Go to Beginning Odia General Knowledge MCQ Quiz [20]By Editorial Staff / March 9, 2023 March 9, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 3562 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -20 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୨୦ 1 / 20 1. କେଉଁ ଭଗବାନଙ୍କର ବଡ଼ ଭକ୍ତ ହେଉଛନ୍ତି ହନୁମାନ? A. ଲକ୍ଷ୍ମଣ B. ଶିବ C. ଶ୍ରୀରାମ D. ଶ୍ରୀକୃଷ୍ଣ 2 / 20 2. ସୂର୍ଯ୍ୟ କିରଣରେ କେଉଁ ଭିଟାମିନ ମିଳିଥାଏ? A. ଭିଟାମିନ A B. ଭିଟାମିନ B C. ଭିଟାମିନ D D. ଭିଟାମିନ K 3 / 20 3. କେଉଁ ଦେଶରେ କୁକୁର କୁ ପୂଜା କରାଯାଏ? A. ଅଷ୍ଟ୍ରେଲିଆ B. ଶ୍ରୀଲଙ୍କା C. ନେପାଳ D. ଚୀନ୍ 4 / 20 4. ଭାରତରତ୍ନ କାହା ଦ୍ଵାରା ପ୍ରଦାନ କରାଯାଏ? A. ପ୍ରଧାନମନ୍ତ୍ରୀ B. ରାଜ୍ୟପାଳ C. ମୁଖ୍ୟମନ୍ତ୍ରୀ D. ରାଷ୍ଟ୍ରପତି ❤️ 5 / 20 5. କେଉଁ ରାଜ୍ୟରେ ଚନ୍ଦନର ଘନ ଜଙ୍ଗଲ ରହିଛି? A. ଉତ୍ତରା ଖଣ୍ଡ B. କର୍ଣ୍ଣାଟକ C. ମହାରାଷ୍ଟ୍ର D. ଓଡ଼ିଶା 6 / 20 6. କେଦାରନାଥ ମନ୍ଦିର କେଉଁ ରାଜ୍ୟରେ ଅବସ୍ଥିତ? A. ଉତ୍ତରାଖଣ୍ଡ B. କର୍ଣ୍ଣାଟକ C. ମହାରାଷ୍ଟ୍ର D. ଓଡ଼ିଶା 7 / 20 7. ଭାରତର କେଉଁ ରାଜ୍ୟରେ ସବୁଠାରୁ କମ୍ ବର୍ଷା ହୋଇଥାଏ? A. ଗୋଆ B. ରାଜସ୍ଥାନ C. ମହାରାଷ୍ଟ୍ର D. ଆନ୍ଧ୍ର ପ୍ରଦେଶ 8 / 20 8. ଶ୍ରୀକୃଷ୍ଣ ଭଗବାନ କାହାକୁ ବଦ୍ଧ କରିଥିଲେ? A. କର୍ଣ୍ଣ B. ଦୁର୍ଯୋଧନ C. ରାବଣ D. କଂସ 9 / 20 9. କେଉଁ ରାଜ୍ୟ ସର୍ବାଧିକ କାଜୁ ଉତ୍ପାଦନ କରିଥାଏ? A. ରାଜସ୍ଥାନ B. ଆନ୍ଧ୍ର ପ୍ରଦେଶ C. ଗୋଆ D. ମହାରାଷ୍ଟ୍ର 10 / 20 10. ସୂର୍ଯ୍ୟ କିରଣରେ କେତେ ପ୍ରକାରର ରଙ୍ଗ ଥାଏ? A. ଏକ B. ୭ C. ୩ D. ୫ 11 / 20 11. କାହାକୁ ମସଲାର ରାଣୀ କୁହାଯାଏ? A. ଅଳେଇଚ B. ଲବଙ୍ଗ C. ଅଦା D. ଧନିଆ 12 / 20 12. କେଉଁ ପଶୁର କ୍ଷୀର ଗୋଲାପି ରଙ୍ଗର ହୋଇଥାଏ? A. ହାତୀ B. ଜୀରାଫ C. ଓଠ D. ହିପୋ 13 / 20 13. ଚୀନର ଜାତୀୟ ଖେଳ କଣ? A. ଫୁଟବଲ୍ B. ହକି C. ଚେସ D. ଟେବୁଲ ଟେନିସ 14 / 20 14. କେଉଁ ଦେଶରେ ସର୍ବାଧିକ ଘୁଷୁରୀ ଅଛନ୍ତି? A. ଅଷ୍ଟ୍ରେଲିଆ B. ଶ୍ରୀଲଙ୍କା C. ଚୀନ୍ D. ନେପାଳ 15 / 20 15. କେଉଁ ରାଜ୍ୟରେ ଝାନ୍ସି ନଗର ରହିଛି? A. ଗୋଆ B. ଉତ୍ତର ପ୍ରଦେଶ C. ମଣିପୁର D. ତ୍ରିପୁର 16 / 20 16. ଶାନ୍ତି ର ପ୍ରତୀକ କେଉଁ ପକ୍ଷୀକୁ ମାନନ୍ତି? A. ମୟୂର B. କୋଇଲି C. ହଂସ D. ପାରା 17 / 20 17. କଦଳୀ ସହିତ କଣ ଖାଇଲେ ମଣିଷର ମୃତ୍ୟୁ ହୋଇପାରେ? A. ଚା B. ମାଛ C. କ୍ଷୀର D. ଅଣ୍ଡା 18 / 20 18. ବିମାନ ଟାୟାର କେଉଁ ଗ୍ୟାସ ରେ ପୂର୍ଣ୍ଣ ହୁଏ? A. Nitrogen B. Helium C. Hydrogen D. Oxygen 19 / 20 19. ଭାରତର ସବୁଠାରୁ ଛୋଟ ରାଜ୍ୟ କେଉଁଟି? A. ଉତ୍ତର ପ୍ରଦେଶ B. ମଣିପୁର C. ଗୋଆ D. ତ୍ରିପୁରା 20 / 20 20. କେଉଁ ଫୁଲ ୧୨ ବର୍ଷରେ ଥରେ ଫୁଟିଥାଏ ? A. ଗୋଲାପ ଫୁଲ B. ନାଗପୁଷ୍ପ C. ନୀଳକଣ୍ଠ ଫୁଲ D. ନିଲକୁରଞ୍ଜି ଫୁଲ Your score is Share with your friends. LinkedIn Facebook Twitter 0% Restart quiz Spread the love