Go to Beginning Odia General Knowledge MCQ Quiz [20]By Editorial Staff / March 9, 2023 March 9, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 3797 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -20 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୨୦ 1 / 20 1. ଭାରତରତ୍ନ କାହା ଦ୍ଵାରା ପ୍ରଦାନ କରାଯାଏ? A. ରାଜ୍ୟପାଳ B. ମୁଖ୍ୟମନ୍ତ୍ରୀ C. ପ୍ରଧାନମନ୍ତ୍ରୀ D. ରାଷ୍ଟ୍ରପତି ❤️ 2 / 20 2. କେଉଁ ପଶୁର କ୍ଷୀର ଗୋଲାପି ରଙ୍ଗର ହୋଇଥାଏ? A. ହାତୀ B. ଓଠ C. ଜୀରାଫ D. ହିପୋ 3 / 20 3. ସୂର୍ଯ୍ୟ କିରଣରେ କେଉଁ ଭିଟାମିନ ମିଳିଥାଏ? A. ଭିଟାମିନ B B. ଭିଟାମିନ K C. ଭିଟାମିନ D D. ଭିଟାମିନ A 4 / 20 4. ବିମାନ ଟାୟାର କେଉଁ ଗ୍ୟାସ ରେ ପୂର୍ଣ୍ଣ ହୁଏ? A. Nitrogen B. Helium C. Oxygen D. Hydrogen 5 / 20 5. କେଉଁ ଦେଶରେ କୁକୁର କୁ ପୂଜା କରାଯାଏ? A. ନେପାଳ B. ଅଷ୍ଟ୍ରେଲିଆ C. ଚୀନ୍ D. ଶ୍ରୀଲଙ୍କା 6 / 20 6. କଦଳୀ ସହିତ କଣ ଖାଇଲେ ମଣିଷର ମୃତ୍ୟୁ ହୋଇପାରେ? A. ଚା B. କ୍ଷୀର C. ମାଛ D. ଅଣ୍ଡା 7 / 20 7. ଭାରତର କେଉଁ ରାଜ୍ୟରେ ସବୁଠାରୁ କମ୍ ବର୍ଷା ହୋଇଥାଏ? A. ମହାରାଷ୍ଟ୍ର B. ଗୋଆ C. ରାଜସ୍ଥାନ D. ଆନ୍ଧ୍ର ପ୍ରଦେଶ 8 / 20 8. କେଉଁ ରାଜ୍ୟରେ ଝାନ୍ସି ନଗର ରହିଛି? A. ମଣିପୁର B. ଉତ୍ତର ପ୍ରଦେଶ C. ତ୍ରିପୁର D. ଗୋଆ 9 / 20 9. ଚୀନର ଜାତୀୟ ଖେଳ କଣ? A. ହକି B. ଟେବୁଲ ଟେନିସ C. ଚେସ D. ଫୁଟବଲ୍ 10 / 20 10. କେଉଁ ରାଜ୍ୟରେ ଚନ୍ଦନର ଘନ ଜଙ୍ଗଲ ରହିଛି? A. ଉତ୍ତରା ଖଣ୍ଡ B. କର୍ଣ୍ଣାଟକ C. ଓଡ଼ିଶା D. ମହାରାଷ୍ଟ୍ର 11 / 20 11. କେଉଁ ଭଗବାନଙ୍କର ବଡ଼ ଭକ୍ତ ହେଉଛନ୍ତି ହନୁମାନ? A. ଶିବ B. ଶ୍ରୀକୃଷ୍ଣ C. ଲକ୍ଷ୍ମଣ D. ଶ୍ରୀରାମ 12 / 20 12. କେଉଁ ଫୁଲ ୧୨ ବର୍ଷରେ ଥରେ ଫୁଟିଥାଏ ? A. ନିଲକୁରଞ୍ଜି ଫୁଲ B. ଗୋଲାପ ଫୁଲ C. ନାଗପୁଷ୍ପ D. ନୀଳକଣ୍ଠ ଫୁଲ 13 / 20 13. କେଉଁ ଦେଶରେ ସର୍ବାଧିକ ଘୁଷୁରୀ ଅଛନ୍ତି? A. ଚୀନ୍ B. ଶ୍ରୀଲଙ୍କା C. ନେପାଳ D. ଅଷ୍ଟ୍ରେଲିଆ 14 / 20 14. କେଉଁ ରାଜ୍ୟ ସର୍ବାଧିକ କାଜୁ ଉତ୍ପାଦନ କରିଥାଏ? A. ମହାରାଷ୍ଟ୍ର B. ଆନ୍ଧ୍ର ପ୍ରଦେଶ C. ଗୋଆ D. ରାଜସ୍ଥାନ 15 / 20 15. ଶାନ୍ତି ର ପ୍ରତୀକ କେଉଁ ପକ୍ଷୀକୁ ମାନନ୍ତି? A. କୋଇଲି B. ହଂସ C. ପାରା D. ମୟୂର 16 / 20 16. ସୂର୍ଯ୍ୟ କିରଣରେ କେତେ ପ୍ରକାରର ରଙ୍ଗ ଥାଏ? A. ୭ B. ଏକ C. ୫ D. ୩ 17 / 20 17. ଭାରତର ସବୁଠାରୁ ଛୋଟ ରାଜ୍ୟ କେଉଁଟି? A. ତ୍ରିପୁରା B. ମଣିପୁର C. ଗୋଆ D. ଉତ୍ତର ପ୍ରଦେଶ 18 / 20 18. ଶ୍ରୀକୃଷ୍ଣ ଭଗବାନ କାହାକୁ ବଦ୍ଧ କରିଥିଲେ? A. ଦୁର୍ଯୋଧନ B. କର୍ଣ୍ଣ C. କଂସ D. ରାବଣ 19 / 20 19. କେଦାରନାଥ ମନ୍ଦିର କେଉଁ ରାଜ୍ୟରେ ଅବସ୍ଥିତ? A. ଉତ୍ତରାଖଣ୍ଡ B. ମହାରାଷ୍ଟ୍ର C. ଓଡ଼ିଶା D. କର୍ଣ୍ଣାଟକ 20 / 20 20. କାହାକୁ ମସଲାର ରାଣୀ କୁହାଯାଏ? A. ଅଦା B. ଅଳେଇଚ C. ଧନିଆ D. ଲବଙ୍ଗ Your score is Share with your friends. LinkedIn Facebook Twitter 0% Restart quiz Spread the love