Go to Beginning Odia General Knowledge MCQ Quiz [15]By Editorial Staff / March 1, 2023 March 1, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 1723 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -15 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୧୫ 1 / 20 1. ଏଲୋରା ଗୁମ୍ଫା କେଉଁ ରାଜ୍ୟରେ ଅବସ୍ଥିତ? A. କର୍ଣ୍ଣାଟକ B. ମହାରାଷ୍ଟ୍ର C. ମଧ୍ୟପ୍ରଦେଶ D. ଓଡ଼ିଶା 2 / 20 2. ନଳବନ ପକ୍ଷୀ ଅଭୟାରଣ୍ୟ କେଉଁଠି ଅବସ୍ଥିତ? A. ଛତିଶଗଡ଼ B. ଓଡ଼ିଶା C. ଆନ୍ଧ୍ରପ୍ରଦେଶ D. ପଶ୍ଚିମବଙ୍ଗ 3 / 20 3. ଭାରତର କେଉଁ ରାଜ୍ୟରେ ସର୍ବାଧିକ ଜଙ୍ଗଲ ଅଛି? A. ମଧ୍ୟପ୍ରଦେଶ B. ଛତିଶଗଡ଼ C. ଅରୁଣାଚଳ ପ୍ରଦେଶ D. ଓଡ଼ିଶା 4 / 20 4. ଭାରତରେ କାହାକୁ ହିନ୍ଦୀ ସାହିତ୍ୟର ଜନକ କୁହାଯାଏ? A. ତୁଳସୀ ଦାସ B. ହରିଶଚନ୍ଦ୍ର C. ସାରଳା ଦାସ D. ଗୋପବନ୍ଧୁ ଦାସ 5 / 20 5. Samsung କେଉଁ ଦେଶର କମ୍ପାନୀ ଅଟେ? A. ଆମେରିକା B. ଚୀନ୍ C. ଜାପାନ D. ଦକ୍ଷିଣ କୋରିଆ 6 / 20 6. କୋଲକାତାର ପ୍ରସିଦ୍ଧ ହାୱଡା ପୋଲର ଅନ୍ୟନାମ କଣ? A. ନିବେଦିତା ସେତୁ B. ରବୀନ୍ଦ୍ରନାଥ ସେତୁ C. ବିଦ୍ୟାସାଗର ସେତୁ D. ବିବେକାନନ୍ଦ ସେତୁ 7 / 20 7. କିଏ ବିଶ୍ୱରେ ସର୍ବାଧିକ ଚା ଉତ୍ପାଦନ କରେ? A. ଶ୍ରୀଲଙ୍କା B. ଜାପାନ C. ଚୀନ୍ D. ଭାରତ 8 / 20 8. କାହାର ଜନ୍ମ ଦିନକୁ ଶିଶୁଦିବସ ରୂପେ ପାଳନ କରାଯାଏ? A. ସୁବାସ ଚନ୍ଦ୍ର ବୋଷ B. ଜବାହରଲାଲ ନେହେରୁ C. ସର୍ବପଲ୍ଲୀ ରାଧାକ୍ରିଷ୍ଣନ D. ମହାତ୍ମା ଗାନ୍ଧୀ 9 / 20 9. ଭୂମିକମ୍ପର ତୀବ୍ରତା କେଉଁ ସ୍କେଲରେ ମପାଯାଏ? A. ରୌଖିକ ସ୍କେଲ B. ମାର୍ସେଲି ସ୍କେଲ C. ରିକ୍ଟର ସ୍କେଲ D. ମେଟ୍ରିକ୍ ସ୍କେଲ 10 / 20 10. ଅର୍ଥଶାସ୍ତ୍ର ର ଲେଖକ କିଏ? A. ତୁଳସୀ ଦାସ B. ବାଲ୍ମୀକି C. ଚାଣକ୍ୟ D. ବ୍ୟାସଦେବ 11 / 20 11. ଶିବ ପୁରାଣ ଅନୁସାରେ ଭାରତର କେଉଁ ଜୋର୍ତିଲିଙ୍ଗଟି ତୀର୍ଥ ନୁହେଁ? A. ଅମରନାଥ B. କାଶୀ ବିଶ୍ଵନାଥ C. ତ୍ରମ୍ବକେଶ୍ୱର D. ସୋମନାଥ 12 / 20 12. କେଉଁ ଗଛରେ ଫୁଲ ହୁଏ ନାହିଁ? A. ପଣସ B. ଆମ୍ବ C. କଦଳୀ D. ଛତୁ 13 / 20 13. କେଉଁ ଦେଶରେ ପ୍ରଥମେ ରେଳ ସେବା ପ୍ରଚଳନ ହୋଇଥିଲା? A. ଇଂଲଣ୍ଡ B. ଜାପାନ C. ଆମେରିକା D. ଚୀନ୍ 14 / 20 14. ନୀଳନଦୀ କେଉଁଠାରୁ ଉତ୍ପନ ହୋଇଛି? A. ଭିକ୍ଟୋରିଆ ହ୍ରଦ B. ଚିଲିକା ହ୍ରଦ C. ଲୋହିତ ସାଗର D. କିବୁ ହ୍ରଦ 15 / 20 15. କାହାର ଜନ୍ମ ଦିନକୁ ଗୁରୁଦିବସ ରୂପେ ପାଳନ କରାଯାଏ? A. ସର୍ବପଲ୍ଲୀ ରାଧାକ୍ରିଷ୍ଣନ B. ଗୋପବନ୍ଧୁ ଦାସ C. ମହାତ୍ମା ଗାନ୍ଧୀ D. ସୁବାସ ଚନ୍ଦ୍ର ବୋଷ 16 / 20 16. ଧଳାହାତୀ ର ଦେଶ କାହାକୁ କୁହାଯାଏ? A. ଜାପାନ B. ଥାଇଲାଣ୍ଡ C. ଆମେରିକା D. ଭାରତ 17 / 20 17. ଭାରତର କେଉଁ ମନ୍ଦିର ସବୁଠାରୁ ଧନୀ ଅଟେ? A. ତିରୁପତିର ବାଲାଜୀ ମନ୍ଦିର B. ବୌଷ୍ଣୋଦେବୀ ମନ୍ଦିର C. ପୁରୀ ଜଗନ୍ନାଥ ମନ୍ଦିର D. ପଦ୍ମନାଭସ୍ଵାମୀ ମନ୍ଦିର 18 / 20 18. ସୌରଜଗତର ବୃହତ୍ତମ ଗ୍ରହର ନାମ କଣ? A. ବୃହସ୍ପତି B. ବୁଧ C. ଶନି D. ମଙ୍ଗଳ 19 / 20 19. କେଉଁଠି ବିଶ୍ବର ସବୁଠାରୁ ବଡ଼ କୋଠାଘର? A. ତାଜମହଲ B. ବୁର୍ଜ ଖଲିଫା C. ପେଟ୍ରୋନାସ ଟାୱାର D. ସାଙ୍ଗାଇ ଟାୱାର 20 / 20 20. ଇନ୍ଦ୍ରଧନୁ ରେ କେତୋଟି ରଙ୍ଗ ଅଛି? A. ୩ B. ୫ C. ୭ D. ୬ Your score is Share with your friends. LinkedIn Facebook Twitter 0% Restart quiz Spread the love