Go to Beginning Odia General Knowledge MCQ Quiz [16]By Editorial Staff / March 2, 2023 March 2, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 1688 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -16 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୧୬ 1 / 20 1. ହିନ୍ଦୀ ଦିବସ କେବେ ପାଳନ କରାଯାଏ? A. ଜାନୁୟାରୀ ୨୬ B. ଡିସେମ୍ବର ୨ C. ଅଗଷ୍ଟ ୧୫ D. ସେପ୍ଟେମ୍ବର ୧୪ 2 / 20 2. କମ୍ପ୍ୟୁଟରର ଉଦ୍ଭବନା କିଏ କରିଥିଲେ? A. ଏଲନ ମସ୍କ B. ମର୍କୋନି C. ନିଉଟନ D. ଚର୍ଲାସ ବାବେଜ 3 / 20 3. ଦିଲ୍ଲୀରେ ରହିଥିବା ମହାତ୍ମା ଗାନ୍ଧୀଙ୍କ ସମାଧିର ନାମ କଣ? A. କିସାନ ଘାଟ B. ଶକ୍ତି ସ୍ଥଳ C. ବିଜୟଘାଟ D. ରାଜଘାଟ 4 / 20 4. କିଏ ଗୀତା ଗୋବିନ୍ଦ ରଚନା କରିଛନ୍ତି? A. ଜୟଦେବ B. ତୁଳସୀ ଦାସ C. ଗୋପବନ୍ଧୁ ଦାସ D. ସାରଳା ଦାସ 5 / 20 5. କେରଳ ରାଜ୍ୟର ସରକାରୀ ଭାଷା କଣ? A. ମାଲାୟାଲାମ B. ଓଡିଆ C. ତେଲୁଗୁ D. କାନାଡା 6 / 20 6. ସବୁଠାରୁ ବଡ଼ ବରଫ ମହୋତ୍ସବ କେଉଁ ଦେଶରେ ପାଳନ ହୁଏ? A. ଋଷିଆ B. ଚୀନ C. ଜାପାନ D. ଆମେରିକା 7 / 20 7. ଭାରତର କେଉଁଠାରେ ପ୍ରଥମ କମ୍ପ୍ୟୁଟର ତିଆରି ହୋଇଥିଲା? A. ଦିଲ୍ଲୀ B. ଚେନ୍ନାଇ C. କୋଲକାତା D. ମୁମ୍ବାଇ 8 / 20 8. ଗୌତମ ବୁଦ୍ଧଙ୍କ ମୃତ୍ୟୁ କେଉଁଠି ହୋଇଥିଲା? A. ଲୁମ୍ବିନି B. ବାରଣାସୀ C. କୁଶିନଗର D. ବୋଧଗୟା 9 / 20 9. ବିଶ୍ବର ବୃହତମ ଦେଶ କିଏ? A. ଭାରତ B. ଋଷିଆ C. ଆମେରିକା D. ଚୀନ୍ 10 / 20 10. ଏଫିଲ ଟାୱାର କେଉଁ ଦେଶରେ ଅବସ୍ଥିତ? A. ଋଷିଆ B. ଚୀନ୍ C. ଫ୍ରାନ୍ସ D. ଆମେରିକା 11 / 20 11. କେଉଁ ଗଛ ମୂଳେ ଶୋଇଲେ ମନୁଷ୍ୟ ମରିପାରେ? A. ବେଲ ଗଛ B. ବର ଗଛ C. ନିମ ଗଛ D. ପିଜୁଳି ଗଛ 12 / 20 12. କେଉଁ ଜୀବ ତାର ଚର୍ମ ଦ୍ଵାରା ଶ୍ୱାସକ୍ରିୟା କରିଥାଏ? A. ମୂଷା B. ବେଙ୍ଗ C. ମାଛ D. କଇଁଛ 13 / 20 13. କେଉଁ ଦେଶରେ ଧଳା ହାତୀ ଦେଖାଯାଆନ୍ତି ? A. ଅଷ୍ଟ୍ରେଲିଆ B. ଜାପାନ C. ଆମେରିକା D. ଥାଇଲାଣ୍ଡ 14 / 20 14. କେଉଁ ନଦୀ ଉପରେ ହୀରାକୁଦ ଜଳଭଣ୍ଡାର ନିର୍ମାଣ ହୋଇଛି? A. କାବେରୀ B. ଗଙ୍ଗା C. ମହାନଦୀ D. ଯମୁନା 15 / 20 15. ଭାରତର କେଉଁ ରାଜ୍ୟ ସର୍ବାଧିକ କଦଳୀ ଉପ୍ତାଦନ କରେ? A. କେରଳ B. ତାମିଲନାଡୁ C. ଓଡ଼ିଶା D. ଗୋଆ 16 / 20 16. ଭାରତର ସବୁଠାରୁ ବଡ଼ ବ୍ୟାଙ୍କର ନାମ କଣ? A. BOI B. RBI C. HDFC D. SBI 17 / 20 17. କେଉଁ ପକ୍ଷୀର ଡେଣା ନଥାଏ? A. ବାଦୁଡି B. କୁକୁଡ଼ା C. କିୱ ପକ୍ଷୀ D. ଓଟ ପକ୍ଷୀ 18 / 20 18. ହୀରାକୁଦ ଜଳଭଣ୍ଡାର ଓଡ଼ିଶାର କେଉଁ ଜିଲ୍ଲାରେ ଅବସ୍ଥିତ? A. ଗଞ୍ଜାମ B. ସମ୍ବଲପୁର C. ବାଲେଶ୍ଵର D. ଖୋର୍ଦ୍ଧା 19 / 20 19. ସମ୍ବିଧାନ ର ଜନକ କାହାକୁ କୁହାଯାଏ? A. ଭୀମରାଓ ଆମ୍ବେଦକର B. ଜବାହାରଲାଲ ନେହେରୁ C. ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ D. ମହାତ୍ମା ଗାନ୍ଧୀ 20 / 20 20. ପୋଙ୍ଗଲ କେଉଁ ରାଜ୍ୟର ପ୍ରମୁଖ ପର୍ବ? A. ଓଡ଼ିଶା B. ତାମିଲନାଡୁ C. ମହାରାଷ୍ଟ୍ର D. କେରଳ Your score is Share with your friends. LinkedIn Facebook Twitter 0% Restart quiz Spread the love