Go to Beginning Odia General Knowledge MCQ Quiz [18]By Editorial Staff / March 6, 2023 March 6, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 61 BEST OF LUCK!!! GOOD TRY,Keep Practicing, Keep Improving. Odia General Knowledge MCQ Quiz -18 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୧୮ 1 / 20 Advertisements 1. ହାତୀ ଗୋଟିଏ ଥରରେ କେତେ ପାଣି ପାଇଥାଏ ? A. ୫ ଲିଟର B. ୧୪ ଲିଟର C. ୨୪ ଲିଟର D. ୭ ଲିଟର 2 / 20 2. Statue of Unity କୁ କେତେ କିଲୋମିଟର ଦୂରରୁ ଦେଖି ପରିବା ? A. ୧୫ କି.ମି B. ୧୨ କି.ମି C. ୨୦ କି.ମି D. ୭ କି.ମି 3 / 20 3. ବିଶ୍ବର ସବୁଠାରୁ ବଡ଼ ଫଳ କିଏ ? Advertisements A. କଦଳୀ B. ଆମ୍ବ C. ତରଭୁଜ D. ପଣସ 4 / 20 4. ସାଧାରଣ ମନୁଷ୍ୟ ହୃଦସ୍ପନ୍ଦନ ମିନିଟ ପ୍ରତି କେତେ? A. ୫୨ B. ୭୨ C. ୮୨ D. ୫୫ 5 / 20 5. ଭୋଜନ କରିସାରିବା ପରେ କଣ ଖାଇଲେ ମୃତୁ ହେବାର ସମ୍ଭାବନା ଥାଏ? A. ଆମ୍ବ B. ମହୁ C. ଚା D. ମାଛ 6 / 20 Advertisements 6. ଭାରତର କେଉଁ ରାଜ୍ୟରେ ଗଧ ମେଳା ଆୟୋଜିତ ହୁଏ? A. ମହାରାଷ୍ଟ୍ର B. ବିହାର C. ରାଜସ୍ଥାନ D. ଗୁଜୁରାଟ 7 / 20 7. ଭାରତର ରାଜଧାନୀର ନାମ କଣ? A. ନୂଆ ଦିଲ୍ଲୀ B. ଚେନ୍ନାଇ C. ମୁମ୍ବାଇ D. ଭୁବନେଶ୍ୱର 8 / 20 8. ଟମାଟରେ କେଉଁ ଭିଟାମିନ ଥାଏ? A. ଭିଟାମିନ K B. ଭିଟାମିନ D C. ଭିଟାମିନ A D. ଭିଟାମିନ C 9 / 20 9. ବର୍ତମାନ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି କିଏ ଅଛନ୍ତି? A. ଜେଫ ବେଯୋସ B. ଗୌତମ ଆଡାନି C. ମୁକେଶ ଆମ୍ବନୀ D. ଏଲନ ମସ୍କ 10 / 20 10. ଭାରତର କେଉଁ ରାଜ୍ୟରେ ମହିଳା ସାକ୍ଷରତା ସର୍ବନିମ୍ନ? A. ଆନ୍ଧ୍ର ପ୍ରଦେଶ B. ରାଜସ୍ଥାନ C. ବିହାର D. ଓଡ଼ିଶା 11 / 20 11. ଭାରତର କେଉଁ ରାଜ୍ୟରେ ପୁରୁଷ ସାକ୍ଷରତା ସର୍ବନିମ୍ନ? A. ରାଜସ୍ଥାନ B. ବିହାର C. ଓଡ଼ିଶା D. ଆନ୍ଧ୍ର ପ୍ରଦେଶ 12 / 20 12. କେଉଁ ପଶୁ ଆକାଶ ଆଡକୁ ଦେଖିପାରେ ନାହିଁ? A. ଜିରାଫ B. ଘୁଷୁରୀ C. ଓଠ D. ଘୋଡା 13 / 20 13. ଭାରତ ବ୍ୟତୀତ ଅନ୍ୟ କେଉଁ ଦେଶରେ ତାଜମହଲ ରହିଛି? A. ନେପାଳ B. ପାକିସ୍ଥାନ C. ବାଂଲାଦେଶ D. ଇଣ୍ଡୋନେସିଆ 14 / 20 14. ଆଧାର କାର୍ଡ କେବେ ଲଞ୍ଚ ହୋଇଥିଲା? A. ୨୦୧୩ B. ୨୦୧୧ C. ୨୦୦୯ D. ୨୦୦୭ 15 / 20 15. କଳା ସୁନା କାହାକୁ କୁହାଯାଏ? A. କୋଇଲା B. ଧାନ C. ଅଙ୍ଗାର D. ଲୁହା 16 / 20 16. କେଉଁ ଦେଶରେ ବାପା ଝିଅ ବିବାହ କରନ୍ତି? A. ବାଂଲାଦେଶ B. ପାକିସ୍ଥାନ C. ଆମେରିକା D. ଭାରତ 17 / 20 17. ଉଡାଜାହାଜ ର ଉଦ୍ଭାବନ କେଉଁ ଦେଶ କରିଥିଲା? A. ଚୀନ୍ B. ଆମେରିକା C. ଜାପାନ D. ଋଷିଆ 18 / 20 18. ଭାରତର କେଉଁ ରାଜ୍ୟରେ ପାକିସ୍ଥାନ ନାମ ଥିବା ଗ୍ରାମ ରହିଛି? A. ମହାରାଷ୍ଟ୍ର B. ବିହାର C. ଗୁଜୁରାଟ D. ରାଜସ୍ଥାନ 19 / 20 19. ଭାରତରେ ସର୍ବାଧିକ ସିନେମା କେଉଁ ଦିନ ହୋଇଥାଏ? A. ମଙ୍ଗଳବାର B. ରବିବାର C. ଶୁକ୍ରବାର D. ଗୁରୁବାର 20 / 20 20. କାହାର ରକ୍ତର ରଙ୍ଗ ନୀଳ ହୋଇଥାଏ ? A. ଅକ୍ଟୋପସ B. ଠେକୁଆ C. ସାପ D. ଭାଲୁ Your score is Share with your friends. LinkedIn Facebook Twitter 0% Restart quiz Spread the love
Nice
Thank You, Mithun Nayak.