Go to Beginning Odia General Knowledge MCQ Quiz [15]By Editorial Staff / March 1, 2023 March 1, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 1724 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -15 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୧୫ 1 / 20 1. ଭାରତର କେଉଁ ରାଜ୍ୟରେ ସର୍ବାଧିକ ଜଙ୍ଗଲ ଅଛି? A. ଅରୁଣାଚଳ ପ୍ରଦେଶ B. ମଧ୍ୟପ୍ରଦେଶ C. ଓଡ଼ିଶା D. ଛତିଶଗଡ଼ 2 / 20 2. କେଉଁ ଦେଶରେ ପ୍ରଥମେ ରେଳ ସେବା ପ୍ରଚଳନ ହୋଇଥିଲା? A. ଚୀନ୍ B. ଇଂଲଣ୍ଡ C. ଆମେରିକା D. ଜାପାନ 3 / 20 3. Samsung କେଉଁ ଦେଶର କମ୍ପାନୀ ଅଟେ? A. ଆମେରିକା B. ଦକ୍ଷିଣ କୋରିଆ C. ଚୀନ୍ D. ଜାପାନ 4 / 20 4. କାହାର ଜନ୍ମ ଦିନକୁ ଗୁରୁଦିବସ ରୂପେ ପାଳନ କରାଯାଏ? A. ମହାତ୍ମା ଗାନ୍ଧୀ B. ସର୍ବପଲ୍ଲୀ ରାଧାକ୍ରିଷ୍ଣନ C. ଗୋପବନ୍ଧୁ ଦାସ D. ସୁବାସ ଚନ୍ଦ୍ର ବୋଷ 5 / 20 5. ଅର୍ଥଶାସ୍ତ୍ର ର ଲେଖକ କିଏ? A. ବ୍ୟାସଦେବ B. ତୁଳସୀ ଦାସ C. ବାଲ୍ମୀକି D. ଚାଣକ୍ୟ 6 / 20 6. ସୌରଜଗତର ବୃହତ୍ତମ ଗ୍ରହର ନାମ କଣ? A. ବୃହସ୍ପତି B. ଶନି C. ବୁଧ D. ମଙ୍ଗଳ 7 / 20 7. ଶିବ ପୁରାଣ ଅନୁସାରେ ଭାରତର କେଉଁ ଜୋର୍ତିଲିଙ୍ଗଟି ତୀର୍ଥ ନୁହେଁ? A. ସୋମନାଥ B. ଅମରନାଥ C. ତ୍ରମ୍ବକେଶ୍ୱର D. କାଶୀ ବିଶ୍ଵନାଥ 8 / 20 8. କୋଲକାତାର ପ୍ରସିଦ୍ଧ ହାୱଡା ପୋଲର ଅନ୍ୟନାମ କଣ? A. ରବୀନ୍ଦ୍ରନାଥ ସେତୁ B. ବିବେକାନନ୍ଦ ସେତୁ C. ବିଦ୍ୟାସାଗର ସେତୁ D. ନିବେଦିତା ସେତୁ 9 / 20 9. କେଉଁଠି ବିଶ୍ବର ସବୁଠାରୁ ବଡ଼ କୋଠାଘର? A. ପେଟ୍ରୋନାସ ଟାୱାର B. ବୁର୍ଜ ଖଲିଫା C. ସାଙ୍ଗାଇ ଟାୱାର D. ତାଜମହଲ 10 / 20 10. ଭାରତରେ କାହାକୁ ହିନ୍ଦୀ ସାହିତ୍ୟର ଜନକ କୁହାଯାଏ? A. ତୁଳସୀ ଦାସ B. ସାରଳା ଦାସ C. ହରିଶଚନ୍ଦ୍ର D. ଗୋପବନ୍ଧୁ ଦାସ 11 / 20 11. ଏଲୋରା ଗୁମ୍ଫା କେଉଁ ରାଜ୍ୟରେ ଅବସ୍ଥିତ? A. ଓଡ଼ିଶା B. କର୍ଣ୍ଣାଟକ C. ମଧ୍ୟପ୍ରଦେଶ D. ମହାରାଷ୍ଟ୍ର 12 / 20 12. ଇନ୍ଦ୍ରଧନୁ ରେ କେତୋଟି ରଙ୍ଗ ଅଛି? A. ୩ B. ୫ C. ୭ D. ୬ 13 / 20 13. ନଳବନ ପକ୍ଷୀ ଅଭୟାରଣ୍ୟ କେଉଁଠି ଅବସ୍ଥିତ? A. ପଶ୍ଚିମବଙ୍ଗ B. ଓଡ଼ିଶା C. ଛତିଶଗଡ଼ D. ଆନ୍ଧ୍ରପ୍ରଦେଶ 14 / 20 14. ଭୂମିକମ୍ପର ତୀବ୍ରତା କେଉଁ ସ୍କେଲରେ ମପାଯାଏ? A. ମେଟ୍ରିକ୍ ସ୍କେଲ B. ରୌଖିକ ସ୍କେଲ C. ମାର୍ସେଲି ସ୍କେଲ D. ରିକ୍ଟର ସ୍କେଲ 15 / 20 15. କାହାର ଜନ୍ମ ଦିନକୁ ଶିଶୁଦିବସ ରୂପେ ପାଳନ କରାଯାଏ? A. ଜବାହରଲାଲ ନେହେରୁ B. ସୁବାସ ଚନ୍ଦ୍ର ବୋଷ C. ମହାତ୍ମା ଗାନ୍ଧୀ D. ସର୍ବପଲ୍ଲୀ ରାଧାକ୍ରିଷ୍ଣନ 16 / 20 16. ଧଳାହାତୀ ର ଦେଶ କାହାକୁ କୁହାଯାଏ? A. ଥାଇଲାଣ୍ଡ B. ଜାପାନ C. ଆମେରିକା D. ଭାରତ 17 / 20 17. କିଏ ବିଶ୍ୱରେ ସର୍ବାଧିକ ଚା ଉତ୍ପାଦନ କରେ? A. ଜାପାନ B. ଚୀନ୍ C. ଶ୍ରୀଲଙ୍କା D. ଭାରତ 18 / 20 18. ନୀଳନଦୀ କେଉଁଠାରୁ ଉତ୍ପନ ହୋଇଛି? A. କିବୁ ହ୍ରଦ B. ଲୋହିତ ସାଗର C. ଭିକ୍ଟୋରିଆ ହ୍ରଦ D. ଚିଲିକା ହ୍ରଦ 19 / 20 19. ଭାରତର କେଉଁ ମନ୍ଦିର ସବୁଠାରୁ ଧନୀ ଅଟେ? A. ପଦ୍ମନାଭସ୍ଵାମୀ ମନ୍ଦିର B. ତିରୁପତିର ବାଲାଜୀ ମନ୍ଦିର C. ପୁରୀ ଜଗନ୍ନାଥ ମନ୍ଦିର D. ବୌଷ୍ଣୋଦେବୀ ମନ୍ଦିର 20 / 20 20. କେଉଁ ଗଛରେ ଫୁଲ ହୁଏ ନାହିଁ? A. କଦଳୀ B. ଛତୁ C. ପଣସ D. ଆମ୍ବ Your score is Share with your friends. LinkedIn Facebook Twitter 0% Restart quiz Spread the love