Advertisements

Odia to English Translation Part 3 | Spoken English in Odia

Odia to English Translation -My English Class Odia

ମୋ ପାଖରେ କିଛି ନାହିଁ ।
I have nothing.

ତୁମେ କେବେ ଜାଣି ନାହଁ ।
You never know.

ଜଳଖିଆ ପ୍ରସ୍ତୁତ ।
Breakfast is ready.

ଖାଦ୍ୟ ପରିବେଷଣ କରନ୍ତୁ ।
Serve the food.

Advertisements

ମୁଁ ଏହା କରିବି ।
I will do it.

ପ୍ରଥମ ଦେଖାରେ ।
At first sight.

ମୋ ପାଖକୁ ଆସ ।
Come to me.

ବର୍ତ୍ତମାନ ବ୍ୟସ୍ତ ଅଛି ।
I am busy right now.

ତାହା କର ନାହିଁ ।
Don’t do it.

Advertisements

ତୁମର ଜୀବନକୁ ନଷ୍ଟ କରନି ।
Don’t spoil your life.

ମତେ ଦୟା କର ।
Do me a favor.

ମୁଁ ଏହାକୁ ପାଇଲି ।
I find it.

ଏହା ତୁମର କି?
Is it your?

ରାଗ ନାହିଁ ।
Don’t be angry.

Advertisements

ତୁମେ ନିୟନ୍ତ୍ରଣ ବାହାରେ ।
You are out of control.

ମୁଁ ଏହା ଜାଣିଥିଲି ।
I knew it.

ମୁଁ ପ୍ରସ୍ତୁତ ନୁହେଁ ।
I am not ready.

ତୁମେ ଜଳଖିଆ ଖାଅ ।
Have your breakfast.

ତୁମକୁ ସତ କହୁଛି ।
I tell you the truth.

ମୋ ମତରେ ।
In my opinion.

ମତେ ପରେ ମନେ ପକାଇବ ।
Remind me later.

ମୁଁ ତମକୁ ପରେ ଫୋନ୍ କରିବି ।
I will call you back later.

ମୋର ଦୁଇଟା ଯାକ ପସନ୍ଦ ।
I like both.

ତୁମେ ଯାଉଛ କି?
Are you going ?

ମୁଁ ଶୋଇ ପାରୁ ନାହିଁ ।
I can’t sleep.

ବିଦ୍ୟୁତ୍ କଟି ଯାଇଛି ।
The power has gone off.

ମତେ ଘୃଣା କର ନାହିଁ ।
Don’t nag me.

ଆଉ କିଛି ନୁହେଁ ।
Nothing else.

ତୁମେ ବହୁତ ଭଲ କରିଛ ।
You did very well.

ଏହାକୁ ନିଅ ।
Take it.

ମୁଁ ଯାହା କହୁଛି ତାହା କର ।
Do what I say.

ମୁଁ ତୁମ ସହିତ ବହୁତ ଖୁସି ।
I am very happy with you.

କଣ ଚାଲିଛି ।
What is going on.

ତୁମେ ସବୁକିଛି ଜାଣିଛ ।
You know everything.

ମୁଁ ଅସୁବିଧାରେ ଅଛି ।
I am in trouble.

Odia to English Translation Part 2

Spread the love

Leave a Comment

Your email address will not be published. Required fields are marked *