Go to Beginning Odia General Knowledge MCQ Quiz [07]By Editorial Staff / February 21, 2023 February 21, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 2162 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -07 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୦୭ 1 / 20 1. ଉଦ୍ଭିଦର କେଉଁ ଅଂଶ ଉଦ୍ଭିଦର ରୋଷେଇ ଘର? A. ମୂଳ B. କାଣ୍ଡ C. ପତ୍ର D. ପ୍ରଧାନ ମୂଳ 2 / 20 2. କେଉଁ ଜଳକୁ ଉତ୍ତମ ପାନୀୟ ଜଳ କହିବା? A. ଝରଣା B. ନଳକୂପ C. ନଦୀ D. କୂଅ 3 / 20 3. କେଉଁ ଥିରୁ ମୁକ୍ତା ମିଳେ? A. ଗେଣ୍ଡା B. କଙ୍କଡ଼ା C. ଶାମୁକା D. କଇଁଛ 4 / 20 4. କେଉଁ ଗଛରୁ ଝୁଣା ମିଳେ? A. ବେଲ B. ରବର C. ଶାଳ D. ସଜନା 5 / 20 5. ଧ୍ରୁବତାରା ଚାରିପଟେ କିଏ ଘୁରୁଅଛି? A. ଚନ୍ଦ୍ର B. ସୂର୍ଯ୍ୟ C. ଗ୍ରହାଣୁ ପୁଞ୍ଜ D. ସପ୍ତର୍ଷମଣ୍ଡଳ 6 / 20 6. ବାତଜ୍ଵର ର ବାହାକ କିଏ? A. ମାଛି B. ମୂଷା C. ମଶା D. ଏଣ୍ଡୁଅ 7 / 20 7. କିଟ ପତଙ୍ଗ ମାନଙ୍କର କେତୋଟି ଗୋଡ଼ ଥାଏ? A. 12 B. 10 C. 8 D. 6 8 / 20 8. ଉଦ୍ଭିଦର କେଉଁ ଅଂଶ ଖାଦ୍ୟ ସଂଗ୍ରହ କରେ? A. କାଣ୍ଡ B. ମୂଳ C. ପତ୍ର D. ଫଳ 9 / 20 9. କେଉଁ ଜୀବର ମେରୁଦଣ୍ଡ ଥାଏ? A. ରୁଖିଆ B. ଷ୍ଟାର୍ ଫିସ୍ C. କୌଣସିଟି ନୁହେଁ D. ଝିଟିପିଟି 10 / 20 10. ବାତଜ୍ୱରର ବାହାକ କିଏ? A. ମାଛି B. ଏଣ୍ଡୁଅ C. ମୂଷା D. ମଶା 11 / 20 11. ତାରାମାନଙ୍କ ମଧ୍ୟରେ କେଉଁ ଗ୍ୟାସ ଥାଏ? A. ଅମ୍ଳଜାନ B. ଉଦଜାନ C. ହିଲିୟମ୍ D. ମିଥେନ୍ 12 / 20 12. ଉଦ୍ଭିଦର କେଉଁ ଅଂଶ ଖାଦ୍ୟ ସଂଗ୍ରହ କରେ? A. ଫଳ B. ମୂଳ C. ପତ୍ର D. କାଣ୍ଡ 13 / 20 13. ବାୟୁ ପ୍ରଦୂଷଣ ରୁ କେଉଁ ରୋଗ ହୋଇଥାଏ? A. ଫାଇଲେରିଆ B. ଶ୍ୱାସରୋଗ C. ପ୍ଲେଗ D. ମ୍ୟାଲେରିଆ 14 / 20 14. କିଏ ହଇଜା ରୋଗର ବାହାକ? A. ମାଛି B. କୁକୁର C. ମଶା D. ମୂଷା 15 / 20 15. ଲୁହାର କେଉଁ ଗୁଣ ଯୋଗୁଁ ସେଥିରୁ ଯନ୍ତ୍ରପାତି ତିଆରି ହୋଇପାରେ? A. କଠିନ B. ଗ୍ୟାସୀୟ C. ତରଳ D. ନମନୀୟ 16 / 20 16. କେଉଁ ସାର ଶରୀରକୁ ତାପ ଶକ୍ତି, ବଳ ଓ ଶକ୍ତି ଯୋଗାଏ? A. ଶ୍ଵେତସାର B. ପୃଷ୍ଟିସାର C. ଧାତୁସାର D. ସ୍ନେହସାର 17 / 20 17. ଆୟୋଡିନ କିପରି ପଦାର୍ଥ? A. ଗ୍ୟାସୀୟ B. ତରଳ C. ଅର୍ଦ୍ଧକଠିନ D. କଠିନ 18 / 20 18. ପିମ୍ପୁଡ଼ି କାମୁଡି ଦେଲେ କେଉଁ ଏସିଡ ଯୋଗୁଁ ଫୁଲିଯାଏ? A. ସଲଫୁରିକ୍ ଏସିଡ B. ହାଇଡ୍ରୋକ୍ଲୋରିକ ଏସିଡ C. ଫରମିକ୍ ଏସିଡ D. ଏସିଟିକ୍ ଏସିଡ 19 / 20 19. କାହା ଦ୍ଵାରା ମ୍ୟାଲେରିଆ ରୋଗ ବ୍ୟାପେ? A. ମଶା B. ମୂଷା C. କୁକୁର D. ମାଛି 20 / 20 20. ପଦାର୍ଥର କେତୋଟି ଅବସ୍ଥା ରହିଛି? A. ୧ B. ୪ C. ୩ D. ୨ Your score is Share with your friends. LinkedIn Facebook Twitter 0% Restart quiz Spread the love