Go to Beginning Odia General Knowledge MCQ Quiz [16]By Editorial Staff / March 2, 2023 March 2, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 1315 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -16 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୧୬ 1 / 20 1. ଭାରତର କେଉଁ ରାଜ୍ୟ ସର୍ବାଧିକ କଦଳୀ ଉପ୍ତାଦନ କରେ? A. ତାମିଲନାଡୁ B. କେରଳ C. ଗୋଆ D. ଓଡ଼ିଶା 2 / 20 2. ସମ୍ବିଧାନ ର ଜନକ କାହାକୁ କୁହାଯାଏ? A. ଜବାହାରଲାଲ ନେହେରୁ B. ମହାତ୍ମା ଗାନ୍ଧୀ C. ଭୀମରାଓ ଆମ୍ବେଦକର D. ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ 3 / 20 3. ସବୁଠାରୁ ବଡ଼ ବରଫ ମହୋତ୍ସବ କେଉଁ ଦେଶରେ ପାଳନ ହୁଏ? A. ଜାପାନ B. ଆମେରିକା C. ଚୀନ D. ଋଷିଆ 4 / 20 4. ଏଫିଲ ଟାୱାର କେଉଁ ଦେଶରେ ଅବସ୍ଥିତ? A. ଫ୍ରାନ୍ସ B. ଆମେରିକା C. ଚୀନ୍ D. ଋଷିଆ 5 / 20 5. କେଉଁ ନଦୀ ଉପରେ ହୀରାକୁଦ ଜଳଭଣ୍ଡାର ନିର୍ମାଣ ହୋଇଛି? A. କାବେରୀ B. ଯମୁନା C. ମହାନଦୀ D. ଗଙ୍ଗା 6 / 20 6. ଗୌତମ ବୁଦ୍ଧଙ୍କ ମୃତ୍ୟୁ କେଉଁଠି ହୋଇଥିଲା? A. ଲୁମ୍ବିନି B. କୁଶିନଗର C. ବୋଧଗୟା D. ବାରଣାସୀ 7 / 20 7. ପୋଙ୍ଗଲ କେଉଁ ରାଜ୍ୟର ପ୍ରମୁଖ ପର୍ବ? A. ତାମିଲନାଡୁ B. ଓଡ଼ିଶା C. ମହାରାଷ୍ଟ୍ର D. କେରଳ 8 / 20 8. ଭାରତର ସବୁଠାରୁ ବଡ଼ ବ୍ୟାଙ୍କର ନାମ କଣ? A. SBI B. HDFC C. RBI D. BOI 9 / 20 9. କେଉଁ ଜୀବ ତାର ଚର୍ମ ଦ୍ଵାରା ଶ୍ୱାସକ୍ରିୟା କରିଥାଏ? A. ବେଙ୍ଗ B. କଇଁଛ C. ମୂଷା D. ମାଛ 10 / 20 10. ହୀରାକୁଦ ଜଳଭଣ୍ଡାର ଓଡ଼ିଶାର କେଉଁ ଜିଲ୍ଲାରେ ଅବସ୍ଥିତ? A. ଖୋର୍ଦ୍ଧା B. ଗଞ୍ଜାମ C. ସମ୍ବଲପୁର D. ବାଲେଶ୍ଵର 11 / 20 11. କେଉଁ ଦେଶରେ ଧଳା ହାତୀ ଦେଖାଯାଆନ୍ତି ? A. ଜାପାନ B. ଅଷ୍ଟ୍ରେଲିଆ C. ଆମେରିକା D. ଥାଇଲାଣ୍ଡ 12 / 20 12. କିଏ ଗୀତା ଗୋବିନ୍ଦ ରଚନା କରିଛନ୍ତି? A. ଜୟଦେବ B. ସାରଳା ଦାସ C. ଗୋପବନ୍ଧୁ ଦାସ D. ତୁଳସୀ ଦାସ 13 / 20 13. କେଉଁ ଗଛ ମୂଳେ ଶୋଇଲେ ମନୁଷ୍ୟ ମରିପାରେ? A. ବେଲ ଗଛ B. ବର ଗଛ C. ପିଜୁଳି ଗଛ D. ନିମ ଗଛ 14 / 20 14. କମ୍ପ୍ୟୁଟରର ଉଦ୍ଭବନା କିଏ କରିଥିଲେ? A. ଏଲନ ମସ୍କ B. ଚର୍ଲାସ ବାବେଜ C. ନିଉଟନ D. ମର୍କୋନି 15 / 20 15. କେଉଁ ପକ୍ଷୀର ଡେଣା ନଥାଏ? A. କିୱ ପକ୍ଷୀ B. ବାଦୁଡି C. ଓଟ ପକ୍ଷୀ D. କୁକୁଡ଼ା 16 / 20 16. ହିନ୍ଦୀ ଦିବସ କେବେ ପାଳନ କରାଯାଏ? A. ଡିସେମ୍ବର ୨ B. ଜାନୁୟାରୀ ୨୬ C. ଅଗଷ୍ଟ ୧୫ D. ସେପ୍ଟେମ୍ବର ୧୪ 17 / 20 17. ଦିଲ୍ଲୀରେ ରହିଥିବା ମହାତ୍ମା ଗାନ୍ଧୀଙ୍କ ସମାଧିର ନାମ କଣ? A. କିସାନ ଘାଟ B. ରାଜଘାଟ C. ବିଜୟଘାଟ D. ଶକ୍ତି ସ୍ଥଳ 18 / 20 18. ଭାରତର କେଉଁଠାରେ ପ୍ରଥମ କମ୍ପ୍ୟୁଟର ତିଆରି ହୋଇଥିଲା? A. ଚେନ୍ନାଇ B. ମୁମ୍ବାଇ C. କୋଲକାତା D. ଦିଲ୍ଲୀ 19 / 20 19. ବିଶ୍ବର ବୃହତମ ଦେଶ କିଏ? A. ଭାରତ B. ଆମେରିକା C. ଋଷିଆ D. ଚୀନ୍ 20 / 20 20. କେରଳ ରାଜ୍ୟର ସରକାରୀ ଭାଷା କଣ? A. ମାଲାୟାଲାମ B. ତେଲୁଗୁ C. କାନାଡା D. ଓଡିଆ Your score is Share with your friends. LinkedIn Facebook Twitter 0% Restart quiz Spread the love