Advertisements

Odia to English Translation Part 5 | Updated – Spoken English in Odia

Odia to English Translation –My English Class Odia

ମୁଁ ଜାଣି ନାହିଁ କାହିଁକି ?
I don’t know why ?

ଏହାକୁ ତୁମର ବୋଲି ଭାବ ।
Think it yours.

ମୁଁ ଏବେ କହି ପାରିବିନି ।
I can’t say now.

ମୋ ସହିତ କଥା ହୁଅ ।
Talk to me.

Advertisements

ଏତେ ସାହସ ତୁମର ।
How dare you.

ତୁମେ କଣ କହିଲ ?
What did you say ?

ମୁଁ ତୁମ ସହିତ ସହମତ ।
I agree with you.

ମୁଁ ତମକୁ ଅପେକ୍ଷା କରିଥିଲି ।
I was waiting for you.

କାହାକୁ ପଠାଅ ।
Send someone.

Advertisements

ହଉ ଠିକ୍ ଅଛି, ଚିନ୍ତା କରନି ।
It’s Ok, don’t worry.

କହିବାର ଆବଶ୍ୟକତା ନାହିଁ ।
No need to say.

ମୁଁ ସବୁକିଛି ଭଲ ଭାବରେ ଜାଣେ ।
I know everything very well.

ମୋ ଠାରୁ ଭଲ ।
Better than me.

ତୁମ ଅପେକ୍ଷା ବହୁତ ଭଲ ।
Much better than you.

Advertisements

ତୁମେ ଏତେ ସ୍ୱାର୍ଥପର କାହିଁକି ?
Why are you so selfish?

କିନ୍ତୁ କାହିଁକି?
But why ?

ଏହାକୁ ନିଜର ବୋଲି ଭାବ ।
Think it own.

ମତେ କହିବାକୁ ଡର ଲାଗୁଛି ।
I am afraid to say.

ମୁଁ ତମକୁ କଥା ଦେଉଛି ।
I promise you.

ତୁମ ଇଚ୍ଛା ।
As you wish.

ମତେ ଏକା ଛାଡ଼ିଦିଅ ।
Leave me alone.

ବ୍ୟବହାର ଠିକ୍ ସେ କର ।
Behave yourself.

ମୋ ପାଇଁ ଅପେକ୍ଷା କର ।
Wait for me.

ତୁମେ କେତେବେଳେ ଆସିବ ?
When will you come?

ଏଠାରେ କେହି ନାହାନ୍ତି ।
There is no one here.

କାହାକୁ କୁହ ନାହିଁ ।
Don’t speak anything.

ମତେ ଆଉ ପଚାରିବ ନାହିଁ ।
Don’t ask me again.

ମତେ ଠକ ନାହିଁ ।
Don’t cheat me.

ତୁମେ ମୋ ଭଳି ।
You are like me.

ଅପେକ୍ଷା କର ଏବଂ ଦେଖ ।
Wait and watch.

ମୋ ପକ୍ଷରେ କେହି ନାହାନ୍ତି ।
No one is here by my side.

ମୋ ଠାରୁ କିଛି ଲୁଚାଅ ନାହିଁ ।
Don’t hide anything from me.

ପରେ ଦେଖା ହେବ ।
See you later.

ତୁମେ ଜାଣିଛ କି?
Do you know?

ତୁମେ କୋଉଠି ରୁହ?
Where are you live?

ଆମେ ଛୁଟିରେ ଅଛୁ ।
We are on vacation.

Spoken English in Odia

Spread the love

Leave a Comment

Your email address will not be published. Required fields are marked *