Go to Beginning Odia General Knowledge MCQ Quiz [07]By Editorial Staff / February 21, 2023 February 21, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 2431 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -07 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୦୭ 1 / 20 1. ଆୟୋଡିନ କିପରି ପଦାର୍ଥ? A. କଠିନ B. ତରଳ C. ଅର୍ଦ୍ଧକଠିନ D. ଗ୍ୟାସୀୟ 2 / 20 2. ବାତଜ୍ୱରର ବାହାକ କିଏ? A. ମୂଷା B. ଏଣ୍ଡୁଅ C. ମାଛି D. ମଶା 3 / 20 3. ଉଦ୍ଭିଦର କେଉଁ ଅଂଶ ଉଦ୍ଭିଦର ରୋଷେଇ ଘର? A. ପତ୍ର B. କାଣ୍ଡ C. ପ୍ରଧାନ ମୂଳ D. ମୂଳ 4 / 20 4. କେଉଁ ଜଳକୁ ଉତ୍ତମ ପାନୀୟ ଜଳ କହିବା? A. ଝରଣା B. ନଳକୂପ C. ନଦୀ D. କୂଅ 5 / 20 5. ଉଦ୍ଭିଦର କେଉଁ ଅଂଶ ଖାଦ୍ୟ ସଂଗ୍ରହ କରେ? A. ଫଳ B. କାଣ୍ଡ C. ପତ୍ର D. ମୂଳ 6 / 20 6. କାହା ଦ୍ଵାରା ମ୍ୟାଲେରିଆ ରୋଗ ବ୍ୟାପେ? A. ମାଛି B. ମୂଷା C. କୁକୁର D. ମଶା 7 / 20 7. ପଦାର୍ଥର କେତୋଟି ଅବସ୍ଥା ରହିଛି? A. ୨ B. ୩ C. ୧ D. ୪ 8 / 20 8. ପିମ୍ପୁଡ଼ି କାମୁଡି ଦେଲେ କେଉଁ ଏସିଡ ଯୋଗୁଁ ଫୁଲିଯାଏ? A. ଏସିଟିକ୍ ଏସିଡ B. ସଲଫୁରିକ୍ ଏସିଡ C. ଫରମିକ୍ ଏସିଡ D. ହାଇଡ୍ରୋକ୍ଲୋରିକ ଏସିଡ 9 / 20 9. କିଏ ହଇଜା ରୋଗର ବାହାକ? A. ମାଛି B. କୁକୁର C. ମୂଷା D. ମଶା 10 / 20 10. ଲୁହାର କେଉଁ ଗୁଣ ଯୋଗୁଁ ସେଥିରୁ ଯନ୍ତ୍ରପାତି ତିଆରି ହୋଇପାରେ? A. ନମନୀୟ B. ଗ୍ୟାସୀୟ C. ତରଳ D. କଠିନ 11 / 20 11. କେଉଁ ଜୀବର ମେରୁଦଣ୍ଡ ଥାଏ? A. ଝିଟିପିଟି B. ଷ୍ଟାର୍ ଫିସ୍ C. କୌଣସିଟି ନୁହେଁ D. ରୁଖିଆ 12 / 20 12. ତାରାମାନଙ୍କ ମଧ୍ୟରେ କେଉଁ ଗ୍ୟାସ ଥାଏ? A. ଉଦଜାନ B. ଅମ୍ଳଜାନ C. ହିଲିୟମ୍ D. ମିଥେନ୍ 13 / 20 13. କେଉଁ ଥିରୁ ମୁକ୍ତା ମିଳେ? A. କଙ୍କଡ଼ା B. ଶାମୁକା C. ଗେଣ୍ଡା D. କଇଁଛ 14 / 20 14. କିଟ ପତଙ୍ଗ ମାନଙ୍କର କେତୋଟି ଗୋଡ଼ ଥାଏ? A. 10 B. 8 C. 6 D. 12 15 / 20 15. କେଉଁ ଗଛରୁ ଝୁଣା ମିଳେ? A. ବେଲ B. ଶାଳ C. ସଜନା D. ରବର 16 / 20 16. ବାୟୁ ପ୍ରଦୂଷଣ ରୁ କେଉଁ ରୋଗ ହୋଇଥାଏ? A. ଫାଇଲେରିଆ B. ଶ୍ୱାସରୋଗ C. ପ୍ଲେଗ D. ମ୍ୟାଲେରିଆ 17 / 20 17. କେଉଁ ସାର ଶରୀରକୁ ତାପ ଶକ୍ତି, ବଳ ଓ ଶକ୍ତି ଯୋଗାଏ? A. ଧାତୁସାର B. ଶ୍ଵେତସାର C. ସ୍ନେହସାର D. ପୃଷ୍ଟିସାର 18 / 20 18. ଉଦ୍ଭିଦର କେଉଁ ଅଂଶ ଖାଦ୍ୟ ସଂଗ୍ରହ କରେ? A. ଫଳ B. ମୂଳ C. ପତ୍ର D. କାଣ୍ଡ 19 / 20 19. ଧ୍ରୁବତାରା ଚାରିପଟେ କିଏ ଘୁରୁଅଛି? A. ଚନ୍ଦ୍ର B. ସପ୍ତର୍ଷମଣ୍ଡଳ C. ସୂର୍ଯ୍ୟ D. ଗ୍ରହାଣୁ ପୁଞ୍ଜ 20 / 20 20. ବାତଜ୍ଵର ର ବାହାକ କିଏ? A. ଏଣ୍ଡୁଅ B. ମଶା C. ମୂଷା D. ମାଛି Your score is Share with your friends. LinkedIn Facebook Twitter 0% Restart quiz Spread the love