Odia to English Translation –My English Class Odia
ଚିତ୍କାର କର ନାହିଁ ।
Don’t shout.
ପ୍ରଥମେ ତୁମେ ବସ ।
First, you sit.
ନ ହେଲେ ତୁମେ ତଳେ ପଡ଼ିଯିବ ।
Otherwise, you will fall down.
ଏହାକୁ ଭୁଲିଯାଅ ।
Forget it.
ମତେ ରଗାଅ ନାହିଁ ।
Don’t make me angry.
ତୁମ ମୋବାଇଲ୍ ଚାର୍ଜ କର ।
Charge your mobile.
କେହି ଆସିଲେ ନାହିଁ ।
Nobody came.
ଆଦୌ ନୁହେଁ ।
Not at all.
ଆଉ କିଛି ।
Anything else.
ଏହା ବହୁତ ଅଧିକ ।
It’s too much.
ତୁମ ପସନ୍ଦ ଅନୁସାରେ ।
As you like.
ଆରାମ ସେ ।
Take it easy.
ତାଙ୍କୁ ଦେଖ ।
Look at him.
ପ୍ରସ୍ତୁତ ରୁହ ।
Get ready.
ମତେ ଲାଗୁଛି ।
It seems to me.
ଛାଡ଼ ସେ କଥା ।
Let it go.
ମତେ ଯିବାକୁ ଦିଅ ।
Let me go.
ମତେ ଘରେ ଛାଡ଼ି ଦିଅ ।
Drop me at home.
ଠିକ୍ ଭାବରେ ବସ ।
Sit properly.
ମତେ ବାଧ୍ୟ କର ନାହିଁ ।
Don’t force me.
ମୁଁ ସ୍ବୀକାର କରୁଛି ।
I accept.
ମୁଁ ତମକୁ ଖୋଜୁଛି ।
I am looking for you.
ମତେ ଉତ୍ତର ଦିଅ ।
Reply me.
ଜାରି ରଖ ।
Keep it up.
ମତେ ବୁଝାଅ ।
Explain me.
ମୁଁ ଏହାକୁ କରି ପାରିବି ।
I can do this.
ଖୁସି ହୁଅ ।
Cheer up.
ମୁଁ ତଥାପି ବୁଝି ପାରୁନାହିଁ ।
I don’t still understand.
ବେଳେବେଳେ ମୁଁ ଭାବେ ।
Sometimes I think.
ତୁମେ ମତେ ଅଣଦେଖା କରୁଛ ।
You ignoring me.
Spoken English in Odia