Go to Beginning Odia General Knowledge MCQ Quiz [05]By Saraswati / February 18, 2023 February 18, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 3826 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -05 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୦୫ 1 / 20 1. ଓଡ଼ିଶାର କାଶୀ କାହାକୁ କୁହାଯାଏ? A. ବାଲେଶ୍ଵର B. କଟକ C. ଭୁବନେଶ୍ୱର D. ପୁରୀ 2 / 20 2. ଓଡ଼ିଶାର ଶଙ୍ଖକ୍ଷେତ୍ର କେଉଁଠି ଅବସ୍ଥିତ? A. ବାଲେଶ୍ୱର B. କୋଣାର୍କ C. ଗୋପାଳପୁର D. ପୁରୀ 3 / 20 3. ଓଡ଼ିଶାର ସ୍ୱର୍ଣ୍ଣକ୍ଷେତ୍ର କାହାକୁ କୁହାଯାଏ? A. ମାହାଙ୍ଗା B. ବ୍ରହ୍ମପୁର C. ଭୁବନେଶ୍ୱର D. କଟକ 4 / 20 4. ଓଡ଼ିଶାର କୈଳାସ କେଉଁଠି ଅବସ୍ଥିତ? A. ହିମାଳୟ B. ପୁରୀ C. କୋଣାର୍କ D. କପିଳାସ 5 / 20 5. ଓଡ଼ିଶାର କଳା ପାଗୋଡ଼ା କାହାକୁ କୁହାଯାଏ? A. କୋଣାର୍କର ସୂର୍ଯ୍ୟ ମନ୍ଦିର B. ଲିଙ୍ଗରାଜ ମନ୍ଦିର C. ଧବଳେଶ୍ଵର ମନ୍ଦିର D. ଜଗନ୍ନାଥ ମନ୍ଦିର ଲିଙ୍ଗରାଜ ମନ୍ଦିର 6 / 20 6. ଓଡ଼ିଶାର ଭଞ୍ଜ ବିହାର କେଉଁଠି ଅବସ୍ଥିତ? A. ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ B. ସାଲେପୁର ବିଶ୍ଵବିଦ୍ୟାଳୟ C. ଭୁବନେଶ୍ୱର ବିଶ୍ଵବିଦ୍ୟାଳୟ D. ସମ୍ବଲପୁର ବିଶ୍ୱବିଦ୍ୟାଳୟ 7 / 20 7. ଓଡ଼ିଶାର ଇସ୍ପାତ ସହର କେଉଁଠି ଅବସ୍ଥିତ? A. କଟକ B. ବ୍ରହ୍ମପୁର C. ଭୁବନେଶ୍ୱର D. ରାଉଲକେଲା 8 / 20 8. ଓଡ଼ିଶାର ଶାବର କ୍ଷେତ୍ର କେଉଁଠି ଅବସ୍ଥିତ? A. କୋରାପୁଟ B. କଟକ C. ଭଞ୍ଜନଗର D. ଫୁଲବାଣୀ 9 / 20 9. ଓଡ଼ିଶାର ସ୍ଵର୍ଣ୍ଣ ତ୍ରିଭୁଜ କାହାକୁ କୁହାଯାଏ? A. କୋଣାର୍କ,ପୁରୀ ,ଖୋର୍ଦ୍ଧା B. ପୁରୀ, ଭୁବନେଶ୍ୱର, ବ୍ରହ୍ମପୁର C. କଟକ, ଭୁବନେଶ୍ୱର, ପୁରୀ D. ପୁରୀ, ଭୁବନେଶ୍ୱର, କୋଣାର୍କ 10 / 20 10. ଓଡ଼ିଶାର ବାଣୀକ୍ଷେତ୍ର କେଉଁଠି ଅବସ୍ଥିତ? A. ନବରଙ୍ଗପୁର କଟକ B. ଜଗତସିଂହପୁର C. କଟକ D. ବାଲେଶ୍ୱର 11 / 20 11. ଓଡ଼ିଶାର ଜ୍ୟୋତି ବିହାର କେଉଁଠି ଅବସ୍ଥିତ? A. କେନ୍ଦୁଝର B. ବଲାଙ୍ଗିର C. ବାଲେଶ୍ଵର D. ସମ୍ବଲପୁର 12 / 20 12. ଓଡ଼ିଶାର ତୁଳସୀ କ୍ଷେତ୍ର କେଉଁଠି ଅବସ୍ଥିତ? A. ବାଲେଶ୍ଵର B. କେନ୍ଦ୍ରାପଡ଼ା C. ଯାଜପୁର D. ପୁରୀ 13 / 20 13. ଓଡ଼ିଶାର ଅର୍କକ୍ଷେତ୍ର କେଉଁଠି ଅବସ୍ଥିତ? A. ପୁରୀ B. କଟକ C. କୋଣାର୍କ D. ଗଞ୍ଜାମ 14 / 20 14. ଓଡ଼ିଶାର ବ୍ୟାସକ୍ଷେତ୍ର କେଉଁଠି ଅବସ୍ଥିତ? A. ବାଲେଶ୍ଵର B. କଟକ C. ରାଉଲକେଲା D. ଭୁବନେଶ୍ୱର 15 / 20 15. ଓଡ଼ିଶାର ଗଦା କ୍ଷେତ୍ର କେଉଁଠି ଅବସ୍ଥିତ? A. ଯାଜପୁର B. ଗଜପତି C. ଗଞ୍ଜାମ D. ଢେଙ୍କାନାଳ 16 / 20 16. ଓଡ଼ିଶାର ଗଙ୍ଗା କାହାକୁ କୁହାଯାଏ? A. ଯମୁନା B. ମହାନଦୀ C. କାବେରୀ D. ତୃଷ୍ଣା 17 / 20 17. ଓଡ଼ିଶାର ଧଳା ପାଗୋଡ଼ା କାହାକୁ କୁହାଯାଏ? A. ପୁରୀର ଜଗନ୍ନାଥ ମନ୍ଦିର B. କୋଣାର୍କର ସୂର୍ଯ୍ୟ ମନ୍ଦିର C. ଲିଙ୍ଗରାଜ ମନ୍ଦିର D. ଧବଳେଶ୍ଵର ମନ୍ଦିର 18 / 20 18. ଓଡ଼ିଶାର ବିହଙ୍ଗ ବିହାର କେଉଁଠି ଅବସ୍ଥିତ? A. ଗୋପାଳପୁର B. ନନ୍ଦନକାନନ C. ଚିଲିକା D. ଭିତରକନିକା 19 / 20 19. ଓଡ଼ିଶାର ଭାତହାଣ୍ଡି କାହାକୁ କୁହାଯାଏ? A. ମୟୂରଭଞ୍ଜ B. କଳାହାଣ୍ଡି C. କନ୍ଧମାଳ D. ବରଗଡ଼ 20 / 20 20. ଓଡ଼ିଶାର କାଶ୍ମୀର କାହାକୁ କୁହାଯାଏ? A. ଦାରିଙ୍ଗି ବାଡି B. ପୁରୀ C. ଗୋପାଳପୁର D. ମାଲକାନଗିରି Your score is Share with your friends. LinkedIn Facebook Twitter 0% Restart quiz Spread the love