Go to Beginning » BSE Odisha 9th Class All Books PDF 9th Class All Books PDF On this page, you can find the entire 9th Class Odia Medium book in PDF format and you can download it and read it as Soft Copy on your phone. ଓଡ଼ିଆ ସାହିତ୍ୟ ଓ ଓଡ଼ିଆ ବ୍ୟାକରଣ English & English Grammar ବୀଜ ଗଣିତ ଓ ଜ୍ୟାମିତି ଭୌତିକ ବିଜ୍ଞାନ ଓ ଜୀବ ବିଜ୍ଞାନ ଇତିହାସ,ରାଜନୀତି ବିଜ୍ଞାନ ଓ ଭୂଗୋଳ, ଅର୍ଥନୀତି ସଂସ୍କୃତ ଓ ସଂସ୍କୃତ ବ୍ୟାକରଣ ହିନ୍ଦୀ ଓ ହିନ୍ଦୀ ବ୍ୟାକରଣ 0% 3913 BEST OF LUCK!!! GOOD TRY,Keep Practicing, Keep Improving. Odisha GK Question and Answer (Odisha GK Online Test) ସାଧାରଣ ଜ୍ଞାନ କୁଇଜ୍ 1 / 50 1. ଓଡ଼ିଶାର ବ୍ଲକ୍ ସଂଖ୍ୟା କେତେ ? A. ୨୨୦ଟି B. ୩୧୪ଟି C. ୪୧୨ଟି D. ୩୨୪ଟି 2 / 50 2. ଓଡ଼ିଶାର ଶାବର କ୍ଷେତ୍ର କେଉଁଠି ଅବସ୍ଥିତ? A. କୋରାପୁଟ B. କଟକ C. ଫୁଲବାଣୀ D. ଭଞ୍ଜନଗର 3 / 50 3. ଓଡ଼ିଶାର କୈଳାସ କେଉଁଠି ଅବସ୍ଥିତ? A. ପୁରୀ B. ହିମାଳୟ C. କୋଣାର୍କ D. କପିଳାସ 4 / 50 4. ଓଡ଼ିଶାର ଗଙ୍ଗା କାହାକୁ କୁହାଯାଏ? A. ଯମୁନା B. କାବେରୀ C. ମହାନଦୀ D. ତୃଷ୍ଣା 5 / 50 5. ୧୯୯୧ରେ ଓଡ଼ିଶାର ଜନସଂଖ୍ୟା କେତେ? A. ଏଇଥିରୁ କେଉଁଠି ନୁହେଁ B. 4 କୋଟି ୧୬ ଲକ୍ଷ ୫୯ ହଜାର ୭୩୬ C. ୩ କୋଟି ୧୬ ଲକ୍ଷ ୫୯ ହଜାର ୭୩୬ D. 2 କୋଟି ୧୬ ଲକ୍ଷ ୫୯ ହଜାର ୭୩୬ 6 / 50 6. ଓଡ଼ିଶାର ବାଣୀକ୍ଷେତ୍ର କେଉଁଠି ଅବସ୍ଥିତ? A. ବାଲେଶ୍ୱର B. କଟକ C. ଜଗତସିଂହପୁର D. ନବରଙ୍ଗପୁର କଟକ 7 / 50 7. ଓଡ଼ିଶାର ଭଞ୍ଜ ବିହାର କେଉଁଠି ଅବସ୍ଥିତ? A. ସମ୍ବଲପୁର ବିଶ୍ୱବିଦ୍ୟାଳୟ B. ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ C. ଭୁବନେଶ୍ୱର ବିଶ୍ଵବିଦ୍ୟାଳୟ D. ସାଲେପୁର ବିଶ୍ଵବିଦ୍ୟାଳୟ 8 / 50 8. ଓଡ଼ିଶା ଦେଇ ଯାଇଥିବା ରେଳପଥର ନାମ କ'ଣ ? A. ପଶ୍ଚିମ ରେଳପଥ B. ଦକ୍ଷିଣ ରେଳପଥ C. ପୂର୍ବ ରେଳପଥ D. ପୂର୍ବତଟ ରେଳପଥ 9 / 50 9. ଓଡ଼ିଶାର ସ୍ୱର୍ଣ୍ଣକ୍ଷେତ୍ର କାହାକୁ କୁହାଯାଏ? A. କଟକ B. ବ୍ରହ୍ମପୁର C. ଭୁବନେଶ୍ୱର D. ମାହାଙ୍ଗା 10 / 50 10. ଓଡ଼ିଶାର ପ୍ରଥମ ଓଡ଼ିଆ ସମ୍ବାଦ ପତ୍ରର ନାମ କଣ? A. ପ୍ରମେୟ B. ଉତ୍କଳ ଦୀପିକା C. ସମାଜ D. ଉତ୍କଳ ଗୌରବ 11 / 50 11. ଓଡ଼ିଶାର ପ୍ରଥମ ରଙ୍ଗୀନ ଫିଲ୍ମର ନାମ କଣ? A. ଅର୍ଜୁନ B. ଗପ ହେଲେ ବି ସତ C. ରୋମିଓ D. ତତେ ମୋ ରାଣ 12 / 50 12. ଓଡ଼ିଶାର ଲୋକସଭାର ସଦସ୍ୟ ସଂଖ୍ୟା କେତେ? A. ୨୧ B. ୨୦ C. ୨୫ D. ୧୮ 13 / 50 13. ଓଡ଼ିଶାର ତୁଳସୀ କ୍ଷେତ୍ର କେଉଁଠି ଅବସ୍ଥିତ? A. ବାଲେଶ୍ଵର B. ଯାଜପୁର C. ପୁରୀ D. କେନ୍ଦ୍ରାପଡ଼ା 14 / 50 14. କେଉଁ ମସିହାରେ ମହା ବାତ୍ୟା ହୋଇଥିଲା ? A. 1999 B. 2000 C. 2001 D. 1998 15 / 50 15. ଉତ୍କଳ ଦୀପିକା ପତ୍ରିକା ର ସମ୍ପାଦକ କିଏ ? A. ବୈକୁଣ୍ଠନାଥ ଦେ B. ଫକୀର ମୋହନ ସେନାପତି C. ପ୍ରତିଭା ରାୟ D. ଗୌରୀଶଙ୍କର ରାୟ 16 / 50 16. ଓଡ଼ିଶାର ଠାକୁରାଣୀ ପାହାଡ଼ରୁ କ’ଣ ମିଳିଥାଏ ? A. ଲୁହାପଥର B. ଚୂନପଥର C. ଅଭ୍ର D. କୋଇଲା 17 / 50 17. ଓଡ଼ିଶାର ଅର୍କକ୍ଷେତ୍ର କେଉଁଠି ଅବସ୍ଥିତ? A. ଗଞ୍ଜାମ B. କଟକ C. କୋଣାର୍କ D. ପୁରୀ 18 / 50 18. ଓଡ଼ିଶାର ସ୍ଵର୍ଣ୍ଣ ତ୍ରିଭୁଜ କାହାକୁ କୁହାଯାଏ? A. ପୁରୀ, ଭୁବନେଶ୍ୱର, ବ୍ରହ୍ମପୁର B. ପୁରୀ, ଭୁବନେଶ୍ୱର, କୋଣାର୍କ C. କୋଣାର୍କ,ପୁରୀ ,ଖୋର୍ଦ୍ଧା D. କଟକ, ଭୁବନେଶ୍ୱର, ପୁରୀ 19 / 50 19. ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର "ସୀତା ବିବାହ" କେବେ ପ୍ରକାଶ ପାଇଥିଲା ? A. 1933 B. 1928 C. 1936 D. 1932 20 / 50 20. ଓଡ଼ିଶାର କେଉଁଠି କେନ୍ଦ୍ରିୟ ମାଛଚାଷ ଗବେଷଣା କେନ୍ଦ୍ର ଅଛି ? A. କୌଶଲ୍ୟା ଗଙ୍ଗା B. ଗଙ୍ଗା C. ଏଇଥିରୁ କେଉଁଠି ନୁହେଁ D. କୋରାପୁଟ 21 / 50 21. ଓଡ଼ିଶାର ଶଙ୍ଖକ୍ଷେତ୍ର କେଉଁଠି ଅବସ୍ଥିତ? A. ଗୋପାଳପୁର B. ବାଲେଶ୍ୱର C. ପୁରୀ D. କୋଣାର୍କ 22 / 50 22. ଓଡ଼ିଶାର ବିହଙ୍ଗ ବିହାର କେଉଁଠି ଅବସ୍ଥିତ? A. ଭିତରକନିକା B. ନନ୍ଦନକାନନ C. ଚିଲିକା D. ଗୋପାଳପୁର 23 / 50 23. ଓଡ଼ିଶାର ଇସ୍ପାତ ସହର କେଉଁଠି ଅବସ୍ଥିତ? A. ଭୁବନେଶ୍ୱର B. କଟକ C. ବ୍ରହ୍ମପୁର D. ରାଉଲକେଲା 24 / 50 24. ରାଜା ଖାରବେଳ କେଉଁ ବଂଶଜ ? A. ଚେଦି B. ମୌର୍ଯ୍ୟ C. ସୋମା D. ନନ୍ଦ 25 / 50 25. ସୁନାବେଡ଼ାରେ କେଉଁ କାରଖାନା ଅଛି ? A. ଷ୍ଟିଲ କାରଖାନା B. ମିର ବିମାନ କାରଖାନା C. ଲୁହା କାରଖାନା D. ଆଲୁମିନିୟମ କାରଖାନା 26 / 50 26. କେଉଁ ମସିହାରେ ଚିଲିକା ହ୍ରଦକୁ ଭାରତୀୟ ଆର୍ଦ୍ରଭୂମି ରୂପେ ମାନ୍ୟତା ମିଳିଛି ? A. 1981 B. 1987 C. 1990 D. 1985 27 / 50 27. ଓଡ଼ିଶାର କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠାତା କିଏ ? A. ଡ଼ୀ ଜଗନ୍ନାଥ ପଟ୍ଟନାୟକ B. ବିଶ୍ବନାଥ ଦାସ C. ଶ୍ରୀ ବିଜୁ ପଟ୍ଟନାୟକ D. ଏଇଥିରୁ କେଉଁଠି ନୁହେଁ 28 / 50 28. କେବେ ସମ୍ବଲପୁର ଓଡ଼ିଶା ସହ ମିଶିଥିଲା ? A. 1912 B. 1901 C. 1909 D. 1936 29 / 50 29. କେଉଁ ମସିହାରେ ଓଡ଼ିଆ ଭାଷା ସରକାରୀ ଭାଷା ଭାବରେ ସ୍ବୀକୃତି ପାଇଥିଲା? A. ୧୯୫୦ B. ୧୯୫୪ C. ୧୯୮୪ D. ୧୯୮୫ 30 / 50 30. ସୁନାରୂପା ତାରକସି କାମ ପାଇଁ ଓଡ଼ିଶାର କେଉଁ ସ୍ଥାନ ପ୍ରସିଦ୍ଧ ? A. ଖୋର୍ଦ୍ଧା B. ବରଗଡ଼ C. କଟକ D. ଭୁବନେଶ୍ବର 31 / 50 31. ପେରୋସିଲିକନ୍ କାରଖାନା ଓଡ଼ିଶାରେ କେଉଁଠି ଅଛି ? A. ଥେରୁବାଲି B. ବଡ଼ବିଲ C. ଢ଼େଙ୍କାନାଳ D. ଖୋର୍ଦ୍ଧା 32 / 50 32. କୋଣାର୍କର ସୂର୍ଯ୍ୟ ମନ୍ଦିର କିଏ ନିର୍ମାଣ କରିଥିଲେ? A. ଚୋଡ଼ଗଙ୍ଗ ଦେବ B. ଅନଙ୍ଗ ଭୀମଦେବ C. ଲାଙ୍ଗୁଳା ନରସିଂହ ଦେବ D. ଯଯାତି କେଶରୀ 33 / 50 33. ଓଡ଼ିଶାର ମୁଖ୍ୟ ଫସଲର ନାମ କଣ? A. ଧାନ B. ମୁଗ C. ଗହମ D. ଆଖୁ 34 / 50 34. ପିପିଲି କାହିଁକି ପ୍ରସିଦ୍ଧ ? A. ଚାନ୍ଦୁଆ B. ପାନ C. ଧାନ D. ଆଖୁ 35 / 50 35. ଓଡ଼ିଶାର କାଶୀ କାହାକୁ କୁହାଯାଏ? A. ପୁରୀ B. ବାଲେଶ୍ଵର C. କଟକ D. ଭୁବନେଶ୍ୱର 36 / 50 36. ଓଡ଼ିଶାର ଗଦା କ୍ଷେତ୍ର କେଉଁଠି ଅବସ୍ଥିତ? A. ଗଞ୍ଜାମ B. ଯାଜପୁର C. ଗଜପତି D. ଢେଙ୍କାନାଳ 37 / 50 37. ଓଡ଼ିଶାର ପ୍ରଥମ ଫିଲ୍ମର ନାମ କଣ? A. ବାବୁଲ B. ଡୋରା C. ସୀତା ବିବାହ D. ସୁନା ପଞ୍ଜୁରୀ 38 / 50 38. ଓଡ଼ିଶାର କେଉଁଠାରେ ସ୍ପଞ୍ଜ ଲୁହା କାରଖାନା ଅଛି ? A. ଖୋର୍ଦ୍ଧା B. ଢ଼େଙ୍କାନାଳ C. ବଡ଼ବିଲ D. କଟକ 39 / 50 39. ଓଡ଼ିଶାର କେଉଁଠାରେ ଆଜବେଷ୍ଟସ୍ କାରଖାନା ଅଛି ? A. ସୁନ୍ଦରଗଡ଼ B. ବଡ଼ବିଲ C. ଢ଼େଙ୍କାନାଳ D. ଖୋର୍ଦ୍ଧା 40 / 50 40. ଓଡ଼ିଶାର ଧଳା ପାଗୋଡ଼ା କାହାକୁ କୁହାଯାଏ? A. ପୁରୀର ଜଗନ୍ନାଥ ମନ୍ଦିର B. ଲିଙ୍ଗରାଜ ମନ୍ଦିର C. ଧବଳେଶ୍ଵର ମନ୍ଦିର D. କୋଣାର୍କର ସୂର୍ଯ୍ୟ ମନ୍ଦିର 41 / 50 41. ଓଡ଼ିଶାର ଭାତହାଣ୍ଡି କାହାକୁ କୁହାଯାଏ? A. ମୟୂରଭଞ୍ଜ B. କଳାହାଣ୍ଡି C. ବରଗଡ଼ D. କନ୍ଧମାଳ 42 / 50 42. କେଉଁ ସଂକ୍ରାନ୍ତିରେ ଓଡ଼ିଆ ନବବର୍ଷ ପାଳନ କରାଯାଏ? A. ମକର ସଂକ୍ରାନ୍ତି B. ପଣା ସଂକ୍ରାନ୍ତି C. ଧନୁ ସଂକ୍ରାନ୍ତି D. ରଜ ସଂକ୍ରାନ୍ତି 43 / 50 43. ଓଡ଼ିଶାର କାଶ୍ମୀର କାହାକୁ କୁହାଯାଏ? A. ପୁରୀ B. ଗୋପାଳପୁର C. ମାଲକାନଗିରି D. ଦାରିଙ୍ଗି ବାଡି 44 / 50 44. ଓଡ଼ିଶାର ବ୍ୟାସକ୍ଷେତ୍ର କେଉଁଠି ଅବସ୍ଥିତ? A. ବାଲେଶ୍ଵର B. ଭୁବନେଶ୍ୱର C. ରାଉଲକେଲା D. କଟକ 45 / 50 45. ଓଡ଼ିଶାର କେଉଁ ସ୍ଥାନ ଦସ୍ତା ପାଇଁ ପ୍ରସିଦ୍ଧ ? A. ବଡ଼ବିଲ B. ସୁନ୍ଦରଗଡ଼ C. ଢ଼େଙ୍କାନାଳ D. ବରଗଡ଼ 46 / 50 46. ଓଡ଼ିଶାର ଜ୍ୟୋତି ବିହାର କେଉଁଠି ଅବସ୍ଥିତ? A. ସମ୍ବଲପୁର B. ବଲାଙ୍ଗିର C. କେନ୍ଦୁଝର D. ବାଲେଶ୍ଵର 47 / 50 47. ଓଡ଼ିଶାରେ କେବେ ମହାବାତ୍ୟା ହୋଇଥିଲା? A. ୨୦୧୨ B. ୧୯୯୯ C. ୧୯୫୦ D. ୧୯୯୭ 48 / 50 48. ଓଡ଼ିଶାର ସର୍ବାଧିକ ମରୁଡ଼ି ଗ୍ରସ୍ତ ଜିଲ୍ଲା କେଉଁଠି ? A. କଳାହାଣ୍ଡି ଜିଲ୍ଲା B. ଗଞ୍ଜାମ ଜିଲ୍ଲା C. ଢେଙ୍କାନାଳ ଜିଲ୍ଲା D. ଗଜପତି ଜିଲ୍ଲା 49 / 50 49. ଓଡ଼ିଶାର କଳା ପାଗୋଡ଼ା କାହାକୁ କୁହାଯାଏ? A. ଲିଙ୍ଗରାଜ ମନ୍ଦିର B. କୋଣାର୍କର ସୂର୍ଯ୍ୟ ମନ୍ଦିର C. ଜଗନ୍ନାଥ ମନ୍ଦିର ଲିଙ୍ଗରାଜ ମନ୍ଦିର D. ଧବଳେଶ୍ଵର ମନ୍ଦିର 50 / 50 50. ମହିମା ଧର୍ମର ପ୍ରତିଷ୍ଠାତା କିଏ ? A. ବାବା ବିଶ୍ବନାଥ B. ମହିମା ଗୋସାଇଁ C. ସିଦ୍ଧ ବାବା D. ଭୀମ ଭୋଇ Your score is Share with your friends. LinkedIn Facebook Twitter 0% Restart quiz Formative Assessment 2023 February 19, 2023sa2 exam 9th class question answer 2023 | sa2 exam 9th class 2023 odisha February 2, 2023