Go to Beginning Odia General Knowledge MCQ Quiz [06]By Editorial Staff / February 20, 2023 February 20, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 2974 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -06 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୦୬ 1 / 20 1. ସୂର୍ଯ୍ୟଙ୍କ ଚାରିପଟେ ଥରେ ଘୁରି ଆସିବାକୁ ପୃଥିବୀକୁ କେତେ ସମୟ ଲାଗିଥାଏ? A. ୧୫ ଦିନ B. ଏକମାସ C. ଏକବର୍ଷ D. ୨୪ଘଣ୍ଟା 2 / 20 2. କେଉଁ ସାର ଶରୀରକୁ ତାପ ଶକ୍ତି, ବଳ ଓ ଶକ୍ତି ଯୋଗାଏ? A. ପୃଷ୍ଟିସାର B. ଶ୍ଵେତସାର C. ଧାତୁସାର D. ସ୍ନେହସାର 3 / 20 3. ତଟକା ସବୁଜ ପରିବା , ଫଳ, ଦୁଧ ଓ ସକାଳ ସୂର୍ଯ୍ୟକିରଣ ଆଦିରେ ଯଥେଷ୍ଟ ପରିମାଣରେ କଣ ଥାଏ? A. ସ୍ନେହସାର B. ଶ୍ୱେତସାର C. ଧାତୁସାର D. ଜୀବସାର 4 / 20 4. ବାତଜ୍ୱରର ବାହାକ କିଏ? A. ମଶା B. ଏଣ୍ଡୁଅ C. ମୂଷା D. ମାଛି 5 / 20 5. ପ୍ଲେଗ୍ ରୋଗ କାହା ଦ୍ଵାରା ବ୍ୟାପେ? A. ମାଛି B. ମଶା C. ମୂଷା D. ଟିଙ୍କ 6 / 20 6. କିଏ ମସ୍ତିଷ୍କ କୁ ଖବର ପଠାଏ? A. ସ୍ନାୟୁ B. ରକ୍ତ C. ଧମନୀ D. ଶିରା 7 / 20 7. ସିମେଣ୍ଟ କାରଖାନାର ସିମେଣ୍ଟ ଗୁଣ୍ଡ କେଉଁ ରୋଗ ସୃଷ୍ଟି କରେ? A. ଧନୁଷ୍ଟଙ୍କାର B. ହଇଜା C. ପୋଲିଓ D. ଯକ୍ଷ୍ମା 8 / 20 8. କିଏ ଆମ ଶରୀରର ରକ୍ତ ସଞ୍ଚାଳନ ର କେନ୍ଦ୍ରସ୍ଥଳି? A. ସ୍ନାୟୁ B. ହୃତପିଣ୍ଡ C. ଫୁସଫୁସ୍ D. ପାକସ୍ଥଳୀ 9 / 20 9. କେଉଁ ଜଳକୁ ଉତ୍ତମ ପାନୀୟ ଜଳ କହିବା? A. ଝରଣା B. ନଳକୂପ C. ନଦୀ D. କୂଅ 10 / 20 10. ଶରୀରର କଣ କାମ ନକଲେ ଆମ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଅଚଳ ହୋଇଯିବ? A. ହୃତପିଣ୍ଡ B. ସ୍ନାୟୁ C. ପାକସ୍ଥଳୀ D. ଫୁସଫୁସ୍ 11 / 20 11. କେଉଁ ଖାଦ୍ୟ ସାର ଦେହକୁ ଚିକ୍କଣ ଓ ସୁନ୍ଦର କରିଥାଏ? A. ଜୀବସାର B. ଶ୍ଵେତସାର C. ଧାତୁସାର D. ସ୍ନେହସାର 12 / 20 12. କିଏ ଶରୀର ବୃଦ୍ଧି, ଶରୀର ଗଠନ ଓ ଶରୀର କ୍ଷୟ ପୂରଣ କରେ? A. ସ୍ନେହସାର B. ଶ୍ଵେତସାର C. ପୃଷ୍ଟିସାର D. ଧାତୁସାର 13 / 20 13. ପନିପରିବା କୁ ଅତ୍ୟଧିକ ସିଝାଇଲେ କଣ ନଷ୍ଟ ହୁଏ? A. ଧତବଲବଣ B. ସ୍ନେହସାର C. ଭିଟାମିନ D. ପୃଷ୍ଟିସାର 14 / 20 14. ରକ୍ତରେ ଥିବା ଅଦରକାରୀ ତରଳ ପଦାର୍ଥକୁ କିଏ ଛାଣି ବାହାର କରିଥାଏ? A. ପାକସ୍ଥଳୀ B. ହୃତପିଣ୍ଡ C. ବୃକକ D. ଯକୃତ 15 / 20 15. ଶରୀରର ସମସ୍ତ କାର୍ଯ୍ୟ କାହା ଦ୍ଵାରା ପରିଚାଳିତ ହୁଏ? A. ଗୋଡ଼ B. ମେରୁଦଣ୍ଡ C. ମସ୍ତିଷ୍କ D. ହାତ 16 / 20 16. କେଉଁ ସାର ଆମର ଦାନ୍ତ, ହାତ ଓ ରକ୍ତ ତିଆରୀ କରିବାରେ ସାହାଯ୍ୟ କରେ? A. ସ୍ନେହସାର B. ପୃଷ୍ଟିସାର C. ଶ୍ୱେତସାର D. ଧାତୁସାର 17 / 20 17. କେଉଁଥିରେ ଆମ ଶରୀରର ଦୂଷିତ ରକ୍ତ ପରିଷ୍କାର ହୁଏ? A. ଫୁସଫୁସ୍ B. ଧମନୀ C. ଶିରା D. ହୃତପିଣ୍ଡ 18 / 20 18. କଣ କାମ ନକଲେ କଲେ ମଣିଷ ପାଗଳ ହୋଇଯାଏ? A. ମସ୍ତିଷ୍କ B. ହୃତପିଣ୍ଡ C. ଅଗ୍ନ୍ୟାଶୟ D. ଫୁସଫୁସ୍ 19 / 20 19. ଗ୍ରହ ମାନଙ୍କ ମଧ୍ୟରେ କାହାକୁ ବଳୟ ଗ୍ରହ କୁହାଯାଏ? A. ମଙ୍ଗଳ B. ଶନି C. ବୁଧ D. ପୃଥିବୀ 20 / 20 20. ଉଦ୍ଭିଦର କେଉଁ ଅଂଶ ଖାଦ୍ୟ ସଂଗ୍ରହ କରେ? A. ପତ୍ର B. କାଣ୍ଡ C. ମୂଳ D. ଫଳ Your score is Share with your friends. LinkedIn Facebook Twitter 0% Restart quiz Spread the love