Go to Beginning Odia General Knowledge MCQ Quiz [16]By Editorial Staff / March 2, 2023 March 2, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 1660 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -16 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୧୬ 1 / 20 1. ଭାରତର କେଉଁଠାରେ ପ୍ରଥମ କମ୍ପ୍ୟୁଟର ତିଆରି ହୋଇଥିଲା? A. ଚେନ୍ନାଇ B. ଦିଲ୍ଲୀ C. କୋଲକାତା D. ମୁମ୍ବାଇ 2 / 20 2. ସମ୍ବିଧାନ ର ଜନକ କାହାକୁ କୁହାଯାଏ? A. ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ B. ଭୀମରାଓ ଆମ୍ବେଦକର C. ମହାତ୍ମା ଗାନ୍ଧୀ D. ଜବାହାରଲାଲ ନେହେରୁ 3 / 20 3. ବିଶ୍ବର ବୃହତମ ଦେଶ କିଏ? A. ଭାରତ B. ଆମେରିକା C. ଋଷିଆ D. ଚୀନ୍ 4 / 20 4. ଭାରତର କେଉଁ ରାଜ୍ୟ ସର୍ବାଧିକ କଦଳୀ ଉପ୍ତାଦନ କରେ? A. ଗୋଆ B. ତାମିଲନାଡୁ C. କେରଳ D. ଓଡ଼ିଶା 5 / 20 5. କିଏ ଗୀତା ଗୋବିନ୍ଦ ରଚନା କରିଛନ୍ତି? A. ତୁଳସୀ ଦାସ B. ଗୋପବନ୍ଧୁ ଦାସ C. ସାରଳା ଦାସ D. ଜୟଦେବ 6 / 20 6. ଏଫିଲ ଟାୱାର କେଉଁ ଦେଶରେ ଅବସ୍ଥିତ? A. ଫ୍ରାନ୍ସ B. ଆମେରିକା C. ଚୀନ୍ D. ଋଷିଆ 7 / 20 7. ପୋଙ୍ଗଲ କେଉଁ ରାଜ୍ୟର ପ୍ରମୁଖ ପର୍ବ? A. ମହାରାଷ୍ଟ୍ର B. କେରଳ C. ଓଡ଼ିଶା D. ତାମିଲନାଡୁ 8 / 20 8. ହିନ୍ଦୀ ଦିବସ କେବେ ପାଳନ କରାଯାଏ? A. ଅଗଷ୍ଟ ୧୫ B. ଡିସେମ୍ବର ୨ C. ଜାନୁୟାରୀ ୨୬ D. ସେପ୍ଟେମ୍ବର ୧୪ 9 / 20 9. ଭାରତର ସବୁଠାରୁ ବଡ଼ ବ୍ୟାଙ୍କର ନାମ କଣ? A. RBI B. BOI C. SBI D. HDFC 10 / 20 10. କମ୍ପ୍ୟୁଟରର ଉଦ୍ଭବନା କିଏ କରିଥିଲେ? A. ନିଉଟନ B. ଚର୍ଲାସ ବାବେଜ C. ମର୍କୋନି D. ଏଲନ ମସ୍କ 11 / 20 11. ଦିଲ୍ଲୀରେ ରହିଥିବା ମହାତ୍ମା ଗାନ୍ଧୀଙ୍କ ସମାଧିର ନାମ କଣ? A. କିସାନ ଘାଟ B. ଶକ୍ତି ସ୍ଥଳ C. ବିଜୟଘାଟ D. ରାଜଘାଟ 12 / 20 12. ସବୁଠାରୁ ବଡ଼ ବରଫ ମହୋତ୍ସବ କେଉଁ ଦେଶରେ ପାଳନ ହୁଏ? A. ଜାପାନ B. ଚୀନ C. ଆମେରିକା D. ଋଷିଆ 13 / 20 13. କେରଳ ରାଜ୍ୟର ସରକାରୀ ଭାଷା କଣ? A. ମାଲାୟାଲାମ B. କାନାଡା C. ଓଡିଆ D. ତେଲୁଗୁ 14 / 20 14. କେଉଁ ଗଛ ମୂଳେ ଶୋଇଲେ ମନୁଷ୍ୟ ମରିପାରେ? A. ପିଜୁଳି ଗଛ B. ବେଲ ଗଛ C. ବର ଗଛ D. ନିମ ଗଛ 15 / 20 15. କେଉଁ ଜୀବ ତାର ଚର୍ମ ଦ୍ଵାରା ଶ୍ୱାସକ୍ରିୟା କରିଥାଏ? A. କଇଁଛ B. ମୂଷା C. ବେଙ୍ଗ D. ମାଛ 16 / 20 16. କେଉଁ ପକ୍ଷୀର ଡେଣା ନଥାଏ? A. କୁକୁଡ଼ା B. କିୱ ପକ୍ଷୀ C. ବାଦୁଡି D. ଓଟ ପକ୍ଷୀ 17 / 20 17. ଗୌତମ ବୁଦ୍ଧଙ୍କ ମୃତ୍ୟୁ କେଉଁଠି ହୋଇଥିଲା? A. କୁଶିନଗର B. ବୋଧଗୟା C. ଲୁମ୍ବିନି D. ବାରଣାସୀ 18 / 20 18. ହୀରାକୁଦ ଜଳଭଣ୍ଡାର ଓଡ଼ିଶାର କେଉଁ ଜିଲ୍ଲାରେ ଅବସ୍ଥିତ? A. ଗଞ୍ଜାମ B. ବାଲେଶ୍ଵର C. ଖୋର୍ଦ୍ଧା D. ସମ୍ବଲପୁର 19 / 20 19. କେଉଁ ନଦୀ ଉପରେ ହୀରାକୁଦ ଜଳଭଣ୍ଡାର ନିର୍ମାଣ ହୋଇଛି? A. କାବେରୀ B. ଯମୁନା C. ମହାନଦୀ D. ଗଙ୍ଗା 20 / 20 20. କେଉଁ ଦେଶରେ ଧଳା ହାତୀ ଦେଖାଯାଆନ୍ତି ? A. ଅଷ୍ଟ୍ରେଲିଆ B. ଆମେରିକା C. ଜାପାନ D. ଥାଇଲାଣ୍ଡ Your score is Share with your friends. LinkedIn Facebook Twitter 0% Restart quiz Spread the love