Advertisements

Odia to English Translation Part 6 | Updated – Spoken English in Odia

Odia to English Translation Part 6 -Spoken English in Odia

ତମେ ମୋ ପାଇଁ ବହୁତ ଖାସ୍ ।
You are very special to me.

କିଛି ଲୁଚାଅ ନାହିଁ ।
Don’t hide anything.

ଅତୀତ କୁ ଭୁଲି ଯାଅ ।
Forget the past.

ଏହି ବିଷୟରେ ଭାବ ।
Think about it.

Advertisements

ଶୌଚାଳୟ କେଉଁଠାରେ ଅଛି?
Where is the toilet?

ଆମେ ଗାଁରେ ବାସ କରୁ ।
We live in the village.

ଆମେ ପୁଣି କେବେ ଭେଟିବା?
When shall we meet again?

ହଉ ଠିକ୍ ଅଛି, ଚିନ୍ତା କରନି ।
It’s Ok, don’t worry.

କହିବାର ଆବଶ୍ୟକତା ନାହିଁ ।
No need to say.

Advertisements

ମୁଁ ସବୁକିଛି ଭଲ ଭାବରେ ଜାଣେ ।
I know everything very well.

ମୋ ଠାରୁ ଭଲ ।
Better than me.

ତୁମ ଅପେକ୍ଷା ବହୁତ ଭଲ ।
Much better than you.

ତୁମେ ଏତେ ସ୍ୱାର୍ଥପର କାହିଁକି ?
Why are you so selfish?

କିନ୍ତୁ କାହିଁକି?
But why ?

Advertisements

ଏହାକୁ ନିଜର ବୋଲି ଭାବ ।
Think it own.

ମତେ କହିବାକୁ ଡର ଲାଗୁଛି ।
I am afraid to say.

ମୁଁ ତମକୁ କଥା ଦେଉଛି ।
I promise you.

ଅପେକ୍ଷା କର ଏବଂ ଦେଖ ।
Wait and watch.

ମୋ ପକ୍ଷରେ କେହି ନାହାନ୍ତି ।
No one is here in my side.

ମୋ ଠାରୁ କିଛି ଲୁଚାଅ ନାହିଁ ।
Don’t hide anything from me.

Odia to English Translation Part 6

Spread the love

Leave a Comment

Your email address will not be published. Required fields are marked *