Go to Beginning » BSE Odisha 9th Class All Books PDF 9th Class All Books PDF On this page, you can find the entire 9th Class Odia Medium book in PDF format and you can download it and read it as Soft Copy on your phone. ଓଡ଼ିଆ ସାହିତ୍ୟ ଓ ଓଡ଼ିଆ ବ୍ୟାକରଣ English & English Grammar ବୀଜ ଗଣିତ ଓ ଜ୍ୟାମିତି ଭୌତିକ ବିଜ୍ଞାନ ଓ ଜୀବ ବିଜ୍ଞାନ ଇତିହାସ,ରାଜନୀତି ବିଜ୍ଞାନ ଓ ଭୂଗୋଳ, ଅର୍ଥନୀତି ସଂସ୍କୃତ ଓ ସଂସ୍କୃତ ବ୍ୟାକରଣ ହିନ୍ଦୀ ଓ ହିନ୍ଦୀ ବ୍ୟାକରଣ 0% 3623 BEST OF LUCK!!! GOOD TRY,Keep Practicing, Keep Improving. Odisha GK Question and Answer (Odisha GK Online Test) ସାଧାରଣ ଜ୍ଞାନ କୁଇଜ୍ 1 / 50 1. ଓଡ଼ିଶାର କୈଳାସ କେଉଁଠି ଅବସ୍ଥିତ? A. ପୁରୀ B. କୋଣାର୍କ C. କପିଳାସ D. ହିମାଳୟ 2 / 50 2. ଓଡ଼ିଶାର ପ୍ରଥମ ଫିଲ୍ମର ନାମ କଣ? A. ସୀତା ବିବାହ B. ବାବୁଲ C. ଡୋରା D. ସୁନା ପଞ୍ଜୁରୀ 3 / 50 3. ଓଡ଼ିଶାର ତୁଳସୀ କ୍ଷେତ୍ର କେଉଁଠି ଅବସ୍ଥିତ? A. ଯାଜପୁର B. ପୁରୀ C. କେନ୍ଦ୍ରାପଡ଼ା D. ବାଲେଶ୍ଵର 4 / 50 4. ସୁନାରୂପା ତାରକସି କାମ ପାଇଁ ଓଡ଼ିଶାର କେଉଁ ସ୍ଥାନ ପ୍ରସିଦ୍ଧ ? A. ଖୋର୍ଦ୍ଧା B. ବରଗଡ଼ C. କଟକ D. ଭୁବନେଶ୍ବର 5 / 50 5. ଓଡ଼ିଶାର ଜ୍ୟୋତି ବିହାର କେଉଁଠି ଅବସ୍ଥିତ? A. ସମ୍ବଲପୁର B. କେନ୍ଦୁଝର C. ବଲାଙ୍ଗିର D. ବାଲେଶ୍ଵର 6 / 50 6. ଓଡ଼ିଶାର ସ୍ଵର୍ଣ୍ଣ ତ୍ରିଭୁଜ କାହାକୁ କୁହାଯାଏ? A. ପୁରୀ, ଭୁବନେଶ୍ୱର, ବ୍ରହ୍ମପୁର B. କୋଣାର୍କ,ପୁରୀ ,ଖୋର୍ଦ୍ଧା C. କଟକ, ଭୁବନେଶ୍ୱର, ପୁରୀ D. ପୁରୀ, ଭୁବନେଶ୍ୱର, କୋଣାର୍କ 7 / 50 7. ଓଡ଼ିଶାର ପ୍ରଥମ ରଙ୍ଗୀନ ଫିଲ୍ମର ନାମ କଣ? A. ରୋମିଓ B. ତତେ ମୋ ରାଣ C. ଗପ ହେଲେ ବି ସତ D. ଅର୍ଜୁନ 8 / 50 8. ଓଡ଼ିଶାର ମୁଖ୍ୟ ଫସଲର ନାମ କଣ? A. ଧାନ B. ଗହମ C. ମୁଗ D. ଆଖୁ 9 / 50 9. ରାଜା ଖାରବେଳ କେଉଁ ବଂଶଜ ? A. ନନ୍ଦ B. ଚେଦି C. ମୌର୍ଯ୍ୟ D. ସୋମା 10 / 50 10. ଓଡ଼ିଶାର ଶାବର କ୍ଷେତ୍ର କେଉଁଠି ଅବସ୍ଥିତ? A. ଭଞ୍ଜନଗର B. ଫୁଲବାଣୀ C. କୋରାପୁଟ D. କଟକ 11 / 50 11. ପିପିଲି କାହିଁକି ପ୍ରସିଦ୍ଧ ? A. ଆଖୁ B. ପାନ C. ଧାନ D. ଚାନ୍ଦୁଆ 12 / 50 12. ପେରୋସିଲିକନ୍ କାରଖାନା ଓଡ଼ିଶାରେ କେଉଁଠି ଅଛି ? A. ଖୋର୍ଦ୍ଧା B. ଥେରୁବାଲି C. ବଡ଼ବିଲ D. ଢ଼େଙ୍କାନାଳ 13 / 50 13. ଓଡ଼ିଶାର ବ୍ୟାସକ୍ଷେତ୍ର କେଉଁଠି ଅବସ୍ଥିତ? A. କଟକ B. ଭୁବନେଶ୍ୱର C. ବାଲେଶ୍ଵର D. ରାଉଲକେଲା 14 / 50 14. ଓଡ଼ିଶାର କାଶୀ କାହାକୁ କୁହାଯାଏ? A. ପୁରୀ B. ବାଲେଶ୍ଵର C. ଭୁବନେଶ୍ୱର D. କଟକ 15 / 50 15. ଓଡ଼ିଶାର କେଉଁ ସ୍ଥାନ ଦସ୍ତା ପାଇଁ ପ୍ରସିଦ୍ଧ ? A. ଢ଼େଙ୍କାନାଳ B. ବରଗଡ଼ C. ସୁନ୍ଦରଗଡ଼ D. ବଡ଼ବିଲ 16 / 50 16. କେଉଁ ମସିହାରେ ଚିଲିକା ହ୍ରଦକୁ ଭାରତୀୟ ଆର୍ଦ୍ରଭୂମି ରୂପେ ମାନ୍ୟତା ମିଳିଛି ? A. 1985 B. 1987 C. 1990 D. 1981 17 / 50 17. ଓଡ଼ିଶାର ବ୍ଲକ୍ ସଂଖ୍ୟା କେତେ ? A. ୩୧୪ଟି B. ୪୧୨ଟି C. ୨୨୦ଟି D. ୩୨୪ଟି 18 / 50 18. ଓଡ଼ିଶାର କେଉଁଠି କେନ୍ଦ୍ରିୟ ମାଛଚାଷ ଗବେଷଣା କେନ୍ଦ୍ର ଅଛି ? A. କୋରାପୁଟ B. ଗଙ୍ଗା C. ଏଇଥିରୁ କେଉଁଠି ନୁହେଁ D. କୌଶଲ୍ୟା ଗଙ୍ଗା 19 / 50 19. ଓଡ଼ିଶାର କେଉଁଠାରେ ସ୍ପଞ୍ଜ ଲୁହା କାରଖାନା ଅଛି ? A. ବଡ଼ବିଲ B. ଢ଼େଙ୍କାନାଳ C. ଖୋର୍ଦ୍ଧା D. କଟକ 20 / 50 20. ଓଡ଼ିଶାର କାଶ୍ମୀର କାହାକୁ କୁହାଯାଏ? A. ଦାରିଙ୍ଗି ବାଡି B. ପୁରୀ C. ଗୋପାଳପୁର D. ମାଲକାନଗିରି 21 / 50 21. ଓଡ଼ିଶାର ଇସ୍ପାତ ସହର କେଉଁଠି ଅବସ୍ଥିତ? A. ବ୍ରହ୍ମପୁର B. କଟକ C. ଭୁବନେଶ୍ୱର D. ରାଉଲକେଲା 22 / 50 22. କେଉଁ ସଂକ୍ରାନ୍ତିରେ ଓଡ଼ିଆ ନବବର୍ଷ ପାଳନ କରାଯାଏ? A. ମକର ସଂକ୍ରାନ୍ତି B. ପଣା ସଂକ୍ରାନ୍ତି C. ରଜ ସଂକ୍ରାନ୍ତି D. ଧନୁ ସଂକ୍ରାନ୍ତି 23 / 50 23. ଓଡ଼ିଶାର ବିହଙ୍ଗ ବିହାର କେଉଁଠି ଅବସ୍ଥିତ? A. ଚିଲିକା B. ନନ୍ଦନକାନନ C. ଗୋପାଳପୁର D. ଭିତରକନିକା 24 / 50 24. ସୁନାବେଡ଼ାରେ କେଉଁ କାରଖାନା ଅଛି ? A. ଆଲୁମିନିୟମ କାରଖାନା B. ଷ୍ଟିଲ କାରଖାନା C. ଲୁହା କାରଖାନା D. ମିର ବିମାନ କାରଖାନା 25 / 50 25. ଓଡ଼ିଶାର ପ୍ରଥମ ଓଡ଼ିଆ ସମ୍ବାଦ ପତ୍ରର ନାମ କଣ? A. ସମାଜ B. ପ୍ରମେୟ C. ଉତ୍କଳ ଦୀପିକା D. ଉତ୍କଳ ଗୌରବ 26 / 50 26. ଓଡ଼ିଶାର ସ୍ୱର୍ଣ୍ଣକ୍ଷେତ୍ର କାହାକୁ କୁହାଯାଏ? A. ମାହାଙ୍ଗା B. ଭୁବନେଶ୍ୱର C. କଟକ D. ବ୍ରହ୍ମପୁର 27 / 50 27. ଓଡ଼ିଶାର ବାଣୀକ୍ଷେତ୍ର କେଉଁଠି ଅବସ୍ଥିତ? A. ବାଲେଶ୍ୱର B. କଟକ C. ନବରଙ୍ଗପୁର କଟକ D. ଜଗତସିଂହପୁର 28 / 50 28. ଓଡ଼ିଶାର କେଉଁଠାରେ ଆଜବେଷ୍ଟସ୍ କାରଖାନା ଅଛି ? A. ଖୋର୍ଦ୍ଧା B. ସୁନ୍ଦରଗଡ଼ C. ଢ଼େଙ୍କାନାଳ D. ବଡ଼ବିଲ 29 / 50 29. ଓଡ଼ିଶାରେ କେବେ ମହାବାତ୍ୟା ହୋଇଥିଲା? A. ୨୦୧୨ B. ୧୯୫୦ C. ୧୯୯୯ D. ୧୯୯୭ 30 / 50 30. ଓଡ଼ିଶାର ଅର୍କକ୍ଷେତ୍ର କେଉଁଠି ଅବସ୍ଥିତ? A. କଟକ B. ପୁରୀ C. କୋଣାର୍କ D. ଗଞ୍ଜାମ 31 / 50 31. ଓଡ଼ିଶାର ଭାତହାଣ୍ଡି କାହାକୁ କୁହାଯାଏ? A. କନ୍ଧମାଳ B. ବରଗଡ଼ C. ମୟୂରଭଞ୍ଜ D. କଳାହାଣ୍ଡି 32 / 50 32. କେଉଁ ମସିହାରେ ଓଡ଼ିଆ ଭାଷା ସରକାରୀ ଭାଷା ଭାବରେ ସ୍ବୀକୃତି ପାଇଥିଲା? A. ୧୯୫୦ B. ୧୯୮୪ C. ୧୯୫୪ D. ୧୯୮୫ 33 / 50 33. କେଉଁ ମସିହାରେ ମହା ବାତ୍ୟା ହୋଇଥିଲା ? A. 2000 B. 2001 C. 1999 D. 1998 34 / 50 34. ଓଡ଼ିଶାର କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠାତା କିଏ ? A. ଶ୍ରୀ ବିଜୁ ପଟ୍ଟନାୟକ B. ଡ଼ୀ ଜଗନ୍ନାଥ ପଟ୍ଟନାୟକ C. ବିଶ୍ବନାଥ ଦାସ D. ଏଇଥିରୁ କେଉଁଠି ନୁହେଁ 35 / 50 35. ଓଡ଼ିଶାର ଠାକୁରାଣୀ ପାହାଡ଼ରୁ କ’ଣ ମିଳିଥାଏ ? A. ଅଭ୍ର B. କୋଇଲା C. ଲୁହାପଥର D. ଚୂନପଥର 36 / 50 36. ଉତ୍କଳ ଦୀପିକା ପତ୍ରିକା ର ସମ୍ପାଦକ କିଏ ? A. ବୈକୁଣ୍ଠନାଥ ଦେ B. ପ୍ରତିଭା ରାୟ C. ଫକୀର ମୋହନ ସେନାପତି D. ଗୌରୀଶଙ୍କର ରାୟ 37 / 50 37. ଓଡ଼ିଶାର ଭଞ୍ଜ ବିହାର କେଉଁଠି ଅବସ୍ଥିତ? A. ସମ୍ବଲପୁର ବିଶ୍ୱବିଦ୍ୟାଳୟ B. ସାଲେପୁର ବିଶ୍ଵବିଦ୍ୟାଳୟ C. ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ D. ଭୁବନେଶ୍ୱର ବିଶ୍ଵବିଦ୍ୟାଳୟ 38 / 50 38. ମହିମା ଧର୍ମର ପ୍ରତିଷ୍ଠାତା କିଏ ? A. ସିଦ୍ଧ ବାବା B. ଭୀମ ଭୋଇ C. ମହିମା ଗୋସାଇଁ D. ବାବା ବିଶ୍ବନାଥ 39 / 50 39. କୋଣାର୍କର ସୂର୍ଯ୍ୟ ମନ୍ଦିର କିଏ ନିର୍ମାଣ କରିଥିଲେ? A. ଯଯାତି କେଶରୀ B. ଲାଙ୍ଗୁଳା ନରସିଂହ ଦେବ C. ଚୋଡ଼ଗଙ୍ଗ ଦେବ D. ଅନଙ୍ଗ ଭୀମଦେବ 40 / 50 40. ଓଡ଼ିଶା ଦେଇ ଯାଇଥିବା ରେଳପଥର ନାମ କ'ଣ ? A. ଦକ୍ଷିଣ ରେଳପଥ B. ପୂର୍ବ ରେଳପଥ C. ପୂର୍ବତଟ ରେଳପଥ D. ପଶ୍ଚିମ ରେଳପଥ 41 / 50 41. ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର "ସୀତା ବିବାହ" କେବେ ପ୍ରକାଶ ପାଇଥିଲା ? A. 1936 B. 1932 C. 1928 D. 1933 42 / 50 42. ଓଡ଼ିଶାର କଳା ପାଗୋଡ଼ା କାହାକୁ କୁହାଯାଏ? A. ଧବଳେଶ୍ଵର ମନ୍ଦିର B. ଲିଙ୍ଗରାଜ ମନ୍ଦିର C. ଜଗନ୍ନାଥ ମନ୍ଦିର ଲିଙ୍ଗରାଜ ମନ୍ଦିର D. କୋଣାର୍କର ସୂର୍ଯ୍ୟ ମନ୍ଦିର 43 / 50 43. କେବେ ସମ୍ବଲପୁର ଓଡ଼ିଶା ସହ ମିଶିଥିଲା ? A. 1912 B. 1936 C. 1909 D. 1901 44 / 50 44. ଓଡ଼ିଶାର ଗଦା କ୍ଷେତ୍ର କେଉଁଠି ଅବସ୍ଥିତ? A. ଗଞ୍ଜାମ B. ଯାଜପୁର C. ଗଜପତି D. ଢେଙ୍କାନାଳ 45 / 50 45. ୧୯୯୧ରେ ଓଡ଼ିଶାର ଜନସଂଖ୍ୟା କେତେ? A. 2 କୋଟି ୧୬ ଲକ୍ଷ ୫୯ ହଜାର ୭୩୬ B. ଏଇଥିରୁ କେଉଁଠି ନୁହେଁ C. ୩ କୋଟି ୧୬ ଲକ୍ଷ ୫୯ ହଜାର ୭୩୬ D. 4 କୋଟି ୧୬ ଲକ୍ଷ ୫୯ ହଜାର ୭୩୬ 46 / 50 46. ଓଡ଼ିଶାର ଶଙ୍ଖକ୍ଷେତ୍ର କେଉଁଠି ଅବସ୍ଥିତ? A. କୋଣାର୍କ B. ବାଲେଶ୍ୱର C. ପୁରୀ D. ଗୋପାଳପୁର 47 / 50 47. ଓଡ଼ିଶାର ଧଳା ପାଗୋଡ଼ା କାହାକୁ କୁହାଯାଏ? A. କୋଣାର୍କର ସୂର୍ଯ୍ୟ ମନ୍ଦିର B. ପୁରୀର ଜଗନ୍ନାଥ ମନ୍ଦିର C. ଧବଳେଶ୍ଵର ମନ୍ଦିର D. ଲିଙ୍ଗରାଜ ମନ୍ଦିର 48 / 50 48. ଓଡ଼ିଶାର ସର୍ବାଧିକ ମରୁଡ଼ି ଗ୍ରସ୍ତ ଜିଲ୍ଲା କେଉଁଠି ? A. ଗଜପତି ଜିଲ୍ଲା B. ଢେଙ୍କାନାଳ ଜିଲ୍ଲା C. କଳାହାଣ୍ଡି ଜିଲ୍ଲା D. ଗଞ୍ଜାମ ଜିଲ୍ଲା 49 / 50 49. ଓଡ଼ିଶାର ଲୋକସଭାର ସଦସ୍ୟ ସଂଖ୍ୟା କେତେ? A. ୨୧ B. ୨୫ C. ୧୮ D. ୨୦ 50 / 50 50. ଓଡ଼ିଶାର ଗଙ୍ଗା କାହାକୁ କୁହାଯାଏ? A. ଯମୁନା B. ମହାନଦୀ C. କାବେରୀ D. ତୃଷ୍ଣା Your score is Share with your friends. LinkedIn Facebook Twitter 0% Restart quiz Formative Assessment 2023 February 19, 2023sa2 exam 9th class question answer 2023 | sa2 exam 9th class 2023 odisha February 2, 2023