Advertisements

Odia to English Translation Part 4 | Spoken English in Odia

Odia to English Translation –My English Class Odia

ଚିତ୍କାର କର ନାହିଁ ।
Don’t shout.

ପ୍ରଥମେ ତୁମେ ବସ ।
First, you sit.

ନ ହେଲେ ତୁମେ ତଳେ ପଡ଼ିଯିବ ।
Otherwise, you will fall down.

ଏହାକୁ ଭୁଲିଯାଅ ।
Forget it.

Advertisements

ମତେ ରଗାଅ ନାହିଁ ।
Don’t make me angry.

ତୁମ ମୋବାଇଲ୍ ଚାର୍ଜ କର ।
Charge your mobile.

କେହି ଆସିଲେ ନାହିଁ ।
Nobody came.

ଆଦୌ ନୁହେଁ ।
Not at all.

ଆଉ କିଛି ।
Anything else.

Advertisements

ଏହା ବହୁତ ଅଧିକ ।
It’s too much.

ତୁମ ପସନ୍ଦ ଅନୁସାରେ ।
As you like.

ଆରାମ ସେ ।
Take it easy.

ତାଙ୍କୁ ଦେଖ ।
Look at him.

ପ୍ରସ୍ତୁତ ରୁହ ।
Get ready.

Advertisements

ମତେ ଲାଗୁଛି ।
It seems to me.

ଛାଡ଼ ସେ କଥା ।
Let it go.

ମତେ ଯିବାକୁ ଦିଅ ।
Let me go.

ମତେ ଘରେ ଛାଡ଼ି ଦିଅ ।
Drop me at home.

ଠିକ୍ ଭାବରେ ବସ ।
Sit properly.

ମତେ ବାଧ୍ୟ କର ନାହିଁ ।
Don’t force me.

ମୁଁ ସ୍ବୀକାର କରୁଛି ।
I accept.

ମୁଁ ତମକୁ ଖୋଜୁଛି ।
I am looking for you.

ମତେ ଉତ୍ତର ଦିଅ ।
Reply me.

ଜାରି ରଖ ।
Keep it up.

ମତେ ବୁଝାଅ ।
Explain me.

ମୁଁ ଏହାକୁ କରି ପାରିବି ।
I can do this.

ଖୁସି ହୁଅ ।
Cheer up.

ମୁଁ ତଥାପି ବୁଝି ପାରୁନାହିଁ ।
I don’t still understand.

ବେଳେବେଳେ ମୁଁ ଭାବେ ।
Sometimes I think.

ତୁମେ ମତେ ଅଣଦେଖା କରୁଛ ।
You ignoring me.

Spoken English in Odia

Spread the love

Leave a Comment

Your email address will not be published. Required fields are marked *