Go to Beginning Odia General Knowledge MCQ Quiz [19]By Editorial Staff / March 8, 2023 March 8, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 1907 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -19 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୧୯ 1 / 20 1. ଆମ ଦେଶରେ ପ୍ରଥମେ କେବେ ଭୋଟ କାଳୀ ବ୍ଯବହାର କରାଗଲା? A. ୧୯୪୭ B. ୧୯୪୮ C. ୧୯୬୨ D. ୧୯୫୨ 2 / 20 2. ବାୟୁର କେଉଁ ଉପାଦାନରୁ ଉଦ୍ଭିଦ ପାଇଁ ସାର ପ୍ରସ୍ତୁତ ହୁଏ? A. ଅମ୍ଳଜାନ B. ଅଙ୍ଗାରକାମ୍ଳ C. ହିଲିୟମ D. ଯବକ୍ଷାରଜାନ 3 / 20 3. କେଉଁ ସମ୍ବିଧାନ ସଂଶୋଧନରେ ଭୋଟଦେବା ବୟସ ୨୧ ରୁ ୧୮ ହେଲା? A. ଧାରା ୩୨ B. ଧାରା ୬୧ C. ଧାରା ୩୧ D. ଧାରା ୩୭୦ 4 / 20 4. ଆମ ଦେଶର ସମ୍ବିଧାନ କେବେ କାର୍ଯ୍ୟକାରି ହୋଇଥିଲା? A. ୧ଜାନୁଆରୀ ୧୯୫୨ B. ୨୬ ଜାନୁଆରୀ ୧୯୫୦ C. ୧୫ ଅଗଷ୍ଟ ୧୯୪୭ D. ୧୪ ଅଗଷ୍ଟ ୧୯୪୬ 5 / 20 5. ପିଲାଟିର ମୁହଁ ଫୁଲିଛି ଓ ପେଟ ବାହାରିଛି। ତାକୁ କି ରୋଗ ହୋଇଥାଇପାରେ? A. ଅଷ୍ଟିଓମାଲେସିସ B. ଅପପୃଷ୍ଟ C. ରିକେଟ୍ D. ରକ୍ତହୀନତା 6 / 20 6. ମାଙ୍କଡ ଡାଳରୁ ଡାଳକୁ ସହଜରେ ଡେଇଁପାରେ କାହିଁକି? A. ଗୋଡଗୁଡିକ ଡେଇଁବା ଉପଯୋଗୀ B. ଗୋଡଗୁଡ଼ିକ ବହୁତ ଲମ୍ବା C. ଆଗ ଗୋଡ଼ ଦୁଇଟି ଅଧିକ ଲମ୍ବା ପଛ ଗୋଡ଼ ଦୁଇଟି ଅଧିକ ଲମ୍ବା ❤️ D. ଗୋଡଗୁଡ଼ିକ ବହୁତ ଲମ୍ବା ଗୋଡଗୁଡିକ ଡେଇଁବା ଉପଯୋଗୀ 7 / 20 7. ଘାସ ମାଟିର କି ଉପକାର କରେ? A. ଧୋଇଯିବାରୁ ରକ୍ଷା କରେ B. ଟାଣ କରେ C. ହାଲୁକା କରେ D. ଉର୍ବର କରେ 8 / 20 8. ଆମ ଦେଶରେ ପ୍ରଥମେ କେବେ ସାଧାରଣ ନିର୍ବାଚନ ହୋଇଥିଲା? A. ୧୯୪୮ B. ୧୯୫୨ C. ୧୯୫୦ D. ୧୯୪୭ 9 / 20 9. କେଉଁଟି ଆମ ଚର୍ମରେ ଭିଟାମିନ - D ସୃଷ୍ଟି କରିଥାଏ? A. ନଡ଼ିଆ ତେଲ B. ଅଣ୍ଡା C. କଅଁଳ ଖରା D. ସକାଳ ପବନ 10 / 20 10. ଆମର ଗୋଡ ହାତ ଝିମି ଝିମି ହେଉଥିଲେ ଆମର କେଉଁ ପ୍ରକାର ଖାଦ୍ୟର ଅଭାବ ହୋଇଥାଏ? A. ଭିଟାମିନ -C B. ପୃଷ୍ଟିସାର C. ଭିଟାମିନ -A D. ଭିଟାମିନ -B 11 / 20 11. କାହାର ଗୋଡ଼ ଗୁଡ଼ିକ ହାତ ଭଳି କାମ କରିଥାଏ? A. ମଣିଷ B. ବିଲେଇ C. ମାଙ୍କଡ D. କୁକୁର 12 / 20 12. କେଉଁ ଜୀବ କ୍ଷେତର ଫସଲ ଖାଇ ନଷ୍ଟ କରିଦିଏ? A. ବୁଢିଆଣୀ B. ପଙ୍ଗପାଳ C. ସଂବଳୁଆ D. ଉଇ 13 / 20 13. ଭାରତର ସମ୍ବିଧାନର ପିତା କାହାକୁ କୁହାଯାଏ? A. ସୁବାଷ ଚନ୍ଦ୍ର ବୋଷ B. ଡ. ଭୀମ ରାଓ ଆମ୍ବେଦକର C. ମହାତ୍ମା ଗାନ୍ଧୀ D. ଜବାହାରଲାଲ ନେହେରୁ 14 / 20 14. କେବେଠାରୁ ଏହି ୧୮ ବର୍ଷ ବୟସ୍କ ବ୍ୟକ୍ତିମାନେ ଭୋଟଦେବା ଆରମ୍ଭ କଲେ? A. ୧୯୮୨ B. ୧୯୫୨ C. ୧୯୮୯ D. ୧୯୬୨ 15 / 20 15. ଅଙ୍ଗୁର ଚାଷ ପାଇଁ କେଉଁ ସହର ପ୍ରସିଦ୍ଧ? A. ଜୟପୁର B. ଲଦାଖ C. ନାସିକ D. ପୁନେ 16 / 20 16. କେଉଁଟି ରୋଗ ବ୍ୟାପିବାରେ ସାହାଯ୍ୟ କରେ ନାହିଁ? A. ମଶା B. ମାଛି C. ପିମ୍ପୁଡ଼ି ❤️ D. ମୂଷା 17 / 20 17. କେଉଁଟି ଆମକୁ ବିଭିନ୍ନ ରୋଗରୁ ରକ୍ଷା କରେ? A. ସ୍ନେହସାର B. ଭିଟାମିନ C. ପୃଷ୍ଟିସାର D. ଶ୍ଵେତସାର 18 / 20 18. କେଉଁ କାର୍ଯ୍ୟ ଟି ତାପଶକ୍ତି ଦ୍ଵାରା ହୁଏନାହିଁ? A. କାଠ ଜଳି ଅଙ୍ଗାର ହେବା B. ଚାଉଳରୁ ଭାତ କରିବା C. ମସଲା ପେଶିବା D. ଦୁଧ ସିଝିବା 19 / 20 19. ହଠାତ୍ ହରିଣ ଗୁଡ଼ିକ ମରିଗଲେ କଣ ହେଵ? A. ଗାଈ ଗୋରୁ ସବୁ ଖୁସି ହେବେ B. ବାଘ ଖାଇବାକୁ ପାଇବେ ନାହିଁ C. ଜୀବ ସନ୍ତୁଳିତ ନଷ୍ଟ ହେବ D. ଘାସ ଗଛ ସବୁ ବଢ଼ିଯିବେ 20 / 20 20. କେବେ ପ୍ରଥମେ ଇଲୋକ୍ଟ୍ରୋନିକ ଭୋଟିଂ ମେସିନ ବ୍ୟବହାର କରାଯାଏ? A. ୧୯୮୯ B. ୧୯୮୨ C. ୧୯୫୨ D. ୧୯୬୨ Your score is Share with your friends. LinkedIn Facebook Twitter 0% Restart quiz Spread the love