Go to Beginning Odia General Knowledge MCQ Quiz [19]By Editorial Staff / March 8, 2023 March 8, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 1907 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -19 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୧୯ 1 / 20 1. କାହାର ଗୋଡ଼ ଗୁଡ଼ିକ ହାତ ଭଳି କାମ କରିଥାଏ? A. ମାଙ୍କଡ B. କୁକୁର C. ବିଲେଇ D. ମଣିଷ 2 / 20 2. କେଉଁ ଜୀବ କ୍ଷେତର ଫସଲ ଖାଇ ନଷ୍ଟ କରିଦିଏ? A. ପଙ୍ଗପାଳ B. ଉଇ C. ସଂବଳୁଆ D. ବୁଢିଆଣୀ 3 / 20 3. ଆମ ଦେଶରେ ପ୍ରଥମେ କେବେ ସାଧାରଣ ନିର୍ବାଚନ ହୋଇଥିଲା? A. ୧୯୫୨ B. ୧୯୪୭ C. ୧୯୫୦ D. ୧୯୪୮ 4 / 20 4. ଅଙ୍ଗୁର ଚାଷ ପାଇଁ କେଉଁ ସହର ପ୍ରସିଦ୍ଧ? A. ଲଦାଖ B. ନାସିକ C. ଜୟପୁର D. ପୁନେ 5 / 20 5. ଆମର ଗୋଡ ହାତ ଝିମି ଝିମି ହେଉଥିଲେ ଆମର କେଉଁ ପ୍ରକାର ଖାଦ୍ୟର ଅଭାବ ହୋଇଥାଏ? A. ଭିଟାମିନ -C B. ଭିଟାମିନ -A C. ପୃଷ୍ଟିସାର D. ଭିଟାମିନ -B 6 / 20 6. ପିଲାଟିର ମୁହଁ ଫୁଲିଛି ଓ ପେଟ ବାହାରିଛି। ତାକୁ କି ରୋଗ ହୋଇଥାଇପାରେ? A. ରିକେଟ୍ B. ଅପପୃଷ୍ଟ C. ରକ୍ତହୀନତା D. ଅଷ୍ଟିଓମାଲେସିସ 7 / 20 7. କେଉଁଟି ଆମ ଚର୍ମରେ ଭିଟାମିନ - D ସୃଷ୍ଟି କରିଥାଏ? A. ଅଣ୍ଡା B. କଅଁଳ ଖରା C. ନଡ଼ିଆ ତେଲ D. ସକାଳ ପବନ 8 / 20 8. ଘାସ ମାଟିର କି ଉପକାର କରେ? A. ଟାଣ କରେ B. ହାଲୁକା କରେ C. ଧୋଇଯିବାରୁ ରକ୍ଷା କରେ D. ଉର୍ବର କରେ 9 / 20 9. କେଉଁଟି ଆମକୁ ବିଭିନ୍ନ ରୋଗରୁ ରକ୍ଷା କରେ? A. ଶ୍ଵେତସାର B. ଭିଟାମିନ C. ସ୍ନେହସାର D. ପୃଷ୍ଟିସାର 10 / 20 10. ଆମ ଦେଶରେ ପ୍ରଥମେ କେବେ ଭୋଟ କାଳୀ ବ୍ଯବହାର କରାଗଲା? A. ୧୯୫୨ B. ୧୯୬୨ C. ୧୯୪୮ D. ୧୯୪୭ 11 / 20 11. କେବେଠାରୁ ଏହି ୧୮ ବର୍ଷ ବୟସ୍କ ବ୍ୟକ୍ତିମାନେ ଭୋଟଦେବା ଆରମ୍ଭ କଲେ? A. ୧୯୬୨ B. ୧୯୫୨ C. ୧୯୮୨ D. ୧୯୮୯ 12 / 20 12. କେଉଁ ସମ୍ବିଧାନ ସଂଶୋଧନରେ ଭୋଟଦେବା ବୟସ ୨୧ ରୁ ୧୮ ହେଲା? A. ଧାରା ୩୨ B. ଧାରା ୩୧ C. ଧାରା ୬୧ D. ଧାରା ୩୭୦ 13 / 20 13. କେଉଁ କାର୍ଯ୍ୟ ଟି ତାପଶକ୍ତି ଦ୍ଵାରା ହୁଏନାହିଁ? A. କାଠ ଜଳି ଅଙ୍ଗାର ହେବା B. ଚାଉଳରୁ ଭାତ କରିବା C. ମସଲା ପେଶିବା D. ଦୁଧ ସିଝିବା 14 / 20 14. ଭାରତର ସମ୍ବିଧାନର ପିତା କାହାକୁ କୁହାଯାଏ? A. ଜବାହାରଲାଲ ନେହେରୁ B. ସୁବାଷ ଚନ୍ଦ୍ର ବୋଷ C. ଡ. ଭୀମ ରାଓ ଆମ୍ବେଦକର D. ମହାତ୍ମା ଗାନ୍ଧୀ 15 / 20 15. କେବେ ପ୍ରଥମେ ଇଲୋକ୍ଟ୍ରୋନିକ ଭୋଟିଂ ମେସିନ ବ୍ୟବହାର କରାଯାଏ? A. ୧୯୮୨ B. ୧୯୬୨ C. ୧୯୮୯ D. ୧୯୫୨ 16 / 20 16. ହଠାତ୍ ହରିଣ ଗୁଡ଼ିକ ମରିଗଲେ କଣ ହେଵ? A. ଜୀବ ସନ୍ତୁଳିତ ନଷ୍ଟ ହେବ B. ବାଘ ଖାଇବାକୁ ପାଇବେ ନାହିଁ C. ଗାଈ ଗୋରୁ ସବୁ ଖୁସି ହେବେ D. ଘାସ ଗଛ ସବୁ ବଢ଼ିଯିବେ 17 / 20 17. ମାଙ୍କଡ ଡାଳରୁ ଡାଳକୁ ସହଜରେ ଡେଇଁପାରେ କାହିଁକି? A. ଗୋଡଗୁଡ଼ିକ ବହୁତ ଲମ୍ବା ଗୋଡଗୁଡିକ ଡେଇଁବା ଉପଯୋଗୀ B. ଆଗ ଗୋଡ଼ ଦୁଇଟି ଅଧିକ ଲମ୍ବା ପଛ ଗୋଡ଼ ଦୁଇଟି ଅଧିକ ଲମ୍ବା ❤️ C. ଗୋଡଗୁଡିକ ଡେଇଁବା ଉପଯୋଗୀ D. ଗୋଡଗୁଡ଼ିକ ବହୁତ ଲମ୍ବା 18 / 20 18. ବାୟୁର କେଉଁ ଉପାଦାନରୁ ଉଦ୍ଭିଦ ପାଇଁ ସାର ପ୍ରସ୍ତୁତ ହୁଏ? A. ଯବକ୍ଷାରଜାନ B. ହିଲିୟମ C. ଅଙ୍ଗାରକାମ୍ଳ D. ଅମ୍ଳଜାନ 19 / 20 19. କେଉଁଟି ରୋଗ ବ୍ୟାପିବାରେ ସାହାଯ୍ୟ କରେ ନାହିଁ? A. ମଶା B. ମୂଷା C. ମାଛି D. ପିମ୍ପୁଡ଼ି ❤️ 20 / 20 20. ଆମ ଦେଶର ସମ୍ବିଧାନ କେବେ କାର୍ଯ୍ୟକାରି ହୋଇଥିଲା? A. ୧ଜାନୁଆରୀ ୧୯୫୨ B. ୧୫ ଅଗଷ୍ଟ ୧୯୪୭ C. ୧୪ ଅଗଷ୍ଟ ୧୯୪୬ D. ୨୬ ଜାନୁଆରୀ ୧୯୫୦ Your score is Share with your friends. LinkedIn Facebook Twitter 0% Restart quiz Spread the love