Go to Beginning Odia General Knowledge MCQ Quiz [06]By Editorial Staff / February 20, 2023 February 20, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 3655 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -06 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୦୬ 1 / 20 1. ଗ୍ରହ ମାନଙ୍କ ମଧ୍ୟରେ କାହାକୁ ବଳୟ ଗ୍ରହ କୁହାଯାଏ? A. ଶନି B. ପୃଥିବୀ C. ବୁଧ D. ମଙ୍ଗଳ 2 / 20 2. କେଉଁ ସାର ଆମର ଦାନ୍ତ, ହାତ ଓ ରକ୍ତ ତିଆରୀ କରିବାରେ ସାହାଯ୍ୟ କରେ? A. ପୃଷ୍ଟିସାର B. ଶ୍ୱେତସାର C. ଧାତୁସାର D. ସ୍ନେହସାର 3 / 20 3. ପ୍ଲେଗ୍ ରୋଗ କାହା ଦ୍ଵାରା ବ୍ୟାପେ? A. ମୂଷା B. ଟିଙ୍କ C. ମଶା D. ମାଛି 4 / 20 4. ଶରୀରର ସମସ୍ତ କାର୍ଯ୍ୟ କାହା ଦ୍ଵାରା ପରିଚାଳିତ ହୁଏ? A. ମେରୁଦଣ୍ଡ B. ମସ୍ତିଷ୍କ C. ଗୋଡ଼ D. ହାତ 5 / 20 5. କିଏ ମସ୍ତିଷ୍କ କୁ ଖବର ପଠାଏ? A. ସ୍ନାୟୁ B. ରକ୍ତ C. ଶିରା D. ଧମନୀ 6 / 20 6. କିଏ ଶରୀର ବୃଦ୍ଧି, ଶରୀର ଗଠନ ଓ ଶରୀର କ୍ଷୟ ପୂରଣ କରେ? A. ସ୍ନେହସାର B. ପୃଷ୍ଟିସାର C. ଶ୍ଵେତସାର D. ଧାତୁସାର 7 / 20 7. ସୂର୍ଯ୍ୟଙ୍କ ଚାରିପଟେ ଥରେ ଘୁରି ଆସିବାକୁ ପୃଥିବୀକୁ କେତେ ସମୟ ଲାଗିଥାଏ? A. ଏକମାସ B. ୧୫ ଦିନ C. ଏକବର୍ଷ D. ୨୪ଘଣ୍ଟା 8 / 20 8. କେଉଁ ଜଳକୁ ଉତ୍ତମ ପାନୀୟ ଜଳ କହିବା? A. କୂଅ B. ଝରଣା C. ନଳକୂପ D. ନଦୀ 9 / 20 9. ତଟକା ସବୁଜ ପରିବା , ଫଳ, ଦୁଧ ଓ ସକାଳ ସୂର୍ଯ୍ୟକିରଣ ଆଦିରେ ଯଥେଷ୍ଟ ପରିମାଣରେ କଣ ଥାଏ? A. ଧାତୁସାର B. ଶ୍ୱେତସାର C. ସ୍ନେହସାର D. ଜୀବସାର 10 / 20 10. ଶରୀରର କଣ କାମ ନକଲେ ଆମ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଅଚଳ ହୋଇଯିବ? A. ପାକସ୍ଥଳୀ B. ସ୍ନାୟୁ C. ଫୁସଫୁସ୍ D. ହୃତପିଣ୍ଡ 11 / 20 11. କେଉଁଥିରେ ଆମ ଶରୀରର ଦୂଷିତ ରକ୍ତ ପରିଷ୍କାର ହୁଏ? A. ଫୁସଫୁସ୍ B. ଶିରା C. ହୃତପିଣ୍ଡ D. ଧମନୀ 12 / 20 12. କେଉଁ ସାର ଶରୀରକୁ ତାପ ଶକ୍ତି, ବଳ ଓ ଶକ୍ତି ଯୋଗାଏ? A. ପୃଷ୍ଟିସାର B. ଧାତୁସାର C. ସ୍ନେହସାର D. ଶ୍ଵେତସାର 13 / 20 13. ରକ୍ତରେ ଥିବା ଅଦରକାରୀ ତରଳ ପଦାର୍ଥକୁ କିଏ ଛାଣି ବାହାର କରିଥାଏ? A. ଯକୃତ B. ବୃକକ C. ହୃତପିଣ୍ଡ D. ପାକସ୍ଥଳୀ 14 / 20 14. କଣ କାମ ନକଲେ କଲେ ମଣିଷ ପାଗଳ ହୋଇଯାଏ? A. ହୃତପିଣ୍ଡ B. ଫୁସଫୁସ୍ C. ଅଗ୍ନ୍ୟାଶୟ D. ମସ୍ତିଷ୍କ 15 / 20 15. ବାତଜ୍ୱରର ବାହାକ କିଏ? A. ମାଛି B. ଏଣ୍ଡୁଅ C. ମଶା D. ମୂଷା 16 / 20 16. ଉଦ୍ଭିଦର କେଉଁ ଅଂଶ ଖାଦ୍ୟ ସଂଗ୍ରହ କରେ? A. କାଣ୍ଡ B. ପତ୍ର C. ମୂଳ D. ଫଳ 17 / 20 17. କିଏ ଆମ ଶରୀରର ରକ୍ତ ସଞ୍ଚାଳନ ର କେନ୍ଦ୍ରସ୍ଥଳି? A. ହୃତପିଣ୍ଡ B. ସ୍ନାୟୁ C. ଫୁସଫୁସ୍ D. ପାକସ୍ଥଳୀ 18 / 20 18. କେଉଁ ଖାଦ୍ୟ ସାର ଦେହକୁ ଚିକ୍କଣ ଓ ସୁନ୍ଦର କରିଥାଏ? A. ଧାତୁସାର B. ସ୍ନେହସାର C. ଶ୍ଵେତସାର D. ଜୀବସାର 19 / 20 19. ପନିପରିବା କୁ ଅତ୍ୟଧିକ ସିଝାଇଲେ କଣ ନଷ୍ଟ ହୁଏ? A. ଧତବଲବଣ B. ଭିଟାମିନ C. ପୃଷ୍ଟିସାର D. ସ୍ନେହସାର 20 / 20 20. ସିମେଣ୍ଟ କାରଖାନାର ସିମେଣ୍ଟ ଗୁଣ୍ଡ କେଉଁ ରୋଗ ସୃଷ୍ଟି କରେ? A. ହଇଜା B. ଯକ୍ଷ୍ମା C. ଧନୁଷ୍ଟଙ୍କାର D. ପୋଲିଓ Your score is Share with your friends. LinkedIn Facebook Twitter 0% Restart quiz Spread the love