Go to Beginning » BSE Odisha 9th Class All Books PDF 9th Class All Books PDF On this page, you can find the entire 9th Class Odia Medium book in PDF format and you can download it and read it as Soft Copy on your phone. ଓଡ଼ିଆ ସାହିତ୍ୟ ଓ ଓଡ଼ିଆ ବ୍ୟାକରଣ English & English Grammar ବୀଜ ଗଣିତ ଓ ଜ୍ୟାମିତି ଭୌତିକ ବିଜ୍ଞାନ ଓ ଜୀବ ବିଜ୍ଞାନ ଇତିହାସ,ରାଜନୀତି ବିଜ୍ଞାନ ଓ ଭୂଗୋଳ, ଅର୍ଥନୀତି ସଂସ୍କୃତ ଓ ସଂସ୍କୃତ ବ୍ୟାକରଣ ହିନ୍ଦୀ ଓ ହିନ୍ଦୀ ବ୍ୟାକରଣ 0% 3180 BEST OF LUCK!!! GOOD TRY,Keep Practicing, Keep Improving. Odisha GK Question and Answer (Odisha GK Online Test) ସାଧାରଣ ଜ୍ଞାନ କୁଇଜ୍ 1 / 50 1. ଓଡ଼ିଶାର କୈଳାସ କେଉଁଠି ଅବସ୍ଥିତ? A. ପୁରୀ B. କୋଣାର୍କ C. ହିମାଳୟ D. କପିଳାସ 2 / 50 2. ସୁନାବେଡ଼ାରେ କେଉଁ କାରଖାନା ଅଛି ? A. ଷ୍ଟିଲ କାରଖାନା B. ଲୁହା କାରଖାନା C. ମିର ବିମାନ କାରଖାନା D. ଆଲୁମିନିୟମ କାରଖାନା 3 / 50 3. ଓଡ଼ିଶାର କେଉଁଠି କେନ୍ଦ୍ରିୟ ମାଛଚାଷ ଗବେଷଣା କେନ୍ଦ୍ର ଅଛି ? A. କୌଶଲ୍ୟା ଗଙ୍ଗା B. ଏଇଥିରୁ କେଉଁଠି ନୁହେଁ C. କୋରାପୁଟ D. ଗଙ୍ଗା 4 / 50 4. ଓଡ଼ିଶାର କେଉଁଠାରେ ସ୍ପଞ୍ଜ ଲୁହା କାରଖାନା ଅଛି ? A. କଟକ B. ଖୋର୍ଦ୍ଧା C. ବଡ଼ବିଲ D. ଢ଼େଙ୍କାନାଳ 5 / 50 5. ଓଡ଼ିଶାରେ କେବେ ମହାବାତ୍ୟା ହୋଇଥିଲା? A. ୧୯୫୦ B. ୨୦୧୨ C. ୧୯୯୭ D. ୧୯୯୯ 6 / 50 6. କେଉଁ ମସିହାରେ ମହା ବାତ୍ୟା ହୋଇଥିଲା ? A. 1998 B. 2000 C. 2001 D. 1999 7 / 50 7. ଉତ୍କଳ ଦୀପିକା ପତ୍ରିକା ର ସମ୍ପାଦକ କିଏ ? A. ଗୌରୀଶଙ୍କର ରାୟ B. ପ୍ରତିଭା ରାୟ C. ବୈକୁଣ୍ଠନାଥ ଦେ D. ଫକୀର ମୋହନ ସେନାପତି 8 / 50 8. ଓଡ଼ିଶାର ଶାବର କ୍ଷେତ୍ର କେଉଁଠି ଅବସ୍ଥିତ? A. କଟକ B. ଭଞ୍ଜନଗର C. କୋରାପୁଟ D. ଫୁଲବାଣୀ 9 / 50 9. ଓଡ଼ିଶାର ମୁଖ୍ୟ ଫସଲର ନାମ କଣ? A. ମୁଗ B. ଆଖୁ C. ଧାନ D. ଗହମ 10 / 50 10. ଓଡ଼ିଶାର ଅର୍କକ୍ଷେତ୍ର କେଉଁଠି ଅବସ୍ଥିତ? A. କୋଣାର୍କ B. ପୁରୀ C. ଗଞ୍ଜାମ D. କଟକ 11 / 50 11. ଓଡ଼ିଶାର ଠାକୁରାଣୀ ପାହାଡ଼ରୁ କ’ଣ ମିଳିଥାଏ ? A. କୋଇଲା B. ଅଭ୍ର C. ଚୂନପଥର D. ଲୁହାପଥର 12 / 50 12. କୋଣାର୍କର ସୂର୍ଯ୍ୟ ମନ୍ଦିର କିଏ ନିର୍ମାଣ କରିଥିଲେ? A. ଲାଙ୍ଗୁଳା ନରସିଂହ ଦେବ B. ଚୋଡ଼ଗଙ୍ଗ ଦେବ C. ଅନଙ୍ଗ ଭୀମଦେବ D. ଯଯାତି କେଶରୀ 13 / 50 13. ରାଜା ଖାରବେଳ କେଉଁ ବଂଶଜ ? A. ସୋମା B. ମୌର୍ଯ୍ୟ C. ଚେଦି D. ନନ୍ଦ 14 / 50 14. ଓଡ଼ିଶାର ବ୍ଲକ୍ ସଂଖ୍ୟା କେତେ ? A. ୪୧୨ଟି B. ୩୨୪ଟି C. ୨୨୦ଟି D. ୩୧୪ଟି 15 / 50 15. ଓଡ଼ିଶାର ଧଳା ପାଗୋଡ଼ା କାହାକୁ କୁହାଯାଏ? A. ଧବଳେଶ୍ଵର ମନ୍ଦିର B. କୋଣାର୍କର ସୂର୍ଯ୍ୟ ମନ୍ଦିର C. ପୁରୀର ଜଗନ୍ନାଥ ମନ୍ଦିର D. ଲିଙ୍ଗରାଜ ମନ୍ଦିର 16 / 50 16. କେବେ ସମ୍ବଲପୁର ଓଡ଼ିଶା ସହ ମିଶିଥିଲା ? A. 1936 B. 1909 C. 1912 D. 1901 17 / 50 17. ଓଡ଼ିଶାର ସର୍ବାଧିକ ମରୁଡ଼ି ଗ୍ରସ୍ତ ଜିଲ୍ଲା କେଉଁଠି ? A. ଢେଙ୍କାନାଳ ଜିଲ୍ଲା B. କଳାହାଣ୍ଡି ଜିଲ୍ଲା C. ଗଞ୍ଜାମ ଜିଲ୍ଲା D. ଗଜପତି ଜିଲ୍ଲା 18 / 50 18. ଓଡ଼ିଶାର ଶଙ୍ଖକ୍ଷେତ୍ର କେଉଁଠି ଅବସ୍ଥିତ? A. କୋଣାର୍କ B. ପୁରୀ C. ଗୋପାଳପୁର D. ବାଲେଶ୍ୱର 19 / 50 19. ଓଡ଼ିଶାର ସ୍ଵର୍ଣ୍ଣ ତ୍ରିଭୁଜ କାହାକୁ କୁହାଯାଏ? A. କଟକ, ଭୁବନେଶ୍ୱର, ପୁରୀ B. ପୁରୀ, ଭୁବନେଶ୍ୱର, ବ୍ରହ୍ମପୁର C. କୋଣାର୍କ,ପୁରୀ ,ଖୋର୍ଦ୍ଧା D. ପୁରୀ, ଭୁବନେଶ୍ୱର, କୋଣାର୍କ 20 / 50 20. ଓଡ଼ିଶାର ଲୋକସଭାର ସଦସ୍ୟ ସଂଖ୍ୟା କେତେ? A. ୨୧ B. ୨୦ C. ୧୮ D. ୨୫ 21 / 50 21. ଓଡ଼ିଶାର ଭାତହାଣ୍ଡି କାହାକୁ କୁହାଯାଏ? A. ବରଗଡ଼ B. କନ୍ଧମାଳ C. କଳାହାଣ୍ଡି D. ମୟୂରଭଞ୍ଜ 22 / 50 22. ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର "ସୀତା ବିବାହ" କେବେ ପ୍ରକାଶ ପାଇଥିଲା ? A. 1928 B. 1933 C. 1936 D. 1932 23 / 50 23. ଓଡ଼ିଶାର କେଉଁଠାରେ ଆଜବେଷ୍ଟସ୍ କାରଖାନା ଅଛି ? A. ସୁନ୍ଦରଗଡ଼ B. ଢ଼େଙ୍କାନାଳ C. ବଡ଼ବିଲ D. ଖୋର୍ଦ୍ଧା 24 / 50 24. ପିପିଲି କାହିଁକି ପ୍ରସିଦ୍ଧ ? A. ଧାନ B. ପାନ C. ଚାନ୍ଦୁଆ D. ଆଖୁ 25 / 50 25. ଓଡ଼ିଶାର ତୁଳସୀ କ୍ଷେତ୍ର କେଉଁଠି ଅବସ୍ଥିତ? A. ବାଲେଶ୍ଵର B. ପୁରୀ C. କେନ୍ଦ୍ରାପଡ଼ା D. ଯାଜପୁର 26 / 50 26. ଓଡ଼ିଶାର ଭଞ୍ଜ ବିହାର କେଉଁଠି ଅବସ୍ଥିତ? A. ସାଲେପୁର ବିଶ୍ଵବିଦ୍ୟାଳୟ B. ଭୁବନେଶ୍ୱର ବିଶ୍ଵବିଦ୍ୟାଳୟ C. ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ D. ସମ୍ବଲପୁର ବିଶ୍ୱବିଦ୍ୟାଳୟ 27 / 50 27. ଓଡ଼ିଶାର ଇସ୍ପାତ ସହର କେଉଁଠି ଅବସ୍ଥିତ? A. ଭୁବନେଶ୍ୱର B. ବ୍ରହ୍ମପୁର C. କଟକ D. ରାଉଲକେଲା 28 / 50 28. ଓଡ଼ିଶାର ଗଦା କ୍ଷେତ୍ର କେଉଁଠି ଅବସ୍ଥିତ? A. ଗଜପତି B. ଯାଜପୁର C. ଗଞ୍ଜାମ D. ଢେଙ୍କାନାଳ 29 / 50 29. ଓଡ଼ିଶାର ପ୍ରଥମ ରଙ୍ଗୀନ ଫିଲ୍ମର ନାମ କଣ? A. ରୋମିଓ B. ଗପ ହେଲେ ବି ସତ C. ତତେ ମୋ ରାଣ D. ଅର୍ଜୁନ 30 / 50 30. ମହିମା ଧର୍ମର ପ୍ରତିଷ୍ଠାତା କିଏ ? A. ମହିମା ଗୋସାଇଁ B. ବାବା ବିଶ୍ବନାଥ C. ସିଦ୍ଧ ବାବା D. ଭୀମ ଭୋଇ 31 / 50 31. ଓଡ଼ିଶାର କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠାତା କିଏ ? A. ଶ୍ରୀ ବିଜୁ ପଟ୍ଟନାୟକ B. ଏଇଥିରୁ କେଉଁଠି ନୁହେଁ C. ଡ଼ୀ ଜଗନ୍ନାଥ ପଟ୍ଟନାୟକ D. ବିଶ୍ବନାଥ ଦାସ 32 / 50 32. ଓଡ଼ିଶାର କଳା ପାଗୋଡ଼ା କାହାକୁ କୁହାଯାଏ? A. କୋଣାର୍କର ସୂର୍ଯ୍ୟ ମନ୍ଦିର B. ଜଗନ୍ନାଥ ମନ୍ଦିର ଲିଙ୍ଗରାଜ ମନ୍ଦିର C. ଧବଳେଶ୍ଵର ମନ୍ଦିର D. ଲିଙ୍ଗରାଜ ମନ୍ଦିର 33 / 50 33. ୧୯୯୧ରେ ଓଡ଼ିଶାର ଜନସଂଖ୍ୟା କେତେ? A. ଏଇଥିରୁ କେଉଁଠି ନୁହେଁ B. 2 କୋଟି ୧୬ ଲକ୍ଷ ୫୯ ହଜାର ୭୩୬ C. 4 କୋଟି ୧୬ ଲକ୍ଷ ୫୯ ହଜାର ୭୩୬ D. ୩ କୋଟି ୧୬ ଲକ୍ଷ ୫୯ ହଜାର ୭୩୬ 34 / 50 34. କେଉଁ ସଂକ୍ରାନ୍ତିରେ ଓଡ଼ିଆ ନବବର୍ଷ ପାଳନ କରାଯାଏ? A. ଧନୁ ସଂକ୍ରାନ୍ତି B. ମକର ସଂକ୍ରାନ୍ତି C. ପଣା ସଂକ୍ରାନ୍ତି D. ରଜ ସଂକ୍ରାନ୍ତି 35 / 50 35. ଓଡ଼ିଶାର ପ୍ରଥମ ଫିଲ୍ମର ନାମ କଣ? A. ସୀତା ବିବାହ B. ଡୋରା C. ସୁନା ପଞ୍ଜୁରୀ D. ବାବୁଲ 36 / 50 36. ଓଡ଼ିଶାର ବିହଙ୍ଗ ବିହାର କେଉଁଠି ଅବସ୍ଥିତ? A. ନନ୍ଦନକାନନ B. ଚିଲିକା C. ଗୋପାଳପୁର D. ଭିତରକନିକା 37 / 50 37. କେଉଁ ମସିହାରେ ଓଡ଼ିଆ ଭାଷା ସରକାରୀ ଭାଷା ଭାବରେ ସ୍ବୀକୃତି ପାଇଥିଲା? A. ୧୯୫୦ B. ୧୯୮୫ C. ୧୯୫୪ D. ୧୯୮୪ 38 / 50 38. ପେରୋସିଲିକନ୍ କାରଖାନା ଓଡ଼ିଶାରେ କେଉଁଠି ଅଛି ? A. ବଡ଼ବିଲ B. ଢ଼େଙ୍କାନାଳ C. ଥେରୁବାଲି D. ଖୋର୍ଦ୍ଧା 39 / 50 39. ଓଡ଼ିଶାର ବ୍ୟାସକ୍ଷେତ୍ର କେଉଁଠି ଅବସ୍ଥିତ? A. ରାଉଲକେଲା B. କଟକ C. ବାଲେଶ୍ଵର D. ଭୁବନେଶ୍ୱର 40 / 50 40. ଓଡ଼ିଶାର କେଉଁ ସ୍ଥାନ ଦସ୍ତା ପାଇଁ ପ୍ରସିଦ୍ଧ ? A. ବଡ଼ବିଲ B. ସୁନ୍ଦରଗଡ଼ C. ବରଗଡ଼ D. ଢ଼େଙ୍କାନାଳ 41 / 50 41. ଓଡ଼ିଶାର ସ୍ୱର୍ଣ୍ଣକ୍ଷେତ୍ର କାହାକୁ କୁହାଯାଏ? A. ଭୁବନେଶ୍ୱର B. ବ୍ରହ୍ମପୁର C. କଟକ D. ମାହାଙ୍ଗା 42 / 50 42. ଓଡ଼ିଶାର ପ୍ରଥମ ଓଡ଼ିଆ ସମ୍ବାଦ ପତ୍ରର ନାମ କଣ? A. ପ୍ରମେୟ B. ଉତ୍କଳ ଦୀପିକା C. ଉତ୍କଳ ଗୌରବ D. ସମାଜ 43 / 50 43. ଓଡ଼ିଶାର କାଶ୍ମୀର କାହାକୁ କୁହାଯାଏ? A. ମାଲକାନଗିରି B. ଦାରିଙ୍ଗି ବାଡି C. ପୁରୀ D. ଗୋପାଳପୁର 44 / 50 44. ସୁନାରୂପା ତାରକସି କାମ ପାଇଁ ଓଡ଼ିଶାର କେଉଁ ସ୍ଥାନ ପ୍ରସିଦ୍ଧ ? A. କଟକ B. ଖୋର୍ଦ୍ଧା C. ବରଗଡ଼ D. ଭୁବନେଶ୍ବର 45 / 50 45. ଓଡ଼ିଶାର ଗଙ୍ଗା କାହାକୁ କୁହାଯାଏ? A. କାବେରୀ B. ମହାନଦୀ C. ତୃଷ୍ଣା D. ଯମୁନା 46 / 50 46. କେଉଁ ମସିହାରେ ଚିଲିକା ହ୍ରଦକୁ ଭାରତୀୟ ଆର୍ଦ୍ରଭୂମି ରୂପେ ମାନ୍ୟତା ମିଳିଛି ? A. 1981 B. 1985 C. 1987 D. 1990 47 / 50 47. ଓଡ଼ିଶାର ଜ୍ୟୋତି ବିହାର କେଉଁଠି ଅବସ୍ଥିତ? A. ବଲାଙ୍ଗିର B. ସମ୍ବଲପୁର C. ବାଲେଶ୍ଵର D. କେନ୍ଦୁଝର 48 / 50 48. ଓଡ଼ିଶା ଦେଇ ଯାଇଥିବା ରେଳପଥର ନାମ କ'ଣ ? A. ପଶ୍ଚିମ ରେଳପଥ B. ପୂର୍ବ ରେଳପଥ C. ଦକ୍ଷିଣ ରେଳପଥ D. ପୂର୍ବତଟ ରେଳପଥ 49 / 50 49. ଓଡ଼ିଶାର କାଶୀ କାହାକୁ କୁହାଯାଏ? A. କଟକ B. ଭୁବନେଶ୍ୱର C. ପୁରୀ D. ବାଲେଶ୍ଵର 50 / 50 50. ଓଡ଼ିଶାର ବାଣୀକ୍ଷେତ୍ର କେଉଁଠି ଅବସ୍ଥିତ? A. ବାଲେଶ୍ୱର B. କଟକ C. ଜଗତସିଂହପୁର D. ନବରଙ୍ଗପୁର କଟକ Your score is Share with your friends. LinkedIn Facebook Twitter 0% Restart quiz Formative Assessment 2023 February 19, 2023sa2 exam 9th class question answer 2023 | sa2 exam 9th class 2023 odisha February 2, 2023