Go to Beginning Odia General Knowledge MCQ Quiz [20]By Editorial Staff / March 9, 2023 March 9, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 2769 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -20 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୨୦ 1 / 20 1. ବିମାନ ଟାୟାର କେଉଁ ଗ୍ୟାସ ରେ ପୂର୍ଣ୍ଣ ହୁଏ? A. Nitrogen B. Hydrogen C. Oxygen D. Helium 2 / 20 2. କେଦାରନାଥ ମନ୍ଦିର କେଉଁ ରାଜ୍ୟରେ ଅବସ୍ଥିତ? A. ମହାରାଷ୍ଟ୍ର B. ଉତ୍ତରାଖଣ୍ଡ C. କର୍ଣ୍ଣାଟକ D. ଓଡ଼ିଶା 3 / 20 3. ଭାରତର ସବୁଠାରୁ ଛୋଟ ରାଜ୍ୟ କେଉଁଟି? A. ତ୍ରିପୁରା B. ଗୋଆ C. ଉତ୍ତର ପ୍ରଦେଶ D. ମଣିପୁର 4 / 20 4. କେଉଁ ଭଗବାନଙ୍କର ବଡ଼ ଭକ୍ତ ହେଉଛନ୍ତି ହନୁମାନ? A. ଲକ୍ଷ୍ମଣ B. ଶିବ C. ଶ୍ରୀକୃଷ୍ଣ D. ଶ୍ରୀରାମ 5 / 20 5. ସୂର୍ଯ୍ୟ କିରଣରେ କେତେ ପ୍ରକାରର ରଙ୍ଗ ଥାଏ? A. ୩ B. ୫ C. ଏକ D. ୭ 6 / 20 6. କେଉଁ ରାଜ୍ୟରେ ଝାନ୍ସି ନଗର ରହିଛି? A. ଗୋଆ B. ତ୍ରିପୁର C. ଉତ୍ତର ପ୍ରଦେଶ D. ମଣିପୁର 7 / 20 7. କେଉଁ ଦେଶରେ ସର୍ବାଧିକ ଘୁଷୁରୀ ଅଛନ୍ତି? A. ନେପାଳ B. ଅଷ୍ଟ୍ରେଲିଆ C. ଶ୍ରୀଲଙ୍କା D. ଚୀନ୍ 8 / 20 8. କେଉଁ ରାଜ୍ୟ ସର୍ବାଧିକ କାଜୁ ଉତ୍ପାଦନ କରିଥାଏ? A. ରାଜସ୍ଥାନ B. ଗୋଆ C. ଆନ୍ଧ୍ର ପ୍ରଦେଶ D. ମହାରାଷ୍ଟ୍ର 9 / 20 9. ଭାରତରତ୍ନ କାହା ଦ୍ଵାରା ପ୍ରଦାନ କରାଯାଏ? A. ମୁଖ୍ୟମନ୍ତ୍ରୀ B. ପ୍ରଧାନମନ୍ତ୍ରୀ C. ରାଜ୍ୟପାଳ D. ରାଷ୍ଟ୍ରପତି ❤️ 10 / 20 10. ଭାରତର କେଉଁ ରାଜ୍ୟରେ ସବୁଠାରୁ କମ୍ ବର୍ଷା ହୋଇଥାଏ? A. ଗୋଆ B. ଆନ୍ଧ୍ର ପ୍ରଦେଶ C. ମହାରାଷ୍ଟ୍ର D. ରାଜସ୍ଥାନ 11 / 20 11. କଦଳୀ ସହିତ କଣ ଖାଇଲେ ମଣିଷର ମୃତ୍ୟୁ ହୋଇପାରେ? A. ମାଛ B. ଅଣ୍ଡା C. ଚା D. କ୍ଷୀର 12 / 20 12. କେଉଁ ପଶୁର କ୍ଷୀର ଗୋଲାପି ରଙ୍ଗର ହୋଇଥାଏ? A. ହିପୋ B. ଓଠ C. ଜୀରାଫ D. ହାତୀ 13 / 20 13. ଶାନ୍ତି ର ପ୍ରତୀକ କେଉଁ ପକ୍ଷୀକୁ ମାନନ୍ତି? A. ହଂସ B. ପାରା C. ମୟୂର D. କୋଇଲି 14 / 20 14. କେଉଁ ରାଜ୍ୟରେ ଚନ୍ଦନର ଘନ ଜଙ୍ଗଲ ରହିଛି? A. କର୍ଣ୍ଣାଟକ B. ମହାରାଷ୍ଟ୍ର C. ଓଡ଼ିଶା D. ଉତ୍ତରା ଖଣ୍ଡ 15 / 20 15. କେଉଁ ଫୁଲ ୧୨ ବର୍ଷରେ ଥରେ ଫୁଟିଥାଏ ? A. ନିଲକୁରଞ୍ଜି ଫୁଲ B. ନୀଳକଣ୍ଠ ଫୁଲ C. ନାଗପୁଷ୍ପ D. ଗୋଲାପ ଫୁଲ 16 / 20 16. ଶ୍ରୀକୃଷ୍ଣ ଭଗବାନ କାହାକୁ ବଦ୍ଧ କରିଥିଲେ? A. କଂସ B. ରାବଣ C. ଦୁର୍ଯୋଧନ D. କର୍ଣ୍ଣ 17 / 20 17. କାହାକୁ ମସଲାର ରାଣୀ କୁହାଯାଏ? A. ଲବଙ୍ଗ B. ଧନିଆ C. ଅଳେଇଚ D. ଅଦା 18 / 20 18. ସୂର୍ଯ୍ୟ କିରଣରେ କେଉଁ ଭିଟାମିନ ମିଳିଥାଏ? A. ଭିଟାମିନ B B. ଭିଟାମିନ K C. ଭିଟାମିନ D D. ଭିଟାମିନ A 19 / 20 19. ଚୀନର ଜାତୀୟ ଖେଳ କଣ? A. ଚେସ B. ଫୁଟବଲ୍ C. ଟେବୁଲ ଟେନିସ D. ହକି 20 / 20 20. କେଉଁ ଦେଶରେ କୁକୁର କୁ ପୂଜା କରାଯାଏ? A. ନେପାଳ B. ଅଷ୍ଟ୍ରେଲିଆ C. ଚୀନ୍ D. ଶ୍ରୀଲଙ୍କା Your score is Share with your friends. LinkedIn Facebook Twitter 0% Restart quiz Spread the love