Go to Beginning Odia General Knowledge MCQ Quiz [07]By Editorial Staff / February 21, 2023 February 21, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 2633 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -07 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୦୭ 1 / 20 1. ଲୁହାର କେଉଁ ଗୁଣ ଯୋଗୁଁ ସେଥିରୁ ଯନ୍ତ୍ରପାତି ତିଆରି ହୋଇପାରେ? A. କଠିନ B. ତରଳ C. ଗ୍ୟାସୀୟ D. ନମନୀୟ 2 / 20 2. ଆୟୋଡିନ କିପରି ପଦାର୍ଥ? A. କଠିନ B. ଗ୍ୟାସୀୟ C. ଅର୍ଦ୍ଧକଠିନ D. ତରଳ 3 / 20 3. କିଏ ହଇଜା ରୋଗର ବାହାକ? A. ମଶା B. ମୂଷା C. କୁକୁର D. ମାଛି 4 / 20 4. କେଉଁ ଗଛରୁ ଝୁଣା ମିଳେ? A. ରବର B. ଶାଳ C. ସଜନା D. ବେଲ 5 / 20 5. କେଉଁ ସାର ଶରୀରକୁ ତାପ ଶକ୍ତି, ବଳ ଓ ଶକ୍ତି ଯୋଗାଏ? A. ପୃଷ୍ଟିସାର B. ଧାତୁସାର C. ଶ୍ଵେତସାର D. ସ୍ନେହସାର 6 / 20 6. ବାୟୁ ପ୍ରଦୂଷଣ ରୁ କେଉଁ ରୋଗ ହୋଇଥାଏ? A. ପ୍ଲେଗ B. ଫାଇଲେରିଆ C. ମ୍ୟାଲେରିଆ D. ଶ୍ୱାସରୋଗ 7 / 20 7. ଉଦ୍ଭିଦର କେଉଁ ଅଂଶ ଖାଦ୍ୟ ସଂଗ୍ରହ କରେ? A. ଫଳ B. ପତ୍ର C. କାଣ୍ଡ D. ମୂଳ 8 / 20 8. କାହା ଦ୍ଵାରା ମ୍ୟାଲେରିଆ ରୋଗ ବ୍ୟାପେ? A. ମାଛି B. କୁକୁର C. ମୂଷା D. ମଶା 9 / 20 9. ବାତଜ୍ୱରର ବାହାକ କିଏ? A. ମାଛି B. ଏଣ୍ଡୁଅ C. ମଶା D. ମୂଷା 10 / 20 10. କେଉଁ ଜୀବର ମେରୁଦଣ୍ଡ ଥାଏ? A. ରୁଖିଆ B. ଝିଟିପିଟି C. ଷ୍ଟାର୍ ଫିସ୍ D. କୌଣସିଟି ନୁହେଁ 11 / 20 11. ଉଦ୍ଭିଦର କେଉଁ ଅଂଶ ଉଦ୍ଭିଦର ରୋଷେଇ ଘର? A. କାଣ୍ଡ B. ମୂଳ C. ପତ୍ର D. ପ୍ରଧାନ ମୂଳ 12 / 20 12. ତାରାମାନଙ୍କ ମଧ୍ୟରେ କେଉଁ ଗ୍ୟାସ ଥାଏ? A. ଉଦଜାନ B. ଅମ୍ଳଜାନ C. ମିଥେନ୍ D. ହିଲିୟମ୍ 13 / 20 13. କିଟ ପତଙ୍ଗ ମାନଙ୍କର କେତୋଟି ଗୋଡ଼ ଥାଏ? A. 8 B. 6 C. 10 D. 12 14 / 20 14. ଉଦ୍ଭିଦର କେଉଁ ଅଂଶ ଖାଦ୍ୟ ସଂଗ୍ରହ କରେ? A. ଫଳ B. ପତ୍ର C. ମୂଳ D. କାଣ୍ଡ 15 / 20 15. ପିମ୍ପୁଡ଼ି କାମୁଡି ଦେଲେ କେଉଁ ଏସିଡ ଯୋଗୁଁ ଫୁଲିଯାଏ? A. ଏସିଟିକ୍ ଏସିଡ B. ସଲଫୁରିକ୍ ଏସିଡ C. ହାଇଡ୍ରୋକ୍ଲୋରିକ ଏସିଡ D. ଫରମିକ୍ ଏସିଡ 16 / 20 16. କେଉଁ ଥିରୁ ମୁକ୍ତା ମିଳେ? A. ଶାମୁକା B. କଇଁଛ C. କଙ୍କଡ଼ା D. ଗେଣ୍ଡା 17 / 20 17. ପଦାର୍ଥର କେତୋଟି ଅବସ୍ଥା ରହିଛି? A. ୩ B. ୪ C. ୧ D. ୨ 18 / 20 18. ବାତଜ୍ଵର ର ବାହାକ କିଏ? A. ମୂଷା B. ମଶା C. ମାଛି D. ଏଣ୍ଡୁଅ 19 / 20 19. କେଉଁ ଜଳକୁ ଉତ୍ତମ ପାନୀୟ ଜଳ କହିବା? A. ନଦୀ B. ଝରଣା C. ନଳକୂପ D. କୂଅ 20 / 20 20. ଧ୍ରୁବତାରା ଚାରିପଟେ କିଏ ଘୁରୁଅଛି? A. ସୂର୍ଯ୍ୟ B. ଗ୍ରହାଣୁ ପୁଞ୍ଜ C. ସପ୍ତର୍ଷମଣ୍ଡଳ D. ଚନ୍ଦ୍ର Your score is Share with your friends. LinkedIn Facebook Twitter 0% Restart quiz Spread the love