Go to Beginning Odia General Knowledge MCQ Quiz [20]By Editorial Staff / March 9, 2023 March 9, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 2925 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -20 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୨୦ 1 / 20 1. ଶାନ୍ତି ର ପ୍ରତୀକ କେଉଁ ପକ୍ଷୀକୁ ମାନନ୍ତି? A. କୋଇଲି B. ମୟୂର C. ହଂସ D. ପାରା 2 / 20 2. କେଉଁ ପଶୁର କ୍ଷୀର ଗୋଲାପି ରଙ୍ଗର ହୋଇଥାଏ? A. ହାତୀ B. ଜୀରାଫ C. ହିପୋ D. ଓଠ 3 / 20 3. କଦଳୀ ସହିତ କଣ ଖାଇଲେ ମଣିଷର ମୃତ୍ୟୁ ହୋଇପାରେ? A. କ୍ଷୀର B. ଚା C. ମାଛ D. ଅଣ୍ଡା 4 / 20 4. ସୂର୍ଯ୍ୟ କିରଣରେ କେତେ ପ୍ରକାରର ରଙ୍ଗ ଥାଏ? A. ୩ B. ଏକ C. ୫ D. ୭ 5 / 20 5. କେଉଁ ଦେଶରେ କୁକୁର କୁ ପୂଜା କରାଯାଏ? A. ଅଷ୍ଟ୍ରେଲିଆ B. ଶ୍ରୀଲଙ୍କା C. ଚୀନ୍ D. ନେପାଳ 6 / 20 6. କାହାକୁ ମସଲାର ରାଣୀ କୁହାଯାଏ? A. ଅଦା B. ଧନିଆ C. ଲବଙ୍ଗ D. ଅଳେଇଚ 7 / 20 7. କେଉଁ ଦେଶରେ ସର୍ବାଧିକ ଘୁଷୁରୀ ଅଛନ୍ତି? A. ନେପାଳ B. ଚୀନ୍ C. ଅଷ୍ଟ୍ରେଲିଆ D. ଶ୍ରୀଲଙ୍କା 8 / 20 8. ବିମାନ ଟାୟାର କେଉଁ ଗ୍ୟାସ ରେ ପୂର୍ଣ୍ଣ ହୁଏ? A. Helium B. Nitrogen C. Hydrogen D. Oxygen 9 / 20 9. ଚୀନର ଜାତୀୟ ଖେଳ କଣ? A. ହକି B. ଚେସ C. ଫୁଟବଲ୍ D. ଟେବୁଲ ଟେନିସ 10 / 20 10. ଶ୍ରୀକୃଷ୍ଣ ଭଗବାନ କାହାକୁ ବଦ୍ଧ କରିଥିଲେ? A. କର୍ଣ୍ଣ B. ରାବଣ C. କଂସ D. ଦୁର୍ଯୋଧନ 11 / 20 11. କେଉଁ ରାଜ୍ୟ ସର୍ବାଧିକ କାଜୁ ଉତ୍ପାଦନ କରିଥାଏ? A. ଆନ୍ଧ୍ର ପ୍ରଦେଶ B. ଗୋଆ C. ରାଜସ୍ଥାନ D. ମହାରାଷ୍ଟ୍ର 12 / 20 12. କେଉଁ ଫୁଲ ୧୨ ବର୍ଷରେ ଥରେ ଫୁଟିଥାଏ ? A. ନାଗପୁଷ୍ପ B. ନୀଳକଣ୍ଠ ଫୁଲ C. ଗୋଲାପ ଫୁଲ D. ନିଲକୁରଞ୍ଜି ଫୁଲ 13 / 20 13. କେଉଁ ଭଗବାନଙ୍କର ବଡ଼ ଭକ୍ତ ହେଉଛନ୍ତି ହନୁମାନ? A. ଶ୍ରୀକୃଷ୍ଣ B. ଶିବ C. ଲକ୍ଷ୍ମଣ D. ଶ୍ରୀରାମ 14 / 20 14. କେଉଁ ରାଜ୍ୟରେ ଚନ୍ଦନର ଘନ ଜଙ୍ଗଲ ରହିଛି? A. ଉତ୍ତରା ଖଣ୍ଡ B. ଓଡ଼ିଶା C. ମହାରାଷ୍ଟ୍ର D. କର୍ଣ୍ଣାଟକ 15 / 20 15. କେଉଁ ରାଜ୍ୟରେ ଝାନ୍ସି ନଗର ରହିଛି? A. ଉତ୍ତର ପ୍ରଦେଶ B. ଗୋଆ C. ତ୍ରିପୁର D. ମଣିପୁର 16 / 20 16. ସୂର୍ଯ୍ୟ କିରଣରେ କେଉଁ ଭିଟାମିନ ମିଳିଥାଏ? A. ଭିଟାମିନ D B. ଭିଟାମିନ B C. ଭିଟାମିନ K D. ଭିଟାମିନ A 17 / 20 17. କେଦାରନାଥ ମନ୍ଦିର କେଉଁ ରାଜ୍ୟରେ ଅବସ୍ଥିତ? A. କର୍ଣ୍ଣାଟକ B. ଓଡ଼ିଶା C. ଉତ୍ତରାଖଣ୍ଡ D. ମହାରାଷ୍ଟ୍ର 18 / 20 18. ଭାରତର କେଉଁ ରାଜ୍ୟରେ ସବୁଠାରୁ କମ୍ ବର୍ଷା ହୋଇଥାଏ? A. ମହାରାଷ୍ଟ୍ର B. ରାଜସ୍ଥାନ C. ଗୋଆ D. ଆନ୍ଧ୍ର ପ୍ରଦେଶ 19 / 20 19. ଭାରତର ସବୁଠାରୁ ଛୋଟ ରାଜ୍ୟ କେଉଁଟି? A. ମଣିପୁର B. ଗୋଆ C. ଉତ୍ତର ପ୍ରଦେଶ D. ତ୍ରିପୁରା 20 / 20 20. ଭାରତରତ୍ନ କାହା ଦ୍ଵାରା ପ୍ରଦାନ କରାଯାଏ? A. ମୁଖ୍ୟମନ୍ତ୍ରୀ B. ରାଜ୍ୟପାଳ C. ରାଷ୍ଟ୍ରପତି ❤️ D. ପ୍ରଧାନମନ୍ତ୍ରୀ Your score is Share with your friends. LinkedIn Facebook Twitter 0% Restart quiz Spread the love