Advertisements

Odia General Knowledge MCQ Quiz [15]

Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ |

0%
1334
BEST OF LUCK!!!

GOOD TRY,

Keep Practicing, Keep Improving.


General Knowledge
Advertisements

Odia General Knowledge MCQ Quiz -15 (Odia GK)

ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୧୫

1 / 20

1. ସୌରଜଗତର ବୃହତ୍ତମ ଗ୍ରହର ନାମ କଣ?

2 / 20

2. ଧଳାହାତୀ ର ଦେଶ କାହାକୁ କୁହାଯାଏ?

3 / 20

3. ଭାରତର କେଉଁ ମନ୍ଦିର ସବୁଠାରୁ ଧନୀ ଅଟେ?

4 / 20

4. ଭୂମିକମ୍ପର ତୀବ୍ରତା କେଉଁ ସ୍କେଲରେ ମପାଯାଏ?

5 / 20

5. ଶିବ ପୁରାଣ ଅନୁସାରେ ଭାରତର କେଉଁ ଜୋର୍ତିଲିଙ୍ଗଟି ତୀର୍ଥ ନୁହେଁ?

6 / 20

6. କେଉଁଠି ବିଶ୍ବର ସବୁଠାରୁ ବଡ଼ କୋଠାଘର?

7 / 20

7. କାହାର ଜନ୍ମ ଦିନକୁ ଶିଶୁଦିବସ ରୂପେ ପାଳନ କରାଯାଏ?

8 / 20

8. କାହାର ଜନ୍ମ ଦିନକୁ ଗୁରୁଦିବସ ରୂପେ ପାଳନ କରାଯାଏ?

9 / 20

9. ଭାରତରେ କାହାକୁ ହିନ୍ଦୀ ସାହିତ୍ୟର ଜନକ କୁହାଯାଏ?

10 / 20

10. କିଏ ବିଶ୍ୱରେ ସର୍ବାଧିକ ଚା ଉତ୍ପାଦନ କରେ?

11 / 20

11. Samsung କେଉଁ ଦେଶର କମ୍ପାନୀ ଅଟେ?

12 / 20

12. ଅର୍ଥଶାସ୍ତ୍ର ର ଲେଖକ କିଏ?

13 / 20

13. ଭାରତର କେଉଁ ରାଜ୍ୟରେ ସର୍ବାଧିକ ଜଙ୍ଗଲ ଅଛି?

14 / 20

14. କେଉଁ ଗଛରେ ଫୁଲ ହୁଏ ନାହିଁ?

15 / 20

15. ନଳବନ ପକ୍ଷୀ ଅଭୟାରଣ୍ୟ କେଉଁଠି ଅବସ୍ଥିତ?

16 / 20

16. ଇନ୍ଦ୍ରଧନୁ ରେ କେତୋଟି ରଙ୍ଗ ଅଛି?

17 / 20

17. କୋଲକାତାର ପ୍ରସିଦ୍ଧ ହାୱଡା ପୋଲର ଅନ୍ୟନାମ କଣ?

18 / 20

18. ନୀଳନଦୀ କେଉଁଠାରୁ ଉତ୍ପନ ହୋଇଛି?

19 / 20

19. କେଉଁ ଦେଶରେ ପ୍ରଥମେ ରେଳ ସେବା ପ୍ରଚଳନ ହୋଇଥିଲା?

20 / 20

20. ଏଲୋରା ଗୁମ୍ଫା କେଉଁ ରାଜ୍ୟରେ ଅବସ୍ଥିତ?

Your score is

Share with your friends.

LinkedIn Facebook Twitter
0%

Spread the love

Leave a Comment

Your email address will not be published. Required fields are marked *

Advertisements