Go to Beginning Odia General Knowledge MCQ Quiz [09]By Editorial Staff / February 23, 2023 February 23, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 174 BEST OF LUCK!!! GOOD TRY,Keep Practicing, Keep Improving. Odia General Knowledge MCQ Quiz -09 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୦୯ 1 / 20 Advertisements 1. କେଉଁ ରାଜ୍ୟକୁ ଭାରତର ହୃଦୟ କୁହାଯାଏ? A. ତାମିଲନାଡୁ B. ଉତ୍ତରପ୍ରଦେଶ C. ମଧ୍ୟପ୍ରଦେଶ D. ମହାରାଷ୍ଟ୍ର 2 / 20 2. କେଉଁ ଦେଶରେ ଗୋଟିଏ ବି ନଦୀ ନାହିଁ? A. ଅଷ୍ଟ୍ରେଲିଆ B. ଆମେରିକା C. ଜାପାନ D. ସାଉଦି ଆରବ 3 / 20 3. ଚନ୍ଦ୍ରପୃଷ୍ଠରେ ପାଣି ରହିଥିବାର ଅନୁସନ୍ଧାନ ପ୍ରଥମେ କେଉଁ ଦେଶ କରିଥିଲା? Advertisements A. ଭାରତ B. ଜାପାନ C. ଇଂଲଣ୍ଡ D. ଆମେରିକା 4 / 20 4. ସୂର୍ଯ୍ୟ କିରଣରୁ ଆମକୁ କେଉଁ ଭିଟାମିନ ମିଳିଥାଏ? A. ଭିଟାମିନ A B. ଭିଟାମିନ D C. ଭିଟାମିନ K D. ଭିଟାମିନ C 5 / 20 5. ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ଜଙ୍ଗଲ ଅଛି? A. ଓଡ଼ିଶା B. କେରଳ C. ଆସାମ D. ମଧ୍ୟପ୍ରଦେଶ 6 / 20 Advertisements 6. କେଉଁ ପଶୁ କୌଣସି ପ୍ରକାରର ଶବ୍ଦ କରିପାରେ ନାହିଁ? A. ଜଳହସ୍ତି B. ହରିଣ C. ଜିରାଫ D. କଙ୍ଗାରୁ 7 / 20 7. କଙ୍ଗାରୁ କେଉଁ ଦେଶର ଜାତୀୟ ପଶୁ ଅଟେ? A. ଦକ୍ଷିଣ ଆଫ୍ରିକା B. ଶ୍ରୀଲଙ୍କା C. ଅଷ୍ଟ୍ରେଲିଆ D. ଜାପାନ 8 / 20 8. କେଉଁ ଦେଶ ପ୍ରଥମେ ଚିନିର ଆବିଷ୍କାର କରିଥିଲା? A. ନେପାଳ B. ଭାରତ C. ଭୁଟାନ D. ଚୀନ୍ 9 / 20 9. ଭାରତର କେଉଁ ରାଜ୍ୟ ସବୁଠାରୁ ଅଧିକ ଚା ଉତ୍ପାଦନ କରେ? A. ଆସାମ B. କେରଳ C. ମଧ୍ୟପ୍ରଦେଶ D. କୋଲକତା 10 / 20 10. କେଉଁ ଦେଶରେ ସୁନାର ଗାଡ଼ି ଚାଲେ? A. ଆମେରିକା B. ଇଂଲଣ୍ଡ C. ଜାପାନ D. ସାଉଦି ଆରବ 11 / 20 11. ଭାରତର କେଉଁ ସହର ଅଙ୍ଗୁର ପାଇଁ ପ୍ରସିଦ୍ଧ? A. ଦିଲ୍ଲୀ B. ନାସିକ C. ମୁମ୍ବାଇ D. କଟକ 12 / 20 12. ତାଜମହଲ କେଉଁ ନଦୀ କୂଳରେ ଅବସ୍ଥିତ? A. ଗୋଦାବରୀ B. ଯମୁନା C. ମହାନଦୀ D. ଗଙ୍ଗା 13 / 20 13. କେଉଁ ପଶୁ ଜନ୍ମ ହେବାର ଦୁଇ ମାସ ପର୍ଯ୍ୟନ୍ତ ଶୋଇଥାଏ? A. ବାଘ B. ହରିଣ C. ଘୋଡା D. ଭାଲୁ 14 / 20 14. ଫଳ ମାନଙ୍କର ରାଣୀ କାହାକୁ କୁହାଯାଏ? A. ପିଜୁଳି B. ଆମ୍ବ C. କମଳା D. ଲିଚୁ 15 / 20 15. କେଉଁ ଦେଶର ଗୋଟେ ବି ଟ୍ରାଫିକ ସିଗନାଲ ନାହିଁ? A. ଭୁଟାନ B. ନେପାଳ C. ଶ୍ରୀଲଙ୍କା D. ପାକିସ୍ଥାନ 16 / 20 16. ଭାରତର କେଉଁ ରାଜ୍ୟ ସର୍ବାଧିକ ସୋୟାବିନ ଉତ୍ପାଦନ କରେ? A. ଉତ୍ତରପ୍ରଦେଶ B. ମହାରାଷ୍ଟ୍ର C. ତାମିଲନାଡୁ D. ମଧ୍ୟପ୍ରଦେଶ 17 / 20 17. କେଉଁ ଜୀବର ରକ୍ତର ରଙ୍ଗ ନୀଳ ଅଟେ? A. ଅକ୍ଟୋପସ B. ମୟୂର C. ବାଘ D. ଅସରପା 18 / 20 18. ଭାରତର କେଉଁ ସହରରେ ପ୍ରଥମେ ମେଟ୍ରୋ ଟ୍ରେନ ସେବା ଆରମ୍ଭ ହୋଇଥିଲା? A. ଦିଲ୍ଲୀ B. ଚେନ୍ନାଇ C. କୋଲକତା D. ମୁମ୍ବାଇ 19 / 20 19. ଭାରତର ଜାତୀୟ ମିଠାର ନାମ କଣ? A. ଝିଲାପି B. ଗୋଲାପ ଜାମୁନ C. ଛେନା ପୋଡ଼ D. ରସଗୋଲା 20 / 20 20. ଭାରତର ସବୁଠାରୁ ବଡ଼ ବସ୍ ଷ୍ଟାଣ୍ଡ କେଉଁଠି ଅଛି? A. ମୁମ୍ବାଇ B. ଚେନ୍ନାଇ C. ଦିଲ୍ଲୀ D. ଓଡ଼ିଶା Your score is Share with your friends. LinkedIn Facebook Twitter 0% Restart quiz Spread the love