Go to Beginning ODIA GENERAL KNOWLEDGE MCQ QUIZ -03By Editorial Staff / March 16, 2022 December 19, 2022 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (GK) ଗୁରୁତ୍ୱପୂର୍ଣ୍ଣ | 0% 0 votes, 0 avg 7272 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -03 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୦୩ 1 / 15 1. ସାବରମତୀ କେଉଁରାଜ୍ୟରେ ଅବସ୍ଥିତ? A. ଓଡ଼ିଶା B. ଗୁଜୁରାଟ C. ଉତ୍ତରପ୍ରଦେଶ D. ଏଇଥିରୁ କେଉଁଠି ନୁହେଁ 2 / 15 2. ମହିମା ଧର୍ମର ପ୍ରତିଷ୍ଠାତା କିଏ ? A. ବାବା ବିଶ୍ବନାଥ B. ମହିମା ଗୋସାଇଁ C. ସିଦ୍ଧ ବାବା D. ଭୀମ ଭୋଇ 3 / 15 3. କେଉଁ ପକ୍ଷୀ ବାଘ ଭଳି ବୋବାଏ? A. ଏଇଥିରୁ କେଉଁଠି ନୁହେଁ B. କାଉର ପକ୍ଷୀ C. ହରିୟଲ ପକ୍ଷୀ D. ଗୀଟନ ପକ୍ଷୀ 4 / 15 4. ବିଶ୍ବର କେଉଁ ଦେଶରେ ମାଛି ନାହାନ୍ତି ? A. ଋଷ୍ B. ନ୍ୟୁୟୁର୍କ C. ଇଣ୍ଡୋନେସିଆ D. ଫ୍ରାନସ 5 / 15 5. ଉଷ୍ମ ଜଳ ଝରଣା କେଉଁଠାରେ ଅବସ୍ଥିତ ? A. ଅନୁଗୁଳ B. ଗଜପତି C. ଖୋର୍ଦ୍ଧା D. କେନ୍ଦ୍ରାପଡ଼ା 6 / 15 6. ଭାରତର ପ୍ରଥମ ମହିଳା କମିଶନରଙ୍କ ନାମ କଣ ? A. ରାଜକୁମାରୀ ଅମୃତ କାଉର B. ଏ. ଲଳିତା C. ଏଇଥିରୁ କେଉଁଠି ନୁହେଁ D. ଇସାବାସନ୍ନ ଯୋଶୀ 7 / 15 7. କେବେ ସମ୍ବଲପୁର ଓଡ଼ିଶା ସହ ମିଶିଥିଲା ? A. 1936 B. 1909 C. 1912 D. 1901 8 / 15 8. ପୃଥିବୀର ସବୁଠାରୁ ବଡ ମ୍ୟୁଜିୟମ କେଉଁଠି ଅଛି ? A. ଫ୍ରାନସ B. ଏଇଥିରୁ କେଉଁଠି ନୁହେଁ C. ନ୍ୟୁୟୁର୍କ D. ଇଣ୍ଡୋନେସିଆ 9 / 15 9. ଭାରତର ପ୍ରଥମ ମହିଳା କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ କିଏ? A. ଏ. ଲଳିତା B. ଅନୁ ଦେଶାଇ C. ରାଜକୁମାରୀ ଅମୃତ କାଉର D. ଆନ୍ନା ରାଜମ କର୍କ 10 / 15 10. ଓଡ଼ିଶାର କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠାତା କିଏ ? A. ଶ୍ରୀ ବିଜୁ ପଟ୍ଟନାୟକ B. ଏଇଥିରୁ କେଉଁଠି ନୁହେଁ C. ଡ଼ୀ ଜଗନ୍ନାଥ ପଟ୍ଟନାୟକ D. ବିଶ୍ବନାଥ ଦାସ 11 / 15 11. ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର "ସୀତା ବିବାହ" କେବେ ପ୍ରକାଶ ପାଇଥିଲା ? A. 1933 B. 1928 C. 1932 D. 1936 12 / 15 12. ୧୯୯୧ରେ ଓଡ଼ିଶାର ଜନସଂଖ୍ୟା କେତେ? A. 4 କୋଟି ୧୬ ଲକ୍ଷ ୫୯ ହଜାର ୭୩୬ B. 2 କୋଟି ୧୬ ଲକ୍ଷ ୫୯ ହଜାର ୭୩୬ C. ଏଇଥିରୁ କେଉଁଠି ନୁହେଁ D. ୩ କୋଟି ୧୬ ଲକ୍ଷ ୫୯ ହଜାର ୭୩୬ 13 / 15 13. ବିଦେଶରୁ ଡାକ୍ତର ଡ଼ିଗ୍ରୀ ହାସଲ କରିଥିବା ପ୍ରଥମ ଭାରତୀୟ ମହିଳା କିଏ? A. ଆନନ୍ଦବାଇ ଯୋଶୀ B. ଆନ୍ନା ରାଜମ କର୍କ C. ଏଇଥିରୁ କେଉଁଠି ନୁହେଁ D. ଇସାବାସନ୍ନ ଯୋଶୀ 14 / 15 14. ରାଜା ଖାରବେଳ କେଉଁ ବଂଶଜ ? A. ମୌର୍ଯ୍ୟ B. ନନ୍ଦ C. ସୋମା D. ଚେଦି 15 / 15 15. ଉତ୍କଳ ଦୀପିକା ପତ୍ରିକା ର ସମ୍ପାଦକ କିଏ ? A. ଫକୀର ମୋହନ ସେନାପତି B. ଗୌରୀଶଙ୍କର ରାୟ C. ପ୍ରତିଭା ରାୟ D. ବୈକୁଣ୍ଠନାଥ ଦେ Your score is Share with your friends. LinkedIn Facebook Twitter 0% Restart quiz Spread the love