Go to Beginning ODIA GENERAL KNOWLEDGE MCQ QUIZ -03By Editorial Staff / March 16, 2022 December 19, 2022 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (GK) ଗୁରୁତ୍ୱପୂର୍ଣ୍ଣ | 0% 0 votes, 0 avg 7361 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -03 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୦୩ 1 / 15 1. ଭାରତର ପ୍ରଥମ ମହିଳା କମିଶନରଙ୍କ ନାମ କଣ ? A. ଇସାବାସନ୍ନ ଯୋଶୀ B. ଏଇଥିରୁ କେଉଁଠି ନୁହେଁ C. ଏ. ଲଳିତା D. ରାଜକୁମାରୀ ଅମୃତ କାଉର 2 / 15 2. କେବେ ସମ୍ବଲପୁର ଓଡ଼ିଶା ସହ ମିଶିଥିଲା ? A. 1912 B. 1901 C. 1909 D. 1936 3 / 15 3. ପୃଥିବୀର ସବୁଠାରୁ ବଡ ମ୍ୟୁଜିୟମ କେଉଁଠି ଅଛି ? A. ଫ୍ରାନସ B. ଏଇଥିରୁ କେଉଁଠି ନୁହେଁ C. ନ୍ୟୁୟୁର୍କ D. ଇଣ୍ଡୋନେସିଆ 4 / 15 4. ଓଡ଼ିଶାର କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠାତା କିଏ ? A. ବିଶ୍ବନାଥ ଦାସ B. ଏଇଥିରୁ କେଉଁଠି ନୁହେଁ C. ଡ଼ୀ ଜଗନ୍ନାଥ ପଟ୍ଟନାୟକ D. ଶ୍ରୀ ବିଜୁ ପଟ୍ଟନାୟକ 5 / 15 5. ବିଶ୍ବର କେଉଁ ଦେଶରେ ମାଛି ନାହାନ୍ତି ? A. ଇଣ୍ଡୋନେସିଆ B. ନ୍ୟୁୟୁର୍କ C. ଫ୍ରାନସ D. ଋଷ୍ 6 / 15 6. ୧୯୯୧ରେ ଓଡ଼ିଶାର ଜନସଂଖ୍ୟା କେତେ? A. 4 କୋଟି ୧୬ ଲକ୍ଷ ୫୯ ହଜାର ୭୩୬ B. ଏଇଥିରୁ କେଉଁଠି ନୁହେଁ C. ୩ କୋଟି ୧୬ ଲକ୍ଷ ୫୯ ହଜାର ୭୩୬ D. 2 କୋଟି ୧୬ ଲକ୍ଷ ୫୯ ହଜାର ୭୩୬ 7 / 15 7. ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର "ସୀତା ବିବାହ" କେବେ ପ୍ରକାଶ ପାଇଥିଲା ? A. 1936 B. 1928 C. 1932 D. 1933 8 / 15 8. ସାବରମତୀ କେଉଁରାଜ୍ୟରେ ଅବସ୍ଥିତ? A. ଏଇଥିରୁ କେଉଁଠି ନୁହେଁ B. ଉତ୍ତରପ୍ରଦେଶ C. ଓଡ଼ିଶା D. ଗୁଜୁରାଟ 9 / 15 9. କେଉଁ ପକ୍ଷୀ ବାଘ ଭଳି ବୋବାଏ? A. କାଉର ପକ୍ଷୀ B. ହରିୟଲ ପକ୍ଷୀ C. ଏଇଥିରୁ କେଉଁଠି ନୁହେଁ D. ଗୀଟନ ପକ୍ଷୀ 10 / 15 10. ଭାରତର ପ୍ରଥମ ମହିଳା କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ କିଏ? A. ଆନ୍ନା ରାଜମ କର୍କ B. ରାଜକୁମାରୀ ଅମୃତ କାଉର C. ଏ. ଲଳିତା D. ଅନୁ ଦେଶାଇ 11 / 15 11. ରାଜା ଖାରବେଳ କେଉଁ ବଂଶଜ ? A. ନନ୍ଦ B. ସୋମା C. ଚେଦି D. ମୌର୍ଯ୍ୟ 12 / 15 12. ବିଦେଶରୁ ଡାକ୍ତର ଡ଼ିଗ୍ରୀ ହାସଲ କରିଥିବା ପ୍ରଥମ ଭାରତୀୟ ମହିଳା କିଏ? A. ଆନନ୍ଦବାଇ ଯୋଶୀ B. ଆନ୍ନା ରାଜମ କର୍କ C. ଇସାବାସନ୍ନ ଯୋଶୀ D. ଏଇଥିରୁ କେଉଁଠି ନୁହେଁ 13 / 15 13. ମହିମା ଧର୍ମର ପ୍ରତିଷ୍ଠାତା କିଏ ? A. ସିଦ୍ଧ ବାବା B. ଭୀମ ଭୋଇ C. ମହିମା ଗୋସାଇଁ D. ବାବା ବିଶ୍ବନାଥ 14 / 15 14. ଉତ୍କଳ ଦୀପିକା ପତ୍ରିକା ର ସମ୍ପାଦକ କିଏ ? A. ଗୌରୀଶଙ୍କର ରାୟ B. ପ୍ରତିଭା ରାୟ C. ଫକୀର ମୋହନ ସେନାପତି D. ବୈକୁଣ୍ଠନାଥ ଦେ 15 / 15 15. ଉଷ୍ମ ଜଳ ଝରଣା କେଉଁଠାରେ ଅବସ୍ଥିତ ? A. କେନ୍ଦ୍ରାପଡ଼ା B. ଅନୁଗୁଳ C. ଖୋର୍ଦ୍ଧା D. ଗଜପତି Your score is Share with your friends. LinkedIn Facebook Twitter 0% Restart quiz Spread the love