Go to Beginning Odia General Knowledge MCQ Quiz [07]By Editorial Staff / February 21, 2023 February 21, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 2633 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -07 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୦୭ 1 / 20 1. ଧ୍ରୁବତାରା ଚାରିପଟେ କିଏ ଘୁରୁଅଛି? A. ସୂର୍ଯ୍ୟ B. ଚନ୍ଦ୍ର C. ଗ୍ରହାଣୁ ପୁଞ୍ଜ D. ସପ୍ତର୍ଷମଣ୍ଡଳ 2 / 20 2. ବାତଜ୍ଵର ର ବାହାକ କିଏ? A. ମୂଷା B. ମଶା C. ମାଛି D. ଏଣ୍ଡୁଅ 3 / 20 3. ବାୟୁ ପ୍ରଦୂଷଣ ରୁ କେଉଁ ରୋଗ ହୋଇଥାଏ? A. ଫାଇଲେରିଆ B. ପ୍ଲେଗ C. ଶ୍ୱାସରୋଗ D. ମ୍ୟାଲେରିଆ 4 / 20 4. କେଉଁ ଥିରୁ ମୁକ୍ତା ମିଳେ? A. ଗେଣ୍ଡା B. କଙ୍କଡ଼ା C. ଶାମୁକା D. କଇଁଛ 5 / 20 5. କିଏ ହଇଜା ରୋଗର ବାହାକ? A. କୁକୁର B. ମଶା C. ମାଛି D. ମୂଷା 6 / 20 6. ତାରାମାନଙ୍କ ମଧ୍ୟରେ କେଉଁ ଗ୍ୟାସ ଥାଏ? A. ମିଥେନ୍ B. ଅମ୍ଳଜାନ C. ଉଦଜାନ D. ହିଲିୟମ୍ 7 / 20 7. ଆୟୋଡିନ କିପରି ପଦାର୍ଥ? A. ତରଳ B. ଅର୍ଦ୍ଧକଠିନ C. କଠିନ D. ଗ୍ୟାସୀୟ 8 / 20 8. ପଦାର୍ଥର କେତୋଟି ଅବସ୍ଥା ରହିଛି? A. ୧ B. ୨ C. ୩ D. ୪ 9 / 20 9. ଉଦ୍ଭିଦର କେଉଁ ଅଂଶ ଖାଦ୍ୟ ସଂଗ୍ରହ କରେ? A. କାଣ୍ଡ B. ପତ୍ର C. ଫଳ D. ମୂଳ 10 / 20 10. କେଉଁ ସାର ଶରୀରକୁ ତାପ ଶକ୍ତି, ବଳ ଓ ଶକ୍ତି ଯୋଗାଏ? A. ଶ୍ଵେତସାର B. ସ୍ନେହସାର C. ଧାତୁସାର D. ପୃଷ୍ଟିସାର 11 / 20 11. କେଉଁ ଗଛରୁ ଝୁଣା ମିଳେ? A. ସଜନା B. ରବର C. ଶାଳ D. ବେଲ 12 / 20 12. ଉଦ୍ଭିଦର କେଉଁ ଅଂଶ ଖାଦ୍ୟ ସଂଗ୍ରହ କରେ? A. ମୂଳ B. ପତ୍ର C. କାଣ୍ଡ D. ଫଳ 13 / 20 13. କେଉଁ ଜୀବର ମେରୁଦଣ୍ଡ ଥାଏ? A. ଷ୍ଟାର୍ ଫିସ୍ B. ଝିଟିପିଟି C. ରୁଖିଆ D. କୌଣସିଟି ନୁହେଁ 14 / 20 14. କାହା ଦ୍ଵାରା ମ୍ୟାଲେରିଆ ରୋଗ ବ୍ୟାପେ? A. ମାଛି B. କୁକୁର C. ମଶା D. ମୂଷା 15 / 20 15. ଉଦ୍ଭିଦର କେଉଁ ଅଂଶ ଉଦ୍ଭିଦର ରୋଷେଇ ଘର? A. କାଣ୍ଡ B. ମୂଳ C. ପ୍ରଧାନ ମୂଳ D. ପତ୍ର 16 / 20 16. କିଟ ପତଙ୍ଗ ମାନଙ୍କର କେତୋଟି ଗୋଡ଼ ଥାଏ? A. 12 B. 6 C. 10 D. 8 17 / 20 17. ପିମ୍ପୁଡ଼ି କାମୁଡି ଦେଲେ କେଉଁ ଏସିଡ ଯୋଗୁଁ ଫୁଲିଯାଏ? A. ହାଇଡ୍ରୋକ୍ଲୋରିକ ଏସିଡ B. ଫରମିକ୍ ଏସିଡ C. ସଲଫୁରିକ୍ ଏସିଡ D. ଏସିଟିକ୍ ଏସିଡ 18 / 20 18. ବାତଜ୍ୱରର ବାହାକ କିଏ? A. ଏଣ୍ଡୁଅ B. ମୂଷା C. ମାଛି D. ମଶା 19 / 20 19. ଲୁହାର କେଉଁ ଗୁଣ ଯୋଗୁଁ ସେଥିରୁ ଯନ୍ତ୍ରପାତି ତିଆରି ହୋଇପାରେ? A. ଗ୍ୟାସୀୟ B. ନମନୀୟ C. କଠିନ D. ତରଳ 20 / 20 20. କେଉଁ ଜଳକୁ ଉତ୍ତମ ପାନୀୟ ଜଳ କହିବା? A. ନଦୀ B. ନଳକୂପ C. ଝରଣା D. କୂଅ Your score is Share with your friends. LinkedIn Facebook Twitter 0% Restart quiz Spread the love