Go to Beginning ODIA GENERAL KNOWLEDGE MCQ QUIZ -04By Editorial Staff / March 16, 2022 February 18, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 0 votes, 0 avg 4218 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -04 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୦୪ 1 / 15 1. ଓଡ଼ିଶାର କେଉଁଠାରେ ସ୍ପଞ୍ଜ ଲୁହା କାରଖାନା ଅଛି ? A. ଖୋର୍ଦ୍ଧା B. ବଡ଼ବିଲ C. ଢ଼େଙ୍କାନାଳ D. କଟକ 2 / 15 2. ଓଡ଼ିଶାର କେଉଁ ସ୍ଥାନ ଦସ୍ତା ପାଇଁ ପ୍ରସିଦ୍ଧ ? A. ସୁନ୍ଦରଗଡ଼ B. ବରଗଡ଼ C. ଢ଼େଙ୍କାନାଳ D. ବଡ଼ବିଲ 3 / 15 3. ପେରୋସିଲିକନ୍ କାରଖାନା ଓଡ଼ିଶାରେ କେଉଁଠି ଅଛି ? A. ଥେରୁବାଲି B. ବଡ଼ବିଲ C. ଖୋର୍ଦ୍ଧା D. ଢ଼େଙ୍କାନାଳ 4 / 15 4. ଓଡ଼ିଶାର ଠାକୁରାଣୀ ପାହାଡ଼ରୁ କ’ଣ ମିଳିଥାଏ ? A. ଚୂନପଥର B. ଲୁହାପଥର C. କୋଇଲା D. ଅଭ୍ର 5 / 15 5. ସୁନାରୂପା ତାରକସି କାମ ପାଇଁ ଓଡ଼ିଶାର କେଉଁ ସ୍ଥାନ ପ୍ରସିଦ୍ଧ ? A. ଖୋର୍ଦ୍ଧା B. ଭୁବନେଶ୍ବର C. ବରଗଡ଼ D. କଟକ 6 / 15 6. କେଉଁ ମସିହାରେ ମହା ବାତ୍ୟା ହୋଇଥିଲା ? A. 1998 B. 2001 C. 2000 D. 1999 7 / 15 7. ସୁନାବେଡ଼ାରେ କେଉଁ କାରଖାନା ଅଛି ? A. ଆଲୁମିନିୟମ କାରଖାନା B. ମିର ବିମାନ କାରଖାନା C. ଷ୍ଟିଲ କାରଖାନା D. ଲୁହା କାରଖାନା 8 / 15 8. ପ୍ରଥମ ଭାରତୀୟ ମହାକାଶଚାରୀଙ୍କ ନାମକ’ଣ ? A. ସତିସ୍ ଧାୱନ B. ରାକେଶ ଶର୍ମା C. ରବି ମଙ୍ଗୋତ୍ରା D. କେଉଁଟି ନୁହେଁ 9 / 15 9. ଓଡ଼ିଶାର କେଉଁଠାରେ ଆଜବେଷ୍ଟସ୍ କାରଖାନା ଅଛି ? A. ଖୋର୍ଦ୍ଧା B. ସୁନ୍ଦରଗଡ଼ C. ଢ଼େଙ୍କାନାଳ D. ବଡ଼ବିଲ 10 / 15 10. ପିପିଲି କାହିଁକି ପ୍ରସିଦ୍ଧ ? A. ଧାନ B. ଚାନ୍ଦୁଆ C. ପାନ D. ଆଖୁ 11 / 15 11. ଭାରତର ବୃହତ୍ତମ ଓ ସର୍ବପୁରାତନ ସଂଗ୍ରହାଳୟ କେଉଁଠି ଅବସ୍ଥିତ ? A. ନିଉଦିଲ୍ଲୀ B. ଉତ୍ତରପ୍ରଦେଶ C. ପଶ୍ଚିମବଙ୍ଗ D. ଆନ୍ଧ୍ରପ୍ରଦେଶ 12 / 15 12. କେଉଁ ମସିହାରେ ଚିଲିକା ହ୍ରଦକୁ ଭାରତୀୟ ଆର୍ଦ୍ରଭୂମି ରୂପେ ମାନ୍ୟତା ମିଳିଛି ? A. 1990 B. 1981 C. 1987 D. 1985 13 / 15 13. ଓଡ଼ିଶାର ବ୍ଲକ୍ ସଂଖ୍ୟା କେତେ ? A. ୪୧୨ଟି B. ୩୨୪ଟି C. ୨୨୦ଟି D. ୩୧୪ଟି 14 / 15 14. କେଉଁ ଶାସକ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିଥିଲେ? A. ନରସିଂହ ଦେବ B. ଚନ୍ଦ୍ରଦେବ C. ଇନ୍ଦ୍ରଦେବ D. ଭାନୁ ଦେବ 15 / 15 15. ଓଡ଼ିଶା ଦେଇ ଯାଇଥିବା ରେଳପଥର ନାମ କ'ଣ ? A. ଦକ୍ଷିଣ ରେଳପଥ B. ପଶ୍ଚିମ ରେଳପଥ C. ପୂର୍ବ ରେଳପଥ D. ପୂର୍ବତଟ ରେଳପଥ Your score is Share with your friends. LinkedIn Facebook Twitter 0% Restart quiz Spread the love