Go to Beginning Odia General Knowledge MCQ Quiz [14]By Editorial Staff / February 28, 2023 February 28, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 1593 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -14 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୧୪ 1 / 20 1. କେଉଁ ପଶୁ ସବୁଠାରୁ ଅଧିକ ଶୋଇଥାଏ? A. ଭାଲୁ B. ସିଂହ C. ବାଘ D. ହାତୀ 2 / 20 2. ପୃଥିବୀର ସବୁଠାରୁ ବଡ଼ ବିମାନ ବନ୍ଦର କେଉଁଠି ଅଛି? A. ଋଷ B. ସାଉଦି ଆରବ C. ଇଂଲଣ୍ଡ D. ଆମେରିକା 3 / 20 3. କେଉଁ ଦେଶ ସବୁଠାରୁ ଅଧିକ କଫି ଉତ୍ପାଦନ କରିଥାଏ? A. ଚୀନ୍ B. ବ୍ରାଜିଲ C. ଭାରତ D. ଇଟାଲୀ 4 / 20 4. ପୃଥିବୀର ସବୁଠାରୁ ଉତ୍ତପ୍ତ ମହାଦେଶର ନାମ କଣ? A. ଦକ୍ଷିଣ ଆମେରିକା B. ୟୁରୋପ C. ଏସିଆ D. ଆଫ୍ରିକା 5 / 20 5. ଏମିତି କେଉଁ ଜିନିଷ ଯାହା , ବଢ଼ିଥାଏ କିନ୍ତୁ କମି ନଥାଏ? A. ଜ୍ଞାନ B. ଓଜନ C. ଉଚ୍ଚତା D. ବୟସ 6 / 20 6. କେଉଁ ମସିହା ଠାରୁ ମହାତ୍ମାଗାନ୍ଧୀଙ୍କ ଫଟୋ କାଗଜ ନୋଟରେ ଛପା ଯାଇଛି? A. ୧୯୫୦ B. ୧୯୬୯ C. ୧୯୪୮ D. ୧୯୭୦ 7 / 20 7. କେଉଁ ଦେଶରେ ଘୁଷୁରୀର ସଂଖ୍ୟା ସବୁଠାରୁ ଅଧିକ? A. ଥାଇଲାଣ୍ଡ B. ମାଲେସିଆ C. ଜାପାନ D. ଚୀନ୍ 8 / 20 8. କାଉ କେଉଁ ଦେଶର ଜାତୀୟ ପକ୍ଷୀ ଅଟେ? A. ଭୁଟାନ B. ନେପାଳ C. ପାକିସ୍ତାନ D. ଜର୍ମାନୀ 9 / 20 9. କେଉଁ ଦେଶ ସବୁଠାରୁ ଅଧିକ ଆଳୁ ଉତ୍ପାଦନ କରେ? A. ଜାପାନ B. ଭାରତ C. ପାକିସ୍ତାନ D. ଚୀନ୍ 10 / 20 10. କେଉଁ ଦେଶର ଲୋକମାନେ ଅଧିକ ଚା ପିଅନ୍ତି? A. ଚୀନ୍ B. ତୁର୍କୀ C. ଭାରତ D. ଜାପାନ 11 / 20 11. ଓଡ଼ିଶାର ମୁଖ୍ୟ ଫସଲର ନାମ କଣ? A. ଧାନ B. ମୁଗ C. ଆଖୁ D. ଗହମ 12 / 20 12. କେଉଁ ସହରକୁ ହୀରାର ସହର କୁହାଯାଏ? A. ମୁମ୍ବାଇ B. ଦିଲ୍ଲୀ C. ଜୟପୁର D. ସୁରଟ 13 / 20 13. ମନୁଷ୍ୟ ଶରୀରର କେଉଁ ଅଂଶରୁ ଝାଳ ବୋହେ ନାହିଁ? A. କାନ B. ଗୋଡ଼ C. ହାତ D. ଓଠ 14 / 20 14. କେଉଁ ଦେଶରେ ସ୍ତ୍ରୀ ଲୋକମାନଙ୍କର ନିଶ ଓ ଦାଡ଼ି ଉଠିଥାଏ? A. ଭୁଟାନ B. ଇଥୋପିଆ C. ବ୍ରାଜିଲ D. ନାଇଜେରିଆ 15 / 20 15. କେଉଁ ଦେଶ ନିଜେ ନିଜର ସୂର୍ଯ୍ୟ ନିର୍ମାଣ କରୁଛି? A. ଚୀନ୍ B. ଇଟାଲୀ C. ଋଷ D. ଜାପାନ 16 / 20 16. କାଉ ବସାରେ କିଏ ଅଣ୍ଡା ଦିଏ? A. ପେଚା B. ବଗ C. କୋଇଲି D. ପାରା 17 / 20 17. କେଉଁ ଦେଶକୁ ସୂର୍ଯ୍ୟ ଉଦୟର ଦେଶ କୁହାଯାଏ? A. ଜାପାନ B. ଭାରତ C. ଋଷିଆ D. ଆମେରିକା 18 / 20 18. କେଉଁ ଜୀବର ଚାରୋଟି ପାକସ୍ଥଳୀ ଅଛି? A. ହରିଣ B. ଗାଇ C. ଭାଲୁ D. ବାଘ 19 / 20 19. ଭାରତରେ କେତେ ବର୍ଷରେ ଥରେ ଜନଗଣନା ହୁଏ? A. ୧୨ ବର୍ଷ B. ୫ ବର୍ଷ C. ୧୦ ବର୍ଷ D. ୮ ବର୍ଷ 20 / 20 20. ଓନମ କେଉଁ ରାଜ୍ୟର ପ୍ରମୁଖ ପର୍ବ ଅଟେ? A. କେରଳ B. ଆସାମ C. ବିହାର D. ତାମିଲନାଡୁ Your score is Share with your friends. LinkedIn Facebook Twitter 0% Restart quiz Spread the love