Go to Beginning ODIA GENERAL KNOWLEDGE MCQ QUIZ -04By Editorial Staff / March 16, 2022 February 18, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 0 votes, 0 avg 5481 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -04 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୦୪ 1 / 15 1. ପେରୋସିଲିକନ୍ କାରଖାନା ଓଡ଼ିଶାରେ କେଉଁଠି ଅଛି ? A. ଥେରୁବାଲି B. ଢ଼େଙ୍କାନାଳ C. ବଡ଼ବିଲ D. ଖୋର୍ଦ୍ଧା 2 / 15 2. ଭାରତର ବୃହତ୍ତମ ଓ ସର୍ବପୁରାତନ ସଂଗ୍ରହାଳୟ କେଉଁଠି ଅବସ୍ଥିତ ? A. ଆନ୍ଧ୍ରପ୍ରଦେଶ B. ନିଉଦିଲ୍ଲୀ C. ପଶ୍ଚିମବଙ୍ଗ D. ଉତ୍ତରପ୍ରଦେଶ 3 / 15 3. କେଉଁ ମସିହାରେ ଚିଲିକା ହ୍ରଦକୁ ଭାରତୀୟ ଆର୍ଦ୍ରଭୂମି ରୂପେ ମାନ୍ୟତା ମିଳିଛି ? A. 1987 B. 1981 C. 1990 D. 1985 4 / 15 4. ପ୍ରଥମ ଭାରତୀୟ ମହାକାଶଚାରୀଙ୍କ ନାମକ’ଣ ? A. ରବି ମଙ୍ଗୋତ୍ରା B. ରାକେଶ ଶର୍ମା C. ସତିସ୍ ଧାୱନ D. କେଉଁଟି ନୁହେଁ 5 / 15 5. ପିପିଲି କାହିଁକି ପ୍ରସିଦ୍ଧ ? A. ଚାନ୍ଦୁଆ B. ଧାନ C. ଆଖୁ D. ପାନ 6 / 15 6. ଓଡ଼ିଶାର ବ୍ଲକ୍ ସଂଖ୍ୟା କେତେ ? A. ୩୨୪ଟି B. ୩୧୪ଟି C. ୪୧୨ଟି D. ୨୨୦ଟି 7 / 15 7. ଓଡ଼ିଶାର ଠାକୁରାଣୀ ପାହାଡ଼ରୁ କ’ଣ ମିଳିଥାଏ ? A. ଲୁହାପଥର B. କୋଇଲା C. ଅଭ୍ର D. ଚୂନପଥର 8 / 15 8. ସୁନାବେଡ଼ାରେ କେଉଁ କାରଖାନା ଅଛି ? A. ଆଲୁମିନିୟମ କାରଖାନା B. ଷ୍ଟିଲ କାରଖାନା C. ଲୁହା କାରଖାନା D. ମିର ବିମାନ କାରଖାନା 9 / 15 9. ସୁନାରୂପା ତାରକସି କାମ ପାଇଁ ଓଡ଼ିଶାର କେଉଁ ସ୍ଥାନ ପ୍ରସିଦ୍ଧ ? A. ଭୁବନେଶ୍ବର B. କଟକ C. ବରଗଡ଼ D. ଖୋର୍ଦ୍ଧା 10 / 15 10. କେଉଁ ଶାସକ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିଥିଲେ? A. ଇନ୍ଦ୍ରଦେବ B. ଚନ୍ଦ୍ରଦେବ C. ନରସିଂହ ଦେବ D. ଭାନୁ ଦେବ 11 / 15 11. ଓଡ଼ିଶା ଦେଇ ଯାଇଥିବା ରେଳପଥର ନାମ କ'ଣ ? A. ଦକ୍ଷିଣ ରେଳପଥ B. ପଶ୍ଚିମ ରେଳପଥ C. ପୂର୍ବ ରେଳପଥ D. ପୂର୍ବତଟ ରେଳପଥ 12 / 15 12. ଓଡ଼ିଶାର କେଉଁଠାରେ ଆଜବେଷ୍ଟସ୍ କାରଖାନା ଅଛି ? A. ସୁନ୍ଦରଗଡ଼ B. ଖୋର୍ଦ୍ଧା C. ବଡ଼ବିଲ D. ଢ଼େଙ୍କାନାଳ 13 / 15 13. ଓଡ଼ିଶାର କେଉଁ ସ୍ଥାନ ଦସ୍ତା ପାଇଁ ପ୍ରସିଦ୍ଧ ? A. ବରଗଡ଼ B. ବଡ଼ବିଲ C. ଢ଼େଙ୍କାନାଳ D. ସୁନ୍ଦରଗଡ଼ 14 / 15 14. ଓଡ଼ିଶାର କେଉଁଠାରେ ସ୍ପଞ୍ଜ ଲୁହା କାରଖାନା ଅଛି ? A. ଖୋର୍ଦ୍ଧା B. ବଡ଼ବିଲ C. କଟକ D. ଢ଼େଙ୍କାନାଳ 15 / 15 15. କେଉଁ ମସିହାରେ ମହା ବାତ୍ୟା ହୋଇଥିଲା ? A. 2001 B. 1999 C. 2000 D. 1998 Your score is Share with your friends. LinkedIn Facebook Twitter 0% Restart quiz Spread the love