Go to Beginning » BSE Odisha 9th Class All Books PDF 9th Class All Books PDF On this page, you can find the entire 9th Class Odia Medium book in PDF format and you can download it and read it as Soft Copy on your phone. ଓଡ଼ିଆ ସାହିତ୍ୟ ଓ ଓଡ଼ିଆ ବ୍ୟାକରଣ English & English Grammar ବୀଜ ଗଣିତ ଓ ଜ୍ୟାମିତି ଭୌତିକ ବିଜ୍ଞାନ ଓ ଜୀବ ବିଜ୍ଞାନ ଇତିହାସ,ରାଜନୀତି ବିଜ୍ଞାନ ଓ ଭୂଗୋଳ, ଅର୍ଥନୀତି ସଂସ୍କୃତ ଓ ସଂସ୍କୃତ ବ୍ୟାକରଣ ହିନ୍ଦୀ ଓ ହିନ୍ଦୀ ବ୍ୟାକରଣ 0% 3101 BEST OF LUCK!!! GOOD TRY,Keep Practicing, Keep Improving. Odisha GK Question and Answer (Odisha GK Online Test) ସାଧାରଣ ଜ୍ଞାନ କୁଇଜ୍ 1 / 50 1. ରାଜା ଖାରବେଳ କେଉଁ ବଂଶଜ ? A. ଚେଦି B. ନନ୍ଦ C. ମୌର୍ଯ୍ୟ D. ସୋମା 2 / 50 2. ଓଡ଼ିଶାର ଜ୍ୟୋତି ବିହାର କେଉଁଠି ଅବସ୍ଥିତ? A. ସମ୍ବଲପୁର B. ବାଲେଶ୍ଵର C. କେନ୍ଦୁଝର D. ବଲାଙ୍ଗିର 3 / 50 3. ଓଡ଼ିଶାର ସ୍ୱର୍ଣ୍ଣକ୍ଷେତ୍ର କାହାକୁ କୁହାଯାଏ? A. ବ୍ରହ୍ମପୁର B. ମାହାଙ୍ଗା C. କଟକ D. ଭୁବନେଶ୍ୱର 4 / 50 4. ଓଡ଼ିଶାର ବ୍ଲକ୍ ସଂଖ୍ୟା କେତେ ? A. ୨୨୦ଟି B. ୪୧୨ଟି C. ୩୨୪ଟି D. ୩୧୪ଟି 5 / 50 5. ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର "ସୀତା ବିବାହ" କେବେ ପ୍ରକାଶ ପାଇଥିଲା ? A. 1932 B. 1928 C. 1936 D. 1933 6 / 50 6. ଓଡ଼ିଶାର ବାଣୀକ୍ଷେତ୍ର କେଉଁଠି ଅବସ୍ଥିତ? A. ନବରଙ୍ଗପୁର କଟକ B. ବାଲେଶ୍ୱର C. କଟକ D. ଜଗତସିଂହପୁର 7 / 50 7. ଓଡ଼ିଶାର ପ୍ରଥମ ଓଡ଼ିଆ ସମ୍ବାଦ ପତ୍ରର ନାମ କଣ? A. ସମାଜ B. ପ୍ରମେୟ C. ଉତ୍କଳ ଗୌରବ D. ଉତ୍କଳ ଦୀପିକା 8 / 50 8. ଉତ୍କଳ ଦୀପିକା ପତ୍ରିକା ର ସମ୍ପାଦକ କିଏ ? A. ବୈକୁଣ୍ଠନାଥ ଦେ B. ଗୌରୀଶଙ୍କର ରାୟ C. ଫକୀର ମୋହନ ସେନାପତି D. ପ୍ରତିଭା ରାୟ 9 / 50 9. ସୁନାରୂପା ତାରକସି କାମ ପାଇଁ ଓଡ଼ିଶାର କେଉଁ ସ୍ଥାନ ପ୍ରସିଦ୍ଧ ? A. ଭୁବନେଶ୍ବର B. ଖୋର୍ଦ୍ଧା C. କଟକ D. ବରଗଡ଼ 10 / 50 10. ଓଡ଼ିଶାର କାଶ୍ମୀର କାହାକୁ କୁହାଯାଏ? A. ମାଲକାନଗିରି B. ଗୋପାଳପୁର C. ପୁରୀ D. ଦାରିଙ୍ଗି ବାଡି 11 / 50 11. ଓଡ଼ିଶାର ସର୍ବାଧିକ ମରୁଡ଼ି ଗ୍ରସ୍ତ ଜିଲ୍ଲା କେଉଁଠି ? A. କଳାହାଣ୍ଡି ଜିଲ୍ଲା B. ଢେଙ୍କାନାଳ ଜିଲ୍ଲା C. ଗଜପତି ଜିଲ୍ଲା D. ଗଞ୍ଜାମ ଜିଲ୍ଲା 12 / 50 12. କେଉଁ ମସିହାରେ ଓଡ଼ିଆ ଭାଷା ସରକାରୀ ଭାଷା ଭାବରେ ସ୍ବୀକୃତି ପାଇଥିଲା? A. ୧୯୫୦ B. ୧୯୫୪ C. ୧୯୮୫ D. ୧୯୮୪ 13 / 50 13. ଓଡ଼ିଶାରେ କେବେ ମହାବାତ୍ୟା ହୋଇଥିଲା? A. ୨୦୧୨ B. ୧୯୫୦ C. ୧୯୯୭ D. ୧୯୯୯ 14 / 50 14. ଓଡ଼ିଶାର କେଉଁଠାରେ ଆଜବେଷ୍ଟସ୍ କାରଖାନା ଅଛି ? A. ବଡ଼ବିଲ B. ସୁନ୍ଦରଗଡ଼ C. ଢ଼େଙ୍କାନାଳ D. ଖୋର୍ଦ୍ଧା 15 / 50 15. ଓଡ଼ିଶାର ମୁଖ୍ୟ ଫସଲର ନାମ କଣ? A. ଗହମ B. ଆଖୁ C. ଧାନ D. ମୁଗ 16 / 50 16. ଓଡ଼ିଶାର ଠାକୁରାଣୀ ପାହାଡ଼ରୁ କ’ଣ ମିଳିଥାଏ ? A. ଚୂନପଥର B. କୋଇଲା C. ଲୁହାପଥର D. ଅଭ୍ର 17 / 50 17. ଓଡ଼ିଶାର କାଶୀ କାହାକୁ କୁହାଯାଏ? A. ପୁରୀ B. କଟକ C. ବାଲେଶ୍ଵର D. ଭୁବନେଶ୍ୱର 18 / 50 18. କେଉଁ ସଂକ୍ରାନ୍ତିରେ ଓଡ଼ିଆ ନବବର୍ଷ ପାଳନ କରାଯାଏ? A. ମକର ସଂକ୍ରାନ୍ତି B. ଧନୁ ସଂକ୍ରାନ୍ତି C. ପଣା ସଂକ୍ରାନ୍ତି D. ରଜ ସଂକ୍ରାନ୍ତି 19 / 50 19. ଓଡ଼ିଶାର କୈଳାସ କେଉଁଠି ଅବସ୍ଥିତ? A. କୋଣାର୍କ B. କପିଳାସ C. ପୁରୀ D. ହିମାଳୟ 20 / 50 20. ୧୯୯୧ରେ ଓଡ଼ିଶାର ଜନସଂଖ୍ୟା କେତେ? A. 4 କୋଟି ୧୬ ଲକ୍ଷ ୫୯ ହଜାର ୭୩୬ B. ୩ କୋଟି ୧୬ ଲକ୍ଷ ୫୯ ହଜାର ୭୩୬ C. ଏଇଥିରୁ କେଉଁଠି ନୁହେଁ D. 2 କୋଟି ୧୬ ଲକ୍ଷ ୫୯ ହଜାର ୭୩୬ 21 / 50 21. ଓଡ଼ିଶାର ଗଦା କ୍ଷେତ୍ର କେଉଁଠି ଅବସ୍ଥିତ? A. ଯାଜପୁର B. ଗଞ୍ଜାମ C. ଗଜପତି D. ଢେଙ୍କାନାଳ 22 / 50 22. ପିପିଲି କାହିଁକି ପ୍ରସିଦ୍ଧ ? A. ଧାନ B. ପାନ C. ଚାନ୍ଦୁଆ D. ଆଖୁ 23 / 50 23. ଓଡ଼ିଶା ଦେଇ ଯାଇଥିବା ରେଳପଥର ନାମ କ'ଣ ? A. ପୂର୍ବ ରେଳପଥ B. ପଶ୍ଚିମ ରେଳପଥ C. ଦକ୍ଷିଣ ରେଳପଥ D. ପୂର୍ବତଟ ରେଳପଥ 24 / 50 24. ଓଡ଼ିଶାର ଭାତହାଣ୍ଡି କାହାକୁ କୁହାଯାଏ? A. ବରଗଡ଼ B. କଳାହାଣ୍ଡି C. କନ୍ଧମାଳ D. ମୟୂରଭଞ୍ଜ 25 / 50 25. ଓଡ଼ିଶାର କେଉଁଠି କେନ୍ଦ୍ରିୟ ମାଛଚାଷ ଗବେଷଣା କେନ୍ଦ୍ର ଅଛି ? A. ଏଇଥିରୁ କେଉଁଠି ନୁହେଁ B. କୋରାପୁଟ C. କୌଶଲ୍ୟା ଗଙ୍ଗା D. ଗଙ୍ଗା 26 / 50 26. ଓଡ଼ିଶାର କେଉଁଠାରେ ସ୍ପଞ୍ଜ ଲୁହା କାରଖାନା ଅଛି ? A. ବଡ଼ବିଲ B. ଢ଼େଙ୍କାନାଳ C. କଟକ D. ଖୋର୍ଦ୍ଧା 27 / 50 27. ଓଡ଼ିଶାର ଭଞ୍ଜ ବିହାର କେଉଁଠି ଅବସ୍ଥିତ? A. ଭୁବନେଶ୍ୱର ବିଶ୍ଵବିଦ୍ୟାଳୟ B. ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ C. ସାଲେପୁର ବିଶ୍ଵବିଦ୍ୟାଳୟ D. ସମ୍ବଲପୁର ବିଶ୍ୱବିଦ୍ୟାଳୟ 28 / 50 28. ଓଡ଼ିଶାର ଅର୍କକ୍ଷେତ୍ର କେଉଁଠି ଅବସ୍ଥିତ? A. ପୁରୀ B. କୋଣାର୍କ C. ଗଞ୍ଜାମ D. କଟକ 29 / 50 29. ଓଡ଼ିଶାର କଳା ପାଗୋଡ଼ା କାହାକୁ କୁହାଯାଏ? A. କୋଣାର୍କର ସୂର୍ଯ୍ୟ ମନ୍ଦିର B. ଧବଳେଶ୍ଵର ମନ୍ଦିର C. ଜଗନ୍ନାଥ ମନ୍ଦିର ଲିଙ୍ଗରାଜ ମନ୍ଦିର D. ଲିଙ୍ଗରାଜ ମନ୍ଦିର 30 / 50 30. ଓଡ଼ିଶାର ଇସ୍ପାତ ସହର କେଉଁଠି ଅବସ୍ଥିତ? A. ରାଉଲକେଲା B. କଟକ C. ଭୁବନେଶ୍ୱର D. ବ୍ରହ୍ମପୁର 31 / 50 31. ଓଡ଼ିଶାର ପ୍ରଥମ ରଙ୍ଗୀନ ଫିଲ୍ମର ନାମ କଣ? A. ରୋମିଓ B. ଗପ ହେଲେ ବି ସତ C. ତତେ ମୋ ରାଣ D. ଅର୍ଜୁନ 32 / 50 32. କେଉଁ ମସିହାରେ ମହା ବାତ୍ୟା ହୋଇଥିଲା ? A. 1999 B. 2001 C. 2000 D. 1998 33 / 50 33. ସୁନାବେଡ଼ାରେ କେଉଁ କାରଖାନା ଅଛି ? A. ଲୁହା କାରଖାନା B. ମିର ବିମାନ କାରଖାନା C. ଆଲୁମିନିୟମ କାରଖାନା D. ଷ୍ଟିଲ କାରଖାନା 34 / 50 34. ଓଡ଼ିଶାର ତୁଳସୀ କ୍ଷେତ୍ର କେଉଁଠି ଅବସ୍ଥିତ? A. ପୁରୀ B. ଯାଜପୁର C. କେନ୍ଦ୍ରାପଡ଼ା D. ବାଲେଶ୍ଵର 35 / 50 35. ଓଡ଼ିଶାର ଲୋକସଭାର ସଦସ୍ୟ ସଂଖ୍ୟା କେତେ? A. ୧୮ B. ୨୧ C. ୨୦ D. ୨୫ 36 / 50 36. କେଉଁ ମସିହାରେ ଚିଲିକା ହ୍ରଦକୁ ଭାରତୀୟ ଆର୍ଦ୍ରଭୂମି ରୂପେ ମାନ୍ୟତା ମିଳିଛି ? A. 1990 B. 1981 C. 1987 D. 1985 37 / 50 37. ଓଡ଼ିଶାର ସ୍ଵର୍ଣ୍ଣ ତ୍ରିଭୁଜ କାହାକୁ କୁହାଯାଏ? A. ପୁରୀ, ଭୁବନେଶ୍ୱର, କୋଣାର୍କ B. କୋଣାର୍କ,ପୁରୀ ,ଖୋର୍ଦ୍ଧା C. ପୁରୀ, ଭୁବନେଶ୍ୱର, ବ୍ରହ୍ମପୁର D. କଟକ, ଭୁବନେଶ୍ୱର, ପୁରୀ 38 / 50 38. ଓଡ଼ିଶାର କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠାତା କିଏ ? A. ଡ଼ୀ ଜଗନ୍ନାଥ ପଟ୍ଟନାୟକ B. ବିଶ୍ବନାଥ ଦାସ C. ଏଇଥିରୁ କେଉଁଠି ନୁହେଁ D. ଶ୍ରୀ ବିଜୁ ପଟ୍ଟନାୟକ 39 / 50 39. ଓଡ଼ିଶାର ବ୍ୟାସକ୍ଷେତ୍ର କେଉଁଠି ଅବସ୍ଥିତ? A. ବାଲେଶ୍ଵର B. ରାଉଲକେଲା C. ଭୁବନେଶ୍ୱର D. କଟକ 40 / 50 40. ଓଡ଼ିଶାର ଶାବର କ୍ଷେତ୍ର କେଉଁଠି ଅବସ୍ଥିତ? A. କଟକ B. କୋରାପୁଟ C. ଫୁଲବାଣୀ D. ଭଞ୍ଜନଗର 41 / 50 41. କୋଣାର୍କର ସୂର୍ଯ୍ୟ ମନ୍ଦିର କିଏ ନିର୍ମାଣ କରିଥିଲେ? A. ଚୋଡ଼ଗଙ୍ଗ ଦେବ B. ଲାଙ୍ଗୁଳା ନରସିଂହ ଦେବ C. ଅନଙ୍ଗ ଭୀମଦେବ D. ଯଯାତି କେଶରୀ 42 / 50 42. ଓଡ଼ିଶାର ବିହଙ୍ଗ ବିହାର କେଉଁଠି ଅବସ୍ଥିତ? A. ଗୋପାଳପୁର B. ନନ୍ଦନକାନନ C. ଭିତରକନିକା D. ଚିଲିକା 43 / 50 43. ମହିମା ଧର୍ମର ପ୍ରତିଷ୍ଠାତା କିଏ ? A. ଭୀମ ଭୋଇ B. ବାବା ବିଶ୍ବନାଥ C. ମହିମା ଗୋସାଇଁ D. ସିଦ୍ଧ ବାବା 44 / 50 44. ଓଡ଼ିଶାର ଶଙ୍ଖକ୍ଷେତ୍ର କେଉଁଠି ଅବସ୍ଥିତ? A. ଗୋପାଳପୁର B. ପୁରୀ C. କୋଣାର୍କ D. ବାଲେଶ୍ୱର 45 / 50 45. ଓଡ଼ିଶାର ଧଳା ପାଗୋଡ଼ା କାହାକୁ କୁହାଯାଏ? A. କୋଣାର୍କର ସୂର୍ଯ୍ୟ ମନ୍ଦିର B. ପୁରୀର ଜଗନ୍ନାଥ ମନ୍ଦିର C. ଲିଙ୍ଗରାଜ ମନ୍ଦିର D. ଧବଳେଶ୍ଵର ମନ୍ଦିର 46 / 50 46. ଓଡ଼ିଶାର ଗଙ୍ଗା କାହାକୁ କୁହାଯାଏ? A. କାବେରୀ B. ମହାନଦୀ C. ଯମୁନା D. ତୃଷ୍ଣା 47 / 50 47. କେବେ ସମ୍ବଲପୁର ଓଡ଼ିଶା ସହ ମିଶିଥିଲା ? A. 1936 B. 1901 C. 1909 D. 1912 48 / 50 48. ପେରୋସିଲିକନ୍ କାରଖାନା ଓଡ଼ିଶାରେ କେଉଁଠି ଅଛି ? A. ଖୋର୍ଦ୍ଧା B. ବଡ଼ବିଲ C. ଢ଼େଙ୍କାନାଳ D. ଥେରୁବାଲି 49 / 50 49. ଓଡ଼ିଶାର ପ୍ରଥମ ଫିଲ୍ମର ନାମ କଣ? A. ବାବୁଲ B. ସୀତା ବିବାହ C. ଡୋରା D. ସୁନା ପଞ୍ଜୁରୀ 50 / 50 50. ଓଡ଼ିଶାର କେଉଁ ସ୍ଥାନ ଦସ୍ତା ପାଇଁ ପ୍ରସିଦ୍ଧ ? A. ସୁନ୍ଦରଗଡ଼ B. ବଡ଼ବିଲ C. ବରଗଡ଼ D. ଢ଼େଙ୍କାନାଳ Your score is Share with your friends. LinkedIn Facebook Twitter 0% Restart quiz Formative Assessment 2023 February 19, 2023sa2 exam 9th class question answer 2023 | sa2 exam 9th class 2023 odisha February 2, 2023