Go to Beginning Odia General Knowledge MCQ Quiz [13]By Editorial Staff / February 27, 2023 February 27, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 1684 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -13 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୧୩ 1 / 20 1. କେଉଁ ସଂକ୍ରାନ୍ତିରେ ଓଡ଼ିଆ ନବବର୍ଷ ପାଳନ କରାଯାଏ? A. ଧନୁ ସଂକ୍ରାନ୍ତି B. ରଜ ସଂକ୍ରାନ୍ତି C. ମକର ସଂକ୍ରାନ୍ତି D. ପଣା ସଂକ୍ରାନ୍ତି 2 / 20 2. କେଉଁ ଠାରୁ ଆମକୁ ସୌରଶକ୍ତି ମିଳିଥାଏ? A. ଚନ୍ଦ୍ର B. ସୂର୍ଯ୍ୟ C. ବିଦ୍ୟୁତ୍ D. ଆଲୋକ 3 / 20 3. ପୃଥିବୀରେ ପ୍ରଥମେ କେବେ ରେଳଗାଡ଼ି ଚାଲିଥିଲା? A. ୧୮୩୦ B. ୧୮୨୨ C. ୧୮୩୫ D. ୧୮୨୫ 4 / 20 4. ଭାରତରେ ସବୁଠାରୁ ଅଧିକ ଲୋକସଂଖ୍ୟା ଥିବା ସହରର ନାମ କଣ? A. ମୁମ୍ବାଇ B. ଚେନ୍ନାଇ C. ହାଇଦ୍ରାବାଦ D. ଦିଲ୍ଲୀ 5 / 20 5. କେଉଁ ଦେଶରେ ସବୁଠାରୁ ଅଧିକ କୋଇଲା ମିଳିଥାଏ? A. ଚୀନ୍ B. ଆମେରିକା C. ଭାରତ D. ଜର୍ମାନୀ 6 / 20 6. କଳା ରଙ୍ଗର ଗୋଲାପ କେଉଁ ଦେଶରେ ମିଳେ? A. ତୁର୍କୀ B. ଜାପାନ C. ଭାରତ D. ଇଂଲଣ୍ଡ 7 / 20 7. କେଉଁ ପଶୁ ଆଘାତ ପାଇଲେ ମଣିଷ ଭଳି କାନ୍ଦିଥାଏ? A. କୁମ୍ଭୀର B. ଜିରାଫ C. ଘୁଷୁରୀ D. ଭାଲୁ 8 / 20 8. ଭାରତର ପ୍ରଥମ ନାଗରିକ କିଏ? A. ପ୍ରଧାନମନ୍ତ୍ରୀ B. ରାଷ୍ଟ୍ରପତି C. ରାଜ୍ୟପାଳ D. ମୁଖ୍ୟମନ୍ତ୍ରୀ 9 / 20 9. ସୌର ଜଗତର ବୃହତ୍ତମ ଗ୍ରହର ନାମ କଣ? A. ବୃହସ୍ପତି B. ଚନ୍ଦ୍ର C. ମଙ୍ଗଳ D. ଶୁକ୍ର 10 / 20 10. ଭାରତର କେଉଁ ରାଜ୍ୟ ସର୍ବାଧିକ ରୂପା ଉତ୍ପାଦନ କରେ? A. ଝାଡ଼ଖଣ୍ଡ B. ଓଡ଼ିଶା C. ପଞ୍ଜାବ D. ରାଜସ୍ଥାନ 11 / 20 11. କେଉଁ ପଶୁର ଜିଭର ରଙ୍ଗ କଳା ଅଟେ? A. ଜଳହସ୍ତି B. ଜିରାଫ C. ଭାଲୁ D. ବାଘ 12 / 20 12. ବିଶ୍ବର ସବୁଠାରୁ ଅଧିକ ଜନବହୁଳ ଦେଶ କିଏ? A. ଜାପାନ B. ଭାରତ C. ଆମେରିକା D. ଚୀନ୍ 13 / 20 13. ରାଷ୍ଟ୍ରପତି ନିଜର ଇସ୍ତଫା ପତ୍ର କାହାକୁ ଦେଇଥାନ୍ତି? A. ଉପରାଷ୍ଟ୍ରପତି B. ପ୍ରଧାନମନ୍ତ୍ରୀ C. ମୁଖ୍ୟମନ୍ତ୍ରୀ D. ହାଇକୋର୍ଟ 14 / 20 14. କାହାର ଚାୟା ଯୋଗୁଁ ସୂର୍ଯ୍ୟପରାଗ ହୁଏ? A. ଚନ୍ଦ୍ର B. ପୃଥିବୀ C. ଶନି D. ରାହୁ 15 / 20 15. ନିମ୍ନଲିଖିତ ମଧ୍ୟରୁ କେଉଁ ପକ୍ଷୀର ବସା ନଥାଏ? A. କୋଇଲି B. ମୟୂର C. ପାରା D. ଶୁଆ 16 / 20 16. କେଉଁ ଦେଶରେ ଗୋଟିଏ ବି ମଶା ନାହାନ୍ତି? A. ଇଂଲଣ୍ଡ B. ଜାପାନ C. ଇଟାଲୀ D. ଆଇସଲ୍ୟାଣ୍ଡ 17 / 20 17. ନିମ୍ନଲିଖିତ ମଧ୍ୟରୁ ସବୁଠାରୁ ଦ୍ରୁତଗାମୀ ପଶୁର ନାମ କଣ? A. ହରିଣ B. ଚିତା ବାଘ C. ଘୋଡା D. ଭାଲୁ 18 / 20 18. କେଉଁ ମସିହାରେ ଓଡ଼ିଆ ଭାଷା ସରକାରୀ ଭାଷା ଭାବରେ ସ୍ବୀକୃତି ପାଇଥିଲା? A. ୧୯୮୫ B. ୧୯୫୦ C. ୧୯୫୪ D. ୧୯୮୪ 19 / 20 19. ଓଡ଼ିଶାରେ କେବେ ମହାବାତ୍ୟା ହୋଇଥିଲା? A. ୧୯୫୦ B. ୧୯୯୯ C. ୨୦୧୨ D. ୧୯୯୭ 20 / 20 20. କାଜିରଙ୍ଗା ଜାତୀୟ ଉଦ୍ୟାନ କେଉଁଠାରେ ଅବସ୍ଥିତ? A. ଗୋଆ B. ମହାରାଷ୍ଟ୍ର C. ଓଡ଼ିଶା D. ଆସାମ Your score is Share with your friends. LinkedIn Facebook Twitter 0% Restart quiz Spread the love