Go to Beginning » Odia Medium by Odia Tips Odia Medium Mock Tests 10th Class board Exams Mock Tests 10th board Exams Tests-01 10th board Exams Tests-02 10th board Exams Tests-03 10th board Exams Tests-04 10th board Exams Tests-05 10th Class GK Mock Tests 9th Class board Exams Mock Tests 9th board Exams Tests-01 9th board Exams Tests-02 9th board Exams Tests-03 9th board Exams Tests-04 9th board Exams Tests-05 9th Class GK Mock Tests 8th Class board Exams Mock Tests 8th board Exams Tests-01 8th board Exams Tests-02 8th board Exams Tests-03 8th board Exams Tests-04 8th board Exams Tests-05 8th Class GK Mock Tests 0% 3913 BEST OF LUCK!!! GOOD TRY,Keep Practicing, Keep Improving. Odisha GK Question and Answer (Odisha GK Online Test) ସାଧାରଣ ଜ୍ଞାନ କୁଇଜ୍ 1 / 50 1. କେଉଁ ମସିହାରେ ଓଡ଼ିଆ ଭାଷା ସରକାରୀ ଭାଷା ଭାବରେ ସ୍ବୀକୃତି ପାଇଥିଲା? A. ୧୯୫୦ B. ୧୯୮୪ C. ୧୯୫୪ D. ୧୯୮୫ 2 / 50 2. ଓଡ଼ିଶାର ମୁଖ୍ୟ ଫସଲର ନାମ କଣ? A. ଧାନ B. ଆଖୁ C. ଗହମ D. ମୁଗ 3 / 50 3. ଓଡ଼ିଶାର ପ୍ରଥମ ରଙ୍ଗୀନ ଫିଲ୍ମର ନାମ କଣ? A. ଗପ ହେଲେ ବି ସତ B. ଅର୍ଜୁନ C. ରୋମିଓ D. ତତେ ମୋ ରାଣ 4 / 50 4. ସୁନାରୂପା ତାରକସି କାମ ପାଇଁ ଓଡ଼ିଶାର କେଉଁ ସ୍ଥାନ ପ୍ରସିଦ୍ଧ ? A. ଭୁବନେଶ୍ବର B. ବରଗଡ଼ C. ଖୋର୍ଦ୍ଧା D. କଟକ 5 / 50 5. ଓଡ଼ିଶାର ପ୍ରଥମ ଫିଲ୍ମର ନାମ କଣ? A. ସୁନା ପଞ୍ଜୁରୀ B. ଡୋରା C. ବାବୁଲ D. ସୀତା ବିବାହ 6 / 50 6. ଓଡ଼ିଶାର ଧଳା ପାଗୋଡ଼ା କାହାକୁ କୁହାଯାଏ? A. ପୁରୀର ଜଗନ୍ନାଥ ମନ୍ଦିର B. ଲିଙ୍ଗରାଜ ମନ୍ଦିର C. କୋଣାର୍କର ସୂର୍ଯ୍ୟ ମନ୍ଦିର D. ଧବଳେଶ୍ଵର ମନ୍ଦିର 7 / 50 7. ଓଡ଼ିଶାର ତୁଳସୀ କ୍ଷେତ୍ର କେଉଁଠି ଅବସ୍ଥିତ? A. ବାଲେଶ୍ଵର B. ପୁରୀ C. ଯାଜପୁର D. କେନ୍ଦ୍ରାପଡ଼ା 8 / 50 8. ଓଡ଼ିଶାର ଭଞ୍ଜ ବିହାର କେଉଁଠି ଅବସ୍ଥିତ? A. ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ B. ସାଲେପୁର ବିଶ୍ଵବିଦ୍ୟାଳୟ C. ଭୁବନେଶ୍ୱର ବିଶ୍ଵବିଦ୍ୟାଳୟ D. ସମ୍ବଲପୁର ବିଶ୍ୱବିଦ୍ୟାଳୟ 9 / 50 9. କେଉଁ ମସିହାରେ ମହା ବାତ୍ୟା ହୋଇଥିଲା ? A. 2000 B. 1999 C. 2001 D. 1998 10 / 50 10. ଓଡ଼ିଶାର କାଶୀ କାହାକୁ କୁହାଯାଏ? A. କଟକ B. ଭୁବନେଶ୍ୱର C. ପୁରୀ D. ବାଲେଶ୍ଵର 11 / 50 11. ଓଡ଼ିଶାର କେଉଁ ସ୍ଥାନ ଦସ୍ତା ପାଇଁ ପ୍ରସିଦ୍ଧ ? A. ସୁନ୍ଦରଗଡ଼ B. ବଡ଼ବିଲ C. ଢ଼େଙ୍କାନାଳ D. ବରଗଡ଼ 12 / 50 12. ଓଡ଼ିଶାର କେଉଁଠାରେ ଆଜବେଷ୍ଟସ୍ କାରଖାନା ଅଛି ? A. ସୁନ୍ଦରଗଡ଼ B. ଖୋର୍ଦ୍ଧା C. ଢ଼େଙ୍କାନାଳ D. ବଡ଼ବିଲ 13 / 50 13. ସୁନାବେଡ଼ାରେ କେଉଁ କାରଖାନା ଅଛି ? A. ଷ୍ଟିଲ କାରଖାନା B. ଲୁହା କାରଖାନା C. ଆଲୁମିନିୟମ କାରଖାନା D. ମିର ବିମାନ କାରଖାନା 14 / 50 14. ଓଡ଼ିଶାର କେଉଁଠି କେନ୍ଦ୍ରିୟ ମାଛଚାଷ ଗବେଷଣା କେନ୍ଦ୍ର ଅଛି ? A. କୋରାପୁଟ B. ଗଙ୍ଗା C. କୌଶଲ୍ୟା ଗଙ୍ଗା D. ଏଇଥିରୁ କେଉଁଠି ନୁହେଁ 15 / 50 15. ଓଡ଼ିଶାର ଗଙ୍ଗା କାହାକୁ କୁହାଯାଏ? A. ମହାନଦୀ B. ତୃଷ୍ଣା C. କାବେରୀ D. ଯମୁନା 16 / 50 16. ଓଡ଼ିଶାର ଶଙ୍ଖକ୍ଷେତ୍ର କେଉଁଠି ଅବସ୍ଥିତ? A. ଗୋପାଳପୁର B. କୋଣାର୍କ C. ବାଲେଶ୍ୱର D. ପୁରୀ 17 / 50 17. ଓଡ଼ିଶାର ବାଣୀକ୍ଷେତ୍ର କେଉଁଠି ଅବସ୍ଥିତ? A. ଜଗତସିଂହପୁର B. କଟକ C. ନବରଙ୍ଗପୁର କଟକ D. ବାଲେଶ୍ୱର 18 / 50 18. ଓଡ଼ିଶାର ବିହଙ୍ଗ ବିହାର କେଉଁଠି ଅବସ୍ଥିତ? A. ଭିତରକନିକା B. ଚିଲିକା C. ନନ୍ଦନକାନନ D. ଗୋପାଳପୁର 19 / 50 19. ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର "ସୀତା ବିବାହ" କେବେ ପ୍ରକାଶ ପାଇଥିଲା ? A. 1932 B. 1936 C. 1933 D. 1928 20 / 50 20. ଉତ୍କଳ ଦୀପିକା ପତ୍ରିକା ର ସମ୍ପାଦକ କିଏ ? A. ବୈକୁଣ୍ଠନାଥ ଦେ B. ପ୍ରତିଭା ରାୟ C. ଫକୀର ମୋହନ ସେନାପତି D. ଗୌରୀଶଙ୍କର ରାୟ 21 / 50 21. ଓଡ଼ିଶାର ଭାତହାଣ୍ଡି କାହାକୁ କୁହାଯାଏ? A. କନ୍ଧମାଳ B. ବରଗଡ଼ C. ମୟୂରଭଞ୍ଜ D. କଳାହାଣ୍ଡି 22 / 50 22. ଓଡ଼ିଶାରେ କେବେ ମହାବାତ୍ୟା ହୋଇଥିଲା? A. ୨୦୧୨ B. ୧୯୯୯ C. ୧୯୯୭ D. ୧୯୫୦ 23 / 50 23. କେଉଁ ମସିହାରେ ଚିଲିକା ହ୍ରଦକୁ ଭାରତୀୟ ଆର୍ଦ୍ରଭୂମି ରୂପେ ମାନ୍ୟତା ମିଳିଛି ? A. 1981 B. 1990 C. 1985 D. 1987 24 / 50 24. ଓଡ଼ିଶାର କେଉଁଠାରେ ସ୍ପଞ୍ଜ ଲୁହା କାରଖାନା ଅଛି ? A. କଟକ B. ଢ଼େଙ୍କାନାଳ C. ଖୋର୍ଦ୍ଧା D. ବଡ଼ବିଲ 25 / 50 25. ୧୯୯୧ରେ ଓଡ଼ିଶାର ଜନସଂଖ୍ୟା କେତେ? A. 4 କୋଟି ୧୬ ଲକ୍ଷ ୫୯ ହଜାର ୭୩୬ B. ୩ କୋଟି ୧୬ ଲକ୍ଷ ୫୯ ହଜାର ୭୩୬ C. ଏଇଥିରୁ କେଉଁଠି ନୁହେଁ D. 2 କୋଟି ୧୬ ଲକ୍ଷ ୫୯ ହଜାର ୭୩୬ 26 / 50 26. କେଉଁ ସଂକ୍ରାନ୍ତିରେ ଓଡ଼ିଆ ନବବର୍ଷ ପାଳନ କରାଯାଏ? A. ରଜ ସଂକ୍ରାନ୍ତି B. ଧନୁ ସଂକ୍ରାନ୍ତି C. ପଣା ସଂକ୍ରାନ୍ତି D. ମକର ସଂକ୍ରାନ୍ତି 27 / 50 27. ଓଡ଼ିଶାର ସର୍ବାଧିକ ମରୁଡ଼ି ଗ୍ରସ୍ତ ଜିଲ୍ଲା କେଉଁଠି ? A. ଗଜପତି ଜିଲ୍ଲା B. କଳାହାଣ୍ଡି ଜିଲ୍ଲା C. ଢେଙ୍କାନାଳ ଜିଲ୍ଲା D. ଗଞ୍ଜାମ ଜିଲ୍ଲା 28 / 50 28. ପେରୋସିଲିକନ୍ କାରଖାନା ଓଡ଼ିଶାରେ କେଉଁଠି ଅଛି ? A. ଥେରୁବାଲି B. ଢ଼େଙ୍କାନାଳ C. ବଡ଼ବିଲ D. ଖୋର୍ଦ୍ଧା 29 / 50 29. ଓଡ଼ିଶା ଦେଇ ଯାଇଥିବା ରେଳପଥର ନାମ କ'ଣ ? A. ପୂର୍ବତଟ ରେଳପଥ B. ଦକ୍ଷିଣ ରେଳପଥ C. ପୂର୍ବ ରେଳପଥ D. ପଶ୍ଚିମ ରେଳପଥ 30 / 50 30. ଓଡ଼ିଶାର ଇସ୍ପାତ ସହର କେଉଁଠି ଅବସ୍ଥିତ? A. ବ୍ରହ୍ମପୁର B. ଭୁବନେଶ୍ୱର C. ରାଉଲକେଲା D. କଟକ 31 / 50 31. ଓଡ଼ିଶାର ଗଦା କ୍ଷେତ୍ର କେଉଁଠି ଅବସ୍ଥିତ? A. ଗଞ୍ଜାମ B. ଢେଙ୍କାନାଳ C. ଯାଜପୁର D. ଗଜପତି 32 / 50 32. ଓଡ଼ିଶାର ଜ୍ୟୋତି ବିହାର କେଉଁଠି ଅବସ୍ଥିତ? A. ବଲାଙ୍ଗିର B. କେନ୍ଦୁଝର C. ବାଲେଶ୍ଵର D. ସମ୍ବଲପୁର 33 / 50 33. ଓଡ଼ିଶାର ବ୍ୟାସକ୍ଷେତ୍ର କେଉଁଠି ଅବସ୍ଥିତ? A. ରାଉଲକେଲା B. କଟକ C. ବାଲେଶ୍ଵର D. ଭୁବନେଶ୍ୱର 34 / 50 34. ଓଡ଼ିଶାର ଅର୍କକ୍ଷେତ୍ର କେଉଁଠି ଅବସ୍ଥିତ? A. ପୁରୀ B. କଟକ C. କୋଣାର୍କ D. ଗଞ୍ଜାମ 35 / 50 35. ଓଡ଼ିଶାର ଶାବର କ୍ଷେତ୍ର କେଉଁଠି ଅବସ୍ଥିତ? A. କଟକ B. କୋରାପୁଟ C. ଭଞ୍ଜନଗର D. ଫୁଲବାଣୀ 36 / 50 36. ମହିମା ଧର୍ମର ପ୍ରତିଷ୍ଠାତା କିଏ ? A. ସିଦ୍ଧ ବାବା B. ଭୀମ ଭୋଇ C. ମହିମା ଗୋସାଇଁ D. ବାବା ବିଶ୍ବନାଥ 37 / 50 37. ଓଡ଼ିଶାର ସ୍ୱର୍ଣ୍ଣକ୍ଷେତ୍ର କାହାକୁ କୁହାଯାଏ? A. ଭୁବନେଶ୍ୱର B. ବ୍ରହ୍ମପୁର C. କଟକ D. ମାହାଙ୍ଗା 38 / 50 38. ଓଡ଼ିଶାର କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠାତା କିଏ ? A. ବିଶ୍ବନାଥ ଦାସ B. ଡ଼ୀ ଜଗନ୍ନାଥ ପଟ୍ଟନାୟକ C. ଶ୍ରୀ ବିଜୁ ପଟ୍ଟନାୟକ D. ଏଇଥିରୁ କେଉଁଠି ନୁହେଁ 39 / 50 39. କେବେ ସମ୍ବଲପୁର ଓଡ଼ିଶା ସହ ମିଶିଥିଲା ? A. 1909 B. 1901 C. 1936 D. 1912 40 / 50 40. ଓଡ଼ିଶାର କଳା ପାଗୋଡ଼ା କାହାକୁ କୁହାଯାଏ? A. ଧବଳେଶ୍ଵର ମନ୍ଦିର B. କୋଣାର୍କର ସୂର୍ଯ୍ୟ ମନ୍ଦିର C. ଜଗନ୍ନାଥ ମନ୍ଦିର ଲିଙ୍ଗରାଜ ମନ୍ଦିର D. ଲିଙ୍ଗରାଜ ମନ୍ଦିର 41 / 50 41. ଓଡ଼ିଶାର ଲୋକସଭାର ସଦସ୍ୟ ସଂଖ୍ୟା କେତେ? A. ୧୮ B. ୨୫ C. ୨୦ D. ୨୧ 42 / 50 42. ଓଡ଼ିଶାର ସ୍ଵର୍ଣ୍ଣ ତ୍ରିଭୁଜ କାହାକୁ କୁହାଯାଏ? A. ପୁରୀ, ଭୁବନେଶ୍ୱର, ବ୍ରହ୍ମପୁର B. କଟକ, ଭୁବନେଶ୍ୱର, ପୁରୀ C. କୋଣାର୍କ,ପୁରୀ ,ଖୋର୍ଦ୍ଧା D. ପୁରୀ, ଭୁବନେଶ୍ୱର, କୋଣାର୍କ 43 / 50 43. ଓଡ଼ିଶାର ବ୍ଲକ୍ ସଂଖ୍ୟା କେତେ ? A. ୩୧୪ଟି B. ୨୨୦ଟି C. ୪୧୨ଟି D. ୩୨୪ଟି 44 / 50 44. ଓଡ଼ିଶାର କାଶ୍ମୀର କାହାକୁ କୁହାଯାଏ? A. ମାଲକାନଗିରି B. ଗୋପାଳପୁର C. ପୁରୀ D. ଦାରିଙ୍ଗି ବାଡି 45 / 50 45. ପିପିଲି କାହିଁକି ପ୍ରସିଦ୍ଧ ? A. ଧାନ B. ଚାନ୍ଦୁଆ C. ପାନ D. ଆଖୁ 46 / 50 46. ରାଜା ଖାରବେଳ କେଉଁ ବଂଶଜ ? A. ସୋମା B. ମୌର୍ଯ୍ୟ C. ଚେଦି D. ନନ୍ଦ 47 / 50 47. କୋଣାର୍କର ସୂର୍ଯ୍ୟ ମନ୍ଦିର କିଏ ନିର୍ମାଣ କରିଥିଲେ? A. ଯଯାତି କେଶରୀ B. ଲାଙ୍ଗୁଳା ନରସିଂହ ଦେବ C. ଅନଙ୍ଗ ଭୀମଦେବ D. ଚୋଡ଼ଗଙ୍ଗ ଦେବ 48 / 50 48. ଓଡ଼ିଶାର ପ୍ରଥମ ଓଡ଼ିଆ ସମ୍ବାଦ ପତ୍ରର ନାମ କଣ? A. ସମାଜ B. ଉତ୍କଳ ଦୀପିକା C. ଉତ୍କଳ ଗୌରବ D. ପ୍ରମେୟ 49 / 50 49. ଓଡ଼ିଶାର ଠାକୁରାଣୀ ପାହାଡ଼ରୁ କ’ଣ ମିଳିଥାଏ ? A. କୋଇଲା B. ଲୁହାପଥର C. ଅଭ୍ର D. ଚୂନପଥର 50 / 50 50. ଓଡ଼ିଶାର କୈଳାସ କେଉଁଠି ଅବସ୍ଥିତ? A. କପିଳାସ B. କୋଣାର୍କ C. ହିମାଳୟ D. ପୁରୀ Your score is Share with your friends. LinkedIn Facebook Twitter 0% Restart quiz