Advertisements

Odia to English Translation | Spoken English in Odia | My English Class

Spoken English in Odia -My English Class Odia

କେବେ ହେଲେ ହାର ମାନନି।
Never give up.

ପୁଣି ଥରେ ଚେଷ୍ଟା କର ।
Try again.

ତୁମେ କିଛି କହୁନ କାହିଁକି ?
Why don’t you say something?

ମିଛ କହିବା ବନ୍ଦ କର ।
Stop lying.

ଏହାକୁ ମତେ ବୁଝାଅ ।
Explain it to me.

ଧୈର୍ଯ୍ୟ ରଖ ।
Have patience.

ତୁମେ ମୋ ସହିତ କଥା ହେଉନ କାହିଁକି ?
Why don’t you talk to me?

ତାଙ୍କୁ ବିଶ୍ଵାସ କର ନାହିଁ ।
Don’t believe him.

ତୁମେ ମିଛୁଆ ।
You are a liar.

ଏହାକୁ ଶୀଘ୍ର କର ।
Do it fast.

କଣ ଭାବୁଛ?
What are you thinking?

ମୁଁ ବି ଜାଣିଥିଲି ।
Even I knew it.

ତୁମେ କିଛି କହିଲ କି?
Did you say something?

ଏବେ କଣ କହିଲ?
What did you just say?

ମୋର କିଛି କହିବାର ନାହିଁ ।
I have nothing to say.

ଏଇଥି ପାଇଁ ।
That’s why.

କଣ ଭାବୁଥିଲ?
What were you thinking ?

ମୁଁ ତମକୁ କହି ପାରିବିନି ।
I can’t tell you.

ତୁମକୁ କିଛି ପଚାରି ପାରିବି କି ?
Can I ask you something?

ସେ କଣ କହୁଛି?
What is he saying?

କଣ ହୁଏ କି?
What happens is ?

ସେଇଟା ହିଁ ।
That’s what.

ନ ହେଲେ କଣ ?
What then ?

ତାହେଲେ କଣ ହେଲା ?
So what?

ବୁଝୁଛ ଟି ।
Getting it.

ଆସୁଛ କି ନାହିଁ ।
Coming or not.

ଏମିତି ନୁହେଁ ।
It’s not like that.

କିଏ ଜାଣେ?
Who knows?

ମୁଁ ସେସବୁ ଜାଣେନି ।
I don’t know all that.

ତୁମେ କଣ କହୁଛ?
What are you saying?

ସବୁ ଠିକ୍ ଅଛି ।
Everything is Ok.

ଏଇଟା ଦେଖ ।
See this.

ମୁଁ ଜାଣିବାକୁ ଚାହୁଁଛି ।
I want to know.

ତୁମେ ତ ଜାଣିଛ ନା ।
You know that right.

ନିଜର ଯତ୍ନ ନିଅ ।
Take care of yourself.

ତୁମେ କେମିତି ଜାଣିଲ?
How did you know?

ତାହେଲେ ।
So then.

Spoken English in Odia

Spread the love

Leave a Comment

Your email address will not be published. Required fields are marked *

Advertisements