏ? A. ସ୍ନେହସାର B. ଧତବଲବଣ C. ଭିଟାମିନ D. ପୃଷ୍ଟିସାର 18 / 20 18. କିଏ ଶରୀର ବୃଦ୍ଧି, ଶରୀର ଗଠନ ଓ ଶରୀର କ୍ଷୟ ପୂରଣ କରେ? A. ଧାତୁସାର B. ଶ୍ଵେତସାର C. ପୃଷ୍ଟିସାର D. ସ୍ନେହସାର 19 / 20 19. କେଉଁ ଖାଦ୍ୟ ସାର ଦେହକୁ ଚିକ୍କଣ ଓ ସୁନ୍ଦର କରିଥାଏ? A. ଧାତୁସାର B. ଶ୍ଵେତସାର C. ଜୀବସାର D. ସ୍ନେହସାର 20 / 20 20. କେଉଁ ଜଳକୁ ଉତ୍ତମ ପାନୀୟ ଜଳ କହିବା? A. ନଦୀ B. ନଳକୂପ C. ଝରଣା D. କୂଅ Your score is Share with your friends. LinkedIn Facebook Twitter 0% Restart quiz Spread the love