Advertisements

Odia General Knowledge MCQ Quiz [13]

Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ |

0%
1289
BEST OF LUCK!!!

GOOD TRY,

Keep Practicing, Keep Improving.


General Knowledge
Advertisements

Odia General Knowledge MCQ Quiz -13 (Odia GK)

ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୧୩

1 / 20

1. ଭାରତର କେଉଁ ରାଜ୍ୟ ସର୍ବାଧିକ ରୂପା ଉତ୍ପାଦନ କରେ?

2 / 20

2. କେଉଁ ଦେଶରେ ସବୁଠାରୁ ଅଧିକ କୋଇଲା ମିଳିଥାଏ?

3 / 20

3. ବିଶ୍ବର ସବୁଠାରୁ ଅଧିକ ଜନବହୁଳ ଦେଶ କିଏ?

4 / 20

4. ଭାରତର ପ୍ରଥମ ନାଗରିକ କିଏ?

5 / 20

5. କେଉଁ ମସିହାରେ ଓଡ଼ିଆ ଭାଷା ସରକାରୀ ଭାଷା ଭାବରେ ସ୍ବୀକୃତି ପାଇଥିଲା?

6 / 20

6. ସୌର ଜଗତର ବୃହତ୍ତମ ଗ୍ରହର ନାମ କଣ?

7 / 20

7. କାଜିରଙ୍ଗା ଜାତୀୟ ଉଦ୍ୟାନ କେଉଁଠାରେ ଅବସ୍ଥିତ?

8 / 20

8. ଭାରତରେ ସବୁଠାରୁ ଅଧିକ ଲୋକସଂଖ୍ୟା ଥିବା ସହରର ନାମ କଣ?

9 / 20

9. କେଉଁ ଦେଶରେ ଗୋଟିଏ ବି ମଶା ନାହାନ୍ତି?

10 / 20

10. କାହାର ଚାୟା ଯୋଗୁଁ ସୂର୍ଯ୍ୟପରାଗ ହୁଏ?

11 / 20

11. କେଉଁ ଠାରୁ ଆମକୁ ସୌରଶକ୍ତି ମିଳିଥାଏ?

12 / 20

12. ନିମ୍ନଲିଖିତ ମଧ୍ୟରୁ କେଉଁ ପକ୍ଷୀର ବସା ନଥାଏ?

13 / 20

13. ରାଷ୍ଟ୍ରପତି ନିଜର ଇସ୍ତଫା ପତ୍ର କାହାକୁ ଦେଇଥାନ୍ତି?

14 / 20

14. ଓଡ଼ିଶାରେ କେବେ ମହାବାତ୍ୟା ହୋଇଥିଲା?

15 / 20

15. କଳା ରଙ୍ଗର ଗୋଲାପ କେଉଁ ଦେଶରେ ମିଳେ?

16 / 20

16. କେଉଁ ପଶୁର ଜିଭର ରଙ୍ଗ କଳା ଅଟେ?

17 / 20

17. କେଉଁ ପଶୁ ଆଘାତ ପାଇଲେ ମଣିଷ ଭଳି କାନ୍ଦିଥାଏ?

18 / 20

18. କେଉଁ ସଂକ୍ରାନ୍ତିରେ ଓଡ଼ିଆ ନବବର୍ଷ ପାଳନ କରାଯାଏ?

19 / 20

19. ନିମ୍ନଲିଖିତ ମଧ୍ୟରୁ ସବୁଠାରୁ ଦ୍ରୁତଗାମୀ ପଶୁର ନାମ କଣ?

20 / 20

20. ପୃଥିବୀରେ ପ୍ରଥମେ କେବେ ରେଳଗାଡ଼ି ଚାଲିଥିଲା?

Your score is

Share with your friends.

LinkedIn Facebook Twitter
0%

Spread the love

Leave a Comment

Your email address will not be published. Required fields are marked *

Advertisements