Go to Beginning Odia General Knowledge MCQ Quiz [05]By Saraswati / February 18, 2023 February 18, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 3929 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -05 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୦୫ 1 / 20 1. ଓଡ଼ିଶାର ଗଙ୍ଗା କାହାକୁ କୁହାଯାଏ? A. ତୃଷ୍ଣା B. ମହାନଦୀ C. କାବେରୀ D. ଯମୁନା 2 / 20 2. ଓଡ଼ିଶାର ବାଣୀକ୍ଷେତ୍ର କେଉଁଠି ଅବସ୍ଥିତ? A. ବାଲେଶ୍ୱର B. ନବରଙ୍ଗପୁର କଟକ C. ଜଗତସିଂହପୁର D. କଟକ 3 / 20 3. ଓଡ଼ିଶାର କାଶୀ କାହାକୁ କୁହାଯାଏ? A. ବାଲେଶ୍ଵର B. ପୁରୀ C. ଭୁବନେଶ୍ୱର D. କଟକ 4 / 20 4. ଓଡ଼ିଶାର ଭଞ୍ଜ ବିହାର କେଉଁଠି ଅବସ୍ଥିତ? A. ଭୁବନେଶ୍ୱର ବିଶ୍ଵବିଦ୍ୟାଳୟ B. ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ C. ସମ୍ବଲପୁର ବିଶ୍ୱବିଦ୍ୟାଳୟ D. ସାଲେପୁର ବିଶ୍ଵବିଦ୍ୟାଳୟ 5 / 20 5. ଓଡ଼ିଶାର ବିହଙ୍ଗ ବିହାର କେଉଁଠି ଅବସ୍ଥିତ? A. ଭିତରକନିକା B. ଗୋପାଳପୁର C. ଚିଲିକା D. ନନ୍ଦନକାନନ 6 / 20 6. ଓଡ଼ିଶାର ଇସ୍ପାତ ସହର କେଉଁଠି ଅବସ୍ଥିତ? A. କଟକ B. ଭୁବନେଶ୍ୱର C. ବ୍ରହ୍ମପୁର D. ରାଉଲକେଲା 7 / 20 7. ଓଡ଼ିଶାର ଶଙ୍ଖକ୍ଷେତ୍ର କେଉଁଠି ଅବସ୍ଥିତ? A. ପୁରୀ B. ବାଲେଶ୍ୱର C. କୋଣାର୍କ D. ଗୋପାଳପୁର 8 / 20 8. ଓଡ଼ିଶାର ଜ୍ୟୋତି ବିହାର କେଉଁଠି ଅବସ୍ଥିତ? A. ବଲାଙ୍ଗିର B. ସମ୍ବଲପୁର C. ବାଲେଶ୍ଵର D. କେନ୍ଦୁଝର 9 / 20 9. ଓଡ଼ିଶାର କଳା ପାଗୋଡ଼ା କାହାକୁ କୁହାଯାଏ? A. ଧବଳେଶ୍ଵର ମନ୍ଦିର B. କୋଣାର୍କର ସୂର୍ଯ୍ୟ ମନ୍ଦିର C. ଲିଙ୍ଗରାଜ ମନ୍ଦିର D. ଜଗନ୍ନାଥ ମନ୍ଦିର ଲିଙ୍ଗରାଜ ମନ୍ଦିର 10 / 20 10. ଓଡ଼ିଶାର ଅର୍କକ୍ଷେତ୍ର କେଉଁଠି ଅବସ୍ଥିତ? A. ଗଞ୍ଜାମ B. କଟକ C. କୋଣାର୍କ D. ପୁରୀ 11 / 20 11. ଓଡ଼ିଶାର ବ୍ୟାସକ୍ଷେତ୍ର କେଉଁଠି ଅବସ୍ଥିତ? A. ରାଉଲକେଲା B. ବାଲେଶ୍ଵର C. କଟକ D. ଭୁବନେଶ୍ୱର 12 / 20 12. ଓଡ଼ିଶାର କୈଳାସ କେଉଁଠି ଅବସ୍ଥିତ? A. କୋଣାର୍କ B. ହିମାଳୟ C. ପୁରୀ D. କପିଳାସ 13 / 20 13. ଓଡ଼ିଶାର କାଶ୍ମୀର କାହାକୁ କୁହାଯାଏ? A. ପୁରୀ B. ଗୋପାଳପୁର C. ଦାରିଙ୍ଗି ବାଡି D. ମାଲକାନଗିରି 14 / 20 14. ଓଡ଼ିଶାର ସ୍ଵର୍ଣ୍ଣ ତ୍ରିଭୁଜ କାହାକୁ କୁହାଯାଏ? A. ପୁରୀ, ଭୁବନେଶ୍ୱର, ବ୍ରହ୍ମପୁର B. କଟକ, ଭୁବନେଶ୍ୱର, ପୁରୀ C. କୋଣାର୍କ,ପୁରୀ ,ଖୋର୍ଦ୍ଧା D. ପୁରୀ, ଭୁବନେଶ୍ୱର, କୋଣାର୍କ 15 / 20 15. ଓଡ଼ିଶାର ତୁଳସୀ କ୍ଷେତ୍ର କେଉଁଠି ଅବସ୍ଥିତ? A. କେନ୍ଦ୍ରାପଡ଼ା B. ପୁରୀ C. ଯାଜପୁର D. ବାଲେଶ୍ଵର 16 / 20 16. ଓଡ଼ିଶାର ଧଳା ପାଗୋଡ଼ା କାହାକୁ କୁହାଯାଏ? A. ଧବଳେଶ୍ଵର ମନ୍ଦିର B. କୋଣାର୍କର ସୂର୍ଯ୍ୟ ମନ୍ଦିର C. ଲିଙ୍ଗରାଜ ମନ୍ଦିର D. ପୁରୀର ଜଗନ୍ନାଥ ମନ୍ଦିର 17 / 20 17. ଓଡ଼ିଶାର ଭାତହାଣ୍ଡି କାହାକୁ କୁହାଯାଏ? A. ବରଗଡ଼ B. ମୟୂରଭଞ୍ଜ C. କଳାହାଣ୍ଡି D. କନ୍ଧମାଳ 18 / 20 18. ଓଡ଼ିଶାର ଗଦା କ୍ଷେତ୍ର କେଉଁଠି ଅବସ୍ଥିତ? A. ଗଞ୍ଜାମ B. ଯାଜପୁର C. ଗଜପତି D. ଢେଙ୍କାନାଳ 19 / 20 19. ଓଡ଼ିଶାର ଶାବର କ୍ଷେତ୍ର କେଉଁଠି ଅବସ୍ଥିତ? A. କୋରାପୁଟ B. କଟକ C. ଫୁଲବାଣୀ D. ଭଞ୍ଜନଗର 20 / 20 20. ଓଡ଼ିଶାର ସ୍ୱର୍ଣ୍ଣକ୍ଷେତ୍ର କାହାକୁ କୁହାଯାଏ? A. କଟକ B. ବ୍ରହ୍ମପୁର C. ମାହାଙ୍ଗା D. ଭୁବନେଶ୍ୱର Your score is Share with your friends. LinkedIn Facebook Twitter 0% Restart quiz Spread the love