Go to Beginning Odia General Knowledge MCQ Quiz [20]By Editorial Staff / March 9, 2023 March 9, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 3417 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -20 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୨୦ 1 / 20 1. କେଉଁ ଫୁଲ ୧୨ ବର୍ଷରେ ଥରେ ଫୁଟିଥାଏ ? A. ନିଲକୁରଞ୍ଜି ଫୁଲ B. ଗୋଲାପ ଫୁଲ C. ନାଗପୁଷ୍ପ D. ନୀଳକଣ୍ଠ ଫୁଲ 2 / 20 2. ଭାରତର ସବୁଠାରୁ ଛୋଟ ରାଜ୍ୟ କେଉଁଟି? A. ଗୋଆ B. ଉତ୍ତର ପ୍ରଦେଶ C. ମଣିପୁର D. ତ୍ରିପୁରା 3 / 20 3. ଚୀନର ଜାତୀୟ ଖେଳ କଣ? A. ଫୁଟବଲ୍ B. ଟେବୁଲ ଟେନିସ C. ହକି D. ଚେସ 4 / 20 4. କେଉଁ ପଶୁର କ୍ଷୀର ଗୋଲାପି ରଙ୍ଗର ହୋଇଥାଏ? A. ହାତୀ B. ହିପୋ C. ଓଠ D. ଜୀରାଫ 5 / 20 5. କେଉଁ ଦେଶରେ ସର୍ବାଧିକ ଘୁଷୁରୀ ଅଛନ୍ତି? A. ଶ୍ରୀଲଙ୍କା B. ନେପାଳ C. ଅଷ୍ଟ୍ରେଲିଆ D. ଚୀନ୍ 6 / 20 6. କେଉଁ ଦେଶରେ କୁକୁର କୁ ପୂଜା କରାଯାଏ? A. ଚୀନ୍ B. ଅଷ୍ଟ୍ରେଲିଆ C. ଶ୍ରୀଲଙ୍କା D. ନେପାଳ 7 / 20 7. ଭାରତର କେଉଁ ରାଜ୍ୟରେ ସବୁଠାରୁ କମ୍ ବର୍ଷା ହୋଇଥାଏ? A. ଗୋଆ B. ରାଜସ୍ଥାନ C. ଆନ୍ଧ୍ର ପ୍ରଦେଶ D. ମହାରାଷ୍ଟ୍ର 8 / 20 8. କେଉଁ ରାଜ୍ୟରେ ଚନ୍ଦନର ଘନ ଜଙ୍ଗଲ ରହିଛି? A. ଉତ୍ତରା ଖଣ୍ଡ B. ମହାରାଷ୍ଟ୍ର C. ଓଡ଼ିଶା D. କର୍ଣ୍ଣାଟକ 9 / 20 9. ସୂର୍ଯ୍ୟ କିରଣରେ କେତେ ପ୍ରକାରର ରଙ୍ଗ ଥାଏ? A. ୭ B. ୩ C. ଏକ D. ୫ 10 / 20 10. ଶାନ୍ତି ର ପ୍ରତୀକ କେଉଁ ପକ୍ଷୀକୁ ମାନନ୍ତି? A. ପାରା B. ହଂସ C. ମୟୂର D. କୋଇଲି 11 / 20 11. ଭାରତରତ୍ନ କାହା ଦ୍ଵାରା ପ୍ରଦାନ କରାଯାଏ? A. ମୁଖ୍ୟମନ୍ତ୍ରୀ B. ରାଷ୍ଟ୍ରପତି ❤️ C. ରାଜ୍ୟପାଳ D. ପ୍ରଧାନମନ୍ତ୍ରୀ 12 / 20 12. କେଉଁ ରାଜ୍ୟରେ ଝାନ୍ସି ନଗର ରହିଛି? A. ମଣିପୁର B. ଗୋଆ C. ଉତ୍ତର ପ୍ରଦେଶ D. ତ୍ରିପୁର 13 / 20 13. କଦଳୀ ସହିତ କଣ ଖାଇଲେ ମଣିଷର ମୃତ୍ୟୁ ହୋଇପାରେ? A. ମାଛ B. ଅଣ୍ଡା C. କ୍ଷୀର D. ଚା 14 / 20 14. ବିମାନ ଟାୟାର କେଉଁ ଗ୍ୟାସ ରେ ପୂର୍ଣ୍ଣ ହୁଏ? A. Helium B. Hydrogen C. Oxygen D. Nitrogen 15 / 20 15. ସୂର୍ଯ୍ୟ କିରଣରେ କେଉଁ ଭିଟାମିନ ମିଳିଥାଏ? A. ଭିଟାମିନ A B. ଭିଟାମିନ K C. ଭିଟାମିନ D D. ଭିଟାମିନ B 16 / 20 16. କେଉଁ ରାଜ୍ୟ ସର୍ବାଧିକ କାଜୁ ଉତ୍ପାଦନ କରିଥାଏ? A. ଆନ୍ଧ୍ର ପ୍ରଦେଶ B. ମହାରାଷ୍ଟ୍ର C. ଗୋଆ D. ରାଜସ୍ଥାନ 17 / 20 17. କାହାକୁ ମସଲାର ରାଣୀ କୁହାଯାଏ? A. ଅଳେଇଚ B. ଅଦା C. ଧନିଆ D. ଲବଙ୍ଗ 18 / 20 18. ଶ୍ରୀକୃଷ୍ଣ ଭଗବାନ କାହାକୁ ବଦ୍ଧ କରିଥିଲେ? A. ଦୁର୍ଯୋଧନ B. ରାବଣ C. କର୍ଣ୍ଣ D. କଂସ 19 / 20 19. କେଦାରନାଥ ମନ୍ଦିର କେଉଁ ରାଜ୍ୟରେ ଅବସ୍ଥିତ? A. କର୍ଣ୍ଣାଟକ B. ଉତ୍ତରାଖଣ୍ଡ C. ଓଡ଼ିଶା D. ମହାରାଷ୍ଟ୍ର 20 / 20 20. କେଉଁ ଭଗବାନଙ୍କର ବଡ଼ ଭକ୍ତ ହେଉଛନ୍ତି ହନୁମାନ? A. ଲକ୍ଷ୍ମଣ B. ଶ୍ରୀରାମ C. ଶ୍ରୀକୃଷ୍ଣ D. ଶିବ Your score is Share with your friends. LinkedIn Facebook Twitter 0% Restart quiz Spread the love