Odia to English Translation -My English Class Odia
ମୋ ପାଖରେ କିଛି ନାହିଁ ।
I have nothing.
ତୁମେ କେବେ ଜାଣି ନାହଁ ।
You never know.
ଜଳଖିଆ ପ୍ରସ୍ତୁତ ।
Breakfast is ready.
ଖାଦ୍ୟ ପରିବେଷଣ କରନ୍ତୁ ।
Serve the food.
ମୁଁ ଏହା କରିବି ।
I will do it.
ପ୍ରଥମ ଦେଖାରେ ।
At first sight.
ମୋ ପାଖକୁ ଆସ ।
Come to me.
ବର୍ତ୍ତମାନ ବ୍ୟସ୍ତ ଅଛି ।
I am busy right now.
ତାହା କର ନାହିଁ ।
Don’t do it.
ତୁମର ଜୀବନକୁ ନଷ୍ଟ କରନି ।
Don’t spoil your life.
ମତେ ଦୟା କର ।
Do me a favor.
ମୁଁ ଏହାକୁ ପାଇଲି ।
I find it.
ଏହା ତୁମର କି?
Is it your?
ରାଗ ନାହିଁ ।
Don’t be angry.
ତୁମେ ନିୟନ୍ତ୍ରଣ ବାହାରେ ।
You are out of control.
ମୁଁ ଏହା ଜାଣିଥିଲି ।
I knew it.
ମୁଁ ପ୍ରସ୍ତୁତ ନୁହେଁ ।
I am not ready.
ତୁମେ ଜଳଖିଆ ଖାଅ ।
Have your breakfast.
ତୁମକୁ ସତ କହୁଛି ।
I tell you the truth.
ମୋ ମତରେ ।
In my opinion.
ମତେ ପରେ ମନେ ପକାଇବ ।
Remind me later.
ମୁଁ ତମକୁ ପରେ ଫୋନ୍ କରିବି ।
I will call you back later.
ମୋର ଦୁଇଟା ଯାକ ପସନ୍ଦ ।
I like both.
ତୁମେ ଯାଉଛ କି?
Are you going ?
ମୁଁ ଶୋଇ ପାରୁ ନାହିଁ ।
I can’t sleep.
ବିଦ୍ୟୁତ୍ କଟି ଯାଇଛି ।
The power has gone off.
ମତେ ଘୃଣା କର ନାହିଁ ।
Don’t nag me.
ଆଉ କିଛି ନୁହେଁ ।
Nothing else.
ତୁମେ ବହୁତ ଭଲ କରିଛ ।
You did very well.
ଏହାକୁ ନିଅ ।
Take it.
ମୁଁ ଯାହା କହୁଛି ତାହା କର ।
Do what I say.
ମୁଁ ତୁମ ସହିତ ବହୁତ ଖୁସି ।
I am very happy with you.
କଣ ଚାଲିଛି ।
What is going on.
ତୁମେ ସବୁକିଛି ଜାଣିଛ ।
You know everything.
ମୁଁ ଅସୁବିଧାରେ ଅଛି ।
I am in trouble.