Go to Beginning Odia General Knowledge MCQ Quiz [08]By Editorial Staff / February 22, 2023 February 22, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 2005 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -08 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୦୮ 1 / 20 1. ଓଡ଼ିଶାର ପ୍ରଥମ ରଙ୍ଗୀନ ଫିଲ୍ମର ନାମ କଣ? A. ଅର୍ଜୁନ B. ଗପ ହେଲେ ବି ସତ C. ରୋମିଓ D. ତତେ ମୋ ରାଣ 2 / 20 2. ତାଜମହଲ ରେ ସମୁଦାୟ କେତୋଟି ରୁମ୍ ଅଛି? A. ୨୨୦ B. ୧୨୦ C. ୧୦୦ D. ୨୦୦ 3 / 20 3. ଲୁହାର କେଉଁ ଗୁଣ ଯୋଗୁଁ ସେଥିରୁ ଯନ୍ତ୍ରପାତି ତିଆରି ହୋଇପାରେ? A. ଗ୍ୟାସୀୟ B. କଠିନ C. ତରଳ D. ନମନୀୟ 4 / 20 4. କେଉଁ ଦେଶରେ ସବୁଠାରୁ ଅଧିକ ଲୁହା ମିଳିଥାଏ? A. ଆମେରିକା B. ଚୀନ୍ C. ଅଷ୍ଟ୍ରେଲିଆ D. ଭାରତ 5 / 20 5. ପିମ୍ପୁଡ଼ି କାମୁଡି ଦେଲେ କେଉଁ ଏସିଡ ଯୋଗୁଁ ଫୁଲିଯାଏ? A. ସଲଫୁରିକ୍ ଏସିଡ B. ହାଇଡ୍ରୋକ୍ଲୋରିକ ଏସିଡ C. ଏସିଟିକ୍ ଏସିଡ D. ଫରମିକ୍ ଏସିଡ 6 / 20 6. ଧ୍ରୁବତାରା ଚାରିପଟେ କିଏ ଘୁରୁଅଛି? A. ଚନ୍ଦ୍ର B. ସୂର୍ଯ୍ୟ C. ଗ୍ରହାଣୁ ପୁଞ୍ଜ D. ସପ୍ତର୍ଷମଣ୍ଡଳ 7 / 20 7. କେଉଁ ମସିହା ଠାରୁ ଦିଲ୍ଲୀ ଭାରତର ରାଜଧାନୀ ହୋଇଥିଲା? A. ୧୯୧୩ B. ୧୯୧୧ C. ୧୯୧୨ D. ୧୯୧୦ 8 / 20 8. କିଟ ପତଙ୍ଗ ମାନଙ୍କର କେତୋଟି ଗୋଡ଼ ଥାଏ? A. 6 B. 10 C. 8 D. 12 9 / 20 9. ନିମ୍ନଲିଖିତ ମଧ୍ୟରୁ କେଉଁ ପକ୍ଷୀ କେବେ ବି ଗଛ ଉପରେ ବସି ନଥାଏ? A. ମୟୂର B. ଟିଟୋନୀ C. ପାରା D. ବାଦୁଡ଼ି 10 / 20 10. ଓସ୍କାର ପୁରସ୍କାର କେଉଁ କ୍ଷେତ୍ର ପାଇଁ ଦିଆଯାଏ? A. ସିନେମା B. କ୍ରିକେଟ C. ଚିତ୍ରକଳା D. ସଂସ୍କୃତ 11 / 20 11. ତାରାମାନଙ୍କ ମଧ୍ୟରେ କେଉଁ ଗ୍ୟାସ ଥାଏ? A. ହିଲିୟମ୍ B. ଉଦଜାନ C. ମିଥେନ୍ D. ଅମ୍ଳଜାନ 12 / 20 12. ଓଡ଼ିଶାର ପ୍ରଥମ ଫିଲ୍ମର ନାମ କଣ? A. ବାବୁଲ B. ସୀତା ବିବାହ C. ଡୋରା D. ସୁନା ପଞ୍ଜୁରୀ 13 / 20 13. କେଉଁ ଦେଶ ପ୍ରଥମେ କାଗଜ ନୋଟ୍ ତିଆରି କରିଥିଲା? A. ଆମେରିକା B. ଇଂଲଣ୍ଡ C. ଭାରତ D. ଚୀନ୍ 14 / 20 14. କେଉଁ ଦେଶରେ ପେଟ୍ରୋଲର ମୂଲ୍ୟ ସର୍ବାଧିକ ? A. ଭାରତ B. ଚୀନ୍ C. ହଂକଂ D. କାନାଡା 15 / 20 15. ଗୀତ ଗୋବିନ୍ଦ ପୁସ୍ତକର ଲେଖକ କିଏ? A. ତୁଳସୀ ଦାସ B. ଦେବ ବ୍ୟାସ C. ଜୟଦେବ D. ସାରଳା ଦାସ 16 / 20 16. ମାଉଣ୍ଟ ଏଭେରେଷ୍ଟ ଉପରେ ଦୁଇଥର ଚଢ଼ିଥିବା ପ୍ରଥମ ମହିଳାଙ୍କ ନାମ କଣ? A. କଳ୍ପନା ଚୌଧୁରି B. ରିତା ଫାରିଆ C. ସୁସ୍ମିତା ଦାସ D. ସନ୍ତୋଷ ଯାଦବ 17 / 20 17. ଭାରତର ଜାତୀୟ ପରିବାର ନାମ କଣ? A. ଆଳୁ B. ଶାଗ C. ଭେଣ୍ଡି D. ବାଇଗଣ 18 / 20 18. ଦିଲ୍ଲୀ ପୂର୍ବରୁ ଭାରତର ରାଜଧାନୀ ର ନାମ କଣ ଥିଲା? A. କୋଲକତା B. କେରଳ C. ମାଡ୍ରାସ D. ମୁମ୍ବାଇ 19 / 20 19. ମନୁଷ୍ୟ ଶରୀରରେ ସବୁଠାରୁ ଛୋଟ ହାଡ କେଉଁଠି ଅଛି? A. ମୁଣ୍ଡ B. ଆଖି C. ନାକ D. କାନ 20 / 20 20. କେଉଁ ଦେଶ ଉଡାଜାହାଜ ଆବିଷ୍କାର କରିଥିଲା? A. ଇଂଲଣ୍ଡ B. ଚୀନ୍ C. ଭାରତ D. ଆମେରିକା Your score is Share with your friends. LinkedIn Facebook Twitter 0% Restart quiz Spread the love