Go to Beginning » BSE Odisha 9th Class All Books PDF 9th Class All Books PDF On this page, you can find the entire 9th Class Odia Medium book in PDF format and you can download it and read it as Soft Copy on your phone. ଓଡ଼ିଆ ସାହିତ୍ୟ ଓ ଓଡ଼ିଆ ବ୍ୟାକରଣ English & English Grammar ବୀଜ ଗଣିତ ଓ ଜ୍ୟାମିତି ଭୌତିକ ବିଜ୍ଞାନ ଓ ଜୀବ ବିଜ୍ଞାନ ଇତିହାସ,ରାଜନୀତି ବିଜ୍ଞାନ ଓ ଭୂଗୋଳ, ଅର୍ଥନୀତି ସଂସ୍କୃତ ଓ ସଂସ୍କୃତ ବ୍ୟାକରଣ ହିନ୍ଦୀ ଓ ହିନ୍ଦୀ ବ୍ୟାକରଣ 0% 3913 BEST OF LUCK!!! GOOD TRY,Keep Practicing, Keep Improving. Odisha GK Question and Answer (Odisha GK Online Test) ସାଧାରଣ ଜ୍ଞାନ କୁଇଜ୍ 1 / 50 1. ମହିମା ଧର୍ମର ପ୍ରତିଷ୍ଠାତା କିଏ ? A. ମହିମା ଗୋସାଇଁ B. ବାବା ବିଶ୍ବନାଥ C. ସିଦ୍ଧ ବାବା D. ଭୀମ ଭୋଇ 2 / 50 2. ଓଡ଼ିଶାର କାଶୀ କାହାକୁ କୁହାଯାଏ? A. ବାଲେଶ୍ଵର B. କଟକ C. ପୁରୀ D. ଭୁବନେଶ୍ୱର 3 / 50 3. ଓଡ଼ିଶାର ଇସ୍ପାତ ସହର କେଉଁଠି ଅବସ୍ଥିତ? A. ଭୁବନେଶ୍ୱର B. ରାଉଲକେଲା C. ବ୍ରହ୍ମପୁର D. କଟକ 4 / 50 4. ଓଡ଼ିଶାର ପ୍ରଥମ ରଙ୍ଗୀନ ଫିଲ୍ମର ନାମ କଣ? A. ଅର୍ଜୁନ B. ଗପ ହେଲେ ବି ସତ C. ତତେ ମୋ ରାଣ D. ରୋମିଓ 5 / 50 5. ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର "ସୀତା ବିବାହ" କେବେ ପ୍ରକାଶ ପାଇଥିଲା ? A. 1932 B. 1928 C. 1936 D. 1933 6 / 50 6. ଓଡ଼ିଶାର ଗଙ୍ଗା କାହାକୁ କୁହାଯାଏ? A. କାବେରୀ B. ଯମୁନା C. ମହାନଦୀ D. ତୃଷ୍ଣା 7 / 50 7. ଓଡ଼ିଶା ଦେଇ ଯାଇଥିବା ରେଳପଥର ନାମ କ'ଣ ? A. ଦକ୍ଷିଣ ରେଳପଥ B. ପଶ୍ଚିମ ରେଳପଥ C. ପୂର୍ବ ରେଳପଥ D. ପୂର୍ବତଟ ରେଳପଥ 8 / 50 8. ଉତ୍କଳ ଦୀପିକା ପତ୍ରିକା ର ସମ୍ପାଦକ କିଏ ? A. ଗୌରୀଶଙ୍କର ରାୟ B. ଫକୀର ମୋହନ ସେନାପତି C. ପ୍ରତିଭା ରାୟ D. ବୈକୁଣ୍ଠନାଥ ଦେ 9 / 50 9. ଓଡ଼ିଶାର ଭାତହାଣ୍ଡି କାହାକୁ କୁହାଯାଏ? A. ବରଗଡ଼ B. ମୟୂରଭଞ୍ଜ C. କନ୍ଧମାଳ D. କଳାହାଣ୍ଡି 10 / 50 10. ଓଡ଼ିଶାର ଲୋକସଭାର ସଦସ୍ୟ ସଂଖ୍ୟା କେତେ? A. ୨୧ B. ୨୫ C. ୨୦ D. ୧୮ 11 / 50 11. ଓଡ଼ିଶାର କେଉଁଠାରେ ଆଜବେଷ୍ଟସ୍ କାରଖାନା ଅଛି ? A. ବଡ଼ବିଲ B. ସୁନ୍ଦରଗଡ଼ C. ଖୋର୍ଦ୍ଧା D. ଢ଼େଙ୍କାନାଳ 12 / 50 12. କେଉଁ ମସିହାରେ ଓଡ଼ିଆ ଭାଷା ସରକାରୀ ଭାଷା ଭାବରେ ସ୍ବୀକୃତି ପାଇଥିଲା? A. ୧୯୮୪ B. ୧୯୫୪ C. ୧୯୮୫ D. ୧୯୫୦ 13 / 50 13. ଓଡ଼ିଶାର କେଉଁଠାରେ ସ୍ପଞ୍ଜ ଲୁହା କାରଖାନା ଅଛି ? A. ଖୋର୍ଦ୍ଧା B. କଟକ C. ବଡ଼ବିଲ D. ଢ଼େଙ୍କାନାଳ 14 / 50 14. ଓଡ଼ିଶାର ସ୍ଵର୍ଣ୍ଣ ତ୍ରିଭୁଜ କାହାକୁ କୁହାଯାଏ? A. କୋଣାର୍କ,ପୁରୀ ,ଖୋର୍ଦ୍ଧା B. ପୁରୀ, ଭୁବନେଶ୍ୱର, ବ୍ରହ୍ମପୁର C. କଟକ, ଭୁବନେଶ୍ୱର, ପୁରୀ D. ପୁରୀ, ଭୁବନେଶ୍ୱର, କୋଣାର୍କ 15 / 50 15. ଓଡ଼ିଶାର କଳା ପାଗୋଡ଼ା କାହାକୁ କୁହାଯାଏ? A. ଲିଙ୍ଗରାଜ ମନ୍ଦିର B. ଜଗନ୍ନାଥ ମନ୍ଦିର ଲିଙ୍ଗରାଜ ମନ୍ଦିର C. ଧବଳେଶ୍ଵର ମନ୍ଦିର D. କୋଣାର୍କର ସୂର୍ଯ୍ୟ ମନ୍ଦିର 16 / 50 16. ଓଡ଼ିଶାର କେଉଁଠି କେନ୍ଦ୍ରିୟ ମାଛଚାଷ ଗବେଷଣା କେନ୍ଦ୍ର ଅଛି ? A. ଗଙ୍ଗା B. କୌଶଲ୍ୟା ଗଙ୍ଗା C. କୋରାପୁଟ D. ଏଇଥିରୁ କେଉଁଠି ନୁହେଁ 17 / 50 17. ଓଡ଼ିଶାର ଅର୍କକ୍ଷେତ୍ର କେଉଁଠି ଅବସ୍ଥିତ? A. କୋଣାର୍କ B. ପୁରୀ C. ଗଞ୍ଜାମ D. କଟକ 18 / 50 18. ଓଡ଼ିଶାର ତୁଳସୀ କ୍ଷେତ୍ର କେଉଁଠି ଅବସ୍ଥିତ? A. ବାଲେଶ୍ଵର B. ପୁରୀ C. କେନ୍ଦ୍ରାପଡ଼ା D. ଯାଜପୁର 19 / 50 19. ଓଡ଼ିଶାର ବିହଙ୍ଗ ବିହାର କେଉଁଠି ଅବସ୍ଥିତ? A. ନନ୍ଦନକାନନ B. ଗୋପାଳପୁର C. ଚିଲିକା D. ଭିତରକନିକା 20 / 50 20. ଓଡ଼ିଶାର କାଶ୍ମୀର କାହାକୁ କୁହାଯାଏ? A. ପୁରୀ B. ଗୋପାଳପୁର C. ମାଲକାନଗିରି D. ଦାରିଙ୍ଗି ବାଡି 21 / 50 21. କେଉଁ ମସିହାରେ ମହା ବାତ୍ୟା ହୋଇଥିଲା ? A. 1999 B. 2000 C. 1998 D. 2001 22 / 50 22. ଓଡ଼ିଶାର ଭଞ୍ଜ ବିହାର କେଉଁଠି ଅବସ୍ଥିତ? A. ସମ୍ବଲପୁର ବିଶ୍ୱବିଦ୍ୟାଳୟ B. ସାଲେପୁର ବିଶ୍ଵବିଦ୍ୟାଳୟ C. ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ D. ଭୁବନେଶ୍ୱର ବିଶ୍ଵବିଦ୍ୟାଳୟ 23 / 50 23. କୋଣାର୍କର ସୂର୍ଯ୍ୟ ମନ୍ଦିର କିଏ ନିର୍ମାଣ କରିଥିଲେ? A. ଚୋଡ଼ଗଙ୍ଗ ଦେବ B. ଲାଙ୍ଗୁଳା ନରସିଂହ ଦେବ C. ଯଯାତି କେଶରୀ D. ଅନଙ୍ଗ ଭୀମଦେବ 24 / 50 24. ସୁନାରୂପା ତାରକସି କାମ ପାଇଁ ଓଡ଼ିଶାର କେଉଁ ସ୍ଥାନ ପ୍ରସିଦ୍ଧ ? A. କଟକ B. ଖୋର୍ଦ୍ଧା C. ଭୁବନେଶ୍ବର D. ବରଗଡ଼ 25 / 50 25. ୧୯୯୧ରେ ଓଡ଼ିଶାର ଜନସଂଖ୍ୟା କେତେ? A. 4 କୋଟି ୧୬ ଲକ୍ଷ ୫୯ ହଜାର ୭୩୬ B. 2 କୋଟି ୧୬ ଲକ୍ଷ ୫୯ ହଜାର ୭୩୬ C. ୩ କୋଟି ୧୬ ଲକ୍ଷ ୫୯ ହଜାର ୭୩୬ D. ଏଇଥିରୁ କେଉଁଠି ନୁହେଁ 26 / 50 26. ଓଡ଼ିଶାର ପ୍ରଥମ ଓଡ଼ିଆ ସମ୍ବାଦ ପତ୍ରର ନାମ କଣ? A. ପ୍ରମେୟ B. ସମାଜ C. ଉତ୍କଳ ଦୀପିକା D. ଉତ୍କଳ ଗୌରବ 27 / 50 27. ଓଡ଼ିଶାର ଧଳା ପାଗୋଡ଼ା କାହାକୁ କୁହାଯାଏ? A. ଲିଙ୍ଗରାଜ ମନ୍ଦିର B. କୋଣାର୍କର ସୂର୍ଯ୍ୟ ମନ୍ଦିର C. ଧବଳେଶ୍ଵର ମନ୍ଦିର D. ପୁରୀର ଜଗନ୍ନାଥ ମନ୍ଦିର 28 / 50 28. ରାଜା ଖାରବେଳ କେଉଁ ବଂଶଜ ? A. ଚେଦି B. ନନ୍ଦ C. ସୋମା D. ମୌର୍ଯ୍ୟ 29 / 50 29. ଓଡ଼ିଶାର ବାଣୀକ୍ଷେତ୍ର କେଉଁଠି ଅବସ୍ଥିତ? A. କଟକ B. ବାଲେଶ୍ୱର C. ନବରଙ୍ଗପୁର କଟକ D. ଜଗତସିଂହପୁର 30 / 50 30. ଓଡ଼ିଶାର ସ୍ୱର୍ଣ୍ଣକ୍ଷେତ୍ର କାହାକୁ କୁହାଯାଏ? A. କଟକ B. ମାହାଙ୍ଗା C. ଭୁବନେଶ୍ୱର D. ବ୍ରହ୍ମପୁର 31 / 50 31. ଓଡ଼ିଶାର ଶଙ୍ଖକ୍ଷେତ୍ର କେଉଁଠି ଅବସ୍ଥିତ? A. ପୁରୀ B. ଗୋପାଳପୁର C. କୋଣାର୍କ D. ବାଲେଶ୍ୱର 32 / 50 32. ଓଡ଼ିଶାର ବ୍ୟାସକ୍ଷେତ୍ର କେଉଁଠି ଅବସ୍ଥିତ? A. ଭୁବନେଶ୍ୱର B. ବାଲେଶ୍ଵର C. ରାଉଲକେଲା D. କଟକ 33 / 50 33. ଓଡ଼ିଶାର ପ୍ରଥମ ଫିଲ୍ମର ନାମ କଣ? A. ସୀତା ବିବାହ B. ବାବୁଲ C. ସୁନା ପଞ୍ଜୁରୀ D. ଡୋରା 34 / 50 34. ଓଡ଼ିଶାର ଶାବର କ୍ଷେତ୍ର କେଉଁଠି ଅବସ୍ଥିତ? A. କଟକ B. ଭଞ୍ଜନଗର C. ଫୁଲବାଣୀ D. କୋରାପୁଟ 35 / 50 35. ଓଡ଼ିଶାର ଜ୍ୟୋତି ବିହାର କେଉଁଠି ଅବସ୍ଥିତ? A. ବଲାଙ୍ଗିର B. କେନ୍ଦୁଝର C. ବାଲେଶ୍ଵର D. ସମ୍ବଲପୁର 36 / 50 36. ଓଡ଼ିଶାର କେଉଁ ସ୍ଥାନ ଦସ୍ତା ପାଇଁ ପ୍ରସିଦ୍ଧ ? A. ଢ଼େଙ୍କାନାଳ B. ବରଗଡ଼ C. ବଡ଼ବିଲ D. ସୁନ୍ଦରଗଡ଼ 37 / 50 37. କେଉଁ ସଂକ୍ରାନ୍ତିରେ ଓଡ଼ିଆ ନବବର୍ଷ ପାଳନ କରାଯାଏ? A. ପଣା ସଂକ୍ରାନ୍ତି B. ମକର ସଂକ୍ରାନ୍ତି C. ରଜ ସଂକ୍ରାନ୍ତି D. ଧନୁ ସଂକ୍ରାନ୍ତି 38 / 50 38. ଓଡ଼ିଶାର ଗଦା କ୍ଷେତ୍ର କେଉଁଠି ଅବସ୍ଥିତ? A. ଗଞ୍ଜାମ B. ଯାଜପୁର C. ଗଜପତି D. ଢେଙ୍କାନାଳ 39 / 50 39. ଓଡ଼ିଶାର କୈଳାସ କେଉଁଠି ଅବସ୍ଥିତ? A. ପୁରୀ B. କୋଣାର୍କ C. କପିଳାସ D. ହିମାଳୟ 40 / 50 40. ପିପିଲି କାହିଁକି ପ୍ରସିଦ୍ଧ ? A. ପାନ B. ଆଖୁ C. ଚାନ୍ଦୁଆ D. ଧାନ 41 / 50 41. ପେରୋସିଲିକନ୍ କାରଖାନା ଓଡ଼ିଶାରେ କେଉଁଠି ଅଛି ? A. ଥେରୁବାଲି B. ଖୋର୍ଦ୍ଧା C. ଢ଼େଙ୍କାନାଳ D. ବଡ଼ବିଲ 42 / 50 42. ଓଡ଼ିଶାରେ କେବେ ମହାବାତ୍ୟା ହୋଇଥିଲା? A. ୨୦୧୨ B. ୧୯୫୦ C. ୧୯୯୯ D. ୧୯୯୭ 43 / 50 43. କେଉଁ ମସିହାରେ ଚିଲିକା ହ୍ରଦକୁ ଭାରତୀୟ ଆର୍ଦ୍ରଭୂମି ରୂପେ ମାନ୍ୟତା ମିଳିଛି ? A. 1985 B. 1987 C. 1981 D. 1990 44 / 50 44. ସୁନାବେଡ଼ାରେ କେଉଁ କାରଖାନା ଅଛି ? A. ଷ୍ଟିଲ କାରଖାନା B. ମିର ବିମାନ କାରଖାନା C. ଆଲୁମିନିୟମ କାରଖାନା D. ଲୁହା କାରଖାନା 45 / 50 45. ଓଡ଼ିଶାର ସର୍ବାଧିକ ମରୁଡ଼ି ଗ୍ରସ୍ତ ଜିଲ୍ଲା କେଉଁଠି ? A. ଗଞ୍ଜାମ ଜିଲ୍ଲା B. କଳାହାଣ୍ଡି ଜିଲ୍ଲା C. ଗଜପତି ଜିଲ୍ଲା D. ଢେଙ୍କାନାଳ ଜିଲ୍ଲା 46 / 50 46. ଓଡ଼ିଶାର କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠାତା କିଏ ? A. ଏଇଥିରୁ କେଉଁଠି ନୁହେଁ B. ବିଶ୍ବନାଥ ଦାସ C. ଶ୍ରୀ ବିଜୁ ପଟ୍ଟନାୟକ D. ଡ଼ୀ ଜଗନ୍ନାଥ ପଟ୍ଟନାୟକ 47 / 50 47. କେବେ ସମ୍ବଲପୁର ଓଡ଼ିଶା ସହ ମିଶିଥିଲା ? A. 1936 B. 1909 C. 1912 D. 1901 48 / 50 48. ଓଡ଼ିଶାର ମୁଖ୍ୟ ଫସଲର ନାମ କଣ? A. ମୁଗ B. ଆଖୁ C. ଗହମ D. ଧାନ 49 / 50 49. ଓଡ଼ିଶାର ଠାକୁରାଣୀ ପାହାଡ଼ରୁ କ’ଣ ମିଳିଥାଏ ? A. ଚୂନପଥର B. ଅଭ୍ର C. ଲୁହାପଥର D. କୋଇଲା 50 / 50 50. ଓଡ଼ିଶାର ବ୍ଲକ୍ ସଂଖ୍ୟା କେତେ ? A. ୩୨୪ଟି B. ୪୧୨ଟି C. ୩୧୪ଟି D. ୨୨୦ଟି Your score is Share with your friends. LinkedIn Facebook Twitter 0% Restart quiz Formative Assessment 2023 February 19, 2023sa2 exam 9th class question answer 2023 | sa2 exam 9th class 2023 odisha February 2, 2023