Advertisements

Odia General Knowledge MCQ Quiz [18]

Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ |

0%
1548
BEST OF LUCK!!!

GOOD TRY,

Keep Practicing, Keep Improving.


General Knowledge
Advertisements

Odia General Knowledge MCQ Quiz -18 (Odia GK)

ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୧୮

1 / 20

1. ଉଡାଜାହାଜ ର ଉଦ୍ଭାବନ କେଉଁ ଦେଶ କରିଥିଲା?

2 / 20

2. ଭାରତର ରାଜଧାନୀର ନାମ କଣ?

3 / 20

3. ଭାରତର କେଉଁ ରାଜ୍ୟରେ ଗଧ ମେଳା ଆୟୋଜିତ ହୁଏ?

4 / 20

4. ଭାରତରେ ସର୍ବାଧିକ ସିନେମା କେଉଁ ଦିନ ହୋଇଥାଏ?

5 / 20

5. Statue of Unity କୁ କେତେ କିଲୋମିଟର ଦୂରରୁ ଦେଖି ପରିବା ?

6 / 20

6. ସାଧାରଣ ମନୁଷ୍ୟ ହୃଦସ୍ପନ୍ଦନ ମିନିଟ ପ୍ରତି କେତେ?

7 / 20

7. ଭାରତର କେଉଁ ରାଜ୍ୟରେ ପୁରୁଷ ସାକ୍ଷରତା ସର୍ବନିମ୍ନ?

8 / 20

8. କଳା ସୁନା କାହାକୁ କୁହାଯାଏ?

9 / 20

9. କାହାର ରକ୍ତର ରଙ୍ଗ ନୀଳ ହୋଇଥାଏ ?

10 / 20

10. ଭାରତ ବ୍ୟତୀତ ଅନ୍ୟ କେଉଁ ଦେଶରେ ତାଜମହଲ ରହିଛି?

11 / 20

11. ବର୍ତମାନ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି କିଏ ଅଛନ୍ତି?

12 / 20

12. କେଉଁ ପଶୁ ଆକାଶ ଆଡକୁ ଦେଖିପାରେ ନାହିଁ?

13 / 20

13. ଟମାଟରେ କେଉଁ ଭିଟାମିନ ଥାଏ?

14 / 20

14. କେଉଁ ଦେଶରେ ବାପା ଝିଅ ବିବାହ କରନ୍ତି?

15 / 20

15. ଭାରତର କେଉଁ ରାଜ୍ୟରେ ମହିଳା ସାକ୍ଷରତା ସର୍ବନିମ୍ନ?

16 / 20

16. ଭାରତର କେଉଁ ରାଜ୍ୟରେ ପାକିସ୍ଥାନ ନାମ ଥିବା ଗ୍ରାମ ରହିଛି?

17 / 20

17. ଭୋଜନ କରିସାରିବା ପରେ କଣ ଖାଇଲେ ମୃତୁ ହେବାର ସମ୍ଭାବନା ଥାଏ?

18 / 20

18. ହାତୀ ଗୋଟିଏ ଥରରେ କେତେ ପାଣି ପାଇଥାଏ ?

19 / 20

19. ଆଧାର କାର୍ଡ କେବେ ଲଞ୍ଚ ହୋଇଥିଲା?

20 / 20

20. ବିଶ୍ବର ସବୁଠାରୁ ବଡ଼ ଫଳ କିଏ ?

Your score is

Share with your friends.

LinkedIn Facebook Twitter
0%

Spread the love

2 thoughts on “Odia General Knowledge MCQ Quiz [18]”

Leave a Comment

Your email address will not be published. Required fields are marked *

Advertisements