Odia Medium Mock Tests

10th Class board Exams Mock Tests

10th board Exams Tests-01 10th board Exams Tests-02
10th board Exams Tests-03 10th board Exams Tests-04
10th board Exams Tests-05 10th Class GK Mock Tests

9th Class board Exams Mock Tests

9th board Exams Tests-01 9th board Exams Tests-02
9th board Exams Tests-03 9th board Exams Tests-04
9th board Exams Tests-05 9th Class GK Mock Tests

8th Class board Exams Mock Tests

8th board Exams Tests-01 8th board Exams Tests-02
8th board Exams Tests-03 8th board Exams Tests-04
8th board Exams Tests-05 8th Class GK Mock Tests
0%
2878
BEST OF LUCK!!!

GOOD TRY,

Keep Practicing, Keep Improving.


Odisha-GK-Question-and-Answer

Odisha GK Question and Answer (Odisha GK Online Test)

ସାଧାରଣ ଜ୍ଞାନ କୁଇଜ୍

1 / 50

1. ସୁନାବେଡ଼ାରେ କେଉଁ କାରଖାନା ଅଛି ?

2 / 50

2. ଓଡ଼ିଶାର କଳା ପାଗୋଡ଼ା କାହାକୁ କୁହାଯାଏ?

3 / 50

3. ପେରୋସିଲିକନ୍ କାରଖାନା ଓଡ଼ିଶାରେ କେଉଁଠି ଅଛି ?

4 / 50

4. ଉତ୍କଳ ଦୀପିକା ପତ୍ରିକା ର ସମ୍ପାଦକ କିଏ ?

5 / 50

5. କେବେ ସମ୍ବଲପୁର ଓଡ଼ିଶା ସହ ମିଶିଥିଲା ?

6 / 50

6. ପିପିଲି କାହିଁକି ପ୍ରସିଦ୍ଧ ?

7 / 50

7. ଓଡ଼ିଶାରେ କେବେ ମହାବାତ୍ୟା ହୋଇଥିଲା?

8 / 50

8. ଓଡ଼ିଶାର ବାଣୀକ୍ଷେତ୍ର କେଉଁଠି ଅବସ୍ଥିତ?

9 / 50

9. ସୁନାରୂପା ତାରକସି କାମ ପାଇଁ ଓଡ଼ିଶାର କେଉଁ ସ୍ଥାନ ପ୍ରସିଦ୍ଧ ?

10 / 50

10. ଓଡ଼ିଶାର ପ୍ରଥମ ଓଡ଼ିଆ ସମ୍ବାଦ ପତ୍ରର ନାମ କଣ?

11 / 50

11. ଓଡ଼ିଶାର ପ୍ରଥମ ଫିଲ୍ମର ନାମ କଣ?

12 / 50

12. ଓଡ଼ିଶାର କାଶୀ କାହାକୁ କୁହାଯାଏ?

13 / 50

13. ଓଡ଼ିଶାର ବ୍ୟାସକ୍ଷେତ୍ର କେଉଁଠି ଅବସ୍ଥିତ?

14 / 50

14. ଓଡ଼ିଶାର ଜ୍ୟୋତି ବିହାର କେଉଁଠି ଅବସ୍ଥିତ?

15 / 50

15. ୧୯୯୧ରେ ଓଡ଼ିଶାର ଜନସଂଖ୍ୟା କେତେ?

16 / 50

16. ଓଡ଼ିଶାର ସ୍ୱର୍ଣ୍ଣକ୍ଷେତ୍ର କାହାକୁ କୁହାଯାଏ?

17 / 50

17. ଓଡ଼ିଶାର ଭଞ୍ଜ ବିହାର କେଉଁଠି ଅବସ୍ଥିତ?

18 / 50

18. ଓଡ଼ିଶାର ମୁଖ୍ୟ ଫସଲର ନାମ କଣ?

19 / 50

19. ମହିମା ଧର୍ମର ପ୍ରତିଷ୍ଠାତା କିଏ ?

20 / 50

20. ଓଡ଼ିଶାର ଗଙ୍ଗା କାହାକୁ କୁହାଯାଏ?

21 / 50

21. ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର "ସୀତା ବିବାହ" କେବେ ପ୍ରକାଶ ପାଇଥିଲା ?

22 / 50

22. ରାଜା ଖାରବେଳ କେଉଁ ବଂଶଜ ?

23 / 50

23. କେଉଁ ମସିହାରେ ଚିଲିକା ହ୍ରଦକୁ ଭାରତୀୟ ଆର୍ଦ୍ରଭୂମି ରୂପେ ମାନ୍ୟତା ମିଳିଛି ?

24 / 50

24. ଓଡ଼ିଶାର ତୁଳସୀ କ୍ଷେତ୍ର କେଉଁଠି ଅବସ୍ଥିତ?

25 / 50

25. ଓଡ଼ିଶାର କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠାତା କିଏ ?

26 / 50

26. ଓଡ଼ିଶାର କୈଳାସ କେଉଁଠି ଅବସ୍ଥିତ?

27 / 50

27. କୋଣାର୍କର ସୂର୍ଯ୍ୟ ମନ୍ଦିର କିଏ ନିର୍ମାଣ କରିଥିଲେ?

28 / 50

28. ଓଡ଼ିଶାର ପ୍ରଥମ ରଙ୍ଗୀନ ଫିଲ୍ମର ନାମ କଣ?

29 / 50

29. ଓଡ଼ିଶାର ଶଙ୍ଖକ୍ଷେତ୍ର କେଉଁଠି ଅବସ୍ଥିତ?

30 / 50

30. ଓଡ଼ିଶାର ସର୍ବାଧିକ ମରୁଡ଼ି ଗ୍ରସ୍ତ ଜିଲ୍ଲା କେଉଁଠି ?

31 / 50

31. ଓଡ଼ିଶାର ଶାବର କ୍ଷେତ୍ର କେଉଁଠି ଅବସ୍ଥିତ?

32 / 50

32. ଓଡ଼ିଶାର ବିହଙ୍ଗ ବିହାର କେଉଁଠି ଅବସ୍ଥିତ?

33 / 50

33. ଓଡ଼ିଶାର କେଉଁଠି କେନ୍ଦ୍ରିୟ ମାଛଚାଷ ଗବେଷଣା କେନ୍ଦ୍ର ଅଛି ?

34 / 50

34. ଓଡ଼ିଶାର ବ୍ଲକ୍ ସଂଖ୍ୟା କେତେ ?

35 / 50

35. ଓଡ଼ିଶାର ଭାତହାଣ୍ଡି କାହାକୁ କୁହାଯାଏ?

36 / 50

36. ଓଡ଼ିଶାର କେଉଁ ସ୍ଥାନ ଦସ୍ତା ପାଇଁ ପ୍ରସିଦ୍ଧ ?

37 / 50

37. ଓଡ଼ିଶାର ଠାକୁରାଣୀ ପାହାଡ଼ରୁ କ’ଣ ମିଳିଥାଏ ?

38 / 50

38. ଓଡ଼ିଶାର କେଉଁଠାରେ ସ୍ପଞ୍ଜ ଲୁହା କାରଖାନା ଅଛି ?

39 / 50

39. ଓଡ଼ିଶାର ଗଦା କ୍ଷେତ୍ର କେଉଁଠି ଅବସ୍ଥିତ?

40 / 50

40. ଓଡ଼ିଶାର ସ୍ଵର୍ଣ୍ଣ ତ୍ରିଭୁଜ କାହାକୁ କୁହାଯାଏ?

41 / 50

41. ଓଡ଼ିଶାର କାଶ୍ମୀର କାହାକୁ କୁହାଯାଏ?

42 / 50

42. ଓଡ଼ିଶାର ଅର୍କକ୍ଷେତ୍ର କେଉଁଠି ଅବସ୍ଥିତ?

43 / 50

43. କେଉଁ ମସିହାରେ ମହା ବାତ୍ୟା ହୋଇଥିଲା ?

44 / 50

44. ଓଡ଼ିଶାର କେଉଁଠାରେ ଆଜବେଷ୍ଟସ୍ କାରଖାନା ଅଛି ?

45 / 50

45. ଓଡ଼ିଶା ଦେଇ ଯାଇଥିବା ରେଳପଥର ନାମ କ'ଣ ?

46 / 50

46. ଓଡ଼ିଶାର ଲୋକସଭାର ସଦସ୍ୟ ସଂଖ୍ୟା କେତେ?

47 / 50

47. କେଉଁ ସଂକ୍ରାନ୍ତିରେ ଓଡ଼ିଆ ନବବର୍ଷ ପାଳନ କରାଯାଏ?

48 / 50

48. କେଉଁ ମସିହାରେ ଓଡ଼ିଆ ଭାଷା ସରକାରୀ ଭାଷା ଭାବରେ ସ୍ବୀକୃତି ପାଇଥିଲା?

49 / 50

49. ଓଡ଼ିଶାର ଧଳା ପାଗୋଡ଼ା କାହାକୁ କୁହାଯାଏ?

50 / 50

50. ଓଡ଼ିଶାର ଇସ୍ପାତ ସହର କେଉଁଠି ଅବସ୍ଥିତ?

Your score is

Share with your friends.

LinkedIn Facebook Twitter
0%

Advertisements