Go to Beginning Odia General Knowledge MCQ Quiz [10]By Editorial Staff / February 24, 2023 February 24, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 2129 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -10 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୧୦ 1 / 20 1. କେଉଁ ଜୀବ ଛୁଆ ଜନ୍ମ କରିବା ପରେ ମରିଯାଏ? A. ପିମ୍ପୁଡ଼ି B. ପ୍ରଜାପତି C. ବିଛା D. ଏଣ୍ଡୁଆ 2 / 20 2. ନିମ୍ନଲିଖିତ ମଧ୍ୟରୁ ଭାରତର ପ୍ରଥମ ରାଷ୍ଟ୍ରପତିଙ୍କ ନାମ କଣ? A. ରାଜେନ୍ଦ୍ର ପ୍ରସାଦ B. ଜବାହର ଲାଲ ନେହେରୁ C. ଭେଙ୍କେୟା ନାଇଡ଼ୁ D. ସୁବାସ ଚନ୍ଦ୍ର ବୋଷ 3 / 20 3. କେଉଁ ଦେଶରେ ବିଦ୍ୟୁତ୍ ବିଲ୍ ସବୁଠାରୁ ଶସ୍ତା ଅଟେ? A. ପାକିସ୍ଥାନ B. ଚୀନ୍ C. ଭାରତ D. କତର 4 / 20 4. GST ଭାରତରେ କେବେ ଆରମ୍ଭ ହୋଇଥିଲା? A. ୨୦୧୬ B. ୨୦୧୫ C. ୨୦୧୭ D. ୨୦୧୮ 5 / 20 5. ଗୋଲାପ ଫୁଲ କେଉଁ ଦେଶର ଜାତୀୟ ଫୁଲ ଅଟେ? A. ଇଂଲଣ୍ଡ B. ଜାପାନ C. ଆମେରିକା D. ଭାରତ 6 / 20 6. ପୃଥିବୀ ପୃଷ୍ଠରେ କେତୋଟି ମହାଦେଶ ଅଛି? A. ୪ B. ୫ C. ୭ D. ୬ 7 / 20 7. ପୃଥିବୀର ସବୁଠାରୁ ଛୋଟ ମହାଦେଶର ନାମ କଣ? A. ୟୁରୋପ B. ଏସିଆ C. ଆଫ୍ରିକା D. ଅଷ୍ଟ୍ରେଲିଆ 8 / 20 8. ନିମ୍ନଲିଖିତ ମଧ୍ୟରୁ କେଉଁ ପଶୁ ଲୁହାକୁ ଖାଇ ହଜମ କରିପାରେ? A. ଭାଲୁ B. ସିଂହ C. କୁମ୍ଭୀର D. ବାଘ 9 / 20 9. କେଉଁ ଦେଶ ୨୦୧୧ ମସିହାରେ ସ୍ଵାଧୀନ ହୋଇଥିଲା? A. ଶ୍ରୀଲଙ୍କା B. ସୁଡ଼ାନ C. ଭୁଟାନ D. ନେପାଳ 10 / 20 10. ପୃଥିବୀର ସବୁଠାରୁ ବଡ଼ ମହାଦେଶର ନାମ କଣ? A. ଆଫ୍ରିକା B. ୟୁରୋପ C. ଏସିଆ D. ଅଷ୍ଟ୍ରେଲିଆ 11 / 20 11. ପୃଥିବୀର ସବୁଠାରୁ ଗଭୀରତମ ମହାସାଗରର ନାମ କଣ? A. ଦକ୍ଷିଣ ମହାସାଗର B. ପ୍ରଶାନ୍ତ ମହାସାଗର C. ଆର୍କଟିକ୍ ମହାସାଗର D. ଭାରତ ମହାସାଗର 12 / 20 12. କେଉଁ ମହାସାଗର ଗୋଟିଏ ଦେଶର ନାମରେ ରଖାଯାଇଛି? A. ଦକ୍ଷିଣ ମହାସାଗର B. ଭାରତ ମହାସାଗର C. ଆର୍କଟିକ୍ ମହାସାଗର D. ପ୍ରଶାନ୍ତ ମହାସାଗର 13 / 20 13. ପୃଥିବୀର ସବୁଠାରୁ ଛୋଟ ମହାସାଗରର ନାମ କଣ? A. ପ୍ରଶାନ୍ତ ମହାସାଗର B. ଆର୍କଟିକ୍ ମହାସାଗର C. ଭାରତ ମହାସାଗର D. ଦକ୍ଷିଣ ମହାସାଗର 14 / 20 14. ପୃଥିବୀ ପୃଷ୍ଠରେ କେତୋଟି ମହାସାଗର ଅଛି? A. ୬ B. ୪ C. ୭ D. ୫ 15 / 20 15. ଓଡ଼ିଶାର ଲୋକସଭାର ସଦସ୍ୟ ସଂଖ୍ୟା କେତେ? A. ୨୧ B. ୨୫ C. ୧୮ D. ୨୦ 16 / 20 16. କେଉଁ ଦେଶର ତିନୋଟି ରାଜଧାନୀ ଅଛି? A. ନ୍ୟୁଜଲ୍ୟାଣ୍ଡ B. ଦକ୍ଷିଣ ଆଫ୍ରିକା C. ଅଷ୍ଟ୍ରେଲିଆ D. ଚୀନ୍ 17 / 20 17. ମାନଚିତ୍ର ରେ ନଦୀ ଗୁଡ଼ିକୁ କେଉଁ ରଙ୍ଗ ଦ୍ୱାରା ସୂଚିତ କରାଯାଏ? A. ଧଳା B. ନୀଳ C. ହଳଦିଆ D. କଳା 18 / 20 18. ଭାରତରେ ମୋଟ କେତୋଟି ଭାଷା ଅଛି? A. ୧୧୨ B. ୧୨୧ C. ୧୦୦ D. ୧୨୦ 19 / 20 19. ପୃଥିବୀର ସବୁଠାରୁ ବଡ଼ ମହାସାଗରର ନାମ କଣ? A. ପ୍ରଶାନ୍ତ ମହାସାଗର B. ଆଟଲାଣ୍ଟିକ୍ ମହାସାଗର C. ଦକ୍ଷିଣ ମହାସାଗର D. ଭାରତ ମହାସାଗର 20 / 20 20. ନିମ୍ନଲିଖିତ ମଧ୍ୟରୁ ଭାରତର ସର୍ବୋଚ୍ଚ ପୁରସ୍କାରର ନାମ କଣ? A. ଅର୍ଜୁନ ପୁରସ୍କାର B. ଭାରତ ରତ୍ନ C. ପଦ୍ମ ବିଭୂଷଣ D. ପଦ୍ମଶ୍ରୀ Your score is Share with your friends. LinkedIn Facebook Twitter 0% Restart quiz Spread the love