Go to Beginning ODIA GENERAL KNOWLEDGE MCQ QUIZ -04By Editorial Staff / March 16, 2022 February 18, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 0 votes, 0 avg 5480 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -04 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୦୪ 1 / 15 1. ସୁନାବେଡ଼ାରେ କେଉଁ କାରଖାନା ଅଛି ? A. ମିର ବିମାନ କାରଖାନା B. ଷ୍ଟିଲ କାରଖାନା C. ଆଲୁମିନିୟମ କାରଖାନା D. ଲୁହା କାରଖାନା 2 / 15 2. କେଉଁ ଶାସକ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିଥିଲେ? A. ନରସିଂହ ଦେବ B. ଚନ୍ଦ୍ରଦେବ C. ଭାନୁ ଦେବ D. ଇନ୍ଦ୍ରଦେବ 3 / 15 3. କେଉଁ ମସିହାରେ ମହା ବାତ୍ୟା ହୋଇଥିଲା ? A. 2000 B. 1998 C. 2001 D. 1999 4 / 15 4. ସୁନାରୂପା ତାରକସି କାମ ପାଇଁ ଓଡ଼ିଶାର କେଉଁ ସ୍ଥାନ ପ୍ରସିଦ୍ଧ ? A. ଖୋର୍ଦ୍ଧା B. ଭୁବନେଶ୍ବର C. ବରଗଡ଼ D. କଟକ 5 / 15 5. ଓଡ଼ିଶାର ବ୍ଲକ୍ ସଂଖ୍ୟା କେତେ ? A. ୨୨୦ଟି B. ୩୨୪ଟି C. ୪୧୨ଟି D. ୩୧୪ଟି 6 / 15 6. ଓଡ଼ିଶା ଦେଇ ଯାଇଥିବା ରେଳପଥର ନାମ କ'ଣ ? A. ପୂର୍ବ ରେଳପଥ B. ପୂର୍ବତଟ ରେଳପଥ C. ଦକ୍ଷିଣ ରେଳପଥ D. ପଶ୍ଚିମ ରେଳପଥ 7 / 15 7. ଓଡ଼ିଶାର ଠାକୁରାଣୀ ପାହାଡ଼ରୁ କ’ଣ ମିଳିଥାଏ ? A. ଲୁହାପଥର B. ଅଭ୍ର C. ଚୂନପଥର D. କୋଇଲା 8 / 15 8. ପେରୋସିଲିକନ୍ କାରଖାନା ଓଡ଼ିଶାରେ କେଉଁଠି ଅଛି ? A. ଖୋର୍ଦ୍ଧା B. ବଡ଼ବିଲ C. ଥେରୁବାଲି D. ଢ଼େଙ୍କାନାଳ 9 / 15 9. ଓଡ଼ିଶାର କେଉଁ ସ୍ଥାନ ଦସ୍ତା ପାଇଁ ପ୍ରସିଦ୍ଧ ? A. ବଡ଼ବିଲ B. ବରଗଡ଼ C. ସୁନ୍ଦରଗଡ଼ D. ଢ଼େଙ୍କାନାଳ 10 / 15 10. ପିପିଲି କାହିଁକି ପ୍ରସିଦ୍ଧ ? A. ଧାନ B. ଚାନ୍ଦୁଆ C. ଆଖୁ D. ପାନ 11 / 15 11. ପ୍ରଥମ ଭାରତୀୟ ମହାକାଶଚାରୀଙ୍କ ନାମକ’ଣ ? A. ରାକେଶ ଶର୍ମା B. ସତିସ୍ ଧାୱନ C. ରବି ମଙ୍ଗୋତ୍ରା D. କେଉଁଟି ନୁହେଁ 12 / 15 12. ଓଡ଼ିଶାର କେଉଁଠାରେ ସ୍ପଞ୍ଜ ଲୁହା କାରଖାନା ଅଛି ? A. କଟକ B. ଖୋର୍ଦ୍ଧା C. ଢ଼େଙ୍କାନାଳ D. ବଡ଼ବିଲ 13 / 15 13. କେଉଁ ମସିହାରେ ଚିଲିକା ହ୍ରଦକୁ ଭାରତୀୟ ଆର୍ଦ୍ରଭୂମି ରୂପେ ମାନ୍ୟତା ମିଳିଛି ? A. 1987 B. 1985 C. 1990 D. 1981 14 / 15 14. ଓଡ଼ିଶାର କେଉଁଠାରେ ଆଜବେଷ୍ଟସ୍ କାରଖାନା ଅଛି ? A. ବଡ଼ବିଲ B. ଖୋର୍ଦ୍ଧା C. ସୁନ୍ଦରଗଡ଼ D. ଢ଼େଙ୍କାନାଳ 15 / 15 15. ଭାରତର ବୃହତ୍ତମ ଓ ସର୍ବପୁରାତନ ସଂଗ୍ରହାଳୟ କେଉଁଠି ଅବସ୍ଥିତ ? A. ଉତ୍ତରପ୍ରଦେଶ B. ଆନ୍ଧ୍ରପ୍ରଦେଶ C. ନିଉଦିଲ୍ଲୀ D. ପଶ୍ଚିମବଙ୍ଗ Your score is Share with your friends. LinkedIn Facebook Twitter 0% Restart quiz Spread the love