Go to Beginning Odia General Knowledge MCQ Quiz [15]By Editorial Staff / March 1, 2023 March 1, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 1242 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -15 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୧୫ 1 / 20 1. ଭାରତର କେଉଁ ମନ୍ଦିର ସବୁଠାରୁ ଧନୀ ଅଟେ? A. ପଦ୍ମନାଭସ୍ଵାମୀ ମନ୍ଦିର B. ତିରୁପତିର ବାଲାଜୀ ମନ୍ଦିର C. ପୁରୀ ଜଗନ୍ନାଥ ମନ୍ଦିର D. ବୌଷ୍ଣୋଦେବୀ ମନ୍ଦିର 2 / 20 2. କେଉଁ ଦେଶରେ ପ୍ରଥମେ ରେଳ ସେବା ପ୍ରଚଳନ ହୋଇଥିଲା? A. ଜାପାନ B. ଆମେରିକା C. ଇଂଲଣ୍ଡ D. ଚୀନ୍ 3 / 20 3. ଅର୍ଥଶାସ୍ତ୍ର ର ଲେଖକ କିଏ? A. ତୁଳସୀ ଦାସ B. ଚାଣକ୍ୟ C. ବ୍ୟାସଦେବ D. ବାଲ୍ମୀକି 4 / 20 4. କେଉଁ ଗଛରେ ଫୁଲ ହୁଏ ନାହିଁ? A. ଆମ୍ବ B. ପଣସ C. କଦଳୀ D. ଛତୁ 5 / 20 5. କାହାର ଜନ୍ମ ଦିନକୁ ଶିଶୁଦିବସ ରୂପେ ପାଳନ କରାଯାଏ? A. ସୁବାସ ଚନ୍ଦ୍ର ବୋଷ B. ଜବାହରଲାଲ ନେହେରୁ C. ମହାତ୍ମା ଗାନ୍ଧୀ D. ସର୍ବପଲ୍ଲୀ ରାଧାକ୍ରିଷ୍ଣନ 6 / 20 6. କୋଲକାତାର ପ୍ରସିଦ୍ଧ ହାୱଡା ପୋଲର ଅନ୍ୟନାମ କଣ? A. ବିଦ୍ୟାସାଗର ସେତୁ B. ବିବେକାନନ୍ଦ ସେତୁ C. ରବୀନ୍ଦ୍ରନାଥ ସେତୁ D. ନିବେଦିତା ସେତୁ 7 / 20 7. ଧଳାହାତୀ ର ଦେଶ କାହାକୁ କୁହାଯାଏ? A. ଜାପାନ B. ଆମେରିକା C. ଭାରତ D. ଥାଇଲାଣ୍ଡ 8 / 20 8. ନୀଳନଦୀ କେଉଁଠାରୁ ଉତ୍ପନ ହୋଇଛି? A. ଚିଲିକା ହ୍ରଦ B. କିବୁ ହ୍ରଦ C. ଲୋହିତ ସାଗର D. ଭିକ୍ଟୋରିଆ ହ୍ରଦ 9 / 20 9. ଭାରତର କେଉଁ ରାଜ୍ୟରେ ସର୍ବାଧିକ ଜଙ୍ଗଲ ଅଛି? A. ଅରୁଣାଚଳ ପ୍ରଦେଶ B. ମଧ୍ୟପ୍ରଦେଶ C. ଓଡ଼ିଶା D. ଛତିଶଗଡ଼ 10 / 20 10. ନଳବନ ପକ୍ଷୀ ଅଭୟାରଣ୍ୟ କେଉଁଠି ଅବସ୍ଥିତ? A. ଆନ୍ଧ୍ରପ୍ରଦେଶ B. ଓଡ଼ିଶା C. ଛତିଶଗଡ଼ D. ପଶ୍ଚିମବଙ୍ଗ 11 / 20 11. କେଉଁଠି ବିଶ୍ବର ସବୁଠାରୁ ବଡ଼ କୋଠାଘର? A. ତାଜମହଲ B. ସାଙ୍ଗାଇ ଟାୱାର C. ବୁର୍ଜ ଖଲିଫା D. ପେଟ୍ରୋନାସ ଟାୱାର 12 / 20 12. ଶିବ ପୁରାଣ ଅନୁସାରେ ଭାରତର କେଉଁ ଜୋର୍ତିଲିଙ୍ଗଟି ତୀର୍ଥ ନୁହେଁ? A. ଅମରନାଥ B. ସୋମନାଥ C. ତ୍ରମ୍ବକେଶ୍ୱର D. କାଶୀ ବିଶ୍ଵନାଥ 13 / 20 13. ଭାରତରେ କାହାକୁ ହିନ୍ଦୀ ସାହିତ୍ୟର ଜନକ କୁହାଯାଏ? A. ହରିଶଚନ୍ଦ୍ର B. ଗୋପବନ୍ଧୁ ଦାସ C. ସାରଳା ଦାସ D. ତୁଳସୀ ଦାସ 14 / 20 14. ସୌରଜଗତର ବୃହତ୍ତମ ଗ୍ରହର ନାମ କଣ? A. ମଙ୍ଗଳ B. ବୁଧ C. ଶନି D. ବୃହସ୍ପତି 15 / 20 15. ଭୂମିକମ୍ପର ତୀବ୍ରତା କେଉଁ ସ୍କେଲରେ ମପାଯାଏ? A. ମାର୍ସେଲି ସ୍କେଲ B. ମେଟ୍ରିକ୍ ସ୍କେଲ C. ରିକ୍ଟର ସ୍କେଲ D. ରୌଖିକ ସ୍କେଲ 16 / 20 16. Samsung କେଉଁ ଦେଶର କମ୍ପାନୀ ଅଟେ? A. ଜାପାନ B. ଚୀନ୍ C. ଆମେରିକା D. ଦକ୍ଷିଣ କୋରିଆ 17 / 20 17. କିଏ ବିଶ୍ୱରେ ସର୍ବାଧିକ ଚା ଉତ୍ପାଦନ କରେ? A. ଚୀନ୍ B. ଭାରତ C. ଶ୍ରୀଲଙ୍କା D. ଜାପାନ 18 / 20 18. ଏଲୋରା ଗୁମ୍ଫା କେଉଁ ରାଜ୍ୟରେ ଅବସ୍ଥିତ? A. କର୍ଣ୍ଣାଟକ B. ଓଡ଼ିଶା C. ମଧ୍ୟପ୍ରଦେଶ D. ମହାରାଷ୍ଟ୍ର 19 / 20 19. କାହାର ଜନ୍ମ ଦିନକୁ ଗୁରୁଦିବସ ରୂପେ ପାଳନ କରାଯାଏ? A. ସୁବାସ ଚନ୍ଦ୍ର ବୋଷ B. ମହାତ୍ମା ଗାନ୍ଧୀ C. ସର୍ବପଲ୍ଲୀ ରାଧାକ୍ରିଷ୍ଣନ D. ଗୋପବନ୍ଧୁ ଦାସ 20 / 20 20. ଇନ୍ଦ୍ରଧନୁ ରେ କେତୋଟି ରଙ୍ଗ ଅଛି? A. ୫ B. ୩ C. ୬ D. ୭ Your score is Share with your friends. LinkedIn Facebook Twitter 0% Restart quiz Spread the love