Advertisements

Odia General Knowledge MCQ Quiz [16]

Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ |

0%
1265
BEST OF LUCK!!!

GOOD TRY,

Keep Practicing, Keep Improving.


General Knowledge
Advertisements

Odia General Knowledge MCQ Quiz -16 (Odia GK)

ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୧୬

1 / 20

1. ସମ୍ବିଧାନ ର ଜନକ କାହାକୁ କୁହାଯାଏ?

2 / 20

2. ଦିଲ୍ଲୀରେ ରହିଥିବା ମହାତ୍ମା ଗାନ୍ଧୀଙ୍କ ସମାଧିର ନାମ କଣ?

3 / 20

3. ଗୌତମ ବୁଦ୍ଧଙ୍କ ମୃତ୍ୟୁ କେଉଁଠି ହୋଇଥିଲା?

4 / 20

4. କମ୍ପ୍ୟୁଟରର ଉଦ୍ଭବନା କିଏ କରିଥିଲେ?

5 / 20

5. ବିଶ୍ବର ବୃହତମ ଦେଶ କିଏ?

6 / 20

6. ଏଫିଲ ଟାୱାର କେଉଁ ଦେଶରେ ଅବସ୍ଥିତ?

7 / 20

7. କେଉଁ ଦେଶରେ ଧଳା ହାତୀ ଦେଖାଯାଆନ୍ତି ?

8 / 20

8. କେଉଁ ଗଛ ମୂଳେ ଶୋଇଲେ ମନୁଷ୍ୟ ମରିପାରେ?

9 / 20

9. କେଉଁ ଜୀବ ତାର ଚର୍ମ ଦ୍ଵାରା ଶ୍ୱାସକ୍ରିୟା କରିଥାଏ?

10 / 20

10. ହିନ୍ଦୀ ଦିବସ କେବେ ପାଳନ କରାଯାଏ?

11 / 20

11. ଭାରତର କେଉଁଠାରେ ପ୍ରଥମ କମ୍ପ୍ୟୁଟର ତିଆରି ହୋଇଥିଲା?

12 / 20

12. କେଉଁ ନଦୀ ଉପରେ ହୀରାକୁଦ ଜଳଭଣ୍ଡାର ନିର୍ମାଣ ହୋଇଛି?

13 / 20

13. କିଏ ଗୀତା ଗୋବିନ୍ଦ ରଚନା କରିଛନ୍ତି?

14 / 20

14. ଭାରତର କେଉଁ ରାଜ୍ୟ ସର୍ବାଧିକ କଦଳୀ ଉପ୍ତାଦନ କରେ?

15 / 20

15. ଭାରତର ସବୁଠାରୁ ବଡ଼ ବ୍ୟାଙ୍କର ନାମ କଣ?

16 / 20

16. ପୋଙ୍ଗଲ କେଉଁ ରାଜ୍ୟର ପ୍ରମୁଖ ପର୍ବ?

17 / 20

17. କେରଳ ରାଜ୍ୟର ସରକାରୀ ଭାଷା କଣ?

18 / 20

18. କେଉଁ ପକ୍ଷୀର ଡେଣା ନଥାଏ?

19 / 20

19. ହୀରାକୁଦ ଜଳଭଣ୍ଡାର ଓଡ଼ିଶାର କେଉଁ ଜିଲ୍ଲାରେ ଅବସ୍ଥିତ?

20 / 20

20. ସବୁଠାରୁ ବଡ଼ ବରଫ ମହୋତ୍ସବ କେଉଁ ଦେଶରେ ପାଳନ ହୁଏ?

Your score is

Share with your friends.

LinkedIn Facebook Twitter
0%

Spread the love

Leave a Comment

Your email address will not be published. Required fields are marked *

Advertisements