Go to Beginning Odia General Knowledge MCQ Quiz [09]By Editorial Staff / February 23, 2023 February 23, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 1578 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -09 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୦୯ 1 / 20 1. କେଉଁ ପଶୁ କୌଣସି ପ୍ରକାରର ଶବ୍ଦ କରିପାରେ ନାହିଁ? A. କଙ୍ଗାରୁ B. ହରିଣ C. ଜିରାଫ D. ଜଳହସ୍ତି 2 / 20 2. କେଉଁ ଦେଶ ପ୍ରଥମେ ଚିନିର ଆବିଷ୍କାର କରିଥିଲା? A. ଭାରତ B. ନେପାଳ C. ଚୀନ୍ D. ଭୁଟାନ 3 / 20 3. ଚନ୍ଦ୍ରପୃଷ୍ଠରେ ପାଣି ରହିଥିବାର ଅନୁସନ୍ଧାନ ପ୍ରଥମେ କେଉଁ ଦେଶ କରିଥିଲା? A. ଜାପାନ B. ଆମେରିକା C. ଭାରତ D. ଇଂଲଣ୍ଡ 4 / 20 4. ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ଜଙ୍ଗଲ ଅଛି? A. ଓଡ଼ିଶା B. ଆସାମ C. କେରଳ D. ମଧ୍ୟପ୍ରଦେଶ 5 / 20 5. ଭାରତର କେଉଁ ରାଜ୍ୟ ସର୍ବାଧିକ ସୋୟାବିନ ଉତ୍ପାଦନ କରେ? A. ମଧ୍ୟପ୍ରଦେଶ B. ଉତ୍ତରପ୍ରଦେଶ C. ତାମିଲନାଡୁ D. ମହାରାଷ୍ଟ୍ର 6 / 20 6. କେଉଁ ଦେଶର ଗୋଟେ ବି ଟ୍ରାଫିକ ସିଗନାଲ ନାହିଁ? A. ଭୁଟାନ B. ପାକିସ୍ଥାନ C. ଶ୍ରୀଲଙ୍କା D. ନେପାଳ 7 / 20 7. କଙ୍ଗାରୁ କେଉଁ ଦେଶର ଜାତୀୟ ପଶୁ ଅଟେ? A. ଶ୍ରୀଲଙ୍କା B. ଅଷ୍ଟ୍ରେଲିଆ C. ଜାପାନ D. ଦକ୍ଷିଣ ଆଫ୍ରିକା 8 / 20 8. ଭାରତର କେଉଁ ସହରରେ ପ୍ରଥମେ ମେଟ୍ରୋ ଟ୍ରେନ ସେବା ଆରମ୍ଭ ହୋଇଥିଲା? A. ଚେନ୍ନାଇ B. ମୁମ୍ବାଇ C. ଦିଲ୍ଲୀ D. କୋଲକତା 9 / 20 9. କେଉଁ ଦେଶରେ ସୁନାର ଗାଡ଼ି ଚାଲେ? A. ଆମେରିକା B. ସାଉଦି ଆରବ C. ଇଂଲଣ୍ଡ D. ଜାପାନ 10 / 20 10. ଭାରତର କେଉଁ ସହର ଅଙ୍ଗୁର ପାଇଁ ପ୍ରସିଦ୍ଧ? A. ମୁମ୍ବାଇ B. ନାସିକ C. ଦିଲ୍ଲୀ D. କଟକ 11 / 20 11. କେଉଁ ଜୀବର ରକ୍ତର ରଙ୍ଗ ନୀଳ ଅଟେ? A. ମୟୂର B. ବାଘ C. ଅସରପା D. ଅକ୍ଟୋପସ 12 / 20 12. କେଉଁ ରାଜ୍ୟକୁ ଭାରତର ହୃଦୟ କୁହାଯାଏ? A. ତାମିଲନାଡୁ B. ଉତ୍ତରପ୍ରଦେଶ C. ମଧ୍ୟପ୍ରଦେଶ D. ମହାରାଷ୍ଟ୍ର 13 / 20 13. ଭାରତର ସବୁଠାରୁ ବଡ଼ ବସ୍ ଷ୍ଟାଣ୍ଡ କେଉଁଠି ଅଛି? A. ଦିଲ୍ଲୀ B. ଓଡ଼ିଶା C. ଚେନ୍ନାଇ D. ମୁମ୍ବାଇ 14 / 20 14. କେଉଁ ପଶୁ ଜନ୍ମ ହେବାର ଦୁଇ ମାସ ପର୍ଯ୍ୟନ୍ତ ଶୋଇଥାଏ? A. ଘୋଡା B. ହରିଣ C. ଭାଲୁ D. ବାଘ 15 / 20 15. ତାଜମହଲ କେଉଁ ନଦୀ କୂଳରେ ଅବସ୍ଥିତ? A. ଯମୁନା B. ଗଙ୍ଗା C. ମହାନଦୀ D. ଗୋଦାବରୀ 16 / 20 16. ଭାରତର ଜାତୀୟ ମିଠାର ନାମ କଣ? A. ଝିଲାପି B. ଛେନା ପୋଡ଼ C. ଗୋଲାପ ଜାମୁନ D. ରସଗୋଲା 17 / 20 17. କେଉଁ ଦେଶରେ ଗୋଟିଏ ବି ନଦୀ ନାହିଁ? A. ଅଷ୍ଟ୍ରେଲିଆ B. ସାଉଦି ଆରବ C. ଜାପାନ D. ଆମେରିକା 18 / 20 18. ସୂର୍ଯ୍ୟ କିରଣରୁ ଆମକୁ କେଉଁ ଭିଟାମିନ ମିଳିଥାଏ? A. ଭିଟାମିନ D B. ଭିଟାମିନ C C. ଭିଟାମିନ K D. ଭିଟାମିନ A 19 / 20 19. ଭାରତର କେଉଁ ରାଜ୍ୟ ସବୁଠାରୁ ଅଧିକ ଚା ଉତ୍ପାଦନ କରେ? A. କୋଲକତା B. ମଧ୍ୟପ୍ରଦେଶ C. କେରଳ D. ଆସାମ 20 / 20 20. ଫଳ ମାନଙ୍କର ରାଣୀ କାହାକୁ କୁହାଯାଏ? A. ଲିଚୁ B. ଆମ୍ବ C. କମଳା D. ପିଜୁଳି Your score is Share with your friends. LinkedIn Facebook Twitter 0% Restart quiz Spread the love