Advertisements

Odia to English Translation Part 2 | Spoken English in Odia

Odia to English Translation -My English Class Odia

କଣ ହେଉଛି?
What’s happening?

ଏଇଟା ନୁହେଁ ।
It’s not that.

ମୁଁ ସେଇଟା କହୁନି ।
I am not saying that.

ମୁଁ କରିବିନି ।
I won’t do it.

ମତେ କୁହନି ।
Don’t tell me.

କହିବା ବହୁତ କଷ୍ଟ ।
It’s very difficult to tell.

ତୁମେ ଠିକ୍ ଅଛ ନା?
Are you Ok?

ସମସ୍ୟା କଣ?
What’s the problem ?

ତୁମେ କଣ କରୁଥିଲ ?
What were you doing?

ତୁମେ କଣ କହୁଛ?
What are you saying?

ଏଇଟା ମୋ ସମସ୍ୟା ନୁହେଁ ।
It’s not my problem.

ମୁଁ ଜାଣିଥିଲି ।
I knew it.

ମୁଁ କଲି ।
I did it.

ଏମିତି କରନି ।
Don’t do this.

କିଏ କହିଲା?
Who said that?

ମତେ ବି ଏମିତି ଲାଗୁଛି ।
That’s what I think.

କିଛି ହେବନି ।
Nothing will happen.

ବୁଝିଗଲ କି?
Did you get it?

ତୁମେ କଣ ଜାଣିଛ?
What do you know?

ଏବେ କଣ କରିବା?
Now, what do we do?

କଣ ହେବ?
What will happen?

ଏମିତି କିଛି ନାହିଁ ।
It’s not like that.

ଗୋଟେ କଥା କୁହ ।
Tell me one thing.

ଏମିତି କିଛି ହେବନି ।
Nothing like that will happen.

ଦେଖୁଥିବାରୁ ଧନ୍ୟବାଦ ।
Thanks for watching.

ମୁଁ ତୁମ ପରି ନୁହେଁ ।
I am not like you.

ମୁଁ ନିଶ୍ଚିତ ନୁହେଁ ।
I am not sure.

ତୁମେ ସବୁବେଳେ ସବୁକିଛି ଭୁଲିଯାଅ ।
You always forget everything.

ମୁଁ ତମକୁ କହି ସାରିଛି ।
I already told you.

ମୁଁ ଆଉ ଚାଲି ପାରୁନି ।
I can’t walk anymore.

ଓହୋ, ମୁଁ ମୋ ଘଣ୍ଟା ଭୁଲିଗଲି ।
Oops, I forgot my watch.

ଏବେ ତୁମ ପାଳି ।
Now your turn.

ଆମ ସହିତ ଆସ ।
Come with us.

ଏହା ଟିକିଏ ମହଙ୍ଗା ।
It’s a little expensive.

ମୁଁ ଅନ୍ୟ ମାନଙ୍କ ପରି ନୁହଁ ।
I am not like others.

ମୁଁ ଏସବୁ କେବଳ ତୁମ ପାଇଁ କରୁଛି ।
I am doing all this only for you.

ମୁଁ ସବୁବେଳେ TV ବନ୍ଦ କରିବାକୁ ଭୁଲିଯାଏ ।
I always forget to turn off the TV.

ମୁଁ ତମକୁ ସବୁକିଛି ଦେଇଛି ।
I gave you everything.

ମୋର କିଛି ଦରକାର ନାହିଁ ।
I don’t need anything.

ମୁଁ ଆପ୍ରାଣ ଚେଷ୍ଟା କରିବି ।
I will do my best.

ମୁଁ ଭୁଲ୍ ନୁହଁ ।
I am not wrong.

ନିଜ ବୁଦ୍ଧି ପ୍ରୟୋଗ କର ।
Use your brain.

ଏହା ଭଲ କି?
Is it good?

ଏହାକୁ କମେଇ ଦିଅ ।
Reduce it.

ଏ ସବୁ ତୁମର ।
It’s all yours.

ମୁଁ ବୁଝି ପାରୁନି ।
I can’t understand.

ସେ ସଚ୍ଚୋଟ ଅଟନ୍ତି ।
He is honest.

ମୁଁ ତମକୁ ପଠେଇବି ।
I will send you.

ନା ଏହା ମୋର ନୁହେଁ ।
No, it’s not mine.

ନିଜକୁ ନିୟନ୍ତ୍ରଣ କର ।
Control yourself.

Odia to English Translation

Best Jobs For Job Seekers in India

10th Class Jobs Part-Time Jobs
Central Govt. 8th Class Jobs
State Govt. Jobs Private Jobs
Advertisements

Odia to English Translation Odia Edu. Tips Telegram Odia Edu. Tips Whatsapp Odia Edu. Tips Twitter Odia to English Translation
Advertisements

Current Affairs General Knowledge
Best education for Students Important Questions Answers
Advertisements

-: Browse Full Forms :-

A B C D E F G H I J K L M
N O P Q R S T U V W X Y Z
Advertisements

Spread the love

Leave a Comment

Your email address will not be published. Required fields are marked *

Advertisements