Go to Beginning » Odia Medium by Odia Tips Odia Medium Mock Tests 10th Class board Exams Mock Tests 10th board Exams Tests-01 10th board Exams Tests-02 10th board Exams Tests-03 10th board Exams Tests-04 10th board Exams Tests-05 10th Class GK Mock Tests 9th Class board Exams Mock Tests 9th board Exams Tests-01 9th board Exams Tests-02 9th board Exams Tests-03 9th board Exams Tests-04 9th board Exams Tests-05 9th Class GK Mock Tests 8th Class board Exams Mock Tests 8th board Exams Tests-01 8th board Exams Tests-02 8th board Exams Tests-03 8th board Exams Tests-04 8th board Exams Tests-05 8th Class GK Mock Tests 0% 3845 BEST OF LUCK!!! GOOD TRY,Keep Practicing, Keep Improving. Odisha GK Question and Answer (Odisha GK Online Test) ସାଧାରଣ ଜ୍ଞାନ କୁଇଜ୍ 1 / 50 1. ଓଡ଼ିଶାର ପ୍ରଥମ ଓଡ଼ିଆ ସମ୍ବାଦ ପତ୍ରର ନାମ କଣ? A. ଉତ୍କଳ ଦୀପିକା B. ସମାଜ C. ପ୍ରମେୟ D. ଉତ୍କଳ ଗୌରବ 2 / 50 2. ଓଡ଼ିଶାର ତୁଳସୀ କ୍ଷେତ୍ର କେଉଁଠି ଅବସ୍ଥିତ? A. ଯାଜପୁର B. ବାଲେଶ୍ଵର C. କେନ୍ଦ୍ରାପଡ଼ା D. ପୁରୀ 3 / 50 3. ଓଡ଼ିଶାର ଗଦା କ୍ଷେତ୍ର କେଉଁଠି ଅବସ୍ଥିତ? A. ଯାଜପୁର B. ଢେଙ୍କାନାଳ C. ଗଜପତି D. ଗଞ୍ଜାମ 4 / 50 4. ଓଡ଼ିଶାର କଳା ପାଗୋଡ଼ା କାହାକୁ କୁହାଯାଏ? A. ଲିଙ୍ଗରାଜ ମନ୍ଦିର B. ଜଗନ୍ନାଥ ମନ୍ଦିର ଲିଙ୍ଗରାଜ ମନ୍ଦିର C. କୋଣାର୍କର ସୂର୍ଯ୍ୟ ମନ୍ଦିର D. ଧବଳେଶ୍ଵର ମନ୍ଦିର 5 / 50 5. ଓଡ଼ିଶାର ଅର୍କକ୍ଷେତ୍ର କେଉଁଠି ଅବସ୍ଥିତ? A. କଟକ B. କୋଣାର୍କ C. ପୁରୀ D. ଗଞ୍ଜାମ 6 / 50 6. ପେରୋସିଲିକନ୍ କାରଖାନା ଓଡ଼ିଶାରେ କେଉଁଠି ଅଛି ? A. ଖୋର୍ଦ୍ଧା B. ଢ଼େଙ୍କାନାଳ C. ଥେରୁବାଲି D. ବଡ଼ବିଲ 7 / 50 7. ଓଡ଼ିଶାରେ କେବେ ମହାବାତ୍ୟା ହୋଇଥିଲା? A. ୧୯୯୯ B. ୨୦୧୨ C. ୧୯୯୭ D. ୧୯୫୦ 8 / 50 8. ଓଡ଼ିଶାର ବାଣୀକ୍ଷେତ୍ର କେଉଁଠି ଅବସ୍ଥିତ? A. କଟକ B. ନବରଙ୍ଗପୁର କଟକ C. ଜଗତସିଂହପୁର D. ବାଲେଶ୍ୱର 9 / 50 9. ଓଡ଼ିଶାର ଭଞ୍ଜ ବିହାର କେଉଁଠି ଅବସ୍ଥିତ? A. ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ B. ସାଲେପୁର ବିଶ୍ଵବିଦ୍ୟାଳୟ C. ସମ୍ବଲପୁର ବିଶ୍ୱବିଦ୍ୟାଳୟ D. ଭୁବନେଶ୍ୱର ବିଶ୍ଵବିଦ୍ୟାଳୟ 10 / 50 10. ଓଡ଼ିଶାର କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠାତା କିଏ ? A. ଡ଼ୀ ଜଗନ୍ନାଥ ପଟ୍ଟନାୟକ B. ଶ୍ରୀ ବିଜୁ ପଟ୍ଟନାୟକ C. ଏଇଥିରୁ କେଉଁଠି ନୁହେଁ D. ବିଶ୍ବନାଥ ଦାସ 11 / 50 11. ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର "ସୀତା ବିବାହ" କେବେ ପ୍ରକାଶ ପାଇଥିଲା ? A. 1928 B. 1932 C. 1936 D. 1933 12 / 50 12. ଓଡ଼ିଶାର ଠାକୁରାଣୀ ପାହାଡ଼ରୁ କ’ଣ ମିଳିଥାଏ ? A. ଚୂନପଥର B. ଲୁହାପଥର C. କୋଇଲା D. ଅଭ୍ର 13 / 50 13. କେଉଁ ମସିହାରେ ମହା ବାତ୍ୟା ହୋଇଥିଲା ? A. 2001 B. 1998 C. 1999 D. 2000 14 / 50 14. ଓଡ଼ିଶାର ପ୍ରଥମ ଫିଲ୍ମର ନାମ କଣ? A. ବାବୁଲ B. ସୀତା ବିବାହ C. ସୁନା ପଞ୍ଜୁରୀ D. ଡୋରା 15 / 50 15. ଓଡ଼ିଶାର କେଉଁଠି କେନ୍ଦ୍ରିୟ ମାଛଚାଷ ଗବେଷଣା କେନ୍ଦ୍ର ଅଛି ? A. ଗଙ୍ଗା B. କୋରାପୁଟ C. କୌଶଲ୍ୟା ଗଙ୍ଗା D. ଏଇଥିରୁ କେଉଁଠି ନୁହେଁ 16 / 50 16. ମହିମା ଧର୍ମର ପ୍ରତିଷ୍ଠାତା କିଏ ? A. ସିଦ୍ଧ ବାବା B. ଭୀମ ଭୋଇ C. ମହିମା ଗୋସାଇଁ D. ବାବା ବିଶ୍ବନାଥ 17 / 50 17. ସୁନାରୂପା ତାରକସି କାମ ପାଇଁ ଓଡ଼ିଶାର କେଉଁ ସ୍ଥାନ ପ୍ରସିଦ୍ଧ ? A. ଖୋର୍ଦ୍ଧା B. ଭୁବନେଶ୍ବର C. କଟକ D. ବରଗଡ଼ 18 / 50 18. ଓଡ଼ିଶାର ଶାବର କ୍ଷେତ୍ର କେଉଁଠି ଅବସ୍ଥିତ? A. ଭଞ୍ଜନଗର B. କୋରାପୁଟ C. ଫୁଲବାଣୀ D. କଟକ 19 / 50 19. ଓଡ଼ିଶାର ଧଳା ପାଗୋଡ଼ା କାହାକୁ କୁହାଯାଏ? A. କୋଣାର୍କର ସୂର୍ଯ୍ୟ ମନ୍ଦିର B. ଲିଙ୍ଗରାଜ ମନ୍ଦିର C. ପୁରୀର ଜଗନ୍ନାଥ ମନ୍ଦିର D. ଧବଳେଶ୍ଵର ମନ୍ଦିର 20 / 50 20. ଓଡ଼ିଶାର କେଉଁ ସ୍ଥାନ ଦସ୍ତା ପାଇଁ ପ୍ରସିଦ୍ଧ ? A. ସୁନ୍ଦରଗଡ଼ B. ବରଗଡ଼ C. ବଡ଼ବିଲ D. ଢ଼େଙ୍କାନାଳ 21 / 50 21. କୋଣାର୍କର ସୂର୍ଯ୍ୟ ମନ୍ଦିର କିଏ ନିର୍ମାଣ କରିଥିଲେ? A. ଅନଙ୍ଗ ଭୀମଦେବ B. ଚୋଡ଼ଗଙ୍ଗ ଦେବ C. ଲାଙ୍ଗୁଳା ନରସିଂହ ଦେବ D. ଯଯାତି କେଶରୀ 22 / 50 22. ରାଜା ଖାରବେଳ କେଉଁ ବଂଶଜ ? A. ଚେଦି B. ସୋମା C. ନନ୍ଦ D. ମୌର୍ଯ୍ୟ 23 / 50 23. ଓଡ଼ିଶାର ବ୍ଲକ୍ ସଂଖ୍ୟା କେତେ ? A. ୩୨୪ଟି B. ୨୨୦ଟି C. ୪୧୨ଟି D. ୩୧୪ଟି 24 / 50 24. ଉତ୍କଳ ଦୀପିକା ପତ୍ରିକା ର ସମ୍ପାଦକ କିଏ ? A. ବୈକୁଣ୍ଠନାଥ ଦେ B. ପ୍ରତିଭା ରାୟ C. ଗୌରୀଶଙ୍କର ରାୟ D. ଫକୀର ମୋହନ ସେନାପତି 25 / 50 25. ଓଡ଼ିଶାର କୈଳାସ କେଉଁଠି ଅବସ୍ଥିତ? A. କପିଳାସ B. ପୁରୀ C. କୋଣାର୍କ D. ହିମାଳୟ 26 / 50 26. ଓଡ଼ିଶାର କେଉଁଠାରେ ସ୍ପଞ୍ଜ ଲୁହା କାରଖାନା ଅଛି ? A. ବଡ଼ବିଲ B. ଢ଼େଙ୍କାନାଳ C. କଟକ D. ଖୋର୍ଦ୍ଧା 27 / 50 27. ଓଡ଼ିଶାର ସ୍ଵର୍ଣ୍ଣ ତ୍ରିଭୁଜ କାହାକୁ କୁହାଯାଏ? A. ପୁରୀ, ଭୁବନେଶ୍ୱର, କୋଣାର୍କ B. ପୁରୀ, ଭୁବନେଶ୍ୱର, ବ୍ରହ୍ମପୁର C. କୋଣାର୍କ,ପୁରୀ ,ଖୋର୍ଦ୍ଧା D. କଟକ, ଭୁବନେଶ୍ୱର, ପୁରୀ 28 / 50 28. ଓଡ଼ିଶା ଦେଇ ଯାଇଥିବା ରେଳପଥର ନାମ କ'ଣ ? A. ପୂର୍ବତଟ ରେଳପଥ B. ପଶ୍ଚିମ ରେଳପଥ C. ଦକ୍ଷିଣ ରେଳପଥ D. ପୂର୍ବ ରେଳପଥ 29 / 50 29. ଓଡ଼ିଶାର ଗଙ୍ଗା କାହାକୁ କୁହାଯାଏ? A. ମହାନଦୀ B. ତୃଷ୍ଣା C. କାବେରୀ D. ଯମୁନା 30 / 50 30. ଓଡ଼ିଶାର ଜ୍ୟୋତି ବିହାର କେଉଁଠି ଅବସ୍ଥିତ? A. ବାଲେଶ୍ଵର B. ବଲାଙ୍ଗିର C. କେନ୍ଦୁଝର D. ସମ୍ବଲପୁର 31 / 50 31. ପିପିଲି କାହିଁକି ପ୍ରସିଦ୍ଧ ? A. ଆଖୁ B. ଧାନ C. ପାନ D. ଚାନ୍ଦୁଆ 32 / 50 32. ଓଡ଼ିଶାର ଲୋକସଭାର ସଦସ୍ୟ ସଂଖ୍ୟା କେତେ? A. ୨୫ B. ୧୮ C. ୨୧ D. ୨୦ 33 / 50 33. ଓଡ଼ିଶାର ସ୍ୱର୍ଣ୍ଣକ୍ଷେତ୍ର କାହାକୁ କୁହାଯାଏ? A. ବ୍ରହ୍ମପୁର B. ମାହାଙ୍ଗା C. ଭୁବନେଶ୍ୱର D. କଟକ 34 / 50 34. କେଉଁ ସଂକ୍ରାନ୍ତିରେ ଓଡ଼ିଆ ନବବର୍ଷ ପାଳନ କରାଯାଏ? A. ଧନୁ ସଂକ୍ରାନ୍ତି B. ରଜ ସଂକ୍ରାନ୍ତି C. ପଣା ସଂକ୍ରାନ୍ତି D. ମକର ସଂକ୍ରାନ୍ତି 35 / 50 35. ଓଡ଼ିଶାର କାଶୀ କାହାକୁ କୁହାଯାଏ? A. ବାଲେଶ୍ଵର B. ଭୁବନେଶ୍ୱର C. ପୁରୀ D. କଟକ 36 / 50 36. ଓଡ଼ିଶାର ଇସ୍ପାତ ସହର କେଉଁଠି ଅବସ୍ଥିତ? A. ବ୍ରହ୍ମପୁର B. ରାଉଲକେଲା C. ଭୁବନେଶ୍ୱର D. କଟକ 37 / 50 37. ଓଡ଼ିଶାର ଭାତହାଣ୍ଡି କାହାକୁ କୁହାଯାଏ? A. କନ୍ଧମାଳ B. କଳାହାଣ୍ଡି C. ବରଗଡ଼ D. ମୟୂରଭଞ୍ଜ 38 / 50 38. ଓଡ଼ିଶାର ବ୍ୟାସକ୍ଷେତ୍ର କେଉଁଠି ଅବସ୍ଥିତ? A. କଟକ B. ରାଉଲକେଲା C. ଭୁବନେଶ୍ୱର D. ବାଲେଶ୍ଵର 39 / 50 39. ଓଡ଼ିଶାର ସର୍ବାଧିକ ମରୁଡ଼ି ଗ୍ରସ୍ତ ଜିଲ୍ଲା କେଉଁଠି ? A. ଗଜପତି ଜିଲ୍ଲା B. କଳାହାଣ୍ଡି ଜିଲ୍ଲା C. ଢେଙ୍କାନାଳ ଜିଲ୍ଲା D. ଗଞ୍ଜାମ ଜିଲ୍ଲା 40 / 50 40. କେବେ ସମ୍ବଲପୁର ଓଡ଼ିଶା ସହ ମିଶିଥିଲା ? A. 1909 B. 1912 C. 1901 D. 1936 41 / 50 41. ଓଡ଼ିଶାର କାଶ୍ମୀର କାହାକୁ କୁହାଯାଏ? A. ଗୋପାଳପୁର B. ପୁରୀ C. ମାଲକାନଗିରି D. ଦାରିଙ୍ଗି ବାଡି 42 / 50 42. ସୁନାବେଡ଼ାରେ କେଉଁ କାରଖାନା ଅଛି ? A. ଷ୍ଟିଲ କାରଖାନା B. ମିର ବିମାନ କାରଖାନା C. ଆଲୁମିନିୟମ କାରଖାନା D. ଲୁହା କାରଖାନା 43 / 50 43. କେଉଁ ମସିହାରେ ଓଡ଼ିଆ ଭାଷା ସରକାରୀ ଭାଷା ଭାବରେ ସ୍ବୀକୃତି ପାଇଥିଲା? A. ୧୯୮୫ B. ୧୯୫୪ C. ୧୯୮୪ D. ୧୯୫୦ 44 / 50 44. ଓଡ଼ିଶାର କେଉଁଠାରେ ଆଜବେଷ୍ଟସ୍ କାରଖାନା ଅଛି ? A. ଢ଼େଙ୍କାନାଳ B. ସୁନ୍ଦରଗଡ଼ C. ଖୋର୍ଦ୍ଧା D. ବଡ଼ବିଲ 45 / 50 45. କେଉଁ ମସିହାରେ ଚିଲିକା ହ୍ରଦକୁ ଭାରତୀୟ ଆର୍ଦ୍ରଭୂମି ରୂପେ ମାନ୍ୟତା ମିଳିଛି ? A. 1987 B. 1985 C. 1981 D. 1990 46 / 50 46. ଓଡ଼ିଶାର ପ୍ରଥମ ରଙ୍ଗୀନ ଫିଲ୍ମର ନାମ କଣ? A. ଅର୍ଜୁନ B. ଗପ ହେଲେ ବି ସତ C. ରୋମିଓ D. ତତେ ମୋ ରାଣ 47 / 50 47. ଓଡ଼ିଶାର ମୁଖ୍ୟ ଫସଲର ନାମ କଣ? A. ମୁଗ B. ଗହମ C. ଧାନ D. ଆଖୁ 48 / 50 48. ଓଡ଼ିଶାର ବିହଙ୍ଗ ବିହାର କେଉଁଠି ଅବସ୍ଥିତ? A. ଭିତରକନିକା B. ଚିଲିକା C. ଗୋପାଳପୁର D. ନନ୍ଦନକାନନ 49 / 50 49. ୧୯୯୧ରେ ଓଡ଼ିଶାର ଜନସଂଖ୍ୟା କେତେ? A. ଏଇଥିରୁ କେଉଁଠି ନୁହେଁ B. ୩ କୋଟି ୧୬ ଲକ୍ଷ ୫୯ ହଜାର ୭୩୬ C. 4 କୋଟି ୧୬ ଲକ୍ଷ ୫୯ ହଜାର ୭୩୬ D. 2 କୋଟି ୧୬ ଲକ୍ଷ ୫୯ ହଜାର ୭୩୬ 50 / 50 50. ଓଡ଼ିଶାର ଶଙ୍ଖକ୍ଷେତ୍ର କେଉଁଠି ଅବସ୍ଥିତ? A. ପୁରୀ B. ବାଲେଶ୍ୱର C. କୋଣାର୍କ D. ଗୋପାଳପୁର Your score is Share with your friends. LinkedIn Facebook Twitter 0% Restart quiz