Advertisements

Odia General Knowledge MCQ Quiz [19]

Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ |

0%
1564
BEST OF LUCK!!!

GOOD TRY,

Keep Practicing, Keep Improving.


General Knowledge
Advertisements

Odia General Knowledge MCQ Quiz -19 (Odia GK)

ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୧୯

1 / 20

1. ଆମ ଦେଶରେ ପ୍ରଥମେ କେବେ ଭୋଟ କାଳୀ ବ୍ଯବହାର କରାଗଲା?

2 / 20

2. ପିଲାଟିର ମୁହଁ ଫୁଲିଛି ଓ ପେଟ ବାହାରିଛି। ତାକୁ କି ରୋଗ ହୋଇଥାଇପାରେ?

3 / 20

3. ହଠାତ୍ ହରିଣ ଗୁଡ଼ିକ ମରିଗଲେ କଣ ହେଵ?

4 / 20

4. ଆମ ଦେଶରେ ପ୍ରଥମେ କେବେ ସାଧାରଣ ନିର୍ବାଚନ ହୋଇଥିଲା?

5 / 20

5. କେଉଁଟି ଆମକୁ ବିଭିନ୍ନ ରୋଗରୁ ରକ୍ଷା କରେ?

6 / 20

6. ଅଙ୍ଗୁର ଚାଷ ପାଇଁ କେଉଁ ସହର ପ୍ରସିଦ୍ଧ?

7 / 20

7. କେଉଁ ସମ୍ବିଧାନ ସଂଶୋଧନରେ ଭୋଟଦେବା ବୟସ ୨୧ ରୁ ୧୮ ହେଲା?

8 / 20

8. କେଉଁ ଜୀବ କ୍ଷେତର ଫସଲ ଖାଇ ନଷ୍ଟ କରିଦିଏ?

9 / 20

9. କେଉଁ କାର୍ଯ୍ୟ ଟି ତାପଶକ୍ତି ଦ୍ଵାରା ହୁଏନାହିଁ?

10 / 20

10. କେବେଠାରୁ ଏହି ୧୮ ବର୍ଷ ବୟସ୍କ ବ୍ୟକ୍ତିମାନେ ଭୋଟଦେବା ଆରମ୍ଭ କଲେ?

11 / 20

11. ଭାରତର ସମ୍ବିଧାନର ପିତା କାହାକୁ କୁହାଯାଏ?

12 / 20

12. ଆମର ଗୋଡ ହାତ ଝିମି ଝିମି ହେଉଥିଲେ ଆମର କେଉଁ ପ୍ରକାର ଖାଦ୍ୟର ଅଭାବ ହୋଇଥାଏ?

13 / 20

13. ମାଙ୍କଡ ଡାଳରୁ ଡାଳକୁ ସହଜରେ ଡେଇଁପାରେ କାହିଁକି?

14 / 20

14. ବାୟୁର କେଉଁ ଉପାଦାନରୁ ଉଦ୍ଭିଦ ପାଇଁ ସାର ପ୍ରସ୍ତୁତ ହୁଏ?

15 / 20

15. କାହାର ଗୋଡ଼ ଗୁଡ଼ିକ ହାତ ଭଳି କାମ କରିଥାଏ?

16 / 20

16. କେବେ ପ୍ରଥମେ ଇଲୋକ୍ଟ୍ରୋନିକ ଭୋଟିଂ ମେସିନ ବ୍ୟବହାର କରାଯାଏ?

17 / 20

17. ଘାସ ମାଟିର କି ଉପକାର କରେ?

18 / 20

18. କେଉଁଟି ଆମ ଚର୍ମରେ ଭିଟାମିନ - D ସୃଷ୍ଟି କରିଥାଏ?

19 / 20

19. ଆମ ଦେଶର ସମ୍ବିଧାନ କେବେ କାର୍ଯ୍ୟକାରି ହୋଇଥିଲା?

20 / 20

20. କେଉଁଟି ରୋଗ ବ୍ୟାପିବାରେ ସାହାଯ୍ୟ କରେ ନାହିଁ?

Your score is

Share with your friends.

LinkedIn Facebook Twitter
0%

Spread the love

Leave a Comment

Your email address will not be published. Required fields are marked *

Advertisements