Go to Beginning Odia General Knowledge MCQ Quiz [08]By Editorial Staff / February 22, 2023 February 22, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 2368 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -08 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୦୮ 1 / 20 1. ଓସ୍କାର ପୁରସ୍କାର କେଉଁ କ୍ଷେତ୍ର ପାଇଁ ଦିଆଯାଏ? A. ସଂସ୍କୃତ B. ଚିତ୍ରକଳା C. କ୍ରିକେଟ D. ସିନେମା 2 / 20 2. ତାଜମହଲ ରେ ସମୁଦାୟ କେତୋଟି ରୁମ୍ ଅଛି? A. ୧୨୦ B. ୨୨୦ C. ୧୦୦ D. ୨୦୦ 3 / 20 3. ଓଡ଼ିଶାର ପ୍ରଥମ ରଙ୍ଗୀନ ଫିଲ୍ମର ନାମ କଣ? A. ତତେ ମୋ ରାଣ B. ଅର୍ଜୁନ C. ଗପ ହେଲେ ବି ସତ D. ରୋମିଓ 4 / 20 4. ମାଉଣ୍ଟ ଏଭେରେଷ୍ଟ ଉପରେ ଦୁଇଥର ଚଢ଼ିଥିବା ପ୍ରଥମ ମହିଳାଙ୍କ ନାମ କଣ? A. କଳ୍ପନା ଚୌଧୁରି B. ସନ୍ତୋଷ ଯାଦବ C. ସୁସ୍ମିତା ଦାସ D. ରିତା ଫାରିଆ 5 / 20 5. କେଉଁ ଦେଶ ଉଡାଜାହାଜ ଆବିଷ୍କାର କରିଥିଲା? A. ଭାରତ B. ଇଂଲଣ୍ଡ C. ଆମେରିକା D. ଚୀନ୍ 6 / 20 6. କେଉଁ ଦେଶରେ ପେଟ୍ରୋଲର ମୂଲ୍ୟ ସର୍ବାଧିକ ? A. ଭାରତ B. ଚୀନ୍ C. ହଂକଂ D. କାନାଡା 7 / 20 7. କିଟ ପତଙ୍ଗ ମାନଙ୍କର କେତୋଟି ଗୋଡ଼ ଥାଏ? A. 8 B. 6 C. 10 D. 12 8 / 20 8. ତାରାମାନଙ୍କ ମଧ୍ୟରେ କେଉଁ ଗ୍ୟାସ ଥାଏ? A. ଅମ୍ଳଜାନ B. ଉଦଜାନ C. ମିଥେନ୍ D. ହିଲିୟମ୍ 9 / 20 9. କେଉଁ ଦେଶ ପ୍ରଥମେ କାଗଜ ନୋଟ୍ ତିଆରି କରିଥିଲା? A. ଭାରତ B. ଆମେରିକା C. ଇଂଲଣ୍ଡ D. ଚୀନ୍ 10 / 20 10. ଭାରତର ଜାତୀୟ ପରିବାର ନାମ କଣ? A. ବାଇଗଣ B. ଭେଣ୍ଡି C. ଶାଗ D. ଆଳୁ 11 / 20 11. ଗୀତ ଗୋବିନ୍ଦ ପୁସ୍ତକର ଲେଖକ କିଏ? A. ସାରଳା ଦାସ B. ଦେବ ବ୍ୟାସ C. ତୁଳସୀ ଦାସ D. ଜୟଦେବ 12 / 20 12. ଲୁହାର କେଉଁ ଗୁଣ ଯୋଗୁଁ ସେଥିରୁ ଯନ୍ତ୍ରପାତି ତିଆରି ହୋଇପାରେ? A. ନମନୀୟ B. ତରଳ C. କଠିନ D. ଗ୍ୟାସୀୟ 13 / 20 13. ଧ୍ରୁବତାରା ଚାରିପଟେ କିଏ ଘୁରୁଅଛି? A. ଗ୍ରହାଣୁ ପୁଞ୍ଜ B. ସୂର୍ଯ୍ୟ C. ଚନ୍ଦ୍ର D. ସପ୍ତର୍ଷମଣ୍ଡଳ 14 / 20 14. ଓଡ଼ିଶାର ପ୍ରଥମ ଫିଲ୍ମର ନାମ କଣ? A. ସୀତା ବିବାହ B. ବାବୁଲ C. ଡୋରା D. ସୁନା ପଞ୍ଜୁରୀ 15 / 20 15. ନିମ୍ନଲିଖିତ ମଧ୍ୟରୁ କେଉଁ ପକ୍ଷୀ କେବେ ବି ଗଛ ଉପରେ ବସି ନଥାଏ? A. ଟିଟୋନୀ B. ମୟୂର C. ପାରା D. ବାଦୁଡ଼ି 16 / 20 16. ପିମ୍ପୁଡ଼ି କାମୁଡି ଦେଲେ କେଉଁ ଏସିଡ ଯୋଗୁଁ ଫୁଲିଯାଏ? A. ସଲଫୁରିକ୍ ଏସିଡ B. ହାଇଡ୍ରୋକ୍ଲୋରିକ ଏସିଡ C. ଫରମିକ୍ ଏସିଡ D. ଏସିଟିକ୍ ଏସିଡ 17 / 20 17. କେଉଁ ମସିହା ଠାରୁ ଦିଲ୍ଲୀ ଭାରତର ରାଜଧାନୀ ହୋଇଥିଲା? A. ୧୯୧୦ B. ୧୯୧୨ C. ୧୯୧୩ D. ୧୯୧୧ 18 / 20 18. ମନୁଷ୍ୟ ଶରୀରରେ ସବୁଠାରୁ ଛୋଟ ହାଡ କେଉଁଠି ଅଛି? A. କାନ B. ନାକ C. ଆଖି D. ମୁଣ୍ଡ 19 / 20 19. କେଉଁ ଦେଶରେ ସବୁଠାରୁ ଅଧିକ ଲୁହା ମିଳିଥାଏ? A. ଚୀନ୍ B. ଅଷ୍ଟ୍ରେଲିଆ C. ଭାରତ D. ଆମେରିକା 20 / 20 20. ଦିଲ୍ଲୀ ପୂର୍ବରୁ ଭାରତର ରାଜଧାନୀ ର ନାମ କଣ ଥିଲା? A. ମୁମ୍ବାଇ B. କେରଳ C. ମାଡ୍ରାସ D. କୋଲକତା Your score is Share with your friends. LinkedIn Facebook Twitter 0% Restart quiz Spread the love